• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India Vs Newzealand

India Test Cricket Team
ଜିତୁ ଜିତୁ ରହିଗଲା ଭାରତ, ପ୍ରଥମ ଟେଷ୍ଟ ଡ୍ର

ଦ୍ୱିତୀୟ ଭାଗରେ ୩ଟି ଏବଂ ତୃତୀୟ ଭାଗରେ ୫ଟି ଓ୍ୱିକେଟ୍ ନେଇଥିଲେ ହେଁ ଟିମ୍‌କୁ ଜିତାଇ ପାରି ନ ଥିଲେ । ଭାରତ ପ୍ରଥମ ଇନିଂସରେ ୩୪୫ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଭାରତ ୨୩୪/୭ ରନ୍‌ରେ ପାଳି ସମାପ୍ତି ଘୋଷଣା କରିଥିଲା ।

Indian Cricket Team
ବାତିଲ ହୋଇପାରେ ଭାରତର ସାଉଥ୍‌ ଆଫ୍ରିକା ଗସ୍ତ, ନେଦରଲ୍ୟାଣ୍ଡ ବି ଅଧାରୁ ଫେରିବ..

୧୭ ଡିସେମ୍ବରରୁ ଭାରତର ସାଉଥ୍‌ ଆଫ୍ରିକା ଗସ୍ତ ଆରମ୍ଭ ହେବାକୁ ଥିବା ବେଳେ, ପ୍ରାୟ ୭ ସପ୍ତାହ ଧରି ଭାରତ ୩ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୪ ଟି-୨୦ ମ୍ୟାଚ୍ ଖେଳିବା ନେଇ ସ୍ଥିର ହୋଇଛି ।

Ind vs nz 1st Test
କାନପୁରରେ ଭାରତ ନ୍ୟୁଜିଲାଣ୍ତ ପ୍ରଥମ ଟେଷ୍ଟ; ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଟିମ୍ ଇଣ୍ତିଆ

ଆରମ୍ଭ ହେଲା ଭାରତ ଓ ନ୍ୟୁଜିଲାଣ୍ତ ମଧ୍ୟରେ ହେବାକୁ ଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ । ସିରିଜର ପ୍ରଥମ ମ୍ୟାଚ୍‌ କାନପୁରରେ ଖେଳା ଯାଉଛି । ଆଜି ସକାଳ ୯ଟା ୩୦ରେ ମ୍ୟାଚ ଆରମ୍ଭ ହୋଇଛି । ଟିମ୍ ଇଣ୍ତିଆର ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Rohir Sharma Surya Kumar
ଟି-୨୦ରେ ନିରାଶ କରିଥିଲେ, ୧-୦ରେ ଆଉଟ ହେବା ପରେ ବି ଟେଷ୍ଟ ଦଳରେ ଖେଳିବେ ଏହି ଖେଳାଳି

ଏହା ଭିତରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି । ସେ ପ୍ରଥମେ ଦଳରେ ସ୍ଥାନ ପାଇନଥିଲେ ।

India-Newzealand
ଦମ୍‌ଦାର ବିଜୟ ! ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍‌ ଜିତି ସିରିଜ ହାତେଇଲା ଭାରତ..

ପ୍ରଥମେ ଟସ୍‌ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ମଇଦାନକୁ ଓହ୍ଲାଇଥିଲା ନ୍ୟୁଜିଲ୍ୟାଣ୍ଡ । ଦୁଇ ଓପ୍‌ନର ମାର୍ଟିନ୍ ଗପ୍ଟିଲ୍ ଓ ଡାରିଏଲ୍ ମିଚେଲ୍ ପ୍ରଥମ ୱିକେଟ ପାଇଁ ୪୮ ରନ୍ ଯୋଡ଼ିଥିଲେ । ଗପ୍ଟିଲ୍‌ ୧୫ ବଲରେ ୩ ଚୌକା ଓ ୨ ଛକା ସହ ୩୧ ରନ୍ କରି ଦୀପକ ଚହରଙ୍କ ଶିକାର ହୋଇଥିଲେ ।