ଯଦିଓ ସ୍ମିଥ୍ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି କିନ୍ତୁ ସେ ଏବେ ବି ଟେଷ୍ଟ ଏବଂ ଟି-୨୦ ଖେଳିବେ ।
ଆଜି ପ୍ରଥମ ବ୍ୟାଟିଂ କରି ଭାରତ ଆଗରେ ୨୬୫ ରନର ଟାର୍ଗେଟ ରଖିଥିଲା ଅଷ୍ଟ୍ରେଲିଆ। ତେବେ ଟାର୍ଗେଟକୁ ୧୧ ବଲ୍ ବାକି ଥାଇ ହାସଲ କଲା ଟିମ୍ ଇଣ୍ଡିଆ । କୋହଲିଙ୍କ ୮୪ ରନ୍ ର ଦମ୍ ଦାର୍ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ କରିଛି ।
ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆଜି ଚମ୍ପିଆନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲା ଭାରତ-ଅଷ୍ଟ୍ରେଲିଆ । ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ ।
ସାଧାରଣତଃ ଆଇସିସି ଇଭେଣ୍ଟ ଗୁଡିକରେ ଟ୍ରାଭିସ ହେଡ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥାନ୍ତି। ତେବେ ସେମି ଫାଇନାଲ ମ୍ୟାଚ ପୂର୍ବରୁ ପିଚ ଭାରତୀୟ ମ୍ୟାନେଜମେଣ୍ଟର ମୁଣ୍ଡବିନ୍ଧା ବଢାଇଛି।
ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ଟି ୱିକେଟ୍ ନେଇଥିବା ବେଳେ କୁଲ୍ଦୀପ ୨ଟି, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ ହାର୍ଦ୍ଦିକ୍ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।
ଟ୍ରୋଲ୍ ହେଉଛି ପାକିସ୍ତାନ କ୍ରିକେଟ ବୋର୍ଡ (PCB)। ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମ୍ୟାଚ୍ ଚାଲିଥିବା ବେଳେ ଜନ ଗଣ ମନ... ବଜାଇଥିଲା ଆୟୋଜକ ଦେଶ ପାକିସ୍ତାନ।
ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ଠାରୁ ୧-୩ରେ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ଏହା ସହିତ ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼ରୁ ବି ବାଦ୍ ପଡ଼ିଛି । ତେବେ ପ୍ରଥମ ଟେଷ୍ଟ ଜିତିବା ସତ୍ତ୍ୱେ କାହିଁକି ସିରିଜ୍ ହାରିଗଲା ଗମ୍ଭୀରଙ୍କ ପ୍ରଶିକ୍ଷିତ ଟିମ୍?
ସିଡନୀରେ ଅନୁଷ୍ଠିତ ଅନ୍ତିମ ଟେଷ୍ଟ ମ୍ୟାଚକୁ ୬ ୱିକେଟରେ ଜିତିବା ସହ ବର୍ଡର-ଗାଭାସ୍କର ଟ୍ରଫିକୁ ୩-୧ରେ ଜିତି ନେଇଛି ଅଷ୍ଟ୍ରେଲିଆ। ତୃତୀୟ ଦିନରେ ବିଜୟ ପାଇଁ ୧୬୨ ରନ ଆବଶ୍ୟକ ଥିବା ବେଳେ ଘରୋଇ ଦଳ ୪ ୱିକେଟ ହରାଇ ହାସଲ କରି ନେଇଥିଲା। ଏହା ସହିତ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାର ରେକର୍ଡ କରିଛି। ଭାରତ ପ୍ରଥମ ଇନିଂସରେ ୧୮୫ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ୧୮୧ ରନରେ ଅଲଆଉଟ ହୋଇଥିଲା। ଦ୍ବିତୀୟ ଇନିଂସରେ ଭାରତ ଆଉଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୫୭ ରନରେ ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୨୭ ଓଭରରେ ୪ ୱିକେଟ ହରାଇ ୧୬୨ ରନ ସ୍କୋର କରିଥିଲା।
୩୧ ବର୍ଷ ପରେ ଅଷ୍ଟ୍ରେଲିଆକୁ ଗାବାରେ ହରାଇ କଙ୍ଗାରୁ ଦଳର ଗର୍ବ ଭାଙ୍ଗିଥିବାବେଳେ ବର୍ତ୍ତମାନ ଭାରତୀୟ ଦଳ ପର୍ଥର ଅପ୍ଟସ ଷ୍ଟାଡିୟମରେ କଙ୍ଗାରୁ ଅପରାଜୟ ରହିବାର ଗର୍ବକୁ ମଧ୍ୟ ଭାଙ୍ଗି ଦେଇଛି ।
ବର୍ଡର-ଗାଭାସ୍କର ଟ୍ରଫିରେ ପୂର୍ବ ଚାରି ଟେଷ୍ଟ ସିରିଜ୍ ଜିତିଛି ଭାରତ । କିନ୍ତୁ ଘରେ ନ୍ୟୁଜିଲାଣ୍ଡ ବିପକ୍ଷ ବିପର୍ଯ୍ୟୟ ପରେ ୨୦୨୪-୨୫ ସିରିଜ୍ ଟିମ୍ ପାଇଁ କଷ୍ଟସାଧ୍ୟ ହେବ ବୋଲି ଚର୍ଚ୍ଚା ହେଉଛି । ଡବ୍ଲ୍ୟୁଟିସି ଫାଇନାଲ୍ରେ ପ୍ରବେଶ ଲକ୍ଷ୍ୟ ଦୃଷ୍ଟିରୁ ରୋହିତ ସେନା ଆଗରେ ଏବେ ବଢ଼ିଯାଇଛି ଚାଲେଞ୍ଜ୍ ।
ଟି -୨୦ ଫର୍ମାଟରେ ପାକିସ୍ତାନ ଦଳର ଅବସ୍ଥା ବର୍ତ୍ତମାନ ବହୁତ ଖରାପ । ଗତ ୯ ଟି -୨୦ ସିରିଜରେ ପାକିସ୍ତାନ ଦଳ କେବଳ ଗୋଟିଏ ସିରିଜ୍ରେ ବିଜୟ ଲାଭ କରିଛି ।
ଆଡିଲେଡ୍ରେ ଚାଲିଥିବା ଦିନିକିଆ ମ୍ୟାଚ୍ରେ ୧୬୩ ରନ୍ କରିଥିଲା ଅଷ୍ଟ୍ରେଲିଆ । ଯାହାକୁ ପିଛା କରି ପାକିସ୍ତାନ ୯ ୱିକେଟ୍ରେ ବିଜୟ ହାସଲ କରିଛି ।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଫେସବୁକ୍ ଏବଂ ଟିକ୍ଟକ୍ ଭଳି ପ୍ଲାଟଫର୍ମର ପ୍ରଭାବ ଆମ ପିଲାମାନଙ୍କୁ କ୍ଷତି ପହଞ୍ଚାଉଛି ।
୪ ନଭେମ୍ବରରେ ୩ କୋଟିରୁ ଅଧିକ ଯାତ୍ରୀ ଭାରତୀୟ ରେଳ ଦ୍ୱାରା ଯାତ୍ରା କରିଛନ୍ତି । ଯାହା ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡର ମିଳିତ ଜନସଂଖ୍ୟା ସହିତ ସମାନ । ଏଭଳି ବିରଳ ରେକର୍ଡ ସୃଷ୍ଟି କରି ପାରିଛି ଭାରତୀୟ ରେଳ ବିଭାଗ ।
ଶେଷଥର ପାଇଁ ଅଲିମ୍ପିକ୍ସରେ ଭାରତ ୧୯୭୨ ମସିହାରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ତେବେ ୫୨ ବର୍ଷ ପରେ ଆଜି ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ, କଙ୍ଗାରୁ ଦଳକୁ ୩-୨ରେ ପରାସ୍ତ କରିଛି ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ବଡ଼ ବିପର୍ଯ୍ୟୟ । ବାଂଲାଦେଶକୁ ହରାଇ ସେମି ଫାଇନାଲରେ ପହଞ୍ଚିଲା ଆଫଗାନିସ୍ତାନ ।
ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ କୁଲଦୀପ ଯାଦବ ୨ଟି ଓ୍ଵିକେଟ୍ ନେଇଥିଲେ। ୪୧ ବଲରେ ରୋହିତ ଶର୍ମା ବିସ୍ଫୋରକ ୯୨ ରନ୍ କରି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୭ ରନ୍ କରିଥିଲେ।
ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଟି-୨୦ ବିଶ୍ବକପ୍ ସୁପର ଏଇଟ୍ ପର୍ଯ୍ୟାୟରେ ଆଜି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ । ରାତି ୮ଟାରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।
ଆଲବାନିଜଚ ନିଜର ୪ ବର୍ଷର ପାର୍ଟନର ଜୋଡି ହେଡେନଙ୍କ ସହ ନିର୍ବନ୍ଧ କରିଛନ୍ତି।
ଅଜବ ପ୍ରେମ ନିବେଦନ...ଶୁଣିଲେ ହେବେ ଚକିତ...ଅନ୍ୟ ସ୍ତ୍ରୀକୁ ସୋସିଆଲ ମିଡ଼ିଆରେ କଲେ ପ୍ରେମ ନିବେଦନ ।
ପୁଣି ବିଶ୍ୱକପ୍ ହାରିଲା ଭାରତ । ଅଧାରେ ରହିଗଲା ବିଶ୍ବକପ୍ ବିଜୟର ସ୍ୱପ୍ନ । ପ୍ରଥମେ ସିନିୟର୍ ଟିମ୍, ଏବେ ଜୁନିୟର ଟିମ୍ କ୍ରିକେଟ୍ ପ୍ରେମୀଙ୍କୁ କରିଛନ୍ତି ନିରାଶ । ଭାରତକୁ ୭୯ ରନ୍ରେ ହରାଇଲା ଅଷ୍ଟ୍ରେଲିଆ...
ସିନର୍ ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ନିଜ ନାମରେ କରିଛନ୍ତି। ସେ ମେଦଭେଦେବଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛନ୍ତି।
ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ। ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଲା ଭାରତ।
ଷ୍ଟାର୍କଙ୍କ ବେସ୍ ପ୍ରାଇସ୍ ୨ କୋଟି ଥିବା ବେଳେ ତାଙ୍କୁ ୨୪.୭୫ କୋଟିରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ । ଗୁଜରାଟ ଟାଇଟନ୍ସ ସହ ଜୋରଦାର୍ ପ୍ରତିଦ୍ୱନ୍ଦ୍ୱିତା ପରେ ଶେଷରେ ୨୪.୭୫ କୋଟିରେ ଷ୍ଟାର୍କଙ୍କୁ କିଣିଲା କୋଲକାତା ।
କିଛି ଘଣ୍ଟା ପରେ ମ୍ୟାଚ୍ ହେବାକୁ ଥିବାବେଳେ ଷ୍ଟାଡିୟମରେ ବିଦ୍ୟୁତ୍ ସଂଯୋଗ ନାହିଁ । ରାୟପୁର ସହିଦ ବୀରନାରାୟଣ ସିଂ ଷ୍ଟାଡିୟମରେ ମ୍ୟାଚ୍ ପୂର୍ବରୁ ଏଭଳି ଅଭାବନୀୟ ସ୍ଥିତି ଦେଖା ଦେଇଛି ।