ଆଜି ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ ତାଙ୍କର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ସୁନ୍ଦରୀ ତରୁଣୀଙ୍କ ଜୀବନରେ ଆସିଛି ଅନେକ ଝଡ ଜଞ୍ଝା। ପ୍ରେମ, ବିବାହ ଏବଂ ପ୍ରତାରଣାକୁ ସେ ସାମ୍ନା କରିଛନ୍ତି।
‘ପଠାନ୍’ର ଗୀତ 'ବେଶରମ୍ ରଙ୍ଗ୍' ରିଲିଜ୍ ହେବା ପର ଠାରୁ ବିବାଦ ପିଛା ଛାଡୁନି। ଏହି ଗୀତରେ ଦୀପିକା ପାଦୁକୋନଙ୍କ ବିକିନିର ରଙ୍ଗ ହିଁ ଅଡୁଆ ସୃଷ୍ଟି କରିଛି। ଶାହରୁଖକୁ ଟାର୍ଗେଟ୍ କରାଯାଉଛି। ଏହାରି ଭିତରେ କିନ୍ତୁ ଶାହରୁଖ ଫ୍ୟାନ୍ଙ୍କ ପାଇଁ ଆସିଛି ଖୁସି ଖବର। ଜାଣନ୍ତୁ…
ନାରୀର ମଯର୍ୟାଦା ପ୍ରତି ଆଞ୍ଚ ଭଳି ପ୍ରଶ୍ନ କରାଯାଇପାରିବନି । ବର୍ଷା କେଉଁ ଭାଷାରେ ଉତ୍ତର ଦେବେ ତାକୁ ନେଇ ବିବାଦ ।
ଦୀପିକା ପାଦୁକୋନ୍ଙ୍କ 'ବେଶରମ୍ ରଙ୍ଗ୍'କୁ ନେଇ ବିବାଦ ଥମୁନି। ତାଙ୍କ ଅଶ୍ଳୀଳ ପୋଜ୍ ଓ ଆଟିଚ୍ୟୁଡ୍କୁ ନେଇ ଲୋକେ ବିରୋଧ କରୁଛନ୍ତି। ତେବେ ଦୀପିକାଙ୍କ ଫିଲ୍ମକୁ ନେଇ ଏମିତି ବିରୋଧର ସ୍ୱର ଉଠିବା ଏହା ପ୍ରଥମ ଘଟଣା ନୁହେଁ। ଏମିତି ଅନେକ ଫିଲ୍ମ ଏହି ଧାରାରେ ଅଛି। ଆସନ୍ତୁ ନଜର ପକେଇବା।
ବଢିଲା ତୁତୁ ମେମେ, ଘମାଘୋଟ ଟ୍ୱିଟର ଓ୍ୱାର୍, ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରସଙ୍ଗରେ କହିଥିଲେ ଅମିତାଭ
'ପଠାନ'ର ଦମଦାର୍ ଗୀତ 'ବେଶରମ୍ ରଙ୍ଗ୍'କୁ ନେଇ ବିବାଦ ତେଜିବାରେ ଲାଗିଛି। ଦୀପିକା ପାଦୁକୋନ୍ଙ୍କ ସେକ୍ସୀ ଲୁକ୍ ଓ ଅଶ୍ଳୀଳ ଷ୍ଟେପ୍କୁ ଲୋକେ ବିରୋଧ କରୁଛନ୍ତି। ତେବେ ଏହି ଧାରାରେ ଖାଲି 'ବେଶରମ୍ ରଙ୍ଗ୍' ନାହିଁ, ଏମିତି ଅନେକ ଗୀତ ଅଛି ଯାହାକୁ ନେଇ ବିବାଦ କରାଯାଇଛି। ଆସନ୍ତୁ ନଜର ପକେଇବା…
ରିଲିଜ୍ ପୂର୍ବରୁ ଫିଲ୍ମ ‘ପଠାନ୍’(Pathaan)କୁ ନେଇ ବିବାଦ ତେଜୁଥିବା ବେଳେ ପ୍ରଥମ ଥର ପାଇଁ ବଲିଉଡ୍ ବାଦ୍ଶାହ ଶାହରୁଖ ଖାନ୍ ଏସମ୍ପର୍କରେ ମୁହଁ ଖୋଲିଛନ୍ତି।
'ପଠାନ'ର ପ୍ରଥମ ଗୀତ 'ବେଶରମ୍ ରଙ୍ଗ' ରିଲିଜ୍ ହେବା ପର ଠାରୁ ବିବାଦକୁ ଚାଲିଯାଇଛି। ଗୀତ ଦ୍ୱାରା ହିନ୍ଦୁ ଧର୍ମକୁ ଅପମାନ କରାଯାଉଛି ବୋଲି କୁହାଯାଇ ଏହାକୁ ବୟକଟ୍ କରିବାକୁ ଦାବି ହେଉଛି। ବିଜେପିର ଏହା ଚାଲ୍ ବୋଲି କଂଗ୍ରେସ୍ ମତ ଦେଉଛି। ଲୋକେ ମଧ୍ୟ ଦୀପିକାଙ୍କୁ ଟ୍ରୋଲ୍ କରୁଛନ୍ତି।
ତଓ୍ୱାଙ୍ଗ ସେକ୍ଟରରେ ଭାରତ-ଚୀନ ସୈନିକ ମୁହାଁମୁହିଁ ଘଟଣା ପରେ ଦେଖାଦେଇଥିବା ସ୍ଥିତି ଉପରେ ଆମେରିକା ତୀକ୍ଷଣ ନଜର ରଖିଛି। ଘଟଣା ପରେ ଦୁଇ ଦେଶ ଖୁବ ଶୀଘ୍ର ଉତ୍ତେଜନାକୁ ହ୍ରାସ କରିଥିବାରୁ ଆମେରିକା ଆଶ୍ୱସ୍ତି ପ୍ରକାଶ କରିଥିବା ହ୍ୱାଇଟ୍ ହାଉସ୍ର ପ୍ରେସ୍ ସଚିବ କହିଛନ୍ତି।
ପୂର୍ବରୁ ବିଭିନ୍ନ ଦେଶ ଓ ଭିନ୍ନ ଭିନ୍ନ ବୈଜ୍ଞାନିକ ବହୁବାର ଏଭଳି ଦାବି କରି ଆସୁଥିବା ବେଳେ ଏ ସନ୍ଦେହକୁ ଏବେ ସତ ବୋଲି କହିଛନ୍ତି ଉହାନ ଗବେଷଣା କେନ୍ଦ୍ରରେ ଗବେଷଣା କରୁଥିବା ଆମେରିକୀୟ ବୈଜ୍ଞାନିକ ଆଣ୍ଡ୍ର୍ୟୁ ହଫ୍ସ ।
ପୂର୍ବରୁ ବିଭିନ୍ନ ଦେଶ ଓ ଭିନ୍ନ ଭିନ୍ନ ବୈଜ୍ଞାନିକ ବହୁବାର ଏଭଳି ଦାବି କରି ଆସୁଥିବା ବେଳେ ଏ ସନ୍ଦେହକୁ ଏବେ ସତ ବୋଲି କହିଛନ୍ତି ଉହାନ ଗବେଷଣା କେନ୍ଦ୍ରରେ ଗବେଷଣା କରୁଥିବା ଆମେରିକୀୟ ବୈଜ୍ଞାନିକ ଆଣ୍ଡ୍ର୍ୟୁ ହଫ୍ସ ।
ଅକସାଇ ଚୀନକୁ ଜବରଦଖଲ କରିବା ବେଳେ ଭାରତ ଦଲାଇଲାମଙ୍କୁ ଶରଣ ଦେଇ ନଥିଲା। ଏସବୁ କାରଣରୁ ଭାରତ - ଚୀନ ମଧ୍ୟରେ ସୁସମ୍ପର୍କରେ ଯେଉଁ ତିକ୍ତତା ସୃଷ୍ଟି ହୋଇଛି ତାହା ଦଲାଇଲାମାଙ୍କ କାରଣ ପାଇଁ ନୁହେଁ। ଚୀନ୍ ଏକ ବିସ୍ତାରବାଦୀ ଦେଶ ଏବଂ ଭାରତର ଉତ୍ତର ସୀମାନ୍ତ ଅଞ୍ଚଳ ଉପରେ ଏହାର ଆଖି ରହିଛି।
ବଲିଉଡର ଅନେକ ତାରକାଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବାବେଳେ କେତେକଙ୍କ ମଧ୍ୟରେ ମତଭେଦ ରହିଛି। ଅଭିନେତା ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ବିବାଦ ସବୁବେଳେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ତେବେ ଆସନ୍ତୁ ବଲିଉଡର ସେହି ଅଭିନେତା ଓ ନିର୍ଦ୍ଦେଶକମାନଙ୍କ ବିଷୟରେ ଜାଣିନେବା ଯେଉଁମାନଙ୍କ ମଧ୍ୟରେ ପଡେନି।
ନିକଟରେ ନର୍ଦ୍ଦନ୍ ଆର୍ମି କମାଣ୍ଡର ଲେଫଟାନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱବେଦୀ କହିଥିଲେ, ଯଦି ସରକାର ନିର୍ଦ୍ଦେଶ ଦେବେ ତେବେ ଆମେ ପିଓକେ ଦଖଲ କରିବାକୁ ପ୍ରସ୍ତୁତ ।
ଦାହ ନହେବାରୁ ଦୁଆର ମୁହଁରେ ପଡ଼ି ରହିଛି ରହିଛି ବୃଦ୍ଧାଙ୍କ ଶବ, ଆଉ ଜଗି ବସିଛନ୍ତି ଆତ୍ମୀୟ ସ୍ୱଜନ
ମଞ୍ଚରେ ହେ ନବୀନ ବାବୁ ଆମେ ତମ ଫ୍ୟାନ ଗୀତ ପରିବେଷଣ ପ୍ରସଙ୍ଗକୁ ରାଜନୀତି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।
ପଦ୍ମପୁର ପ୍ରଚାରରେ ବିଜେଡିର ମଙ୍ଗ ଧରିବେ ବିବାଦୀୟ ନେତା । ବାଦ୍ ପଡିଲେ କୋଟେରି ଗ୍ରୁପ, ଶାସକ ଦଳର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ରହିଛି ଅନେକ ବିବାଦୀୟ ନେତାଙ୍କ ନାଁ । ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ ବର୍ଷାଙ୍କ ପାଇଁ ଭୋଟ ମାଗିବେ । ଅନ୍ୟପଟେ ୪ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବ ବିଜେପି...
ପଦ୍ମପୁରରେ ଜମିଲାଣି ନିର୍ବାଚନୀ ପ୍ରଚାର। ବିଜେଡିର ମଙ୍ଗ ଧରିବେ ବିବାଦୀୟ ନେତା। ବିଜେଡିରୁ ବାଦ୍ ପଡିଲେ କୋଟେରୀ ଗ୍ରୁପ୍ ଅର୍ଜୁନ ମୁଣ୍ଡାଙ୍କ ସହ ୪ କେନ୍ଦ୍ରମନ୍ତ୍ରୀ କରିବେ କ୍ୟାମ୍ପେନ୍।
ପୋକ୍ସୋ ଆକ୍ଟରେ ଗିରଫ କଲା ପୋଲିସ
ପୂର୍ବତନ ବିଶ୍ୱ ନମ୍ବର-୧ ଡବଲ୍ସ ତାରକା ସାନିଆ ମିର୍ଜା ତାଙ୍କ ନାମରେ ଅନେକ ଟାଇଟଲ୍ ଜିତିଛନ୍ତି। ତାଙ୍କ ନାମରେ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ୍ ଅଛି। ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ପରାସ୍ତ କରିଥିବା ଏହି ଟେନିସ୍ ସେନ୍ସେସ୍ ଅନେକ ବିବାଦରେ ମଧ୍ୟ ଛନ୍ଦି ହୋଇଛନ୍ତି। ଆସନ୍ତୁ ଜାଣିବା…
ବିଜେପି କହିଛି ଦେଶର ଜାତୀୟ ଫୁଲ ହେଉଛି ପଦ୍ମ । ତେଣୁ ଦେଶରେ ଆୟୋଜିତ ହେବାକୁ ଥିବା ଏହି ବିଶ୍ୱସ୍ତରୀୟ ସଂଗଠନର ସମ୍ମିଳନୀରେ ପଦ୍ମ ଫୁଲକୁ ସ୍ଥାନ ଦିଆଯାଇଛି
ଆଗରୁ କ୍ୟାମେରା ଆଗରେ ତୁ ତୁ ମେଁ ମେଁ ହେଉଥିଲେ, ହେଲେ ଆଜି ସିଧା ଖଣ୍ଡଯୁଦ୍ଧକୁ ଓହ୍ଲାଇଲେ । ଘଣ୍ଟ ପିଟା- ଗୋବର ମାଡ଼- ବିଧା ଗୋଇଠା- ଲାଠି ପାହାର । ସୂର୍ଯ୍ୟୋପରାଗକୁ ବଳିଗଲା ଚନ୍ଦ୍ରଗ୍ରହଣ । ପାକତ୍ୟାଗ ବେଳେ ଖାଦ୍ୟ ଭକ୍ଷଣକୁ ନେଇ ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପଂରପରାବାଦୀଙ୍କ ମଧ୍ୟରେ ତୁମୁଳକାଣ୍ଡ
ଭୁବନେଶ୍ୱର, ବ୍ରହ୍ମପୁରରେ ହେତୁବାଦୀ-ପରଂପରାବାଦୀ ଖଣ୍ଡଯୁଦ୍ଧ । ରଣକ୍ଷେତ୍ର ପାଲଟିଲା ରାଜଧାନୀର ଲୋହିଆ ଏକା଼ଡେମୀ ।
ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ଖ୍ରୀଷ୍ଟିଆନଙ୍କ ବିରୋଧ । ଆର୍କ ବିଶପ କହିଲେ, ପ୍ରମାଣ ଥିଲେ ଦିଅ ।
ଧାମନଗର ଉପନିର୍ବାଚନ ଟଙ୍କା ବଣ୍ଟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଦୁଇ ଦଳ ଭିତରେ ଜୋର ଧରିଛି ଆରୋପ-ପ୍ରତ୍ୟାରୋପ । ଇସିଆଇ ପାଖରେ ବିଜେପିର ଅଭିଯୋଗ ପରେ ଧାଇଁଲା ବିଜେଡି । ଏସ୍ଏଚ୍ଜିଙ୍କ ଦ୍ୱାରା ଟଙ୍କା ବଣ୍ଟା, ବିଜେଡି କର୍ମୀ ସମ୍ମିଳନୀରେ କୋଟିଏ ଟଙ୍କାର ଅଫର । ଏହି ଦୁଇଟି ଭିଡିଓ ଭାଇରାଲ ପରେ ତେଜିଛି ଧାମନନଗର ଉପନିର୍ବାଚନ ଟଙ୍କା ବଣ୍ଟା ବିବାଦ ।