• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "183" result for "ଅଷ୍ଟ୍ରେଲିଆ" in https://otvkhabar.in

perth
ଭାରତ-ଅଷ୍ଟ୍ରେଲିଆ ପର୍ଥ ଟେଷ୍ଟ ; ପରାଜୟ ଦ୍ୱାରରେ ଟିମ୍ ଇଣ୍ଡିଆ

ପର୍ଥ  : ପର୍ଥ ଟେଷ୍ଟରେ ୨୮୭ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ। ଅଷ୍ଟ୍ରେଲିଆ ଦେଇଥିବା ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଦଳ ଚତୁର୍ଥ ଦିନ ଖେଳ ସୁଦ୍ଧା ୫ ଓ୍ୱିକେଟ ହରାଇ ୧୧୨ ରନ କରିଛି। ଆଜି ପୁଣି ଥରେ ଭାରତୀୟ ବ୍ୟାଟ୍‌ସମ୍ୟାନ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ଭାରତକୁ ଏହି ମ୍ୟାଚ୍‌ ଜିତିବାକୁ ହେଲେ ଆହୁରି ୧୭୫ରନ ସଂଗ୍ରହ କରିବାକୁ ପଡିବ। ଦୁଇ ଯୁବ ବ୍ୟାଟ୍‌ସମ୍ୟାନ […]

ausrelia
ବିଶ୍ୱକପ୍‌ ହକି ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଅଷ୍ଟ୍ରେଲିଆ ଟିମ୍‌

ବିଶ୍ୱକପ୍‌ ହକି ପାଇଁ  ପହଞ୍ଚିଲା ଅଷ୍ଟ୍ରେଲିଆ। ଅାଜି ଦିନ ବେଳେ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଅା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଖେଳାଳିଙ୍କୁ ସ୍ୱାଗତ ଜଣାଯାଇଥିଲା। ଅାଜି ସନ୍ଧ୍ୟାରେ ନେଦରଲାଣ୍ଡ ଓ ବେଲଜିୟମ୍ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଗତକାଲି ରାତିରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦୁଇ ଟିମ୍ ବିମାନବନ୍ଦରରେ ପହଞ୍ଚିବାପରେ ସେମାନଙ୍କୁ କଡା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଅାଯାଇଥିଲା। ପୂର୍ବରୁ ଆର୍ଜେଣ୍ଟିନା, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ଚୀନ ଏବଂ ସ୍ପେନ୍‌ ଭୁବନେଶ୍ୱରରେ ପହଞ୍ଚି […]

bcci
ଆସନ୍ତାକାଲି ଠାରୁ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ସିଡ୍‌ନିରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍। ଶେଷ ମ୍ୟାଚ୍‌ ଜିତି ଟିମ୍ ଇଣ୍ଡିଆ ପ୍ରଥମ ଥର ଐତିହାସିକ ସିରିଜ୍‌ ବିଜୟ ଲକ୍ଷ୍ୟରେ ରହିଛି। ଏଥିପାଇଁ ୧୩ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ନିଜର ଝିଅ ଜନ୍ମ ହେବା ପରେ ଭାରତ ଫେରିଥିବା ରୋହିତ ଶର୍ମାଙ୍କ ସ୍ଥାନରେ ପୁଣି ଥରେ ସୁଯୋଗ ପାଇଛନ୍ତି ଓପନର କେଏଲ୍ ରାହୁଲ। ଏହାସହ ଆହତ ଥିବା କାରଣରୁ ୨ଟି ଟେଷ୍ଟ ଖେଳି […]

modi
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ବିଶ୍ୱ ପାଇଁ ବଡ଼ ବିପତ୍ତି ଆଣିଥିବା ମହାମାରୀ କରୋନା ମୁକାବିଲାକୁ ପ୍ରାଥମିକତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍। ପ୍ରଥମ ଥର ପାଇଁ କୌଣସି ବିଦେଶୀ ପ୍ରତିପକ୍ଷଙ୍କ ସହ ଅନଲାଇନ୍ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଉତ୍ତମ ସମନ୍ୱୟ, ସହଯୋଗ ରହିଲେ ଖୁବ୍ ଶୀଘ୍ର ଏହି ବୈଶ୍ୱିକ ବିପତ୍ତିରୁ ମୁକୁଳିପାରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭାରତ ସରକାର କରୋନା ସଙ୍କଟକୁ ଏକ ସୁଯୋଗ […]

QUAD
ଚୀନ ବିରୋଧରେ ପାଗ ଭିଡିଲେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ

ଚୀନ୍ ବିରୁଦ୍ଧରେ ବିଧିବଦ୍ଧ ସାମରିକ ମେଣ୍ଟ ୪ ପ୍ରମୁଖ ରାଷ୍ଟ୍ରମୁଖ୍ୟଙ୍କୁ ନେଇ ୨୦୨୧ କ୍ୱାଡ୍ ବୈଠକ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ସାମିଲ ଚୀନର ବିସ୍ତାରବାଦୀ ନୀତି ବିରୁଦ୍ଧରେ ରଣନୀତି ନେଇ ଆଲୋଚନା ଇଣ୍ଡୋ ପାସିଫିକ୍ ଅଞ୍ଚଳକୁ କଟକଣାମୁକ୍ତ କରିବା ମୁଖ୍ୟ ପ୍ରସଙ୍ଗ ଭାରତରେ ଅଧିକ ଭାକସିନ୍ ପ୍ରସ୍ତୁତି ପାଇଁ ନିବେଶ ସମ୍ପର୍କରେ ଆଲୋଚନା ନୂଆଦିଲ୍ଲୀ: ଚୀନ୍ ବିରୁଦ୍ଧରେ ବିଧିବଦ୍ଧ ସାମରିକ ମେଣ୍ଟ ପ୍ରସ୍ତୁତ ହେଉଛି। ଚୀନର ବଢୁଥିବା ସାମରିକ ଓ ଅର୍ଥନୈତିକ ଅଭିବୃଦ୍ଧିକୁ କାଉଣ୍ଟର […]

cricket
ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ ବେଳେ ୨ ଭାରତୀୟ ଖେଳାଳିଙ୍କୁ ଜାତିଗତ ଆକ୍ଷେପ ଅଭିଯୋଗ

ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚବେଳେ ୨ ଭାରତୀୟ ଖେଳାଳିଙ୍କୁ ଜାତିଗତ ଆକ୍ଷେପ ଅଭିଯୋଗ। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପେସର ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମରା ଜାତିଗତ ଆକ୍ଷେପର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି।

dhoni
ଅଷ୍ଟ୍ରେଲିଆର କୋଚ୍ କହିଲେ ଧୋନିଙ୍କଠାରୁ ଶିଖ

ଦୁବାଇ: ପୁଣି ଥରେ ଚର୍ଚ୍ଚାରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଜଣେ ଭଲ ଫିନିଶର ଭାବେ ସେ କ୍ରିକେଟ ଜଗତରେ ବେଶ ପରିଚିତ। ୨୦୧୯ ବିଶ୍ୱକପ ପରେ ସେ ପଡ଼ିଆକୁ ଆଉ ଓହ୍ଲାଇ ନଥିଲେବି ତାଙ୍କର ବ୍ୟାଟିଂ ଶୈଳୀକୁ ନେଇ  ଅଷ୍ଟ୍ରେଲିଆ ଟିମର ମୁଖ୍ୟ କୋଚ୍ ଅନେକ ପ୍ରଂଶସା କରିଛନ୍ତି। ଅଷ୍ଟ୍ରେଲିଆ ଟିମ୍‌ର ମୁଖ୍ୟ କୋଚ ତଥା ପୂର୍ବତନ କ୍ରିକେଟର ଜଷ୍ଟିନ ଲାଙ୍ଗର ଧୋନିଙ୍କ ମ୍ୟାଚ୍ ଫିନିଶିଂ ଷ୍ଟାଇଲ  କଥା ଉଠାଇଛନ୍ତି। […]

rajastan
ଅଷ୍ଟ୍ରେଲିଆରୁ ଆସିଲା ଚିଠି, ୫୦ ବର୍ଷ ପରେ ପ୍ରେମିକାର ସନ୍ଧାନ ପାଇ ପ୍ରେମରେ ଉବୁଟୁବୁ ୮୨ ବର୍ଷିୟ ବୃଦ୍ଧ

ଜେସଲମେର : ମରୁଭୂମିରେ ଅଙ୍କୁରିତ ହୋଇଥିଲା ପ୍ରେମର ବୀଜ । ବିଦେଶୀନିଙ୍କ ପ୍ରେମରେ ପଡ଼ିଯାଇଥିଲେ ଦେଶୀ ଯୁବକ । ସବୁ ଆଶା ଆକାଂକ୍ଷାକୁ ପୂରଣ କରି ଦରିଆ ସେପାରିରୁ ଚିଠି ଆସିଛି । ଆଉ ପହିଲି ପ୍ରେମକୁ ଫେରି ପାଇଛନ୍ତି ୮୨ ବର୍ଷ ବୟସ୍କ ବୃଦ୍ଧ । ୫୦ ବର୍ଷ ପୁରଣା ଭଲପାଇବାରେ ପୁଣି ଡେଣା ଲାଗି ଯାଇଛି ।  ପ୍ରେମିକାର ସନ୍ଧାନ ପାଇ ରାଜସ୍ଥାନର ଜେସଲମେର ନିକଟ କୁଳଧରା ଗ୍ରାମର  ୮୨ ବର୍ଷ ବୟସ୍କ ବୃଦ୍ଧ […]

12
ଅଷ୍ଟ୍ରେଲିଆକୁ ହରାଇବା ପରେ ଟିମ୍‌ ଇଣ୍ଡିଆ ଉପରେ ବର୍ଷିଲା ଟଙ୍କା

ନୂଆଦିଲ୍ଲୀ: ବ୍ରିସ୍‌ବେନ୍‌ ଟେଷ୍ଟ ମ୍ୟାଚ୍ ଜିତି ଇତିହାସ ରଚିଲା ଟିମ୍‌ ଇଣ୍ଡିଆ। ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୩ ୱିକେଟ୍‌ରେ ହରାଇ ଦେଇଛି। ଋଷବ ପନ୍ତ ଓ ଶୁଭମନ ଗିଲ ଏହି ଐତିହାସିକ ବିଜୟର ହିରୋ ହୋଇଛନ୍ତି। ପନ୍ତ ୧୩୮ ବଲ ଖେଳି ୯ ଚୌକା ଓ ୧ ଛକା ସହ ୮୯ ରନ୍ କରି ଅପରାଜିତ ରହିଥିବା ବେଳେ ଗିଲ୍ ୧୪୬ ବଲରେ ୯୧ କରିଛନ୍ତି। ସେହିପରି ପୂଜାରା ୫୬ ରନର ଜବରଦସ୍ତ ପାଳି […]

CRICKET-(Khabar)
ମେଲବର୍ଣ୍ଣରେ ଦ୍ୱିତୀୟ ଟେଷ୍ଟ: ଟସ୍‌ ଜିତିବା ସତ୍ତ୍ୱେ ଅଷ୍ଟ୍ରେଲିଆର ପ୍ରାଥମିକ ବିପର୍ଯ୍ୟୟ

ମେଲବର୍ଣ୍ଣ: ମେଲବର୍ଣ୍ଣରେ ଆରମ୍ଭ ହୋଇଛି ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ । ଅଷ୍ଟେଲିଆ କ୍ୟାପ୍‌ଟେନ ଟିମ୍‌ ପେନ୍‌ ଟସ୍‌  ଜିତିଥିଲେ ଓ ଭାରତ ବିରୋଧରେ ପ୍ରଥମ ବାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ଅଷ୍ଟ୍ରେଲିଆର ବାଟିଂ ବିପର୍ଯ୍ୟୟ ଘଟିଛି। ଅଷ୍ଟ୍ରେଲିଆ ୩ ୱିକେଟ ହରାଇ ୩୮ ରନ୍‌ କରିପାରିଛି। ୩୮ ରନରେ ହିଁ ଅଷ୍ଟ୍ରେଲିଆକୁ ତୃତୀୟ ଝଟକା ଲାଗିଥିଲା। ହେଲେ ପରେ ଲାବୁଶାନ ଏବଂ ଟ୍ରବିସ୍  ହେଡେନ ଅର୍ଦ୍ଧଶତକ ପାଳି ଖାଳି କଙ୍ଗାରୁ ଟିମ୍‌ ପଲାକୁ […]

australia
ଅଷ୍ଟ୍ରେଲିଆ ମହିଳା ବଖାଣିଲେ କାଶ୍ମୀର ଅନୁଭୂତି, ୨ ମାସ ବନ୍ଧକ ରଖି ଦିଆଯାଉଥିଲା ଏମିତି ନିର୍ଯାତନା

ମେଲାବର୍ନ:୨୦୦୪ ମସିହାରେ ଭାରତ ଗସ୍ତରେ ଆସିଥିଲେ।  ତାଙ୍କୁ ଦୁଇ ମାସ ଧରି କାଶ୍ମୀରରେ ବନ୍ଧକ ରଖାଯାଇଥିଲା। କାଶ୍ମୀରର ଜଣେ ବ୍ୟକ୍ତି ତାଙ୍କୁ ଦୁଇମାସ ଧରି ଏକ ଘରୋଇ ଡଙ୍ଗାରେ ବନ୍ଧକ ରଖିଥିଲେ।  ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିଥିଲେ।  ବ୍ୟକ୍ତି ଜଣକ ଦୈନିକ ଏକାଧିକବାର ତାଙ୍କ ସହ ଦୁଷ୍କର୍ମ କରୁଥିଲେ। ଏମିତି ହୃଦୟଥରା ଅଭିଯୋଗ ଆଣିଛନ୍ତି  ଜଣେ ଅଷ୍ଟ୍ରେଲୀୟ ମହିଳା ତଥା ପୂର୍ବତନ ସର୍ଫର୍ ଷ୍ଟାର କେରମନ୍‌ ଗ୍ରୀନ୍‌ଟି । କେରମନଙ୍କ କହିବା ଅନୁଯାୟୀ, ସେତେବେଳେ ତାଙ୍କୁ […]

finch
ଫିଞ୍ଚଙ୍କ ଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ୨୮୫/୭

ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପର ୩୨ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ କ୍ୟାପଟେନ୍ ଆରୋନ୍ ଫିଞ୍ଚ (୧୦୦)ଙ୍କ ଶତକ ଓ ଡେଭିଡ୍ ୱାର୍ଣ୍ଣର (୫୩)ଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୮୫ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ବିଜୟଧାରାକୁ ଫେରିବାକୁ ହେଲେ ଇଂଲଣ୍ଡକୁ ନିର୍ଦ୍ଧାରିତ ଓଭରରେ ୨୮୬ ରନ୍ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆର ଦୁଇ […]

war
ୱାର୍ଣ୍ଣରଙ୍କ ଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ୩୦୭

ଟଣ୍ଟନ: ଚଳିତ ବିଶ୍ୱକପର ୧୭ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ପାକିସ୍ତାନ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଅଷ୍ଟ୍ରେଲିଆ ଡେଭିଡ୍ ୱାର୍ଣ୍ଣରଙ୍କ ଶତକ ଓ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୭ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ପାକିସ୍ତାନକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୦୮ ରନ୍ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ୧୦୭ […]

dean
ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

ମୁମ୍ବାଇ: କ୍ରିକେଟ୍ ଜଗତରୁ ଆସିଲା ବଡ଼ ଦୁଃଖଦ ଖବର। ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଏବଂ ଜଣାଶୁଣା କମେଣ୍ଟେଟର୍ ଡିନ୍ ଜୋନ୍ସଙ୍କର ଗୁରୁବାର ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ବର୍ତ୍ତମାନ ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ଚାଲିଛି। ଏଥିପାଇଁ ଜୋନ୍ସ ମୁମ୍ବାଇରେ ରହି କମେଣ୍ଟ୍ରୀ କରୁଥିଲେ। ଜୋନ୍ସ ମଧ୍ୟ ସୋସିଆଲ୍‌ ମିଡିଆରେ ଖୁବ୍ ସକ୍ରିୟ ଥିଲେ। ଡିନ୍ ଜୋନ୍ସଙ୍କ […]