କିଛି ସପ୍ତାହ ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଥିଲା। ହେଲେ ଏବେ ପୁଣି ଲାଲୁଙ୍କ ବିରୋଧରେ CBI ନୂଆ ମାମଲା ରୁଜୁ କରିଛି।
ବେଞ୍ଚ ପ୍ରତିଷ୍ଠା ବିରୋଧରେ ହାଇକୋର୍ଟ ବାରରେ ପ୍ରସ୍ତାବ ପାରିତ ପରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ବିଭିନ୍ନ ଓକିଲ ସଂଘଙ୍କ ତୀବ୍ର ପ୍ରତିକ୍ରିୟା, ରାଜନୀତି ବି ଜୋର୍
ଜ୍ଞାନବାପି ମସଜିଦ୍ ପରିସରରେ ସର୍ବେକ୍ଷଣ କାମ ପାଇଁ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଉପରେ ଆଜି ଶୁଣାଣି ହୋଇପାରେ ।
ପୁଣି ଥରେ କୋରାପୁଟ ଜିଲ୍ଲାର ଖଡିମାଟି ଖନନ ଅଞ୍ଚଳରେ ଦେଖା ଦେଇଛି ଉତେଜନା । ମୁହାଁମୁହିଁ ହୋଇଛନ୍ତି ପୋଲିସ-ଗ୍ରାମବାସୀ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନିତି ନୂଆ ନୂଆ କେଁ । ସଦ୍ୟତମ ବିବାଦରେ ଏବେ ଯୋଡ଼ି ହୋଇଛି ନିର୍ମାଣାଧୀନ ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ କୋଠା ।
ଶ୍ରୀମନ୍ଦିର ପ୍ରଶାସନର ନୂଆ ବିଲ୍ଡିଂ ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ତୁରନ୍ତ କାମ ବନ୍ଦ କରି ସଂଶୋଧିତ ପ୍ଲାନ୍ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିିର୍ଦ୍ଦେଶ ଦିଆଯାଇଛି।
‘ଆଶ୍ରମ’ର ଉଭୟ ସିଜନକୁ ଦର୍ଶକମାନେ ଖୁବ୍ ଭଲ ପାଇବା ଦେଇଥିଲେ। ତେବେ 'ଆଶ୍ରମ' ସୁଟିଂ ଠାରୁ ଆରମ୍ଭ କରି ଏହାର ରିଲିଜ୍ ପର୍ଯ୍ୟନ୍ତ ଅନେକ ବିବାଦ ଘେରରେ ଛନ୍ଦି ହୋଇରହିଛି। ସେହି ବିବାଦ ସବୁ କ’ଣ ଆସନ୍ତୁ ନଜର ପକେଇନେବା।
ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ପରେ ପ୍ରଥମଥର ପାଇଁ ଏଏସଆଇ ଟିମ୍ ପୁରୀରେ ପହଞ୍ଚିଛନ୍ତି ।
ଏଏସ୍ଆଇର ସତ୍ୟପାଠ ସତ୍ତ୍ୱେ ହାଇକୋର୍ଟରୁ ଆଶ୍ୱସ୍ତି ନ ମିଳିବାରୁ ଶେଷରେ ସୁପ୍ରିମକୋର୍ଟ ଯିବ ମାମଲା
ମହେଶ ବାବୁଙ୍କ ଏକ ବିବାଦୀୟ ମତ ଏବେ ପୁଣି ଚର୍ଚ୍ଚାରେ ଥିବା ବେଳେ ଏହାର ପ୍ରତିକ୍ରିୟା ଦେଇଛନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା। ବଲିଉଡ ଏକ କମ୍ପାନୀ ନୁହେଁ ବୋଲି ସେ କହିଛନ୍ତି।
ଶ୍ରୀମନ୍ଦିର ନିଷୋଧାଞ୍ଚଳରେ ନିର୍ମାଣ ଅନୁମତି ଦେବା ପାଇଁ ASI ଡିଜି ହେଉଛନ୍ତି ପ୍ରାଧିକୃତ କର୍ତ୍ତପକ୍ଷ । ତେଣୁ ASI ଡିଜିଙ୍କଠାରୁ ଅନୁମତି ଆଣିବା ପାଇଁ ଆବେଦନ କରିବାକୁ ବର୍ଷେ ତଳୁ ଅବଗତ କରିଥିଲେ ଏଏସ୍ଆଇ ଅଧିକାରୀ ।
ପୂର୍ବରୁ ଆଇନଜୀବୀ ଏନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ । ହେଲେ ଥାନା ତାହକୁ ଗ୍ରହଣ ନ କରିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
କେବଳ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନସିଂ କୋର୍ସ ଉପରେ କଟକଣା ରହିବ । ରାଜ୍ୟରେ ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲିଥିବା ବେଳେ, କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି।
ମାଛ ଧରାକୁ କେନ୍ଦ୍ର କରି ଘଟିଥିବା ଗଣ୍ଡଗୋଳ ମାମଲା ଥାନାରେ ପହଞ୍ଚିବା ପରେ ଥାନା ଅଧିକାରୀ ଦେଖାଇଲେ ଗୁଣ୍ଡାଗିରି। ଅଭିଯୁକ୍ତଙ୍କୁ ଥାନାକୁ ଉଠାଇ ଆଣି ଲୁହା ପାଇପରେ ନିର୍ଧୂମ ପିଟିଲେ
ସାଂସଦ ନବନୀତ ରାଣା ଓ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ଜାମିନ୍ ପ୍ରଦାନ କରାଯାଇଛି ।
ରାଜ୍ ଠାକ୍ରେଙ୍କ ବାସଭବନ ସାମ୍ନାରେ ଏକତ୍ରିତ ହୋଇଥିବା ଦଳୀୟ କର୍ମୀଙ୍କୁ ମୁମ୍ବାଇ ପୋଲିସ୍ ଉଠାଇ ନେଇଛି। ପ୍ରାୟ ୨୬୦ ଏମ୍ଏନ୍ଏସ୍ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ୍ ଉଠାଇ ନେଇଥିବା ଜଣାପଡ଼ିଛି।
ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ସଂଗୀନ ଅଭିଯୋଗ । ନବରଙ୍ଗପୁର ରାଜନୀତିରେ ହଟଚମଟ, ରାଜ୍ୟ ରାଜଧାନୀରେ ହଇଚଇ । ପ୍ରକାଶ ମାଝୀ ଯୌନ ନିର୍ଯାତନା ସହ ଭୃଣହତ୍ୟା ଭଳି ଜଘନ୍ୟ ଅପରାଧରେ ସଂପୃକ୍ତ ଦର୍ଶାଇ ଗର୍ଜିଛନ୍ତି ବିରୋଧୀ ।
ଖାଲି ସୁଦୀପ୍ ବନାମ୍ ଅଜୟ ଦେବଗନ୍ କାହିଁକି? ବହୁ ପୂର୍ବରୁ ଅନେକ ଥର ଉଠିଛି ଜାତୀୟ ଭାଷା ଝଡ଼ । ହିନ୍ଦୀ ଜାତୀୟ ଭାଷା କି ନୁହେଁ, ତାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବହୁ ବଡ଼ ବଡ଼ ହସ୍ତି । କିଛି ସପ୍ତାହ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତାବ ରଖିଥିଲେ ଯେ, ବିଭିନ୍ନ ରାଜ୍ୟର ଲୋକମାନେ ପରସ୍ପର ସହ ଇଂରାଜୀରେ ନୁହେଁ ବରଂ ହିନ୍ଦୀରେ କଥାବାର୍ତ୍ତା କରିବା ଉଚି
ଖୁବଶୀଘ୍ର ବିଧାନସଭା କମିଟି ପୁରୀ ଗସ୍ତ କରିବ । ତାପୂର୍ବରୁ ଯିଏ ଯିଏ ପୁରୀ ବୁଲି ଆସିବା କଥା ଆସନ୍ତୁ ବୋଲି କହିଥିଲେ ବାଚସ୍ପତି ।
ଉତ୍ତରପ୍ରଦେଶର ବିଭିନ୍ନ ଧର୍ମସ୍ଥଳୀରୁ ହଟିଲା ହଜାର ହଜାର ଲାଉଡ୍ସ୍ପିକର । ଗତ ୪ ଦିନ ଭିତରେ ୟୁପିର ବିଭିନ୍ନ ସ୍ଥାନରେ ଥିବା ମନ୍ଦିର, ମସ୍ଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରରୁ ପ୍ରାୟ ୧୧ ହଜାର ଲାଉଡ୍ସ୍ପିକର ହଟାଯାଇଛି ।
ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରକଳ୍ପ କାମକୁ ନେଇ ବଢୁଛି ବିବାଦ। କିଏ କହୁଛି କର, ତ କିଏ କହୁଛି ବନ୍ଦ କର।
ଅଲଗା ଅଲଗା ଜେଲ୍ ଗଲେ ରାଣା ଦମ୍ପତ୍ତି । ସାଂସଦ ନବନୀତ୍ ରାଣାଙ୍କୁ ମୁମ୍ବାଇ ପୋଲିସ ବାଇକୁଲ୍ଲା ମହିଳା ଜେଲକୁ ସ୍ଥାନାନ୍ତର କରିଥିବାବେଳେ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ନାଭି ମୁମ୍ବାଇର ତାଲୋଜା ଜେଲକୁ ନିଆଯାଇଛି ।
ମୁମ୍ବାଇରେ ହନୁମାନ ଚଲିସାଙ୍କ ପାଠକୁ ନେଇ ବିବାଦ ଜାରି ରହିଛି। ଏହି ବିବାଦରେ ସାଂସଦ ନବନୀତ୍ ରାଣା ଫସିଯାଇଛନ୍ତି । ଶନିବାର ଦିନ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା ଏବଂ ଆଜି ସେମାନଙ୍କୁ ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିଲା। ତେବେ ବର୍ତ୍ତମାନ ଉଭୟଙ୍କୁ ମେ ୬ ପର୍ଯ୍ୟନ୍ତ ଜେଲକୁ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ରାଣା ଦମ୍ପତିଙ୍କୁ ଗିରଫ ପରେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ତେଜିବାରେ ଲାଗିଛି।
ବଂଶଧାରା ଜଳବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଟ୍ରିବୁ୍ୟନାଲର ରାୟକୁ ବିରୋଧ କରି ଓଡିଶା ପକ୍ଷରୁ ଦାଖଲ ହୋଇଛି ତିନିଟି ସ୍ପେଶାଲ ଲିଭ୍ ପିଟିସନ୍ । ସୁପ୍ରିମକୋଟଙ୍କ ତିନିଜଣିଆ ଖଣ୍ଡପୀଠଦ୍ୱାରା ହେବ ଶୁଣାଣି ...