
ନାବେଶ ପରଦିନ ପୁରୀରୁ ୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ବିଭିନ୍ନ ସ୍ଥାନକୁ ଯିବ । ସୁନାବେଶ ପରଦିନ ଗୁଣପୁର, ରାୟଗଡ଼ା, ଭଦ୍ରକ, ବିଶାଖାପାଟଣା, କେନ୍ଦୁଝରକୁ ଯିବ ଟ୍ରେନ ।
ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଗହଣକୁ ଯାଇଥାନ୍ତି ମହାପ୍ରଭୁ । ଯାତ୍ରାରେ ସାମିଲ ହୋଇ ସୌଭାଗ୍ୟପ୍ରାପ୍ତି କରିଥାନ୍ତି ଶ୍ରଦ୍ଧାଳୁ ।
ରାଇମୋହନଙ୍କ ମୃତ୍ୟୁକୁ ନେଇ ଶ୍ରୀତମ କହିଛନ୍ତି, ‘ନିଜକୁ ତିଆରି କରିଥିବା ମଣିଷ ହଠାତ୍ ଆତ୍ମହତ୍ୟା କରିବା କଥା ବିଶ୍ୱାସ ହେଉନି। ତେଣୁ ନିଶ୍ଚିତ ଭାବେ ଏହାର ତଦନ୍ତ କରାଯାଉ।’
ରାହୁଲକୁ ଦେଖିଲେ ଲାଗୁଛି ଯେମିତି ମେଡିକାଲ ବେଡ ଉପରେ ବସି ରହି ସବୁ ପଛ କଥାକୁ ଭୁଲିଯିବାକୁ ଚାହୁଁଛି ।
କୋଣାର୍କକୁ ରେଳ ସଂଯୋଗ ପାଇଁ ଖୁବଶୀଘ୍ର ସର୍ଭେ କରାଯିବ । ପୁରୀରୁ ସଂଯୋଗ ହେବ କି ଅନ୍ୟ କେଉଁଠୁ କରାଯିବ ସେ ନେଇ ହେବ ସର୍ଭେ । ରେଳ ଲାଇନ୍ ସର୍ଭେ ନେଇ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଯୋଗକୁ ଆହୁରି ଲୋକାଭିମୁଖୀ କରିବା ଲକ୍ଷ୍ୟରେ ବାନ୍ଧକଳାରେ ଯୋଗକୁ ସ୍ଥାନିତ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଜଣେ ବାନ୍ଧଶିଳ୍ପୀ ।
ଗାଧୋଇବା ହେଲା କାଳ। ସ୍ନାନ ଯାତ୍ରା ଦେଖିବାକୁ ଯାଇ ନରେନ୍ଦ୍ର ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଗଲେ ଯୁବକ ।
ପୁରୀ ସମୁଦ୍ରରେ ସ୍ନାନର ମଜା ଉଠାଉଥିବା ୫ ପର୍ଯ୍ୟଟକ ଜେଲି ଫିସ୍ ଦଂଶନରେ ଆହତ ହୋଇଛନ୍ତି। ଆଜି ଏହି ଘଟଣା ଘଟିଛି। ସମସ୍ତେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
୨୪ ଘଣ୍ଟାରେ ମତ ପରିବର୍ତ୍ତନକୁ ନେଇ ନିଶାମୁକ୍ତି ଅଭିଯାନ ସଦସ୍ୟଙ୍କ ପ୍ରଶ୍ନ । ବିଭାଗୀୟ ଚାପ ନା ମାନସିକ ରୋଗ ? ଉଠିଲା ବଡ଼ ପ୍ରଶ୍ନ ।
ପୋଲିସକୁ ବଟି ଦେଇ ଅବକାରୀ ଅଧିକାରୀଙ୍କୁ ବେଖାତିର କରୁଛନ୍ତି ମାଫିଆ । ଅବକାରୀ ଇନ୍ସପେକ୍ଟରଙ୍କ ମୁଣ୍ଡ ଦୋଷ ଅଛି କହିଲେ ଅଧୀକ୍ଷକ ।
କମିଶନରଙ୍କୁ ଜିଲ୍ଲା ଅବକାରୀ ଇନିସପେକ୍ଟରଙ୍କ ଖୋଲା ଚିଠିକୁ ନେଇ ସୃଷ୍ଟି ହୋଇଛି ହଇଚଇ...
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମନ୍ତ୍ରୀ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ସୁପ୍ରିମ୍କୋର୍ଟରେ ଦାଖଲ ଦୁଇ ଦୁଇଟି ସ୍ପେଶାଲ୍ ଲିଭ୍ ପିଟିସନ୍କୁ ସର୍ବୋଚ୍ଚ ଅଦାଲତ ଆଜି ତାଙ୍କ ରାୟରେ ଖାରଜ କରି ଦେଇଛନ୍ତି ।
ଶକ୍ତି କୁଣ୍ଡ କେଉଁଠୁ ଆସିଲା, କେମିତି ଆସିଲା ତାକୁ ନେଇ ପ୍ରଶ୍ନ । ପ୍ରତ୍ନତତ୍ତ୍ୱ ବିଭାଗର ତଦନ୍ତ ଓ ପରୀକ୍ଷଣ ଆବଶ୍ୟକ ।
ଆଜି ବି ପ୍ରେମରେ ବିରହକୁ ସହୁଥିବା ପ୍ରେମିକ ଶୁଣେ ଆଇକନିକ୍ ତଡ଼ପ ତଡ଼ପ ଇସ୍ ଦିଲ ସେ ।
ବାଲିସାହିରେ ଥିବା ଗଙ୍ଗାମାତା ମଠରେ ଏକ ଗୁପ୍ତ ସୁଡ଼ଙ୍ଗ ଠାବ ହୋଇଛି ।
ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ନକଲି ଚାବିରେ ସ୍କୁଟର ଡିକି ଖୋଲି ନେଇଗଲେ କାଗଜପତ୍ର ।
ପୁରୀରେ ବରିଷ୍ଠ ବିଜେପି ନେତା ସୁବ୍ରମଣିଅନ୍ ସ୍ୱାମୀ । ସୁବ୍ରମଣିଅନ୍ ପୁରୀ ଗୋବର୍ଦ୍ଧନ ମଠକୁ ଯାଇ ଜଗଦଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଦେଖନ୍ତୁ ଏହାର କିଛି ଝଲକ...
ସାଂସଦ ପିନାକୀ ମିଶ୍ରଙ୍କ ଗାଡ଼ିକୁ କାଳିମାଡ଼ କରିଛନ୍ତି ଛାତ୍ର କଂଗ୍ରେସ ।
ବୁଣାକାର କେହି ବି ଭାବିପାରିନଥିଲେ ସେମାନଙ୍କ ହାତବୁଣା କୃତି କାନ୍ସକୁ ଯିବ।
ପୁରୀ ହେଉଛି ଧାର୍ମିକ ରାଜଧାନୀ; ଏହାର ବିକୃତ ଓ ବିଲୁପ୍ତ କରା ନ ଯାଉ ବୋଲି ସେ କହିଛନ୍ତି।
ସୂର୍ଯ୍ୟନାରାୟଣ ତ୍ରିପାଠୀ ନାମକ ଯୁବକ ଗୁରୁତର । ପୂର୍ବ ଶତ୍ରୁତାରୁ ଛୁରାମାଡ଼ ହୋଇଥିବା ଆଶଙ୍କା । ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସୂଚନା । ୨ ଜଣ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳି କରିଥିବା ସୂଚନା ।
ବାନ୍ଧବସ୍ତ୍ରକୁ ଅଧିକ ଲୋକାଭିମୁଖି କରିବା ସହ ବୁଣାକାରଙ୍କ ରୋଜଗାର ବଢାଇବା ପାଇଁ ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ଅଫିସର ସବୁ କର୍ମଚାରୀ ସମେତ ଅଭିଯୋଗ ଶୁଣାଣୀକୁ ଆସୁଥିବା ସବୁ ଅଧିକାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ...
ବାନ୍ଧବସ୍ତ୍ରକୁ ଅଧିକ ଲୋକାଭିମୁଖି କରିବା ସହ ବୁଣାକାରଙ୍କ ରୋଜଗାର ବଢାଇବା ପାଇଁ ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ଅଫିସର ସବୁ କର୍ମଚାରୀ ସମେତ ଅଭିଯୋଗ ଶୁଣାଣୀକୁ ଆସୁଥିବା ସବୁ ଅଧିକାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ