Advertisment

Mahasnan: ପାଳିଆ ସେବକଙ୍କୁ ଛୁଇଁ ଦେଲେ ସେବାୟତ; ହେଲା ମହାସ୍ନାନ

ମହାସ୍ନାନ ନୀତି ପାଇଁ ସର୍ବସାଧାରଣଙ୍କ ଦର୍ଶନ ଓ ନୀତି ବନ୍ଦ ରହିଛି। ପାଣିରେ ଧୋଇବା ପରେ ମହାପ୍ରଭୁଙ୍କ ପରବର୍ତ୍ତୀ ନୀତି ଓ ଦର୍ଶନ ବ୍ୟବସ୍ଥା ସ୍ୱଭାବିକ୍ ହେବ।

author-image
Tapaswini Nayak
ଅଦ୍ୟତନ ହୋଇଛି
Mahasnan

Mahasnan

ଶ୍ରୀମନ୍ଦିରରେ ହୋଇଛି ମହାସ୍ନାନ। ମଙ୍ଗଳଆଳତି ପରେ ମଇଲମ ଚାଲିଥିବା ଅବସ୍ଥାରେ ଜୈନିକ ସେବାୟତ ସିଂହାସନରେ ବସିଥିବା ପାଳିଆ ସେବକଙ୍କୁ ଛୁଇଁ ଦେବାରୁ ହୋଇଛି ମହାସ୍ନାନ। ଏଣୁ ବିଧି ପରମ୍ପରା ମୁତାବକ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା; ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ

ମହାସ୍ନାନ ନୀତି ପାଇଁ ସର୍ବସାଧାରଣଙ୍କ ଦର୍ଶନ ଓ ନୀତି ବନ୍ଦ ରହିଛି। ପାଣିରେ ଧୋଇବା ପରେ ମହାପ୍ରଭୁଙ୍କ ପରବର୍ତ୍ତୀ ନୀତି ଓ ଦର୍ଶନ ବ୍ୟବସ୍ଥା ସ୍ୱଭାବିକ୍ ହେବ।

ଅନପକ୍ଷରେ ମହାସ୍ନାନ ଯୋଗୁ ଦର୍ଶନ ବନ୍ଦ ଥିବାରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅପେକ୍ଷା କରି ରହିଛନ୍ତି। ମହାସ୍ନାନ ପରେ ଦର୍ଶନ ସ୍ୱଭାବିକ ହେଲେ ପୁଣି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ ।

Advertisment

ଅଧିକ ପଢ଼ନ୍ତୁ: ପଡ଼ିଲା ଶୂନ୍ୟ ଗଣ୍ଠି, ହେବ କି ଚମତ୍କାର ?

Puri Puri Jaggannth Temple Puri Jagannath Temple
Advertisment
Advertisment