• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

iot
ଉତ୍ସାହ ଓ ଉଲ୍ଲାସ ହଠାତ୍‌ ସବୁ ଥମିଗଲା; ଭାରତର ବିଶ୍ୱକପ୍‌ ଯାତ୍ରା ମେଲବର୍ଣ୍ଣରେ ସରିଗଲା

ମେଲବର୍ଣ୍ଣ: ଉତ୍ସାହ, ଉନ୍ମାଦନା, ଉଲ୍ଲାସ ସବୁ ଯେମିତି ଥମିଗଲା। ଟିମ୍‌ ଇଣ୍ଡିଆ ବିଶ୍ୱବିଜେତା ହେବାର ଯାତ୍ରା ମେଲବର୍ଣ୍ଣରେ ସରିଗଲା। ଦିନିକିଆ ବିଶ୍ୱକପ ଭଳି ଟି-୨୦ ବିଶ୍ୱକପ ଫାଇନାଲରେ ବି ଭାରତୀୟ ମହିଳା ଦଳ ହାରିଗଲା। ଅଷ୍ଟ୍ରିଲିଆ ଯେଉଁ ଚାମ୍ପିୟନ୍‌କୁ ସେଇ ଚାମ୍ପିୟନ୍। ଦିନିକିଆରେ ଇଂଲଣ୍ଡ ଠାରୁ ହାରିଥିଲା, ଆଉ ଆଜି ଅଷ୍ଟ୍ରେଲିଆ ଠାରୁ ହାରିଲା।  ଧୂଳିସାତ ହେଲା ବିଶ୍ୱବିଜେତା ସ୍ୱପ୍ନ। ପ୍ରଥମଥର ଟି-୨୦ ବିଶ୍ୱକପ ଫାଇନାଲ ଖେଳୁଥିବା ହରମନପ୍ରୀତ କୌରଙ୍କ ଟିମ୍‌ ଇଣ୍ଡିଆ ଆଜି ଅଷ୍ଟ୍ରେଲିଆ ନିକଟରେ […]

  • Monday, 26 July 2021
mann kour
ରାଷ୍ଟ୍ରପତିଙ୍କଠୁ ଆୱାର୍ଡ ପାଇଁ ଖୁସିରେ ନାଚିଲେ ଏହି ଖେଳାଳି

ଚଣ୍ଡିଗଡ଼: ଚଣ୍ଡିଗଡ଼ର ଚମତ୍କାରୀ ମନ୍ନ କୌରଙ୍କୁ ମିଳିଛି ନାରୀ ଶକ୍ତି ସମ୍ମାନ। ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ ବେଳେ ବେଶ୍ ଉତ୍ସାହିତ ହୋଇଥିଲେ ମନ୍ନ। ରାଷ୍ଟ୍ରପତିଙ୍କଠୁ ସମ୍ମାନ ନେବା ପରେ ମନ୍ନ ଖୁସିରେ ନାଚିଥିଲେ। ରାଷ୍ଟ୍ରପତି ମନ୍ନଙ୍କୁ ନିଜ ଶୈଳୀରେ ନାଚିବାକୁ କହିଥିଲେ। ଏହାପରେ ମଞ୍ଚରେ ନାଚିଥିଲେ ମନ୍ନ। ଆୱାର୍ଡ ନେବା ଖୁସିଠୁ ବଳି ଯାଇଥିଲା ରାଷ୍ଟ୍ରପତିଙ୍କୁ ଭେଟିବା। ମଞ୍ଚ ଉପରକୁ ବେଶ ଖୁସ୍ ମିଜାସ ଶୈଳୀରେ ଆସିଥିଲେ ମନ୍ନ। ଏକଦମ୍ ପରେଡ୍ ଶୈଳୀରେ ‌ଆସି ରାଷ୍ଟ୍ରପତିଙ୍କଠୁ ମାନପତ୍ର […]

  • Monday, 26 July 2021
pd
ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍‌: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ହେଉଥିବା ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍‌ରେ ଟସ୍ ଜିତିଲା ଅଷ୍ଟ୍ରେଲିଆ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ଦଳ। ମେଲ୍‌ବର୍ଣ୍ଣ ଗ୍ରାଉଣ୍ଡର ୱିକେଟ୍‌ ସୁବିଧାର ଫାଇଦା ଉଠାଇବାକୁ ଚାହୁଁଛନ୍ତି ଅଷ୍ଟ୍ରେଲିଆ କ୍ୟାପ୍ଟେନ୍‌ ମେଗ୍‌ ଲାନିଂ। ଗ୍ରାଉଣ୍ଡର ଫାଇଦା ନେଇ ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ଉପରେ ଚାପ ପକାଇବା ପାଇଁ ଚାହୁଛି ଘରୋଇ ଦଳ। ଏଥିପାଇଁ ଆଗୁଆ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ। ଅନ୍ୟପଟେ […]

  • Monday, 26 July 2021
sdf
ଆଇସିସି ଟି-୨୦ ମହିଳା ବିଶ୍ୱକପ୍‌ ଫାଇନାଲ୍‌: ଜମିବ ଇଣ୍ଡିଆ-ଅଷ୍ଟ୍ରେଲିଆ ଫାଇଟ୍

ମେଲବର୍ଣ୍ଣ: ଆଇସିସି ଟି-୨୦ ମହିଳା ବିଶ୍ୱକପର ଫାଇନାଲରେ ଆଜି ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ମହିଳା ବ୍ରିଗେଡ। ମେଲବୋର୍ଣ୍ଣରେ ଏହି ମ୍ୟାଚ୍‌ ଖେଳାଯିବ। ଚମତ୍କାର ଫର୍ମରେ ଥିବା ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ଟି- ୨୦  ମହିଳା ବିଶ୍ୱକପ୍‌ରେ ଫାଇନାଲ ମ୍ୟାଚ୍ ଖେଳୁଛି। ଭାରତର ବ୍ୟାଟ୍ସମ୍ୟାନ୍ ଶେଫାଳୀ ବର୍ମା, ସ୍ମୃତି ମାନନ୍ଧନା ଓ ଅଲରାଉଣ୍ଡର ଦିପ୍ତୀ ଶର୍ମା ଚମତ୍କାର ଫର୍ମରେ ଅଛନ୍ତି। ତେଣୁ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଭାରତୀୟ ମହିଳା ଟିମ୍ ଆଇସିସି ଟି -୨୦ […]

  • Monday, 26 July 2021
perry
ମହିଳା ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆକୁ ଝଟ୍‌କା: ଖେଳିବେନି ଷ୍ଟାର୍‌ ଅଲ୍‌ରାଉଣ୍ଡର୍‌

ମେଲବର୍ଣ୍ଣ: ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତ ସହ ମୁକାବିଲା କରିବାକୁ ଅଣ୍ଟାଭିଡ଼ୁଥିବା ବେଳେ ଟିମ୍‌କୁ ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍‌କା ଲାଗିଛି। ଲିଗ୍‌ ପର୍ଯ୍ୟାୟରୁ ଆହତ ହୋଇ ବେଞ୍ଚରେ ବସିଥିବା ଷ୍ଟାର ଅଲରାଉଣ୍ଡର ଏଲିସା ପେରୀ ଏବେ ୬ ମାସ ଯାଏ କ୍ରିକେଟ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ମ୍ୟାଚ୍‌ ଚାଲିଥିବା ବେଳେ ସେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିଲେ। ଏବେ ତାଙ୍କର ଅସ୍ତ୍ରୋପଚାର ହେବ। ଆସନ୍ତା ସପ୍ତାହରେ ଅସ୍ତ୍ରୋପଚାର ହେଲେ ସେ ଦୀର୍ଘ ୬ ମାସ ଯାଏ […]

  • Monday, 26 July 2021
women-t20
ଆଇସିସି ଟି-୨୦ ମହିଳା ବିଶ୍ୱକପ: ଆଜି ଇଂଲଣ୍ଡ ସହ ଇଣ୍ଡିଆର ମୁକାବିଲା

ସିଡ୍‌ନୀ: ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ଟି-୨୦ ମହିଳା ବିଶ୍ୱକପରେ ଆଜି ଭାରତର ସେମିଫାଇନାଲ୍ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ସହ ହେବ ମୁକାବିଲା କରିବ ଟିମ୍‌ ଇଣ୍ଡିଆରେ ଲେଡି ବ୍ରିଗେଡ୍। ଆଜି ସେମିରେ ବିଜୟୀ ହେଲେ ଭାରତ ପ୍ରଥମଥର ପାଇଁ ବିଶ୍ୱକପ୍ ଇତିହାସରେ ଫାଇନାଲ ଖେଳିବ। ଏହାପୂର୍ବରୁ ଖେଳାଯାଇଥିବା ବିଶ୍ୱକପର ୬ଟି ସଂସ୍କରଣରେ ଭାରତ କେବେବି ଫାଇନାଲରେ ପ୍ରବେଶ କରି ନାହିଁ। ତେବେ ଏଥର ଦମଦାର ପ୍ରଦର୍ଶନ କରି ଭାରତ ଟାଇଟଲ ଫେଭରାଇଟ୍‌ ହୋଇପାରିଛି। ଗ୍ରୁପ୍ […]

  • Monday, 26 July 2021
Tokyo Olympic
ଅଲିମ୍ପିକ୍ସର ଆଜି ତୃତୀୟ ଦିନ : ପଦକ ଉପରେ ସମସ୍ତଙ୍କ ନଜର

ନୌଚାଳନା ମହିଳା ରାଉଣ୍ଡ ୧ରେ ନେତ୍ରା କୁମାନାଙ୍କର ଆଜି ଇଭେଣ୍ଟ ରହିଛି। ସେହିପରି ୧୦ମିଟର ଏୟାର ରାଇଫଲ ପୁରୁଷ ବିଭାଗରେ ଦୀପକ କୁମାର ଓ ଦିବ୍ୟାଂଶ ସିଂହ ପନଓ୍ୱର ଆଜି ମୈଦାନକୁ ଓହ୍ଲାଇବେ। ଟେବୁଲ ଟେନିସ ପୁରୁଷ ବିଭାଗ ସିଙ୍ଗଲ୍ସରେ ସଥିୟାନ ଗୁନଶେଖରନ ମଧ୍ୟ ଆଜି ମୈଦାନକୁ ଓହ୍ଲାଇବେ। ନୌଚାଳନାରେ ବିଷ୍ଣୁ ସରବାନନ୍, ଟେବୁଲ ଟେନିସ ରାଉଣ୍ଡ-୨ରେ ମନୀକା ବାତ୍ରା, ବକ୍ସିଂ ପୁରୁଷ ବିଭାଗରେ ମନୀଷ କୌଶିକ ମୈଦାନକୁ ଓହ୍ଲାଇବେ। ସୁଇମିଂ ରାଉଣ୍ଡ୧ ମହିଳା ବିଭାଗରେ ମାନା ପଟେଲ, ସୁଇମିଂ ରାଉଣ୍ଡ ୩ ପୁରୁଷ ବିଭାଗରେ ଶ୍ରୀହରି ନଟରାଜଙ୍କର ଆଜି ଇଭେଣ୍ଟ ରହିଛି

Story Behind Mirabai Chanu
ହାଇଲାଇଟ୍‌ସରେ ମୀରାବାଈ ଚାନୁ, ହେଲେ ତାଙ୍କ ପଛରେ ରହିଛି ଅନେକ କାହାଣୀ.. ଜାଣନ୍ତୁ..

ସାଇଖୋମ୍‌ ମୀରାବାଈ ଚାନୁ । ଏବେ ସାରା ବିଶ୍ୱରେ ଏକ ଚର୍ଚ୍ଚିତ ନାଁ । ଭାରତ ପାଇଁ ଆଣିଛନ୍ତି ଗର୍ବ ଆଉ ଗୌରବ । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତ ପାଇଁ ପ୍ରଥମ ଦିନରେ ପ୍ରଥମ ରୌପ୍ୟ ପଦକ ଜିତିଛନ୍ତି ଏହି ସାଇଖୋମ୍‌ ମୀରାବାଈ ଚାନୁ ।

ld
ଭାରତୀୟ ପୁରୁଷ ହକି ଟିମ୍‌କୁ ସଫଳତା

ଲୌସାନେ: ଭାରତୀୟ ପୁରୁଷ ହକି ଟିମ୍ ବିଶ୍ୱ ରାଙ୍କିଙ୍ଗର ନୂତନ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠି କ୍ୟାରିୟରର ସର୍ବଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ୨୦୦୩ରେ ଏଫଆଇଏଚ୍ ବିଶ୍ୱ ରାଙ୍କିଙ୍ଗ୍ ଆରମ୍ଭ ହେବା ପରଠାରୁ ଭାରତର ଏହା ସର୍ବୋଚ୍ଚ ରାଙ୍କିଙ୍ଗ୍। ଏଫଆଇଏଚ୍ ପ୍ରୋ ହକି ଲିଗର ପ୍ରଥମ ତିନୋଟି ପର୍ଯ୍ୟାୟରେ ଜବରଦସ୍ତ ଫର୍ମ ବଳରେ ଭାରତ ପଞ୍ଚମରୁ ଚତୁର୍ଥକୁ ଉଠିବାରେ ସଫଳ ହୋଇଛି। ଭାରତର ଆଗକୁ ବଢ଼ିବା ଦ୍ୱାରା ଏବେ ଅଲିମ୍ପିକ୍ ଚାମ୍ପିୟନ୍ ଆର୍ଜେଣ୍ଟିନା ଗୋଟିଏ ସ୍ଥାନ […]

  • Saturday, 24 July 2021
ki
ଜାଡେଜାଙ୍କ ଏମିତି କ୍ୟାଚ୍ ଧରିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ

କ୍ରାଇଷ୍ଟଚର୍ଚ୍ଚ: ଟିମ୍ ଇଣ୍ଡିଆର ଏକ ନମ୍ବର ଫିଲ୍ଡର ରବୀନ୍ଦ୍ର ଜାଡେଜା ଆଉ ଏକ ଚମତ୍କାରିତା ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜାଡେଜା ରବିବାର କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟର ଦ୍ୱିତୀୟ ଦିବସରେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ନିଲ୍ ୱାଗନରଙ୍କ ଚମତ୍କାର କ୍ୟାଚ୍ ଧରିଛନ୍ତି। ଜାଡେଜା ଉପରକୁ ଡିଅଁ ମାରି ଗୋଟିଏ ହାତରେ କ୍ୟାଚ୍ ଧରିଥିଲେ, ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା। One of the all time great catches. Ravindra Jadeja ?? #NZvsIND pic.twitter.com/nfPpWqFWxR — Stephen […]

  • Saturday, 24 July 2021
boxiknbg
ବକ୍ସିଂ ପାଇଁ ଫାଇନାଲ୍‌ରେ ଦୁଇ ଭାଇ ମୁହାଁମୁହିଁ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ବକ୍ସିଂ ଇଭେଣ୍ଟରେ ଦୁଇ ଭାଇ ହୁଅନ୍ତି କିମ୍ବା ଦୁଇ ଭଉଣୀଙ୍କ ମଧ୍ୟରେ ଲଢ଼େଇ ଖୁବ୍ ଚର୍ଚ୍ଚା ସାଉଁଣ୍ଟିଛି। ରବିବାର କ୍ରୀଡ଼ାର ଅନ୍ତିମ ଅନ୍ତିମ ଦିବସର ବକ୍ସିଂ ରିଙ୍ଗରେ ଟାଇଟଲ୍ ପାଇଁ ସାମ୍ନାସାମ୍ନି ହୋଇଥିଲେ ଦୁଇ ଭାଇ। ଗୋଟିଏ ପଟେ ପଟିଆଲା ପଞ୍ଜାବୀ ପଞ୍ଜାବୀ ୟୁନିଭର୍ସିଟିର ଗୁରବିନ୍ଦର ସିଂହ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଛିଡ଼ା ହୋଇଥିଲେ ସାନ ଭାଇ ହରବିନ୍ଦର ସିଂହ (ଚଣ୍ଡୀଗଡ଼ ୟୁନିଭର୍ସିଟି)। ଦୁହିଁଙ୍କ ମଧ୍ୟରେ ସ୍ୱର୍ଣ୍ଣ ପଦକ […]

  • Saturday, 24 July 2021
df
ପଞ୍ଜାବ ୟୁନିଭର୍ସିଟି ହେଲା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ପ୍ରଥମ ଚାମ୍ପିୟନ୍

ଭୁବନେଶ୍ୱର: ପଞ୍ଜାବ ୟୁନିଭର୍ସିଟି ହେଲା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ପ୍ରଥମ ଚାମ୍ପିୟନ୍। ଆଜି ଉଦ୍‌ଯାପିତ ହୋଇଥିବା ଏହି ଗେମ୍ସରେ ପଞ୍ଜାବ ୟୁନିଭର୍ସିଟି ୧୭ଟି ସ୍ୱର୍ଣ୍ଣ, ୧୯ ରୌପ୍ୟ ଏବଂ ୧୦ ବ୍ରୋଞ୍ଜ ସହ ମୋଟ ୪୬ଟି ପଦକ ପାଇ ପ୍ରଥମ ସ୍ଥାନରେ ରହିଛି। ସେହିପରି ପୁନେର ସାବିତ୍ରୀ ବାଇ ଫୁଲେ ୟୁନିଭର୍ସିଟି ୧୭ଟି ସ୍ୱର୍ଣ୍ଣ ସହ ମୋଟ ୩୭ ପଦକ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ପତିଆଲାର ପଞ୍ଜାବୀ ୟୁନିଭର୍ସିଟି ୧୩ ସ୍ୱର୍ଣ୍ଣ ସହ […]

  • Saturday, 24 July 2021
Mirabai Chanu
Tokyo Olympics: ରୌପ୍ୟ ପଦକ ଜିତି ଇତିହାସ ରଚିଲେ ମୀରାବାଈ, ପ୍ରଥମ ଦିନରେ ଦେଶକୁ ଦେଲେ ଉପହାର

ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଇତିହାସ ରଚିଲେ ମୀରାବାଈ ଚାନୁ । ଅଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ । ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ପ୍ରଥମ ଦିନର ପଦକ ହାସଲ କରିଛି ଭାରତ ।

kkl
ପ୍ରଥମ ଟେଷ୍ଟରେ ଫେଲ୍‌ ଓ ଦ୍ୱିତୀୟ ମ୍ୟାଚ୍‌ରେ ଜବରଦସ୍ତ କମ୍‌ବ୍ୟାକ୍ କଲେ ପୃଥ୍ୱୀ ଶ'

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଫେଲ୍‌ ମାରିଥିବା ଟିମ୍‌ ଇଣ୍ଡିଆର ଓପନ ପୃଥ୍ୱୀ ଶ’ ଦ୍ୱିତୀୟ ମ୍ୟାଚ୍‌ରେ କମ୍‌ବ୍ୟାକ କରିଛନ୍ତି। ଏଠାରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଶ’ ପ୍ରଥମ ଇନିଂସରେ ୬୪ ବଲରେ ୫୪ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୮ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଏହାପୂର୍ବରୁ ପ୍ରଥମ ଟେଷ୍ଟରେ ଶ’ ଯଥାକ୍ରମେ ୧୬ ଓ ୧୪ ରନ୍‌ର ଇନିଂସ ଖେଳିଥିଲେ। ଦ୍ୱିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରି […]

  • Saturday, 24 July 2021
dutee
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ଦୂତି ଚାନ୍ଦଙ୍କୁ ଗୋଲ୍ଡ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ସରେ ଆଥଲେଟ୍ ଦୂତି ଚାନ୍ଦଙ୍କୁ ଗୋଲ୍ଡ ମେଡାଲ୍ ମିଳିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମହିଳା ଶହେ ମିଟର୍ ଦୌଡ଼ରେ ଦୂତିଙ୍କୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।   ୧୧ ଦଶମିକ ୪୯ ସେକଣ୍ଡରେ ଦୂତି ଶହେ ମିଟର୍ ଅତିକ୍ରମ କରିଛନ୍ତି। ତେବେ ଦୂତିଙ୍କ ଜାତୀୟ ରେକର୍ଡରୁ ଏହି ପ୍ରଦର୍ଶନ ଖରାପ ରହିଛି। ଦୂତିଙ୍କ ସର୍ବକାଳୀନ ଜାତୀୟ ରେକର୍ଡ ରହିଛି ୧୧ ଦଶମିକ ୨୬ ସେକେଣ୍ଡ। ସ୍ୱର୍ଣ୍ଣ ଜିତିଲା ପରେ ଦୂତୀ କହିଛନ୍ତି […]

  • Saturday, 24 July 2021
hockey-6
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ସମ୍ବଲପୁରକୁ ରୌପ୍ୟ

ଭୁବନେଶ୍ୱର: ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ମହିଳା ହକି ଇଭେଣ୍ଟରେ ସମ୍ବଲପୁର ରୌପ୍ୟରେ ସନ୍ତୁଷ୍ଟ ହୋଇଛି। କିଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ଫାଇନାଲରେ ସମ୍ବଲପୁର ୧-୪ ଗୋଲରେ ମଧ୍ୟପ୍ରଦେଶର ଆଇଟିଏମ୍ ୟୁନିଭର୍ସିଟି ନିକଟରୁ ପରାସ୍ତ ହୋଇଥିଲା। ପୂରା ମ୍ୟାଚରେ ଆଇଟିଏମ୍ ୟୁନିଭର୍ସିଟିର ଦବଦବା ଦେଖିବାକୁ ମିଳିଥିଲା। ମ୍ୟାଚର ୧୧ଶ ମିନିଟରେ ଆଇଟିଏମ୍ ୟୁନିଭର୍ସିଟିର ଅଞ୍ଜଳି ଗୌତମ ଫିଲ୍ଡ ଗୋଲ୍ ଦେଇ ନିଜ ଦଳକୁ ୧-୦ରେ ଆଗୁଆ କରାଇଥିଲେ। ଏହାର ତିନି ମିନିଟ୍ ବ୍ୟବଧାନରେ ହିଁ ସମ୍ବଲପୁର […]

  • Saturday, 24 July 2021
manisha
ଲଙ୍ଗ ଜମ୍ପରେ ଓଡ଼ିଆ ଝିଅ ମନିଷା ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର : ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଓଡ଼ିଶାର ମନିଷା ମେରେଲ୍ କମାଲ୍ କରିଛନ୍ତି। ସମ୍ବଲପୁର ୟୁନିଭର୍ସିଟି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମନିଷା ଶୁକ୍ରବାର ମହିଳା ଲଙ୍ଗଜମ୍ପରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୬.୨୨ ମିଟର୍ ଡିଆଁ ମାରି ଏହି ସଫଳତା ଅର୍ଜନ କରିଛନ୍ତି। ଏହି ଇଭେଣ୍ଟରେ ୟୁନିଭର୍ସିଟି ମାଡ୍ରାସର ହର୍ଷିନୀ ସରଭନନ୍ ରୌପ୍ୟ ଓ ମହାତ୍ମା ଗାନ୍ଧି ୟୁନିଭର୍ସିଟିର ଅନୁପମା ବିଜୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ମନିଷା […]

  • Saturday, 24 July 2021
ishant
ଟିମ୍ ଇଣ୍ଡିଆକୁ ବଡ଼ ଝଟକା; ଷ୍ଟାର୍ ପେସ୍ ବୋଲର ଈଶାନ୍ତ ଶର୍ମା...

କ୍ରାଇଷ୍ଟଚର୍ଚ୍ଚ: ଆହତ ହେଲେ ଟିମ ଇଣ୍ଡିଆର ଷ୍ଟାର୍ ପେସ୍ ବୋଲର ଈଶାନ୍ତ ଶର୍ମା। ତାଙ୍କ ଡାହାଣ ଗୋଇଠିରେ ଆଘାତ ଲାଗିଥିବାରୁ କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟ ପାଇଁ ଶୁକ୍ରବାର ହେଉଥିବା ଅଭ୍ୟାସ ସେସନରେ ଭାଗ ନେଇପାରିନଥିଲେ। ଫଳରେ କ୍ରାଇଷ୍ଟଚର୍ଚ୍ଚ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। କାରଣ ଯଦି ଈଶାନ୍ତ ଅନଫିଟ୍ ରୁହନ୍ତି, ତାହେଲେ ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସିରିଜର ଦ୍ୱିତୀ ତଥା ଅନ୍ତିମ ଟେଷ୍ଟରୁ ସେ ବାଦ୍ ପଡ଼ିପାରନ୍ତି। ଈଶାନ୍ତ ଅଭ୍ୟାସ ସେସନକୁ ଆସିଥିଲେ ହେଁ […]

  • Saturday, 24 July 2021
Mirabai Chanu
Tokyo Olympics: ପଦକ ଖାତା ଖୋଲିଲା ଭାରତ, ମୀରାବାଈ ଚାନୁ ଦେଲେ ରୌପ୍ୟ

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ । ମୀରାବାଈ ଚାନୁଙ୍କୁ ମିଳିଲା ରୌପ୍ୟ ପଦକ । କ୍ଲିନ୍‌ ଆଣ୍ଡ ଜର୍କର ଦ୍ୱିତୀୟ ରାଉଣ୍ଡରେ ମୀରାବାଈ ଚାନୁ ୧୧୫ କିଲୋଗ୍ରାମ ଭାର ଉଠାଇବାରେ ସଫଳ ହଲେ ।

manoj-1-1
ଓଡ଼ିଶା ପାଇଁ ମନୋଜ ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର : ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ସପ୍ତମ ଦିନରେ ଆଜି ଆଉ ଏକ ସ୍ୱର୍ଣ୍ଣ ଯୋଡ଼ିଛନ୍ତି ବ୍ରହ୍ମପୁର ୟୁନିଭର୍ସିଟିର ଭାରୋତ୍ତୋଳକ ମନୋଜ ସାହୁ। ୬ଷ୍ଠ ଦିବସର ଶେଷ ସୁଦ୍ଧା ଓଡ଼ିଶା ମୋଟ ୪ଟି ପଦକ ଜିତିଥିବା ବେଳେ ୭ମ ଦିନର ପ୍ରଥମ ଭାଗ ଶେଷସୁଦ୍ଧା ଓଡ଼ିଶାର ମନୋଜ ସାହୁ ୭୩ କେଜି ବିଭାଗରେ ଉତ୍ତମ ପ୍ରଦର୍ଶନ ଦେଖାଇ ଆଜି ଏହି ସଫଳତା ହାସଲ କରିଛନ୍ତି, ଯାହାକି ପ୍ରତି ଓଡ଼ିଆ ଖେଳପ୍ରେମୀଙ୍କ ମନରେ ଉତ୍ସାହ ଭରିଦେଇଛି। ମନୋଜଙ୍କ […]

  • Saturday, 24 July 2021
pic
ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ହ୍ୟାଟ୍ରିକ୍ ବିଜୟ ସହ ସେମିଫାଇନାଲ୍‌ରେ ଭାରତ

ମେଲବର୍ଣ୍ଣ: ମହିଳା ଟି୨୦ ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ। ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ହ୍ୟାଟ୍ରିକ୍ ବିଜୟ ସହ ସେମି ଫାଇନାଲ୍‌ରେ ପ୍ରବେଶ କରିଛି ଓମେନ ବ୍ରିଗେଡ। ଆଜି ମେଲବୋର୍ଣ୍ଣରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ମାତ୍ର ୪ ରନରେ ପରାସ୍ତ କରିଛି ଭାରତୀୟ ଦଳ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ଓ୍ୱିକେଟରେ ୧୩୩ ରନ୍‌ ସଂଗ୍ରହ କରିଥିଲା। ୧୬ ବର୍ଷିୟ ଓପନର ସେଫାଳି ବର୍ମା ଲଗାତାର ତୃତୀୟ ମ୍ୟାଚରେ […]

  • Saturday, 24 July 2021
swimmer-1
ଜାତୀୟ ସ୍ତରରେ ୫୦ ତମ ପଦକ ଜିତିଲେ ଗୁଜରାଟର କଲ୍ୟାଣୀ ସାକ୍ସେନା

ଭୁବନେଶ୍ୱର : ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଗୁଜରାଟ ସ୍ୱିମର୍ କଲ୍ୟାଣୀ ସାକ୍ସେନା ଜାତୀୟ ସ୍ତରରେ ନିଜର ୫୦ତମ ପଦକ ଜିତି ଖାସ୍ ଉପଲବ୍ଧି ହାସଲ କରିଛନ୍ତି। ୨୦ ବର୍ଷୀୟା କଲ୍ୟାଣୀ ୨୦୧୯ରେ ପୁନେରେ ଆୟୋଜିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଗୁଜରାଟ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ଗୌହାଟୀରେ ଆୟୋଜିତ ଚଳିତ ବର୍ଷର ସଂସ୍କରଣରେ ମଧ୍ୟ ୫ଟି ପଦକ ଜିତିଥିଲେ, ଯାହାକି ଇଭେଣ୍ଟରେ ଜଣେ ସ୍ୱିମର୍‌ଙ୍କ ପାଇଁ ସର୍ବାଧିକ ଥିଲା। ସେହିପରି ପ୍ରଥମ […]

  • Saturday, 24 July 2021
virat
ବିରାଟ୍‌ଙ୍କୁ ହଟାଇ ଏହି ଖେଳାଳି ହେଲେ ନମ୍ବର ୱାନ୍

ଦୁବାଇ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଖରାପ ପ୍ରଦର୍ଶନ କରିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ମହଙ୍ଗା ପଡ଼ିଛି। ୱେଲିଂଟନ୍ ଟେଷ୍ଟର ଉଭୟ ଇନିଂସରେ ୨୧ ରନ୍ କରିଥିବା କୋହଲି ସଦ୍ୟ ଘୋଷିତ ଆଇସିସି ଟି-୨୦ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ହରାଇଛନ୍ତି। କୋହଲି ଏବେ ୯୦୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ଏଥିସହ ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ପୁଣିଥରେ ଶୀର୍ଷ ସ୍ଥାନ କବଜା କରିଛନ୍ତି। କୋହଲିଙ୍କୁ ରାଙ୍କିଙ୍ଗରେ ଗୋଟିଏ ସ୍ଥାନର […]

  • Saturday, 24 July 2021
ISSF-World-Shooting-Championships
କରୋନା ଆତଙ୍କ; ଦିଲ୍ଲୀରେ ଶୁଟିଂ ବିଶ୍ୱକପରେ ଭାଗ ନେବେନି ଏହି ୬ ଦେଶ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଆତଙ୍କିତ କରିଥିବା ‘କରୋନା’ ଭାଇରସ୍ ପାଇଁ ସବୁ ଚିନ୍ତିତ। କରୋନା ଭାଇରସ୍ ଭୟରେ ଚାଇନା ସମେତ ୬ ଦେଶ ଆସନ୍ତାମାସରେ ନୂଆଦିଲ୍ଲୀରେ ହେବାକୁଥିବା ଶୁଟିଂ ବିଶ୍ୱକପରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିବା ନ୍ୟାଶନାଲ୍ ରାଇଫଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏନଆରଏଆଇ) ପକ୍ଷରୁ ବୁଧବାର କୁହାଯାଇଛି। ଆଇଏସଏସଏଫ୍ ବିଶ୍ୱକପର ଆୟୋଜନ ସ୍ଥାନୀୟ କର୍ଣ୍ଣି ସିଂହ ଶୁଟିଂ ରେଞ୍ଜରେ ମାର୍ଚ୍ଚ ୧୫ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବ। ଏନଆରଏଆଇ ସଭାପତି ରନିନ୍ଦର ସିଂହ କହିଛନ୍ତି, କିଛି ଦେଶ […]

  • Saturday, 24 July 2021
viratkohli-1578909461
ଏସିଆ ଏକାଦଶ ଓ ବିଶ୍ୱ ଏକାଦଶରେ ବିରାଟଙ୍କୁ ମିଶାଇ ୬ କ୍ରିକେଟର୍‌ ସାମିଲ୍

ଢାକା: ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର୍ ରେହମାନଙ୍କ ୧୦୦ତମ ଜୟନ୍ତୀ ପାଳନ ଅବସରରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆୟୋଜନ କରିବ। ଏହି ମ୍ୟାଚ୍ ପାଇଁ ବିସିବି ଆଜି ଏସିଆ ଏକାଦଶ ଟିମର ଘୋଷଣା କରିଛି, ଯେଉଁଥିରେ ସ୍ଥାନ ପାଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି। ବିସିସି କୋହଲିଙ୍କୁ ଏସିଆ ଏକାଦଶ ସ୍କ୍ୱାଡରେ ସାମିଲ୍ କରିଥିଲେ ହେଁ, ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ […]

  • Saturday, 24 July 2021