• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "183" result for "ଅଷ୍ଟ୍ରେଲିଆ" in https://otvkhabar.in

Ind vs Aus
ଆଜି ତୃତୀୟ ଟି-ଟ୍ୱେଣ୍ଟି, ସିରିଜ ପରାଜୟ ଆଶଙ୍କାରେ ଅଷ୍ଟ୍ରେଲିଆ

ଆଜି ଭାରତ ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ୱେଣ୍ଟି । ଗତ ଦୁଇଟି ମ୍ୟାଚ ଜିତି ସିରିଜରେ ଆଗୁଆ ରହିଛି । ଆଜିର ମ୍ୟାଚ ଜିତି ସିରିଜ ପରାଜୟ ବରଣର ବିପଦକୁ ଟାଳିବାକୁ ପ୍ରୟାସ କରିବ କଙ୍ଗାରୁ ବାହିନୀ ।

Ind Vs Aus T20
ବିଶ୍ୱକପ୍ ପରାଜୟ କ୍ଷତରେ ସାମାନ୍ୟ ମଲମ; ଅଷ୍ଟ୍ରେଲିଆକୁ ୨ ୱିକେଟରେ ହରାଇଲା ଭାରତ

ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଆଜି ବାଜି ମାରିଛି ଭାରତ ।

Ind vs Aus
ପୁରୁଣା ଦଳ, ପୁରୁଣା ମୁହଁ, ଫର୍ମାଟ କିନ୍ତୁ ନୂଆ; ଆଜି ଭାରତ ଅଷ୍ଟ୍ରେଲିଆ ଟିଟ୍ୱେଣ୍ଟି ମ୍ୟାଚ

ସରିଛି ବିଶ୍ୱକପ, ଭାଙ୍ଗିଛି ହୃଦୟ । କିନ୍ତୁ ଅତୀତକୁ ପଛରେ ଛାଡ଼ି ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଦଳ । ବିଶ୍ୱକପ ଶେଷ ହେବାର ମାତ୍ର ତିନି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟିଟ୍ୱେଣ୍ଟି ସିରିଜ । କେବଳ ଫର୍ମାଟ ହିଁ ନୂଆ, କିନ୍ତୁ ବିପକ୍ଷ ସେହି ପୁରୁଣା ।

World Cup Trophy
ବିଶ୍ୱକପ୍ ଟ୍ରଫିକୁ ଗୋଡ଼ ତଳେ ରଖିଛନ୍ତି ଅଷ୍ଟ୍ରେଲିଆ ଖେଳାଳି ! ଭାଇରାଲ୍‌ ହେଉଛି ଫଟୋ...

ଗତକାଲି ବିଶ୍ୱକପ୍ ଜିତିବା ପରେ ଅଷ୍ଟ୍ରେଲିଆ ଖେଳାଳି ମିଚେଲ୍ ମାର୍ସ ଟ୍ରଫିକୁ ଗୋଡ଼ ତଳେ ରଖିଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ।

Why team india loss World Cup 2023 know 8 reason
World Cup 2023: ଅଷ୍ଟ୍ରେଲିଆ ଠାରୁ କାହିଁକି ହାରିଲା ଭାରତ; ଜାଣନ୍ତୁ ଏହା ପଛର ୮ କାରଣ

ଟିମ୍ ଇଣ୍ଡିଆ ଯେଉଁ ବୋଲିଂ ଆଧାରରେ ଏଯାଏ ପହଞ୍ଚିଥିଲା ସେହି ବୋଲିଂ ଫାଇନାଲରେ ପ୍ରଭାବହୀନ ହୋଇଗଲା। ଭାରତୀୟ ଖେଳାଳିମାନେ କେବଳ ବୋଲିଂରେ ନୁହେଁ ବ୍ୟାଟିଂରେ ମଧ୍ୟ ଫ୍ଲପ୍ ହୋଇଥିଲେ। ଭାରତୀୟ ଟିମ୍‌ର ଏଭଳି ସାଙ୍ଘାତିକ ପରିସ୍ଥିତି ପାଇଁ ଅନେକ କାରଣ ରହିଛି। ଆସନ୍ତୁ ଏହାର ୮ଟି କାରଣ ଉପରେ ନଜର ପକେଇ ନେବା।

Prime Minister NarendraModi congratulates Australia on a magnificent World Cup victory
ଅଷ୍ଟ୍ରେଲିଆକୁ ଜଣାଇଲେ ଶୁଭେଚ୍ଛା, ଟିମ୍‌ ଇଣ୍ଡିଆର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ

ବିଶ୍ଵକପ୍ ଫାଇନାଲ୍‌ରେ ନିରାଶ ହୋଇଥିବା ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ । ପ୍ରଥମରୁ ଭଲ ପ୍ରଦର୍ଶନ କରି ଫାଇନାଲ୍ ଯାଏଁ ଆସିଥିବା ଭାରତୀୟ ଦଳକୁ ମୋଦି ପ୍ରଶଂସା କରିଛନ୍ତି ।

INDIA all out
ସରିଲା ଭାରତର ବ୍ୟାଟିଂ, ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ

ବିଶ୍ୱକପ ଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ । ଫାଇନାଲରେ ମନ୍ଥର ବ୍ୟାଟିଂ କଲା ଭାରତ ।

wajahat hasan world cup song viral in social media
World Cup 2023: ଏପଟେ ଭାରତ-ଅଷ୍ଟ୍ରେଲିଆ ଲଢେଇ, ସେପଟେ ୱାର୍ଲ୍ଡକପ୍ ଗୀତ ଭାଇରାଲ୍

ସାରା ଦେଶରେ ଫାଇନାଲ୍ ମ୍ୟାଚ୍‌କୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ବର୍ତ୍ତମାନ ଏହାରି ଭିତରେ ବିଶ୍ୱକପ ଫାଇନାଲ୍‌କୁ ନେଇ ତିଆରି ହୋଇଥିବା ଏକ ଗୀତ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଗୀତରେ ସମସ୍ତ ଖେଳାଳିଙ୍କ ନାମ ନିଆଯାଇଛି ଆଉ ଉତ୍ସାହିତ ମଧ୍ୟ କରାଯାଇଛି।

Ind Vs Aus
ବିଶ୍ୱକପ୍‌ ଫାଇନାଲ୍‌: ଟସ୍‌ ଜିତି ବୋଲିଂ କରିବ ଅଷ୍ଟ୍ରେଲିଆ

ଟସ୍‌ ଜିତି ବୋଲିଂ କରିବାକୁ ଅଷ୍ଟ୍ରେଲିଆର ନିଷ୍ପତ୍ତି ନେଇଛି ।

 India vs Australia
ଆଜି ବିଶ୍ୱକପ୍ ଗ୍ରାଣ୍ଡ ଫିନାଲେ: ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମହାମୁକାବିଲା

ସୁପର ସଣ୍ଡେରେ ହେବ ସୁପର ଫାଇଟ୍... ଫାଇନାଲ ଜିତି ଟାଇଟଲ କବଜା ଲକ୍ଷ୍ୟରେ ଟିମ ଇଣ୍ଡିଆ ... ଲକ୍ଷାଧିକ ଫ୍ୟାନଙ୍କ ଉପସ୍ଥିତିରେ କମ୍ପିବ ମୈଦାନ ...

 India Vs Australia Final 2023 tomorrow
ବିଶ୍ୱକପ୍ ଟ୍ରଫି ପାଇଁ ଲଢ଼େଇ: ଅଷ୍ଟ୍ରେଲିଆକୁ ହରାଇ ଚାମ୍ପିୟନ ହେବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

୫ ଥରର ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆକୁ ହରାଇ ତୃତୀୟ ଥର ଚାମ୍ପିୟନ ହେବାକୁ ପ୍ରାଣପଣେ ଚେଷ୍ଟା କରିବ ଭାରତ । ଚଳିତ ବିଶ୍ୱକପ୍‌ରେ ଅପରାଜେୟ ରହିଛି ଘରୋଇ ଟିମ୍ ।

India Australia Final Fight
୨୦ ବର୍ଷ ପରେ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ; ବଦଲା ନେବାକୁ ପ୍ରସ୍ତୁତ ଟିମ୍ ଇଣ୍ତିଆ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ବିଶ୍ବକପର ଫାଇନାଲ ଫାଇଟ୍ । ସୁପରସଣ୍ଡେରେ ହେବ ସୁପର ମୁକାବିଲା ।

India vs Australia
ଭାରତ-ଅଷ୍ଟ୍ରେଲିଆ ଫାଇନାଲ, ୨୦୦୩ ପରାଜୟର ପ୍ରତିଶୋଧ ନେବ ଟିମ୍‌ ଇଣ୍ଡିଆ !

ଚଳିତ ବିଶ୍ୱକପ୍‌ରେ ପ୍ରତିଶୋଧ ନେବା ମୁଡ୍‌ରେ ରହିଛି ଭାରତ। ପ୍ରଥମେ ନ୍ୟୁଜିଲାଣ୍ଡଠାରୁ ୨୦୧୯ ସେମି ଫାଇନାଲ ହାରିବାର ପ୍ରତିଶୋଧ ନେବା ପରେ ଏବେ ଅଷ୍ଟ୍ରେଲିଆକୁ ଫାଇନାଲରେ ପରାସ୍ତ କରି ୨୦୦୩ର ବଦଲା ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ।

India  vs Australia
ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଅଷ୍ଟ୍ରେଲିଆ

ଦ୍ୱିତୀୟ ଦଳ ଭାବେ ବିଶ୍ୱକପ୍‌ ଫାଇନାଲ୍‌ରେ ପହଞ୍ଚିଲା ଅଷ୍ଟ୍ରେଲିଆ। ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ଦକ୍ଷିଣ ‍ଆଫ୍ରିକାକୁ ୩ ୱିକେଟରେ ହରାଇ ହାତେଇଲା ଫାଇନାଲ୍‌ ଟିକେଟ୍।

Australia VS Afghanistan
ଅଫଗାନିସ୍ତାନ ପାଇଁ କର ଅବା ମର, ଅଷ୍ଟ୍ରେଲିଆ ନିକଟରେ ସେମି ସୁଯୋଗ

ଆଜି ଅଷ୍ଟ୍ରେଲିଆ ଆଫଗାନିସ୍ତାନ ମଧ୍ୟରେ ବିଶ୍ବକପ ମୁକାବିଲା । ଉଭୟ ଦଳ ସେମିଫାଇନାଲ ରେସରେ ଅଛନ୍ତି ।

Mitchell Marsh
ବିଶ୍ୱକପ୍‌ ମଝିରେ ଅଷ୍ଟ୍ରେଲିଆକୁ ବଡ଼ ଝଟକା; ଘରକୁ ଫେରିଗଲେ ଏହି ଷ୍ଟାର୍‌ ଅଲରାଉଣ୍ତର

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଟିମ୍‌ର ଷ୍ଟାର ଖେଳାଳି । ଟିମ୍‌ର ଏହି ଷ୍ଟାର ଅଲରାଉଣ୍ତର ଫେରିଯାଇଛନ୍ତି ଅଷ୍ଟ୍ରେଲିଆ ।

bjp
ଅଷ୍ଟ୍ରେଲିଆ ସିନେଟ ସଭାପତିଙ୍କ ଟିମ୍, ବୈଜୟନ୍ତ ପଣ୍ତାଙ୍କୁ ଭେଟିଲା

ଏକ ୬ ଜଣିଆ ସାଂସଦ ପ୍ରତିନିଧି ଦଳ ବିଜେପି ରାଷ୍ଟ୍ରୀୟ ସଭାପତି ବୈଜୟନ୍ତ ପଣ୍ତାଙ୍କୁ ଭେଟିଛନ୍ତି । ବୈଜୟନ୍ତଙ୍କ ବାସଭବନରେ ସାକ୍ଷାତ ଅବସରରେ ଭାରତ ଓ ଅଷ୍ଟ୍ରେଲିଆର ସୁସମ୍ପର୍କ ନେଇ ଆଲୋଚନା କରିଛନ୍ତି ।

Australia Team Jersey
କାହିଁକି ହଳଦିଆ ଓ ସବୁଜ ରଙ୍ଗର ଜର୍ସି ପିନ୍ଧନ୍ତି ଅଷ୍ଟ୍ରେଲିଆ ଟିମ୍, ଜାଣନ୍ତୁ ଏହା ପଛର କାରଣ...

ଅଷ୍ଟ୍ରେଲିଆ ଜର୍ସି ପଛରେ ଥିବା ପୂରା କାହାଣୀ ଏହାର ଜାତୀୟ ଫୁଲ ସହ ଜଡ଼ିତ। ଅଷ୍ଟ୍ରେଲିଆର ଜାତୀୟ ଫୁଲ ହେଉଛି ’ଦି ଗୋଲ୍ଡେନ୍ ୱେଟଲ୍’। ’ଦି ଗୋଲ୍ଡେନ୍ ୱେଟଲ୍’ ଫୁଲର ପତ୍ର ସବୁଜ ରଙ୍ଗ ଓ ଏହାର ଫୁଲ ହଳଦିଆ ରଙ୍ଗର ହୋଇଥାଏ।

india vs Australia
ଚେନ୍ନାଇରେ ଚମକିଲେ ଭାରତୀୟ ସ୍ପିନର, ୧୯୯ ରନ୍‌ରେ ଅଲଆଉଟ୍ ହେଲା ଅଷ୍ଟ୍ରେଲିଆ

ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୩ଟି ୱିକେଟ ନେଇଥିବାବେଳେ କୁଲଦୀପ ଯାଦବ ଓ ଯଶପ୍ରୀତ ବୁମ୍ରା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ତେବେ ଏହି ମ୍ୟାଚ୍‌ରେ କଙ୍ଗାରୁ ଦଳକୁ ହରାଇ ବିଜୟ ସହ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ଭାରତ।

ICCCricketWorldCup
ICC World Cup 2023 : ଟସ୍‌ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ

ଚୂଡ଼ାନ୍ତ ଏକାଦଶରେ ଗିଲ୍‌ଙ୍କ ସ୍ଥାନରେ ଈଶାନ କିଶନ

World Cup 2023
World Cup 2023: ଆଜି ହାଇଭୋଲଟେଜ ମ୍ୟାଚ୍‌, ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ-ଅଷ୍ଟ୍ରେଲିଆ

ବିଶ୍ୱକପ୍‌ କ୍ରିକେଟ୍‌ରେ ଆଜି ହାଇଭୋଲଟେଜ ମ୍ୟାଚ୍‌। ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ-ଅଷ୍ଟ୍ରେଲିଆ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ ଦୁଇ ଦଳ ।

Shubman Gill
ଶୁବମନ ଗିଲ୍‌ଙ୍କୁ ଡେଙ୍ଗୁ! ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଖେଳିବା ନେଇ ସସ୍‌ପେନ୍ସ

କ୍ରିକେଟର ଶୁବମନ ଗିଲ୍‌ ଡେଙ୍ଗୁରେ ଆକ୍ରାନ୍ତ ଅଛନ୍ତି ।

India vs Australia
ଭାରତ ଓ ଅଷ୍ଟ୍ରେଲିଆ ସିରିଜ୍‌ର ଅନ୍ତିମ ମୁକାବିଲା, ସମ୍ମାନ ରକ୍ଷା ପାଇଁ ଲଢ଼ିବ ଅଷ୍ଟ୍ରେଲିଆ

ଆଜିର ମ୍ୟାଚରେ ଦଳର ଚୁଡ଼ାନ୍ତ ଏକାଦଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ପ୍ରଥମ ଦୁଇ ମ୍ୟାଚରେ ବିଶ୍ରାମ ନେଇଥିବା ଦଳର ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆଜିର ମ୍ୟାଚ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ।

India win in Indore
ଭାରତ କବ୍‌ଜାରେ ଦିନିକିଆ ସିରିଜ୍‌; ଅଷ୍ଟ୍ରେଲିଆକୁ ୯୯ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ

ବର୍ଷା ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ ହେବା ପରେ ୩୩ ଓଭରକୁ ଖସାଇ ଦିଆଯାଇଥିଲା ମ୍ୟାଚ୍ । ଡିଏଲଏସ୍ ମେଥଡ ଲାଗୁ ହେବା ସହ ଅଷ୍ଟ୍ରେଲିଆକୁ ୩୩ ଓଭରରେ ୩୧୭ ରନର ଟାର୍ଗେଟ୍ ଦିଆଯାଇଥିଲା ।

Team India
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଆରମ୍ଭରୁ ଖେଳିବେନି ରୋହିତ-ବିରାଟ

ପ୍ରଥମ ୨ଟି ODIରେ ଅଧିନାୟକ ଦାୟିତ୍ୱ ତୁଲାଇବେ କେ ଏଲ୍‌ ରାହୁଲ୍ ଓ ଉପଅଧିନାୟକ ରହିବେ ରହିବନ୍ଦ୍ର ଜାଡେଜା ।