Advertisment

ଆଜି ରାଞ୍ଚିର JSCA International Stadiumରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ

JSCA International Stadiumରେ ଆଜି ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ

author-image
Sarbeswar
ଅଦ୍ୟତନ ହୋଇଛି
T-20 Match

T-20 Match

ନୂଆଦିଲ୍ଲୀ: ଆଜି ରାଞ୍ଚିର JSCA International Stadiumରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ। ୩ ଟିକିଆ ସିରଜର ପ୍ରଥମ ମ୍ୟାଚରେ ଜୟପୁରରେ ନ୍ୟୁଜିଲାଣ୍ଡ ଦଳକୁ ୫ ୱିକେଟରେ ପରାସ୍ତ କରିଥିଲା ରୋହିତ ବାହିନୀ। ତେଣୁ ଏହି ମ୍ୟାଚକୁ ଜିତି ଟିମ ଇଣ୍ଡିଆ ସିରିଜ ହାତେଇବା ଲାଗି ଚେଷ୍ଟା କରିବ। ସେପଟେ ପ୍ରଥମ ମ୍ୟାଚରେ କଡ଼ା ଟକ୍କର ଦେଇଥିବା କିଓ୍ବି ଦଳ ବି ମ୍ୟାଚକୁ ଜିତି ସିରଜ ଜୀବିତ ରଖିବା ଲାଗି ପ୍ରୟାସ କରିବ ।

Advertisment

ପ୍ରଥମ ମ୍ୟାଚରେ ଦମଦାର ଫର୍ମରେ ଥିବା ଗୁପଟିଲଙ୍କ ଲାଗି ଭାରତୀୟ ବୋଲିଂ କିଛି ସ୍ୱତନ୍ତ୍ର ଯୋଜନା କରିବ । ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ସିରିଜର ଅନ୍ତିମ ମ୍ୟାଚ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ ବୋଲି ସୂଚନା ମିଳିଛି।

JSCA International Stadium
Advertisment
Advertisment