Prime Minister NarendraModi congratulates Australia on a magnificent World Cup victory
ବିଶ୍ଵକପ୍ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଟିମ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ଵକପ୍ ଜିତିଥିବାରୁ ଅଷ୍ଟ୍ରେଲିଆ ଟିମ୍କୁ ମୋଦି ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ୍ ମିଡିଆ `X'ରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ଖେଳାଳିଙ୍କ ମନୋବଳ ବଢ଼ାଇଛନ୍ତି ।
Advertisment
ବିଶ୍ଵକପ୍ ଫାଇନାଲ୍ରେ ନିରାଶ ହୋଇଥିବା ଟିମ୍ ଇଣ୍ଡିଆ ଖେଳାଳିଙ୍କ ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ । ପ୍ରଥମରୁ ଭଲ ପ୍ରଦର୍ଶନ କରି ଫାଇନାଲ୍ ଯାଏଁ ଆସିଥିବା ଭାରତୀୟ ଦଳକୁ ମୋଦି ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି, ଚଳିତ ବିଶ୍ଵକପ୍ରେ ନିଷ୍ଠାର ସହ ଭଲ ଖେଳିଛନ୍ତି ଭାରତୀୟ ଖେଳାଳି । ଟିମ୍ ଇଣ୍ଡିଆ ଭାରତର ଗୌରବ ବଢ଼ାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)