SHGକୁ ଅପମାନ ଓ ଅର୍ଥବଳର ପ୍ରୟୋଗ ଅଭିଯୋଗ । ବିଜେପିର ଦାବି ଆଗ କ୍ଷମା ମାଗୁ ଶାସକଦଳ ।
ସୂର୍ଯ୍ୟୋପରାଗରେ ପାକ ନିଷେଧକୁ ଉପହାସ । ହେତୁବାଦୀ କହିଲେ ଖାଉଥିଲୁ, ଆଗକୁ ବି ଖାଇବୁ ।
ଆସନ୍ତାକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍କୁ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀ ଓ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।
ଶିବରାଜ ପାଟିଲଙ୍କ ବିବାଦୀୟ ମନ୍ତବ୍ୟକୁ ବିଜେପି ତୀବ୍ର ସମାଲୋଚନା ।
ଆସନ୍ତାବର୍ଷ ହେବାକୁ ଥିବା ବିଶ୍ୱକପରେ ଯୋଗ ଦେବାକୁ ଭାରତ ଆସିବନି ବୋଲି ଚେତାବନୀ ଦେଇଛି ପିସିବି । ଏହା ପରେ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ।
ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ ପକ୍ଷରୁ ବିରୋଧ, ପୂର୍ବ ଅପେକ୍ଷା ଏଥର ପ୍ଲଟ୍ ଦାମ୍ ବୃଦ୍ଧି ଅଭିଯୋଗ
ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ ବ୍ୟାନ୍ କରିବାକୁ ନେଇ ରାୟ ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ।
‘ଆଦିପୁରୁଷ’ ଟିଜର୍କୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। ଏସବୁ ଭିତରେ ଘଟଣାକୁ ନେଇ ପ୍ରସିଦ୍ଧ ରାମାୟଣ ସିରିଏଲ୍ର ଅଭିନେତା ଅରୁଣ ଗୋଭିଲ୍ ପ୍ରତିକ୍ରିୟା ରଖିଛନ୍ତି।
ସଭାରେ ହିନ୍ଦୁ ବିରୋଧୀ ବୟାନ୍ ଦେଇ ବିବାଦରେ ଆପ୍ ମନ୍ତ୍ରୀ ।
ଆଜିକୁ ମିଶାଇ ଦୀପିକାଙ୍କ ଧାରଣା ୬୬ ଦିନରେ ପହଞ୍ଚିଛି। ପତ୍ନୀର ମାନ୍ୟତା ସହ ଦେଢ଼ ବର୍ଷର ପୁଅକୁ ବାପାର ପରିଚୟ ଦାବି କରି ଅଗଷ୍ଟ ୧ ତାରିଖରୁ ଚାଲିଛି ପ୍ରେମିକ ଦୀନେଶଙ୍କ ଦୁଆରେ ଅହୋରାତ୍ର ଧାରଣା
ଫିଲ୍ମ ଆଦିପୁରୁଷକୁ ନେଇ ଦେଖାଦେଇଛି ବିବାଦ। ରାବଣର ଚେହେରାକୁ ନେଇ ସବୁଠାରୁ ଅଧିକ ବିବାଦ ଦେଖାଦେଇଥିବା ବେଳେ ଏଥିରେ ରହିଛି ଆହୁରି ୧୦ ତ୍ରୁଟି। କ’ଣ ଏହିସବୁ ତ୍ରୁଟି ଆସନ୍ତୁ ଜାଣିବା।
ସତ୍ତ୍ୱ ହସ୍ତାନ୍ତରଣ ପାଇଁ ରାଜସ୍ୱ ବିଭାଗର ନୂଆ ଉଦ୍ୟମ । କ୍ୟାମ୍ପ କୋର୍ଟ ଜରିଆରେ ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ।
ଏଭଳି ସ୍ଥିତିରେ କଂଗ୍ରେସ ନେତାଙ୍କ ଆଭିମୁଖ୍ୟ କଣ ହେବ ?
ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।
ପାନ ମସଲା ବିଜ୍ଞାପନ ପରେ ପୁଣି ବିବାଦରେ ଫସିଛନ୍ତି ଅକ୍ଷୟ କୁମାର। ଜନହିତର ଏକ ବିଜ୍ଞାପନକୁ ନେଇ ତାଙ୍କୁ ବିରୋଧ କରାଯାଉଛି। ତାଙ୍କର ଏହି କାର୍ ବିଜ୍ଞାପନ ଯୌତୁକ ପ୍ରଥାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି।
ନେତା ଓ ପ୍ରଶାସକଙ୍କ ମଧ୍ୟରେ ତିକ୍ତତା। ଅଳିଆ ଆବର୍ଜନାରେ ଫୁଲ୍ ହେଲା ତାଳଚେର ସହର...ସଫେଇ କର୍ମଚାରୀଙ୍କ ସାଙ୍ଘାତିକ ଅଭିଯୋଗ। କହିଲେ, ଦୁଇ ବେଳା କାମ କରୁଛୁ ଗୋଟିଏ ବେଳାର ଦରମା ପାଉଛୁ। ପୂଜା ଗଲା ହେଲେ ବୋନସ ମିଳିଲାନି..
ଯିଏ ନ୍ୟାୟମୂର୍ତ୍ତି ସାଜି ନ୍ୟାୟ ଦେଉଥିଲେ, ତାଙ୍କ ମୃତ୍ୟୁ ଏବେ ବିବାଦର କାଠଗଡ଼ାରେ..ଯିଏ ଦିନେ ଦୋଷୀଙ୍କୁ ସଜ୍ଜା ଶୁଣାଉଥିଲେ..ସେହି ବିଚାରପତିଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଅଭିଯୋଗ
ବିବାଦର କାଠଗଡ଼ାରେ ବିଚାରପତି ସୁବାସଙ୍କ ରହସ୍ୟଜନକ ମୃତ୍ୟୁ। ପୁଅକୁ ହତ୍ୟା ଅଭିଯୋଗ ଆଣି ଥାନାକୁ ଗଲେ ବୃଦ୍ଧ ମା। କହିଲେ ଦାମ୍ପତ୍ୟ ବିବାଦରୁ ବୋହୂ ଦେଉଥିଲେ ମାନସିକ ଓ ଶାରିରୀକ ନିର୍ଯାତନା। ବୋହୂ ଓ ଶଳା ହତ୍ୟା କରିଥିବା ନେଇ ଏତଲା ପରେ ବଢ଼ିଲା ସସ୍ପେନ୍ସ।
ସୈାର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଗୁରୁବାର ତିଥି – ୫ମୀ ଦିବା ୦୨/୪୯ ଗତେ ୬ଷ୍ଠୀ ଚନ୍ଦ୍ର – ତୁଳା ଅହୋରାତ୍ର ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ – ରାତ୍ରି ୧୨/୧୧ ଗତେ ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ
ଅଡୁଆରେ ପଡିଲେ KRK। ନିଜର ବିବାଦୀୟ ଟ୍ୱିଟ୍ ପାଇଁ ଫସିଯାଇଛନ୍ତି। ମୁମ୍ବାଇ ପୋଲିସ୍ ତାଙ୍କୁ ଗିରଫ କରିଛି। ଏବେ ୧୪ ଦିନ ଖାଇବେ ଜେଲ୍ ହାୱା। ଜାଣନ୍ତୁ ସେ କ’ଣ ଟ୍ୱିଟ୍ କରିଥିଲେ।
ସଙ୍ଗୀନ ହେଲାଣି ଭୁବନେଶ୍ୱରର ପରିମଳ ବ୍ୟବସ୍ଥା । ପ୍ରାୟ ୨୦ ଦିନ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଅଳିଆ ଆବର୍ଜନା ପଡ଼ିପାରୁନଥିବାରୁ ପରିସ୍ଥିତି ଅଣାୟତ ଆଡ଼କୁ ଗତି କରୁଛି।
୨୦ ଦିନ ହେଲାଣି ଭୁଆଶୁଣି ୟାର୍ଡକୁ ଯାଇପାରୁନି ଆବର୍ଜନା
ଗଣେଶ ପୂଜାକୁ ଆଉ ମାତ୍ର ଦୁଇ ଦିନ। ନା ମୂର୍ତ୍ତି କାରିଗରଙ୍କୁ ତର ଅଛି ନା ପୂଜା କମିଟିକୁ ସମୟ ଅଛି। ଏହାରି ଭିତରେ କଟକରେ ସାମ୍ନାକୁ ଆସିଛି ନୂଆ ବିବାଦ। ଗଣେଶ ମୂର୍ତ୍ତିକୁ ବିକୃତ କରିବା ଅଭିଯୋଗରେ କିଛି ଶିଳ୍ପୀଙ୍କୁ ଥାନାକୁ ଡାକି ପୋଲିସ ତାଗିଦ କରିବା ସହ ମୂର୍ତ୍ତି ଭାଙ୍ଗିବାକୁ କହିଛି। କଥା ଏତିକିରେ ଅଟକିନି, ଏହି ମୂର୍ତ୍ତି ବିବାଦ ହାଇକୋର୍ଟରେ ବି ପହଞ୍ଚିଛି।
ବଢୁଛି ନୂଆଖାଇ ଛୁଟି ବିବାଦ। ପଶ୍ଚିମ ଓଡ଼ିଶାରେ ତୀବ୍ର ହେଉଛି ବିକ୍ଷୋଭ ସହ ଆନ୍ଦୋଳନ। କେଉଁଠି ଜିଲ୍ଲାପାଳଙ୍କ ଅଫିସ୍ରେ ପଶି ହଙ୍ଗାମା କଲେଣି ତ ଆଉ କେଉଁଠି ସ୍ମାରକପତ୍ର ଦେଇ ଚେତାବନୀ ଶୁଣାଇଲେ। ବରଗଡ଼ରୁ ବଲାଙ୍ଗିର, ସମ୍ବଲପୁରରୁ ସୁବର୍ଣ୍ଣପୁର ସବୁଠି ଦେଖାଦେଇଛି ଅସନ୍ତୋଷର ବାତାବରଣ।
ସୋସିଆଲ ମିଡିଆରେ ତାଙ୍କୁ ନେଇ ଢ଼େର ଚର୍ଚ୍ଚା ମଧ୍ୟ ହୋଇଛି ।