/odishatv-khabar/media/post_attachments/uploadimage/library/16_9/16_9_0/Panchang__1741748449.jpg)
Panchang
ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୧୧ଶୀ ରାତ୍ରି ୦୩.୪୫ ଗତେ ୧୨ଶୀ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୩.୪୫ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
Advertisment
ଶୁଭ ସମୟ-
ଦିବା- ୦୮.୫୧ ରୁ ୧୦.୪୦
ଦିବା- ୦୧.୦୫ ରୁ ୦୧.୨୩
ଦିବା- ୦୪.୨୪ ରୁ ୦୫.୦୭
ସନ୍ଧ୍ୟା- ୦୫.୫୫ ରୁ ୦୬.୪୩
ରାତ୍ରି- ୦୯.୦୫ ରୁ ୧୧.୨୮
ରାତ୍ରି- ୦୧.୫୧ ରୁ ୦୩.୨୬
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୫୪ ରୁ ୦୪.୨୪
କାଳବେଳା- ଦିବା ୦୧.୨୩ ରୁ ୦୨.୫୪
ବାରବେଳା- ପ୍ରାତଃ ୦୭.୨୦ ରୁ ୦୮.୫୧
କାଳରାତ୍ରି- ସନ୍ଧ୍ୟା ୦୭.୨୪ ରୁ ୦୮.୫୩
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)