• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ତେବେ ପ୍ରଥମ ୨ଟି ଦିନିକିଆରେ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ।ସେମାନଙ୍କ ମଧ୍ୟରେ ରହିଛନ୍ତି ରୋହିତ ଶର୍ମା ଓ ବିରାଟ କୋହଲି । ପ୍ରଥମ ୨ଟି ODIରେ ଅଧିନାୟକ ଦାୟିତ୍ୱ ତୁଲାଇବେ କେ ଏଲ୍‌ ରାହୁଲ୍ ଓ ଉପଅଧିନାୟକ ରହିବେ ରହିବନ୍ଦ୍ର ଜାଡେଜା ।

ପ୍ରଥମ ୨ଟି ODIରେ ଖେଳିବେ ଗିଲ୍, ଗାଏକୱାଡ୍, ଶ୍ରେୟସ୍, ସୂର୍ଯ୍ୟକୁମାର, ତିଲକ ବର୍ମା, ଇଶାନ କିଶନ, ଶାର୍ଦ୍ଦୂଲ, ୱାଶିଂଟନ୍, ଅଶ୍ୱିନୀ, ବୁମ୍‌ରା, ସାମି, ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।

ସେହିଭଳି ତୃତୀୟ ଦିନିକିଆରେ ଅଧିନାୟକ ହେବେ ରୋହିତ ଶର୍ମା । ଏଥିରେ ସାମିଲ ହେବେ କୋହଲି, ଗିଲ୍, ଶ୍ରେୟସ୍, ରାହୁଲ୍, ପାଣ୍ଡ୍ୟା, କୁଳଦୀପ, ଅଶ୍ୱିନ, ୱାଶିଂଟନ୍, ସାମି, ବୁମ୍‌ରା, ସିରାଜ, ଶାର୍ଦ୍ଦୂଲ, ସୂର୍ଯ୍ୟକୁମାର, ଇଶାନ କିଶନ ।