• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "183" result for "ଅଷ୍ଟ୍ରେଲିଆ" in https://otvkhabar.in

India-Australia Trade Deal
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ ! ମଜଭୁତ ହେଲା ସମ୍ପର୍କ

୧୦ ବର୍ଷ ମଧ୍ୟରେ ଭାରତକୁ ଅଷ୍ଟ୍ରେଲିଆ ସାମଗ୍ରୀ ରପ୍ତାନି ପରିମାଣର ୧୨.୬ ବିଲିୟନ୍ ଡଲାର୍ ମୂଲ୍ୟ ପରିମାଣ ବା ପ୍ରାୟ ୯୧% ବୃଦ୍ଧି ପାଇଛି । ଚୁକ୍ତି ସ୍ୱାକ୍ଷରିତ ଅବସରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଭାଇ ଭାଇର ସମ୍ପର୍କ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ।

antiquities
ଅଷ୍ଟ୍ରେଲିଆ ଫେରାଇଲା ୨୯ ପ୍ରାଚୀନ ମୂର୍ତ୍ତି

ଭାରତକୁ ୨୯ଟି ପ୍ରାଚୀନ ମୂର୍ତ୍ତି, ଚିତ୍ର ଓ ଫଟୋ ଆଦି ଫେରାଇଲା ଅଷ୍ଟ୍ରେଲିଆ । ଶହ ଶହ ବର୍ଷ ପୁରୁଣା ଏହିସବୁ କିର୍ତ୍ତୀରାଜି ବେଆଇନ ଭାବେ ଭାରତ ବାହାରକୁ ଯାଇଥିଲା ।

Novak Djokovic
ବିଶ୍ୱର ୧ନଂ ଖେଳାଳିଙ୍କ ଅଷ୍ଟ୍ରେଲିଆନ୍‌ ଓପନ୍ ଆଶା ଧୂଳିସାତ୍‌ ! ଫେରାଇ ଦେଲେ ଅଷ୍ଟ୍ରେଲିଆ ସରକାର

କୋଭିଡ-୧୯ ପ୍ରତିଷେଧକ ଟିକା ନେବାକୁ ଅମଙ୍ଗ ଜୋକୋଭିଚ୍ ଫେରିଲେ । ଅଷ୍ଟ୍ରେଲିଆନ ଓପନ୍ ଜିଣି ରେକର୍ଡ ୨୧ତମ ଗ୍ରାଣ୍ଡସ୍ଲାମ ସ୍ୱପ୍ନ ଧୂଳିସାତ୍‌ ହୋଇଛି । ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ୍ ଜୋକୋଭିଚ୍‌ଙ୍କ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିବା ଆଶା ଧୂଳିସାତ୍ ।

Novak Djokovic,
ନୋଭାକ୍ ଜୋକୋଭିଚ୍‌ ପୁଣି ହଟହଟା ! ଭିସା ବାତିଲ କଲା ଅଷ୍ଟ୍ରେଲିଆ, ଖେଳିପାରିବେନି ବଡ଼ ଟୁର୍ଣ୍ଣାମେଣ୍ଟ

ଭିସା ବାତିଲ ହେବା ପରେ ସର୍ବିଆର ଏହି ଟେନିସ ଷ୍ଟାରଙ୍କ ଚଳିତ ବର୍ଷର ଅଷ୍ଟ୍ରେଲିଆ ଓପନ୍ ଖେଳିବା ଆଶା ଧୂଳିସାତ୍ ହୋଇଯାଇଥିବା ପରି ଲାଗୁଛି । ଡିଫେଣ୍ଡିଂ ଚାମ୍ପିଅନ୍ ଜୋକୋଭିଚ୍ ଏ ବର୍ଷର ଅଷ୍ଟ୍ରେଲିଆ ଓପନ୍‌ରେ ଟପ୍ ସିଡ୍ ଥିଲେ ।

Australia Champion
ଟି-ଟ୍ୱେଣ୍ଟି ବିଶ୍ୱକପରେ ଅଷ୍ଟ୍ରେଲିଆ ଚାମ୍ପିଅନ୍

ଉଭୟ ଟିମ୍ ଆଜି ପର୍ଯ୍ୟନ୍ତ ଫଟାଫଟ୍ ବିଶ୍ୱକପରେ ଚାମ୍ପିଅନ୍ ହୋଇନଥିଲେ। ଅଷ୍ଟ୍ରେଲିଆ ଟିମ୍ ୨୦୧୦ରେ ଫାଇନାଲକୁ ଯାଇଥିଲେ ମଧ୍ୟ ଇଂଲଣ୍ଡଠୁ ହାରିଥିଲା। ନ୍ୟୁଜିଲାଣ୍ଡ ଚଳିତଥର ପ୍ରଥମ କରି ଫାଇନାଲରେ ପହଞ୍ଚିଥିଲା।

Pak vs Aus
ପାକିସ୍ତାନର ବିଶ୍ୱକପ୍ ଆଶା ଧୂଳିସାତ୍; ଫାଇନାଲରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମୁକାବିଲା

ଅଷ୍ଟ୍ରେଲିଆର ମାଥ୍ୟୁ ୱିଡେ୍ ୧୯ ଓଭର୍‌ରେ ଲଗାତର ୩ଟି ଛକ୍କା ମାରି ଦଳକୁ ଜିତାଇଛନ୍ତି। ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୨୪ ବଲ୍‌ରେ ୫୦ ରନ୍‌ର ଆବଶ୍ୟକତା ଥିଲା। ମ୍ୟାଚ୍ ପାକିସ୍ତାନ ପଟକୁ ଯାଉଥିବାର ଦେଖିବାକୁ ମିଳିଥିଲା।

T20 Match
ଆଜି ମୁହାଁମୁହିଁ ହେବେ ପାକିସ୍ତାନ-ଅଷ୍ଟ୍ରେଲିଆ

ଟି-୨୦ ବିଶ୍ୱକପ୍ ଦ୍ୱିତୀୟ ସେମିଫାଇନାଲରେ ଆଜି ପାକିସ୍ତାନ-ଅଷ୍ଟ୍ରେଲିଆ ଟକ୍କର.. ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ..

Sports
ଟି –ଟ୍ୱେଣ୍ଟି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌: ସାମ୍ନାସାମ୍ନି ହେବେ ଅଷ୍ଟ୍ରେଲିଆ-ପାକିସ୍ତାନ

ଟି –ଟ୍ୱେଣ୍ଟି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ପାକିସ୍ତା-ଅଷ୍ଟ୍ରେଲିଆ

Aus vs Wi
ଚତୁର୍ଥ ବିଜୟ ସହ ସେମିଫାଇନାଲର ନିକଟତର ହେଲା ଅଷ୍ଟ୍ରେଲିଆ

ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି । ଚତୁର୍ଥ ବିଜୟ ସହ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଅଷ୍ଟ୍ରେଲିଆ । ଅପରାହ୍ନରେ ୱେଷ୍ଟଇଣ୍ଡିଜ ସହ ଥିବା ମ୍ୟାଚରେ ବିଜୟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଛିଛି । ୮ ୱିକେଟରେ ୱେଷ୍ଟଇଣ୍ଡିଜ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହା ହେଉଛି ଦଳର ଚତୁର୍ଥ ବିଜୟ |

India V/s Australia
INDW V/S AUSW: ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆଠାରୁ ଆଗରେ ରହିଲା ଭାରତ, ଜାଣନ୍ତୁ କିଏ ଜିତିଲା ?

ଭାରତ ଏବଂ ଅଷ୍ଟ୍ରେଲିଆର ମହିଳା ଦଳ ମଧ୍ୟରେ ଚାଲିଥିବା ଦିବା-ରାତ୍ର ଟେଷ୍ଟ ଡ୍ର ରହିଛି । ରବିବାର, ମ୍ୟାଚର ଚତୁର୍ଥ ତଥା ଅନ୍ତିମ ଦିନରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨ ୱିକେଟ୍‌ ହରାଇ ୩୬ ରନ୍ ସଂଗ୍ରହ କରିଥିଲା ।

India-Australia
ଅଷ୍ଟ୍ରେଲିଆ ବିପକ୍ଷରେ ଏଥର ଇତିହାସ ରଚିବ କି ଭାରତୀୟ ମହିଳା କ୍ରିକେଟ୍‌ ଦଳ ?

ଆସନ୍ତାକାଲିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ପିଙ୍କ ଟେଷ୍ଟ । ଗୋଲ୍ଡକୋଷ୍ଟର କାରାରାରେ ଖେଳାଯିବ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ ।

protest
ଅଷ୍ଟ୍ରେଲିଆରେ କରୋନା କାୟା, ଲକଡାଉନ୍ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ଜନତା

କୋଭିଡ ସଂକ୍ରମଣ ବଢିବା ଯୋଗୁଁ ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଅନେକ ସହରରେ ଲକଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କୁ କାମକୁ ଯିବା ପାଇଁ ସରକାରଙ୍କ ପକ୍ଷରୁ ମନା କରାଯାଇଛି । ଦୁଇ ଡୋଜ୍ ଟିକାକରଣ ପରେ ମଧ୍ୟ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିନାହିଁ । ଏନେଇ କମ୍ପାନୀଗୁଡ଼ିକର ଚୁକ୍ତିଭିତ୍ତିକ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

security pact
ଚୀନ୍‌ ବିରୋଧରେ ଏକଜୁଟ୍‌ ହେଲେ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ

ଡ୍ରାଗନ୍ ବିରୋଧରେ ଏକଜୁଟ୍‌ ହେଲେ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ । ତିନି ଦେଶର କୂଟନୈତିକ, ସୁରକ୍ଷା ଏବଂ ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତ କରିବାକୁ ତଥା ସୁରକ୍ଷା କ୍ଷେତ୍ରରେ ସହଭାଗିତା ବୃଦ୍ଧି ପାଇଁ ପ୍ରୟାସ କରୁଛନ୍ତି । ଆଉ ଏଥିପାଇଁ ଆମେରିକା,ବ୍ରିଟେନ ଓ ଅଷ୍ଟ୍ରେଲିଆ ଏକ ତ୍ରିପାକ୍ଷିକ ସୁରକ୍ଷା ସହଯୋଗ ତିଆରି କରିବାକୁ ଘୋଷଣା କରିଛନ୍ତି, ଯାହାର ନାମ 'AUKUS' ରଖାଯାଇଛି

cricket
ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍‌ କାର୍ଯ୍ୟସୂଚୀ ୨୦-୨୧ ଘୋଷଣା

କାନବେର୍ରା: ୨୦୨୦-୨୧ ବର୍ଷ ପାଇଁ ଉଭୟ ପୁରୁଷ ଓ ମହିଳା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା କ୍ରିକେଟ୍‌ ଅଷ୍ଟ୍ରେଲିଆ। ଭାରତୀୟ ପୁରୁଷ ଦଳ ବିପକ୍ଷ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ କାର୍ଯ୍ୟସୂଚୀ ଘୋଷଣା କରିଛି। ଯେଉଁଥିରେ ୩ ଟି-୨୦, ୪ ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ୍‌ ରହିଛି। ଅକ୍ଟୋବର୧୧ରୁ ଜାନୁଆରୀ ୧୭ ଭିତରେ ଏହି ମ୍ୟାଚ୍‌ ଖେଳାଯିବ। ଏବଂ ଗ୍ରୀଷ୍ମ ସମୟରେ ସୁରୁଖୁରରେ ମ୍ୟାଚ୍‌ ପରିଚାଳନା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି ସିଏ। […]

virat
ସଚିନ୍‌ ଓ ବିରାଟ କିଏ ବେଷ୍ଟ, କ'ଣ କହିଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ମାଇକେଲ୍ କ୍ଲାର୍କ ?

ମେଲବର୍ଣ୍ଣ: ଜଣଙ୍କୁ କ୍ରିକେଟ୍‌ର ଗଡ୍ ବୋଲି କୁହାଯାଏ, ଆଉ ଜଣେ ବର୍ତ୍ତମାନ ବିଶ୍ୱର ନମ୍ବର୍‌ ୱାନ୍‌ ବ୍ୟାଟ୍ସମ୍ୟାନ୍। ସଚିନ୍ ଓ ବିରାଟ୍ ଏହି ଦୁଇ ଖେଳାଳିଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ।  ବିରାଟ୍‌ଙ୍କ ଖେଳ ଦେଖିଲେ ସେ ସଚିନ୍‌ଙ୍କ ରେକର୍ଡ କାଟିପାରନ୍ତି ବୋଲି ଅନେକ ସମୟରେ ଚର୍ଚ୍ଚା ହୁଏ। ତେବେ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ କ’ଣ ସମାନତା ରହିଛି ଏବଂ କ’ଣ ଫରକ ରହିଛି, ତା’ର ଖୁଲାସା କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ମାଇକେଲ୍ […]

pd
ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍‌: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ହେଉଥିବା ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍‌ରେ ଟସ୍ ଜିତିଲା ଅଷ୍ଟ୍ରେଲିଆ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ଦଳ। ମେଲ୍‌ବର୍ଣ୍ଣ ଗ୍ରାଉଣ୍ଡର ୱିକେଟ୍‌ ସୁବିଧାର ଫାଇଦା ଉଠାଇବାକୁ ଚାହୁଁଛନ୍ତି ଅଷ୍ଟ୍ରେଲିଆ କ୍ୟାପ୍ଟେନ୍‌ ମେଗ୍‌ ଲାନିଂ। ଗ୍ରାଉଣ୍ଡର ଫାଇଦା ନେଇ ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ଉପରେ ଚାପ ପକାଇବା ପାଇଁ ଚାହୁଛି ଘରୋଇ ଦଳ। ଏଥିପାଇଁ ଆଗୁଆ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ। ଅନ୍ୟପଟେ […]

sdf
ଆଇସିସି ଟି-୨୦ ମହିଳା ବିଶ୍ୱକପ୍‌ ଫାଇନାଲ୍‌: ଜମିବ ଇଣ୍ଡିଆ-ଅଷ୍ଟ୍ରେଲିଆ ଫାଇଟ୍

ମେଲବର୍ଣ୍ଣ: ଆଇସିସି ଟି-୨୦ ମହିଳା ବିଶ୍ୱକପର ଫାଇନାଲରେ ଆଜି ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ମହିଳା ବ୍ରିଗେଡ। ମେଲବୋର୍ଣ୍ଣରେ ଏହି ମ୍ୟାଚ୍‌ ଖେଳାଯିବ। ଚମତ୍କାର ଫର୍ମରେ ଥିବା ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ଟି- ୨୦  ମହିଳା ବିଶ୍ୱକପ୍‌ରେ ଫାଇନାଲ ମ୍ୟାଚ୍ ଖେଳୁଛି। ଭାରତର ବ୍ୟାଟ୍ସମ୍ୟାନ୍ ଶେଫାଳୀ ବର୍ମା, ସ୍ମୃତି ମାନନ୍ଧନା ଓ ଅଲରାଉଣ୍ଡର ଦିପ୍ତୀ ଶର୍ମା ଚମତ୍କାର ଫର୍ମରେ ଅଛନ୍ତି। ତେଣୁ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଭାରତୀୟ ମହିଳା ଟିମ୍ ଆଇସିସି ଟି -୨୦ […]

perry
ମହିଳା ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆକୁ ଝଟ୍‌କା: ଖେଳିବେନି ଷ୍ଟାର୍‌ ଅଲ୍‌ରାଉଣ୍ଡର୍‌

ମେଲବର୍ଣ୍ଣ: ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତ ସହ ମୁକାବିଲା କରିବାକୁ ଅଣ୍ଟାଭିଡ଼ୁଥିବା ବେଳେ ଟିମ୍‌କୁ ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍‌କା ଲାଗିଛି। ଲିଗ୍‌ ପର୍ଯ୍ୟାୟରୁ ଆହତ ହୋଇ ବେଞ୍ଚରେ ବସିଥିବା ଷ୍ଟାର ଅଲରାଉଣ୍ଡର ଏଲିସା ପେରୀ ଏବେ ୬ ମାସ ଯାଏ କ୍ରିକେଟ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ମ୍ୟାଚ୍‌ ଚାଲିଥିବା ବେଳେ ସେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିଲେ। ଏବେ ତାଙ୍କର ଅସ୍ତ୍ରୋପଚାର ହେବ। ଆସନ୍ତା ସପ୍ତାହରେ ଅସ୍ତ୍ରୋପଚାର ହେଲେ ସେ ଦୀର୍ଘ ୬ ମାସ ଯାଏ […]

crui
ମହିଳା ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ: ଅଷ୍ଟ୍ରେଲିଆ ବିରୋଧରେ ଇଣ୍ଡିଆର ରେକର୍ଡ ବିଜୟ

ମେଲବର୍ଣ୍ଣ: ଲଗାତାର ଦୁଇଟି ମ୍ୟାଚ୍ ହାରିଥିବା ଭାରତୀୟ ମହିଳା ଟିମ୍ ଚଳିତ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଜବରଦସ୍ତ କମବ୍ୟାକ୍ କରିଛି। ଶନିବାର ବିଶ୍ୱର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆକୁ ୭ ୱିକେଟରେ ହରାଇଛି ଟିମ୍‌ ଇଣ୍ଡିଆ। ଏହି ବିଜୟ ସହ ଭାରତର ଫାଇନାଲ୍ ଖେଳିବା ଆଶା ମଧ୍ୟ ଉଜ୍ଜୀବିତ ହୋଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆକୁ ଫାଇନାଲ୍ ଟିକେଟ୍ କାଟିବାକୁ ହେଲେ ପରବର୍ତ୍ତୀ ମ୍ୟାଚ୍‌ରେ ଇଂଲଣ୍ଡକୁ ହରାଇବାକୁ ପଡ଼ିବ। ଯଦି ଏହି ମ୍ୟାଚରେ ଅଷ୍ଟ୍ରେଲିଆ ହାରିଯାଏ, ତାହେଲେ ଭାରତ ଫାଇନାଲରେ […]

elbow
ଟିମ୍‌ ଇଣ୍ଡିଆର ବୋଲରଙ୍କୁ କହୁଣୀ ମାରି ଦଣ୍ଡିତ ହେଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ ଜାରି ରଖି ସେମିଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାର୍ଟରଫାଇନାଲରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୭୨ ରନରେ ହରାଇଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ୍ ସାମ୍ ଫେନିଙ୍ଗ୍ ଭାରତୀୟ ପେସ୍ ବୋଲର ଆକାଶ ସିଂଙ୍କୁ କହୁଣୀ ମାରିଥିଲେ ଏବଂ ଏହି କାରଣରୁ ଆଇସିସି ଦଣ୍ଡସ୍ୱରୂପ ତାଙ୍କ (ଫେନିଙ୍ଗ) ଖାତାରେ ଦୁଇ ଡିମେରିଟ୍ ପଏଣ୍ଟ ଯୋଡ଼ିଛି। ଏ ନେଇ ଆଇସିସି ପକ୍ଷରୁ […]

sachin
ଅଷ୍ଟ୍ରେଲିଆ ଖେଳାଳିଙ୍କ କୋଚ ହେବେ ସଚିନ ତେନ୍ଦୁଲକର

ସିଡନୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର ପୂର୍ବତନ ମହାନ୍ ବୋଲର କର୍ଟନୀ ୱାଲ୍ସ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମକୁ କୋଚିଂ ଦେବେ। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ । ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ନିଆଁରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଏକ ଚ୍ୟାରିଟି ମ୍ୟାଚର ଆୟୋଜନ କରାଯାଉଛି। ଏହି ମୁକାବିଲା ରିକି ପଣ୍ଟିଂ ଏକାଦଶ ଓ ଶେନ୍ ୱାର୍ଣ୍ଣ ଏକାଦଶ ମଧ୍ୟରେ ଖେଳାଯିବ। ଏହି ଦୁଇ ଟିମ୍ ପାଇଁ […]

kuldeep
ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଏହି ରେକର୍ଡ କଲେ କୁଲଦୀପ

ରାଜକୋଟ୍‌: ଅନ୍ତର୍ଜାତୀୟ ଦିନିକିଆରେ ନୂଆ ମାଇଲଖୁଣ୍ଟ ଛୁଇଁଲେ ଟିମ୍ ଇଣ୍ଡିଆର ସ୍ପିନର୍ କୁଲଦୀପ ଯାଦବ। ସେ ଭାରତୀୟ ସ୍ପିନର୍ ଭାବେ ଦ୍ରୁତ ୧୦୦ ୱିକେଟ୍ ନେଇଛନ୍ତି। ରାଜୋକଟରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଏହି ରେକର୍ଡ କରିଛନ୍ତି କୁଲ୍‌ଦୀପ। ଗତବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ପ୍ରଥମ ଭାରତୀୟ କ୍ରିକେଟର୍ ଭାବେ ଦୁଇଟି ହ୍ୟାଟ୍ରିକ୍ ନେବାରେ ଗୌରବ ଅର୍ଜନ କରିଥିଲେ। ଆଉ ଏବେ ତୃତୀୟ ଭାରତୀୟ ବୋଲର ଭାବେ ଦ୍ରୁତ ୧୦୦ ୱିକେଟ୍ ଦଖଲ କରିଛନ୍ତି। […]