ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଓ କଂଗ୍ରେସ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ବିରୋଧୀଙ୍କ ଉପରେ ବର୍ଷିଲେ ଅମିତ ଶାହ । ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗରେ କଂଗ୍ରେସ ଓ ତାର ସହଯୋଗୀ ଦଳ ରାଜନୀତି କରୁଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।
ଦେଶରେ ୨୦୦୦ ଟଙ୍କିଆ ନୋଟ୍ ବନ୍ଦକୁ ନେଇ ଶ୍ରୀ ଚୌଧୁରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଛନ୍ତି କଡ଼ା ସମାଲୋଚନା । ଆଉ ସମାଲୋଚନା ଆଳରେ ସେ ଟପିଯାଇଛନ୍ତି ସୀମା ।
ଓଡିଶାରେ ୨୦୦୦ରୁ ଏକ ଦଶନ୍ଧି ଧରି ବିଜେଡି-ବିଜେପି ମିଳିତ ସରକାର କରିଥିଲେ। ତା’ପରେ ଉଭୟେ ଅଲଗା ହୋଇ ନିର୍ବାଚନ ଲଢିଲେ। ଏବେ ପୁଣି ସେହି ‘ସମ୍ପର୍କ’ ଗଢିଉଠୁଥିବା ସ୍ଥିତି ସାମ୍ନାକୁ ଆସିଛି ।
କେଉଁ ଧାରାରେ ଚାଲୁଛି ବିଜେଡି ? ବଦଳୁଛି କି ଦଳର ଆଭିମୁଖ୍ୟ ? ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ରାଜ୍ୟରେ ବିଜେପି ସହ କଳି...କେନ୍ଦ୍ରରେ କୋଳାକୋଳି ! ଶାସକ ବିଜେଡି-ବିଜେପି ସଂପର୍କକୁ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା
୫ ଦିନର ଘମାଘୋଟ କସରତ ଆଉ ୨୦ରୁ ଅଧିକ ବୈଠକ । ବେଙ୍ଗାଲୁରୁ ଦିଲ୍ଲୀ ଯାଏଁ ହଟଚମଟ । ଏସବୁର ଅବସାନ ଘଟାଇ ଶେଷରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ।
ରାଜ୍ୟରେ ଯେତୋଟି ବି ଉପ-ନିର୍ବାଚନ ହୋଇଛି । ସେଥିମଧ୍ୟରୁ ଦଳ ପ୍ରାୟତଃ ହାର୍ର ସାମନା କରିଛି, କେବଳ ବ୍ରଜାରାଜନଗର ଏବଂ ତିର୍ତ୍ତୋଲକୁ ଛାଡିଦେଲେ ଦଳ ଅନ୍ୟ ସବୁଠି ପ୍ରାୟତଃ ଅମାନତ ହରାଇଛି ।
ତୃତୀୟ ସାମୁଖ୍ୟର ରାଜନୈତିକ ତୀର୍ଥରେ ଥିବା ନୀତୀଶଙ୍କୁ ସାକ୍ଷାତର ୪୮ଘଣ୍ଟା ପରେ ନବୀନ-ମୋଦୀ ଭେଟ କଂଗ୍ରେସ ପାଇଁ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଦଳ ଏହାର ଫାଏଦା ନେବା ସ୍ଥିତିରେ ନଥିବା ଜଣାଯାଏ।
ସିଏମ୍ ପଦ ଲାଗି ଏବେ ଦୌଡ଼ରେ ଦୁଇ ପ୍ରମୁଖ ଦାବିଦାର। ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଅନ୍ୟଜଣେ ରାଜ୍ୟ ପିସିସି ସଭାପତି ଡିକେ ଶିବକୁମାର। ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବା ଲାଗି ନିଜ ନିଜ ସମର୍ଥକଙ୍କ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା।
୨୦୧୯ ତୁଳନାରେ ବିଜେଡି ପାଖାପାଖି ୫ ପ୍ରତିଶତ, ବିଜେପି ପ୍ରାୟ ୩ ପ୍ରତିଶତ ଭୋଟ୍ ଅଧିକ ପାଇଛି। ଆଉ କଂଗ୍ରେସ୍ ହରାଇଛି ପ୍ରାୟ ୮ ପ୍ରତିଶତ ଭୋଟ୍ ।
ବିଜେଡି ସରକାର ମହିଳା ବିରୋଧୀ ଓ ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗକୁ ନେଇ ବିଜେପି ଯେଉଁଭଳି ଢଙ୍ଗରେ ବିଜେଡି ସରକାରକୁ ଘନଘନ ନିଶାନା କରୁଛି, ତାର କାଉଣ୍ଟର ଲାଗି ମୁଖ୍ୟମନ୍ତ୍ରୀ ଏଭଳି ଆଭିମୁଖ୍ୟ ଆପଣାଇଥିବା ଚର୍ଚ୍ଚା ହେଉଛି।
୨୦୧୯ ତୁଳନାରେ ବିଜେଡି ପାଖାପାଖି ୫ ପ୍ରତିଶତ, ବିଜେପି ପ୍ରାୟ ୩ ପ୍ରତିଶତ ଭୋଟ୍ ଅଧିକ ପାଇଛି। ଆଉ କଂଗ୍ରେସ୍ ହରାଇଛି ପ୍ରାୟ ୮ ପ୍ରତିଶତ ଭୋଟ୍।
ବେଙ୍ଗାଳୁରୁର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରୁ ନୂଆଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟ, ଭୁବନେଶ୍ୱରରୁ ଗୌହ୍ୱାଟି, ରାୟପୁରରୁ ଥିରୁବନନ୍ତପୁରମ ସବୁଠି ସେଲିବ୍ରେସନ୍ ମାହୋଲ ।
ଓଡ଼ିଶାରେ ଜନସାଧାରଣଙ୍କ ସରକାର ଚାଲୁନାହିଁ। ଓଡ଼ିଶାରେ ଅମଲାଙ୍କ ସରକାର ଚାଲିଛି। ଏଠି ମୁଖ୍ୟମନ୍ତ୍ରୀ ବି ମୁଖ୍ୟମନ୍ତ୍ରୀ ନୁହଁନ୍ତି। ଯେଉଁଦିନ କଂଗ୍ରେସ ଏକ ହୋଇଯିବ ସେତେବେଳେ ପରିବର୍ତ୍ତନ ହେବା ନିଶ୍ଚିତ।
ସତ ହେଲା ଜ୍ୟୋତିଷଙ୍କ ବାଣୀ । ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସର ବିଜୟ ହେବା ନେଇ ଜଣେ ଜ୍ୟୋତିଷ କହିଥିଲେ ।
କାହାର ହେବ କର୍ଣ୍ଣାଟକ ? ସତ ହେବ କି ଏକ୍ଜିଟ୍ ପୋଲ ? ଏଥର ଝୁଲା ସରକାର
ଲଢେଇ ଖଣ୍ଡେ ଚେୟାର ପାଇଁ . . .ଆଗରେ ବସିବା ପାଇଁ ପାର୍ଟି ଅଫିସ୍ ହୁଲୁସ୍ତୁଲ . . ସମସ୍ତଙ୍କ ସାମ୍ନାରେ ମୁଥ ମରାମରି ହେଲେ ଦୁଇ କଂଗ୍ରେସ ନେତା
ଖୋଲା ମଞ୍ଚରୁ ନିଶାନା ସାଧିଲେ ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳ । ଜାନକୀ-ବସନ୍ତ ଲିଗାସିକୁ ନେଇ ନୂଆ ଆଞ୍ଚଳିକ ଦଳ ସମୀକରଣ ଚର୍ଚ୍ଚା ।
ଭୋଟ୍ ଟାଣୁନି କି ମୁଦ୍ଦା ? ପୁଳା ପୁଳା ସ୍ଥାନୀୟ ସମସ୍ୟା ସତ୍ତ୍ବେ ଝାରସୁଗୁଡ଼ା ଉପନିର୍ବାଚନରେ ଅସଲ ପ୍ରସଙ୍ଗକୁ ଛୁଉଁନାହାନ୍ତି କୌଣସି ବି ଦଳ । ବିରୋଧୀଙ୍କ କେବଳ ନବ ହତ୍ୟା ପ୍ରସଙ୍ଗ ଓ ଶାସକ ଦଳର ଅନୁକଂପା କାର୍ଡ ଲଢ଼େଇକୁ ନେଇ ଚର୍ଚ୍ଚା
ଝାରସୁଗୁଡ଼ାରେ ଆଦର୍ଶ ଆଚରଣ ବିଧିର ଖୋଲା ଉଲଂଘନକୁ ନେଇ ମୁହାଁମୁହିଁ ବିଜେଡି- ବିଜେପି: ଭୋଟ୍ ବେଳେ ପ୍ୟାକେଜ ଘୋଷଣା କରି ସରକାର ନିୟମ ଭାଙ୍ଗିଥିବା କହି ବର୍ଷିଲେ ବିରୋଧୀ । ବିଜେଡିର ଖଣ୍ଡନ, ସିଇଓ କହିଲେ ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ
ଝାରସୁଗୁଡ଼ା ନିର୍ବାଚନରେ କିଏ କରୁଛି ହିଂସା ? ଟଙ୍କଧର ଓ କୁସୁମ ଟେଟେଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ତେଜିଲା ହିଂସା ରାଜନୀତି । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ସିଇଓଙ୍କୁ ଭେଟି ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଉଭୟେ ବିଜେପି-ବିଜେଡି
ଉପନିର୍ବାଚନକୁ ନେଇ ଝାରସୁଗୁଡ଼ାରୁ ରାଜଧାନୀ ଭୁବନେଶ୍ୱର ଯାଏଁ ସରଗରମ ରାଜନୀତି । ଗୋଟିଏ ପଟେ ଝାରସୁଗୁଡ଼ା ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ ଦଳରୁ ଇସ୍ତଫା ଦେଇ ଶଙ୍ଖ ଶିବିରରେ ସାମିଲ ହୋଇଥିବା ବେଳେ ଝାରସୁଗୁଡାରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି କର୍ମୀ ।