• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "924" result for "ବିବାଦ" in https://otvkhabar.in

bishnu-sthi
ଖୁବଶୀଘ୍ର ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସମାଧାନ ହେବ-ରାଜସ୍ୱ ମନ୍ତ୍ରୀ

ଭବନେଶ୍ୱର: କୋରାପୁଟର ସମ୍ବାଇ ପଞ୍ଚାୟତର ସୀମା ଭିତରେ ପଶି ଆନ୍ଧ୍ର ପ୍ରଶାସନ ଫଳକ ଲଗାଇବା ପରେ  ଦୁଇ ରାଜ୍ୟ ମଧ୍ୟରେ ସୀମାବିବାଦ ତେଜିଛି । ଏହି ବିବାଦ ପ୍ରସଙ୍ଗରେ ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଛି । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଉଭୟ ରାଜ୍ୟର ସ୍ଥାନୀୟ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ଭିତରେ ଆଲୋଚନା ହେଉଛି । ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ତେବେ ଉଭୟ […]

big boss 14
ପୁଣି ଅଡ଼ୁଆରେ ବିଗ୍‌ ବସ୍ ୧୪: ଏଜାଜ୍‌-ପବିତ୍ରାଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ବିବାଦ

ମୁମ୍ବାଇ: ପୁଣି ଅଡ଼ୁଆରେ ରିଅଲିଟି ଶୋ’ ବିଗ୍‌ ବସ୍‌। ଗତ ୨ ମାସ ଭିତରେ ଦ୍ୱିତୀୟ ଥର ପାଇଁ ବିଗ୍‌ ବସ୍‌ ୧୪ ବିବାଦ ଘେରକୁ ଟାଣି ହୋଇଛି। ଏହି ଶୋ’କୁ ବ୍ୟାନ୍‌ କରିବା ପାଇଁ କରଣୀ ସେନା ନିର୍ମାତାଙ୍କୁ ନୋଟିସ୍‌ ପଠାଇଛନ୍ତି। ନିକଟରେ, ବିଗ୍‌ ବସ୍‌ ୧୪ର ଏକ ପ୍ରମୋରେ ଦେଖିବାକୁ ମିଳିଛି ଏଜାଜ୍‌ ଖାନ୍‌ ଓ ପବିତ୍ରା ପୁନିଆ ପରସ୍ପରକୁ ଗାଲରେ ଚୁମ୍ବନ ଦେଉଛନ୍ତି। ଯାହାକୁ ନେଇ ଏବେ ଅଡ଼ୁଆରେ ବିଗ୍‌ ବସ୍‌। ଏହି […]

hanmid-ansari
ରାଷ୍ଟ୍ରବାଦକୁ ନେଇ ପୂର୍ବତନ ଉପରାଷ୍ଟ୍ରପତିଙ୍କ ବିବାଦୀୟ ବୟାନର ଜବାବ ଦେଲେ ଶିୟା ଧର୍ମଗୁରୁ

ନୂଆଦିଲ୍ଲୀ: ଅନେକ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଆକ୍ରମଣାତ୍ମକ ରାଷ୍ଟ୍ରବାଦକୁ ଏକ ରୋଗ ବୋଲି କହିଛନ୍ତି। କଂଗ୍ରେସ ନେତା ଶଶି ଥରୁରଙ୍କ ‘ଦି ବେଟଲ ଅଫ୍‌ ବିଲଙ୍ଗିଙ୍ଗ୍’ ପୁସ୍ତକ ଉନ୍ମୋଚନ ଅବସରରେ ଏପରି କହି ଚର୍ଚ୍ଚାକୁ ଆସିଛନ୍ତି ହମିଦ ଅନ୍‌ସାରୀ।    ପୁସ୍ତକ ଉନ୍ମୋଚନ ଅବସରରେ ସେ କହିଛନ୍ତି ଯେ ବର୍ତ୍ତମାନ ଦେଶ ଏମିତି କିଛି ପ୍ରକଟ […]

Enp69FqUYAQ1ze8
'ଆପୋଷ ବୁଝାମଣାରେ ସମାଧାନ ହେବ ସୀମା ବିବାଦ'

ଭୁବନେଶ୍ୱର: ବିଧାନସଭାରେ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଏହି ପ୍ରସଙ୍ଗରେ ଆଜି ଗୃହରେ ପ୍ରାରମ୍ଭିକ ବିବୃତି ରଖି କହିଛନ୍ତି ଯେ କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ମଧ୍ୟରେ ସୀମା ବିବାଦ ରହିଛି। ଆପୋଷ ବୁଝାମଣା ମଧ୍ୟରେ ସୀମା ଚିହ୍ନଟ କରାଯିବ। ୨୧ଟି ଗାଁ ରେ ଏହି ସମସ୍ୟା ରହିଛି ଯେଉଁଠି ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇଛନ୍ତି ବୋଲି ମନ୍ତ୍ରୀ […]

arun-sahoo
ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଭୁବନେଶ୍ୱର: ହୋ ହଲ୍ଲା, ନାରାବାଜି, ପ୍ଳା କାର୍ଡ଼ ପ୍ରଦର୍ଶନ। ପରୀ ପ୍ରସଙ୍ଗରେ ବିଧାନସଭାରେ ଝଡ। ଗୃହ ବାରମ୍ବାର ମୁଲତବୀ ଅଭିଯୁକ୍ତ ବାବୁଲି ନାଏକ ସହ ମନ୍ତ୍ରୀଙ୍କ ଫଟୋ ଥିବା ବ୍ୟାନର ଧରି ବିଜେପି ସଦସ୍ୟଙ୍କ ହୋହଲ୍ଲା, ନାରାବାଜି। ଆଉ ଏହି ପ୍ରତିବାଦରେ କଂଗ୍ରେସ୍ ବି ସାମିଲ ହୋଇଥିଲା। ବିରୋଧୀଙ୍କ ଗୋଟିଏ ଦାବି ମନ୍ତ୍ରୀ ପଦରୁ ଅରୁଣ ସାହୁଙ୍କ ଇସ୍ତଫା। ବିଜେପି କହିଛି ପରୀର ପରିବାର ଲୋକ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ କରିଥିଲେ ବି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତିରେ […]

amitav
ବିବାଦରେ ଫଶିଲେ ବିଗ୍‌ ବି

ମୁମ୍ବାଇ: ବିବାଦରେ ଫସିବାକୁ ଯାଉଛି ଲୋକପ୍ରିୟ ଟେଲି ଶୋ’ କୌନ ବନେଗା କରୋନପତି। ଏହି ଶୋ’କୁ ନେଇ  ମୁଜାଫରପୁର ଅଦାଲତରେ ଏକ ଅଭିଯୋଗ କରାଯାଇଛି। ଧର୍ମୀୟ ଭାବାନକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ସିକନ୍ଦରପୁର ନିବାସୀ ଆଚାର୍ଯ୍ୟ ଚନ୍ଦ୍ରକିଶାର ପାରାଶର ସିଜିଏମ୍‌ କୋର୍ଟରେ ଅଭିଯୋଗ କରିଛନ୍ତି। ଏଥିରେ ଅଭିନେତା ଅମିତାଭ ବଚ୍ଚନ, ଏକ ଟିଭି କ୍ୱିଜ ସୋର ନିର୍ଦ୍ଦେଶକ ଅରୁଣେଶ କୁମାର, ରାହୁଲ ବର୍ମା, ଟିଭି ଚାନେଲ ଅଧ୍ୟକ୍ଷ ମନଜିତ ସିଂହ, ସିଇଓ ଏନପି ସିଂହଙ୍କ ସମେତ ୭ […]

navjot-rahul-
ପଞ୍ଜାବ କଂଗ୍ରେସରେ ଛିଣ୍ଡୁନି ବିବାଦ, ଖୁବ୍‌ଶୀଘ୍ର ସିଦ୍ଧୁଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା

ପଞ୍ଜାବ କଂଗ୍ରେସରେ ଲାଗିରହିଥିବା ଅସ୍ଥିରତା ଭିତରେ ଆଜି ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ନଭଜ୍ୟୋତ୍ ସିଂ ସିଦ୍ଧୁ । ଆସନ୍ତା ବିଧାନସଭା ନିର୍ବାଚନରେ ସିଦ୍ଧୁଙ୍କ ଭୂମିକା ଓ ଦାବି ବାବଦରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । କାରଣ, ମୁଖ୍ୟମନ୍ତ୍ରୀ…

eshwara-paa
ଟିକେଟ୍‌ ବଣ୍ଟନକୁ ନେଇ ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ

ବେଙ୍ଗାଲୁରୁ: ବିଜେପି ହିନ୍ଦୁଧର୍ମର ସବୁ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଟିକେଟ୍‌ ଦେଇପାରେ, ସେ ଲିଙ୍ଗାୟତ ହେଉ କି କୁରୁବସ କିମ୍ବା ଭୋକ୍କଲିଗସ, କିନ୍ତୁ ମୁସଲମାନଙ୍କୁ ଟିକେଟ୍‌ ଦେବ ନାହିଁ। ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କର୍ଣ୍ଣାଟକ ବିଜେପି ମନ୍ତ୍ରୀ କେଏସ୍‌ ଈଶ୍ୱରାପ୍ପା। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କେଏସ୍ ଈଶ୍ୱରପ୍ପା “ ହିନ୍ଦୁର କୌଣସି ସମ୍ପ୍ରଦାୟକୁ ଆମେ ଟିକେଟ୍‌ ଦେଇପାରୁ। ଲିଙ୍ଗାୟତ, କୁରୁବସ ଭୋକ୍କାଲିଗାସ ଓ ବ୍ରାହ୍ମଣ ସିଏ […]

Jajpur
ଦ୍ୱିତୀୟ ବିରଜା ମନ୍ଦିର ନିର୍ମାଣକୁ ନେଇ ଦେଖାଗଲା ବିବାଦ

ଯାଜପୁର ଜିଲ୍ଲାରେ ଦ୍ଵିତୀୟ ବିରଜା ମନ୍ଦିର ସ୍ଥାପନାକୁ ନେଇ ଦେଖାଦେଇଛି ବିବାଦ। ଆଉ ଜିଲ୍ଲା ପ୍ରଶାସନର ଏହି ମନ୍ଦିରକୁ ଭାଙ୍ଗିବା ନୋଟିସ ପରେ ଆରମ୍ଭ ହୋଇଛି ଶୀତଳଯୁଦ୍ଧ। ମନ୍ଦିର ଭାଙ୍ଗିବା ନିଷ୍ପତ୍ତି ବଦଳାଇବା ଦାବି ଜୋରସୋର ହେଉଛି।

vlcsnap-error051
ତେଜୁଛି ବଂଶଧାରା ଜଳ ବିବାଦ, ଏବେ ବ୍ୟାରେଜ ନିର୍ମାଣକୁ ବିରୋଧ କଲେଣି ଗଜପତିବାସୀ

ଭୁବନେଶ୍ୱର: ବଂଶଧାରା ନଦୀ ଉପରେ ନେରେଡି ଠାରେ ବ୍ୟାରେଜ ନିର୍ମାଣ ପାଇଁ ଟ୍ରିବ୍ୟୁନାଲର ସବୁଜ ସଙ୍କେତ ପରେ ଏବେ ଗୁଣପୁରର ସାରା, ବାଡିଗାଁ ଓ ପାଲିସଂ ଅଂଚଳର ଲୋକଙ୍କ ଚିନ୍ତା ବଢିଛି । ବ୍ୟାରେଜ ନିର୍ମାଣ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା…

bansadhara
ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲର ବଡ଼ ନିଷ୍ପତି, ଆନ୍ଧ୍ର ନିର୍ମାଣ କରିବ ଆନିକଟ

ଭୁବନେଶ୍ୱର: ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ନେରାଡିଠାରେ ଆନିକଟ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ଅନୁମତି ଦେଇଛନ୍ତି । ଟ୍ରିବ୍ୟୁନାନାଲର ନିଷ୍ପତ୍ତି ଅନୁଯାୟୀ, ବ୍ୟାରେଜରେ ଦୁଇଟି ମୁଖ୍ୟ ସ୍ଲୁଇସ ଫାଟକ ରହିବ । ଆନ୍ଧ୍ରପ୍ରଦେଶର ଜଳସେଚନ ବ୍ୟବସ୍ଥା ପାଇଁ ବାମପଟେ ଓ ଓଡିଶା ପାଇଁ…

maa saree
‘ମା’ ଶାଢୀ ଡିଜାଇନରଙ୍କୁ ନେଇ ବଢିଲା ବିବାଦ

ସୋନପୁର: ଚର୍ଚ୍ଚାକୁ ଆସିଥିବା ମା’ ଶାଢୀର ପ୍ରକୃତ ଡିଜାଇନର କିଏ ? ଏହାକୁ ନେଇ ବଢିଛି ବିବାଦ। ରାଜେଶ ମେହେର ଏହି ଶାଢୀର ଡିଜାଇନର ବୋଲି ପ୍ରଥମେ କୁହାଯାଉଥିଲା। ହେଲେ ଏବେ ବହୁଚର୍ଚ୍ଚିତ ଏଇ ମା’ ଶାଢୀର ଅସଲି ଡିଜାଇନର ବୀରମହାରାଜପୁର…

Untitled-1
ସଂସଦରେ ନୁସରତ ଜାହାଁଙ୍କ ବିବାହ ବିବାଦ

ନୂଆଦିଲ୍ଲୀ : ସଂସଦରେ ପହଞ୍ଚିଲା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁଙ୍କ ବିବାହ ବିବାଦ। ଏପରିକି ନୁସରତଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଦାବି ହୋଇଛି । ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି…

Poster Chira
ତେଜୁଛି ଫଟୋ ବିବାଦ, ପୁଣି ଟିକାକରଣ କେନ୍ଦ୍ରରେ ପହଞ୍ଚି ନବୀନଙ୍କ ଫଟୋ ଚିରିଲେ

ବ୍ରହ୍ମପୁର: ସୋମବାର ଭଳି ମଙ୍ଗଳବାର ମଧ୍ୟ ଟିକା କେନ୍ଦ୍ରରେ ଫଟୋ ବିବାଦ । ବ୍ରହ୍ମପୁର ଗିରିରୋଡ୍ ଉଚ୍ଚ ବାଳିକା ବିଦ୍ୟାଳୟ କେନ୍ଦ୍ରରେ ଫଟୋ ଲାଗିବାକୁ ନେଇ ଉତ୍ତେଜନା ଦେଖାଦେଇଛି । ବିଜେପି କର୍ମୀମାନେ ଟିକା କେନ୍ଦ୍ରରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ଚିରି…

mithun
ବିବାଦୀୟ ଭାଷଣ ଦେଇ ଫଶିଲେ ମେଗାଷ୍ଟାର ମିଥୁ୍‌ନ୍ ଚକ୍ରବର୍ତ୍ତୀ

କୋଲକାତା : ବିବାଦୀୟ ଭାଷଣ ଦେଇ ଫଶିଲେ ମେଗାଷ୍ଟାର ମିଥୁ୍‌ନ୍ ଚକ୍ରବର୍ତ୍ତୀ । ଭାରତୀୟ ଜନତା ପାର୍ଟିର ନେତା ତଥା ଚଳଚ୍ଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବିବାଦୀୟ ଭାଷଣ ଦେବା ମାମଲାରେ କୋଲକାତା ପୋଲିସ ଭର୍ଚୁଆଲ ପଚରାଉଚରା କରିଛି  ମିଥୁନଙ୍କୁ କୋଲକାତାର…

ଭୁବନେଶ୍ୱର ରେଳ ଷ୍ଟେସନର ଆଧୁନିକୀକରଣ ଏମ୍ଓୟୁକୁ ନେଇ ବିବାଦ
ଭୁବନେଶ୍ୱର ରେଳ ଷ୍ଟେସନର ଆଧୁନିକୀକରଣ ଏମ୍ଓୟୁକୁ ନେଇ ବିବାଦ

ଭୁବନେଶ୍ୱର : MOU ନୁହେଁ, MOU ସ୍ୱାକ୍ଷର ସ୍ଥାନକୁ ନେଇ ଟଣାଓଟରା। ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ଏ ଦୁଇ ଚିଠି ତାର ପ୍ରମାଣ। ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳମନ୍ତ୍ରୀ ପୀୟୁଷ ଗୋୟେଲ୍। ଭୁବନେଶ୍ୱର ରେଳ ଷ୍ଟେସନ୍ ଆଧୁନିକୀକରଣ ଏମ୍ଓୟୁକୁ ନେଇ ଉପୁଜିଛି ଏହି ବିବାଦ। ଗତ ଏପ୍ରିଲ୍ ୨୭ରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଏହି ଚିଠିରେ ମେ ୨୩ ତାରିଖ ଅର୍ଥାତ ଆସନ୍ତାକାଲି ଦିଲ୍ଲୀରେ […]

ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ CII ସାମିଲ ନହେବା ନେଇ ବିବାଦ
ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ CII ସାମିଲ ନହେବା ନେଇ ବିବାଦ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ କନ୍‌ଫେଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି ବା ଭାରତୀୟ ଶିଳ୍ପ ମହାସଂଘ ସାମିଲ ନହେବା ନେଇ ବିବାଦ। ଏନେଇ CIIର ଇଷ୍ଟର୍ଣ୍ଣ ରିଜିଅନର ଅଧ୍ୟକ୍ଷା ଜଗି ମଙ୍ଗତ୍ ପଣ୍ଡାଙ୍କୁ ଦାୟୀ କରିଛି ବିଜେଡି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ସହଯୋଗ ପାଇଁ CII ଗତ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ସରକାରଙ୍କ ସହ ଯୋଗସୂତ୍ରରେ ଥିଲା,ତେବେ ଜଗି ମଙ୍ଗତ ଇଷ୍ଟର୍ଣ୍ଣ ରିଜିଅନର ଅଧ୍ୟକ୍ଷା ହେବା […]

ପୁଣି ଲେଉଟିଲା ମହାନଦୀ ବିବାଦ
ପୁଣି ଲେଉଟିଲା ମହାନଦୀ ବିବାଦ

ଭୁବନେଶ୍ୱର : ମହାନଦୀକୁ ନେଇ ପୁଣି ବିବାଦ। କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲ୍ ଆସନ୍ତା ୧୬ ତାରିଖରେ ନଦୀ ବିବାଦ ନେଇ ପୂର୍ବତ୍ତର ୫ଟି ରାଜ୍ୟ ସହ ଆଲୋଚନା ପାଇଁ କଲିକତାରେ ବୈଠକ ଡାକିଛନ୍ତି। ଏହି ବୈଠକରେ ଓଡିଶା ସରକାର ଯୋଗ ଦେବେ ସତ ହେଲେ ଉଠାଇବେ ବିଭିନ୍ନ ନଦୀ ଜଳ ବିବାଦ ପ୍ରସଙ୍ଗ। ଛଡିଶଗଡ଼ ସହ ମହାନଦୀ ଜଳ ବିବାଦ, ଇବ୍‌ର ଶାଖା ନଦୀ ମୈନୀ ଉପରେ ଛଡିଶଗଡ଼ ନିର୍ମାଣ କରୁଥିବା […]

ନ୍ୟାୟପାଳିକାରେ ସରକାରଙ୍କ ହସ୍ତକ୍ଷେପ ଅଭିଯୋଗ ବିବାଦ : CJIଙ୍କୁ ଜଷ୍ଟିସ ଚେଲମେଶ୍ୱରଙ୍କ ଚିଠି ପରେ ହଟଚମଟ
ନ୍ୟାୟପାଳିକାରେ ସରକାରଙ୍କ ହସ୍ତକ୍ଷେପ ଅଭିଯୋଗ ବିବାଦ : CJIଙ୍କୁ ଜଷ୍ଟିସ ଚେଲମେଶ୍ୱରଙ୍କ ଚିଠି ପରେ ହଟଚମଟ

ଭୁବନେଶ୍ୱର : ନ୍ୟାୟପାଳିକା-ସରକାର ମଧୁଚନ୍ଦ୍ରିକା ଗଣତନ୍ତ୍ର ପାଇଁ ବିପଦ। ନ୍ୟାୟପାଳିକାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ। ସୁପ୍ରିମକୋର୍ଟର ନମ୍ବର ଟୁ ବିଚାରପତି କେ. ଚେଲମେଶ୍ୱର, ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଲେଖିଥିବା ଏ ସମ୍ପର୍କିତ ଚିଠିକୁ ନେଇ ଏବେ ସାରା ଦେଶରେ ଚାଲିଛି ଜୋରଦାର ଚର୍ଚ୍ଚା। ଆଲୋଚନା ଏମିତି କି ଏହା ଉପରେ ବିଚାର ଲାଗି ସୁପ୍ରିମକୋର୍ଟଙ୍କ ପୂର୍ଣ୍ଣ ବେଞ୍ଚ ଡକାଇବାକୁ ଚିଠିରେ ଅନୁରୋଧ କରିଛନ୍ତି ଚେମେଲେଶ୍ୱର। ସେହି ଚିଠିର ଗୋଟିଏ ଲେଖାଏଁ […]

UP
‘ଝିଅଙ୍କୁ ମୋବାଇଲ୍ ଦେବା ଯୋଗୁଁ ଅପରାଧ ବଢ଼ୁଛି’ : ବିବାଦୀୟ ବୟାନ୍ ଦେଇ ଚର୍ଚ୍ଚାରେ ମହିଳା ଆୟାଗ ସଦସ୍ୟ

ଆଲିଗଡ : ‘ଝିଅମାନଙ୍କୁ ମୋବାଇଲ୍ ଦେବା ଉଚିତ୍ ନୁହେଁ, ଏଥିପାଇଁ ଅପରାଧ ବଢ଼ୁଛି । ମହିଳାଙ୍କ ପ୍ରତି ହେଉଥିବା ଅପରାଧ କମାଇବାକୁ ହେଲେ ଝିଅକୁ ଜଗିବା ମା’ର କର୍ତ୍ତବ୍ୟ’ । ଏପରି ବିବାଦୀୟ ବୟାନ୍ ଦେଇ ଚର୍ଚ୍ଚାରେ ଉତ୍ତରପ୍ରଦେଶ ମହିଳା ଆୟାଗ…

ୟାମୀ ଗୌତମଙ୍କ ବିବାହ ଫଟୋକୁ ନେଇ ବିବାଦ

ମୁମ୍ବାଇ : ନିକଟରେ ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମ ସିନେମା ‘ଉରୀ’ର ଡାଇରେକ୍ଟର ଆଦିତ୍ୟ ଧରଙ୍କୁ ଅଚାନକ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ୟାମୀଙ୍କ ବିବାହ ଏକ ଘରୋଇ ଉତ୍ସବ ଭଳି ଥିଲା। ବିବାହରେ କେବଳ ତାଙ୍କ ପରିଜନ ଓ…

rent
ଏଣିକି ସହଜରେ ହୋଇପାରିବ ଘର ଭଡ଼ା ବିବାଦର ସମାଧାନ

ଭୁବନେଶ୍ୱର: କେତେବେଳେ ଘର ମାଲିକଙ୍କ ବିରୋଧରେ ଘରେ ଭଡ଼ାରେ ରହୁଥିବା ବ୍ୟକ୍ତିଙ୍କ ଜୁଲୁମ ଅଭିଯୋଗ, ତ ଆଉ କେତେବେଳେ ଭଡ଼ାଟିଆ ଦାଦାଗିରି କରୁଥିବା ନେଇ ଘର ମାଲିକଙ୍କ ଆପତ୍ତି। ଏଭଳି ଅନେକ ବିବାଦ ବିଭିନ୍ନ ସମୟରେ ଉଗ୍ର ରୂପ ଧାରଣ କରିଛି…

Alapan-Mamata
ବିବାଦ ଭିତରେ ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ

ବିବାଦ ଭିତରେ ଅବସର ନେଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟୟ। ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି ଆଲପନ। ଆଜି ସେ ନିଜ ଅବସର ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି

lord-sri-krishan
୨୦୧୫ର ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ରକଳାକୁ ନେଇ ପୁଣି ବିବାଦ, କାର୍ଯ୍ୟାନୁଷ୍ଠାନ ଦାବି କଲା ଇସ୍କନ୍

ଗୌହାଟୀ: ୨୦୧୫ରେ ଆସାମର ଆର୍ଟିଷ୍ଟ ଆକ୍ରାମ ହୁସେନ୍ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ଚିତ୍ରକଳା ଅଙ୍କନ କରିଥିଲେ, ଯାହାକୁ ନେଇ ଏବେ ପୁଣିଥରେ ବିବାଦ ଦେଖା ଦେଇଛି। ଏହି ଚିତ୍ରକଳାରେ ଦେଖିବାକୁ ମିଳିଛି ଯେ ଶ୍ରୀକୃଷ୍ଣ ଏକ ବାର୍‌ରେ ଅଛନ୍ତି ଏବଂ ତାଙ୍କ ଚତ୍ତୁର୍ପାଶ୍ୱରେ କିଛି ଯୁବତୀ ବିକିନି ପିନ୍ଧି ଛିଡ଼ା ହୋଇଛନ୍ତି। ବିକିନି ପିନ୍ଧା ଯୁବତୀମାନେ କୃଷ୍ଣଙ୍କୁ କୁଣ୍ଢାଇ ଧରିବାର ଦୃଶ୍ୟକୁ ଚିତ୍ରକଳା ଦ୍ୱାରା ପ୍ରଦର୍ଶନ କରାଯାଇଛି। We request @CMOfficeAssam @sarbanandsonwal ji @himantabiswa ji […]