Advertisment

ଶିବକୁମାର ନା ସିଦ୍ଦରମେୟା ? କାହାର ପଲ୍ଲା ଭାରି

ସିଏମ୍ ପଦ ଲାଗି ଏବେ ଦୌଡ଼ରେ ଦୁଇ ପ୍ରମୁଖ ଦାବିଦାର। ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଅନ୍ୟଜଣେ ରାଜ୍ୟ ପିସିସି ସଭାପତି ଡିକେ ଶିବକୁମାର। ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଦେଖିବା ଲାଗି ନିଜ ନିଜ ସମର୍ଥକଙ୍କ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରତିଯୋଗିତା।

author-image
Tanmay Kumar Mahalik

ଶିବକୁମାର ନା ସିଦ୍ଦରମେୟା? କିଏ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ। ବିଧାନସଭା ନିର୍ବାଚନରେ କଂଗ୍ରେସର ଆଖି ଝଲସା ବିଜୟ ପରେ ସମସ୍ତଙ୍କ ଫୋକସ୍ ଏହା ଉପରେ। ଏଥିପାଇଁ ଦଳ ଏକ ତିନିଜଣିଆ ପର୍ଯ୍ୟବେକ୍ଷକ ଟିମ୍ ନିଯୁକ୍ତ କରିଥିବା ବେଳେ, ସେପଟେ ସଂଧ୍ୟାରେ ବସୁଛି କଂଗ୍ରେସ୍ ବିଧାୟକ ଦଳ ବୈଠକ।

Advertisment
Congress Siddaramaiah Karnataka Election
Advertisment
Advertisment