ଅତି ସୁନ୍ଦର ଚିତ୍ର.. ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଫଟୋ ଚନ୍ଦ୍ରୟାନ-୩ର ଫଟୋ ।
ଆଜିର ମ୍ୟାଚରେ ଦୁଇ ଦଳର ଖେଳାଳି ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ମୃତକଙ୍କ ପାଇଁ ମ୍ୟାଚ ଆରମ୍ଭ ପୂର୍ବରୁ ଦୁଇ ଦଳର ଖେଳାଳି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।
ଭାରତର ୫ ରାଜ୍ୟ ଏବଂ ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପ୍ରବେଶ ଉପରେ ଅଷ୍ଟ୍ରେଲିଆର ୨ ୟୁନିଭର୍ସିଟି ବ୍ୟାନ୍ ଲଗାଇଛି।
୩ ଦେଶ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତ ଫେରିଛନ୍ତି। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହି ବିଦେଶ ଗସ୍ତରେ ଯିବା ତାଙ୍କର ସୌଭାଗ୍ୟ ଥିଲା।
ମୋଦିଙ୍କ ଲୋକପ୍ରିୟତା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ବି ଏତେ ଆଶ୍ଚର୍ଯ୍ୟଚକିତ କରିଥିଲା ଯେ, ସେ ଉତ୍ସାହିତ ହୋଇ କହିଲେ- ମୋଦି ଇଜ୍ ବସ୍।
ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଜିତିବା ପରେ ଟିମ୍ ପାଇଁ ଏକ ଖରାପ ଖବର ଆସିଛି ।
ଭାରତୀୟ ଟିମ ସିରିଜରେ ୨-୧ରେ ଆଗୁଆ ରହିଛି, ମାତ୍ର ତୃତୀୟ ଟେଷ୍ଟରେ ୯ ୱିକେଟରେ ପରାଜୟ ପରେ ଶେଷ ମୁକାବିଲାରେ ଲଢେଇ ଜୋରଦାର ହେବାନେଇ ଅନୁମାନ କରାଯାଉଛି ।
ବିଶ୍ୱରେ ସେ ଏହି ବର୍ଗରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ ପାଇଁ ଯଶପ୍ରୀତ ବୁମ୍ରାଙ୍କ ବଦଳ ଖେଳାଳି ଘୋଷଣା କରିଛି ବିସିସିଆଇ। ବୁମ୍ରାଙ୍କ ସ୍ଥାନରେ ମହମ୍ମଦ ଶାମି ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।
ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ।
ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।
ଅଷ୍ଟ୍ରେଲିଆ ବିପକ୍ଷରେ ଥିବା ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ରୁ ପ୍ରଥମ ମ୍ୟାଚ୍ଟି ହାରିଯିବା ପରେ ଏବେ ଟିମ୍ ଇଣ୍ତିଆ ପାଇଁ ଅନ୍ୟ ଦୁଇଟି ମ୍ୟାଚ୍ ଜିତିବା ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୧ ରନରେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା।
ଆଜି ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନିଟିକିଆ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ ।
T-20 ବିଶ୍ୱକପ ପୂର୍ବରୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ସିରିଜ ଖେଳିବ ଭାରତ ।
ବିସିସିଆଇ ପକ୍ଷରୁ ପୋଷ୍ଟ ହେଲା ଭାରତୀୟ ଦଳ ନୂଆ ଜର୍ସି ।
ଆସନ୍ତା ୨୦ ରୁ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ ଖେଳିବେନି ଅଷ୍ଟ୍ରେଲିଆ ଦଳର ତିନି ପ୍ରମୁଖ ଖେଳାଳି ।
T-20 ପାଇଁ ବାରବାଟୀ ଷ୍ଟାଡିୟମକୁ ଆସିଲା ୫୦ ଲକ୍ଷ ବ୍ୟୟର ‘ସୁପର ସୋପର’..
ଯେଉଁ ଚର୍ଚ୍ଚରେ ପ୍ରଥମ ଦେଖା ହୋଇଥିଲା, ସେଠାରେ କଲେ ପ୍ରେମ ବିବାହ ।
ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୋକିଓରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ...
ମହାନ କ୍ରିକେଟରଙ୍କ ବିୟୋଗ କ୍ରିକେଟ ଜଗତ ପାଇଁ ବି ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି ।
ସାଇମଣ୍ଡସ୍ ତାଙ୍କ କ୍ୟାରିୟରରେ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଏବଂ ୧୪ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ୧୪୬୨ ରନ୍ କରିଥିବା ବେଳେ ଦିନିକିଆରେ ୫୦୮୮ ରନ୍ ଏବଂ ଟି -୨୦ରେ ୩୩୩ ରନ୍ କରିଛନ୍ତି ।
ଅଷ୍ଟ୍ରେଲିଆ ପାଇଁ ୨୬ ଟେଷ୍ଟ, ୧୯୮ ଦିନିକିଆ ଓ ୧୪ ଟି-ଟ୍ୱେଣ୍ଟି ଖେଳିଥିଲେ ସାଇମଣ୍ଡସ୍ ।
ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ମଣିଷ ତିଆରି କାରଖାନା । ଆଶା ଓ ଆଶ୍ୱାସନା । ଅ.. ଆରୁ ABCD । ଏଠାରେ ଶିକ୍ଷାର ଭିତ୍ତିପ୍ରସ୍ତର ଗଢିଥିଲେ ଦରଦୀ ପ୍ରକାଶ ରାଓ । ହେଲେ ତାଙ୍କ ସହ ଯେମିତି ଚାଲିଯାଇଥିଲା ଅନୁଷ୍ଠାନର ଜୀବନ । ଏବେ ପ୍ରକାଶଙ୍କ ଏହି ଅନୁଷ୍ଠାନକୁ ପୁଣି ମିଳିଛି ନୂଆ ଜୀବନ । ହୋଟେଲ ମ୍ୟାନେଜମେଣ୍ଟ ପାଠ ପଢି ଅଷ୍ଟ୍ରେଲିଆରେ ତାଲିମ ନେଉଥିବା ଝିଅ ଭାନୁପ୍ରିୟାଙ୍କୁ ଟାଣି ଆଣିଛି ବାପାଙ୍କ ଅଧୁରା ସ୍ୱପ୍ନ ।
କଟକର ବସ୍ତିରେ ରହୁଥିବା ଗରିବ ପରିବାରର ପିଲାଙ୍କୁ ମାଗଣାରେ ଶିକ୍ଷାଦାନ ନେଇ ପ୍ରକାଶ ରାଓ ଯେଉଁ ନିଆରା ପ୍ରୟାସ କରିଥିଲେ, ତାକୁ ପୂରଣ କରିବା ଏବେ ଭାନୁପ୍ରିୟାଙ୍କ ଲକ୍ଷ୍ୟ ।