
ସୂଚନା ଅନୁସାରେ, 22895/22896 ହାୱଡ଼ା-ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଆଜି ପାଇଁ ବାତିଲ୍ ହୋଇଛି। ଗତକାଲି ପୁରୀରୁ ହାୱଡ଼ା ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଯାଜପୁର ଜିଲ୍ଲାର ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅଟକି ରହିଥିଲା।
ବନ୍ଦେ ଭାରତ ଏକ୍ସପ୍ରେସ୍..ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । କାରଣ ଏହାର ଭଡା ଅନ୍ୟ ଟ୍ରେନ୍ଠାରୁ ଭିନ୍ନ...ଏମିତିକି ବହୁ ଅଧିକ । ରେଲୱେ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ହାୱଡା-ପୁରୀ ମଧ୍ୟରେ ଚେୟାର କାର୍ ଟିକେଟ୍ ୧୨୬୫ ଟଙ୍କା ଓ ଏକ୍ଜିକ୍ୟୁଟିଭ୍ ଚେୟାର ଟିକଟ ୨୪୨୦ ଟଙ୍କା ରହିଛି ।
ଦେହରେ ବାଜିଲେ କୁଣ୍ଡେଇ ହେଉଛି, ଘା ଭଳି ଫଳି ଯାଉଛି । ସମୁଦ୍ର ସ୍ନାନକୁ ଡରିଲେଣି ପର୍ଯ୍ୟଟକ, ଟେନସନରେ ପରିବେଶବିତ୍ । ପୁରୀ ସମୁଦ୍ରକୂଳରେ ବିକ୍ଷିପ୍ତ ହୋଇ ମରି ପଡ଼ିଛନ୍ତି ଶହ ଶହ ହ୍ବାଇଟ୍ ଜେଲିଫିସ୍ ।
ପୁରୀରୁ ହାୱଡ଼ା ଦୌଡ଼ିଲା ବନ୍ଦେ ଭାରତ..ଶୁଭାରମ୍ଭ କରି ମୋଦି କହିଲେ ୯ବର୍ଷ ହେଲା ଓଡ଼ିଶାକୁ ବଢ଼ିଚାଲିଛି ରେଳ ଅନୁଦାନ..ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ମାଗିଲେ ନବୀନ..ବୈଷ୍ଣବଙ୍କ ସୂଚନା ଆଗକୁ ଭୁବନେଶ୍ୱର ଓ କଟକ ମଧ୍ୟରେ ଚାଲିବ ବନ୍ଦେ ମେଟ୍ରୋ..
ଇଏ ସେହି ଶୁଭ ମୂହୁର୍ତ୍ତ, ଦିଲ୍ଲୀରୁ ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇବା ପରେ ଜଗନ୍ନାଥଙ୍କ ଧାମ ପୁରୀରୁ ପଶ୍ଚିମବଙ୍ଗର ହାୱଡ଼ା ଅଭିମୁଖେ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ଏଣିକି ପୁରୀ-କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯିବ ଓ ଏହାଦ୍ୱାରା ସମୟ ବଞ୍ଚିବ, କାରବାର ବି ବଢ଼ିବ।
ଉତ୍କଣ୍ଠା ଓ ପ୍ରତୀକ୍ଷାର ଅନ୍ତ ହେଲା ।ପୁରୀରୁ ଦୌଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଦିଲ୍ଲୀରୁ ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇବା ପରେ ଜଗନ୍ନାଥଙ୍କ ଧାମ ପୁରୀରୁ ପଶ୍ଚିମବଙ୍ଗର ହାୱଡ଼ା ଅଭିମୁଖେ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ ।
୧୮ରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ମୋଦି । ଓଡ଼ିଶାରେ ପ୍ରଥମ କରି ଚଳାଚଳ କରିବ ସେମି ହାଇସ୍ପିଡ୍ ଟ୍ରେନ୍ ।
ସରିଛି ଟ୍ରାଏଲ ରନ୍, ସଜେଇ ହେଲାଣି ଷ୍ଟେସନ୍ । ଆସନ୍ତା ୧୮ରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ ଚଳାଚଳକୁ ନେଇ ଉତ୍ସାହିତ ରାଜ୍ୟବାସୀ
ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ୯ଟି ରହଣି ଷ୍ଟେସନ୍ ରହିପାରେ । ସୂଚନା ମୁତାବକ ହାୱଡ଼ା, ହଳଦିଆ, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ, ଖୋର୍ଦ୍ଧା ରୋଡ ଜଙ୍କସନ, କଟକ, ଭୁବନେଶ୍ୱର ଏବଂ ପୁରୀ ରହିବ ବୋଲି ଅନୁମାନ କରାଯାଉଛି ।
ଧୁ ଧୁ ଖରାକୁ ଖାତିର ନାହିଁ । କାଳିଆ ଦର୍ଶନ କରିବାକୁ ଭକ୍ତ ମନ ବ୍ୟାକୁଳ । ସେଇଥି ଲାଗି ତ ଦିନ ଦ୍ୱିପ୍ରହରରେ ତତଲା ପିଚୁ ରାସ୍ତାରେ ଦଣ୍ଡ ପ୍ରଣାମ କରି କାଳିଆ ସାଆନ୍ତର ଶ୍ରୀମୁଖ ଦର୍ଶନ କରିବାକୁ ସୁଦୁର ରାଜସ୍ଥାନରୁ ପୁରୀକୁ ଚାଲିଛନ୍ତି ଭକ୍ତ ଜଣକ ।
ମୁଁ ଜଗାର ଭକ୍ତ..ଯିବି ତ ଦଣ୍ଡ ପ୍ରଣାମ କରି କରି ଯିବି । କିଛି ଏମିତି ଭାବି ରାଜସ୍ତାନରୁ ଶ୍ରୀକ୍ଷେତ୍ର ବାହାରିଛନ୍ତି ବିଜୟ । ଯିଏ ଦେଖୁଛି ସିଏ ହାତ ଯୋଡୁଛି
ପୁରୀବାସିନ୍ଦାଙ୍କ ଦୁଃଖ...ଶ୍ରୀମନ୍ଦିରକୁ ପ୍ରବେଶ ଦ୍ୱାର । ପ୍ରଶାସନ ଗୋଟିଏ ଦ୍ୱାର ଦେଇ ସବୁ ଭକ୍ତଙ୍କୁ ପ୍ରବେଶ କରାଇବା ପରେ ସ୍ଥାନୀୟ ସାହି ବାସିନ୍ଦା ଓ ବୟୋବୃଦ୍ଧ ଭକ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ପାଇ ଏବେ ଦୁଃଖରେ ।
ସମସ୍ତଙ୍କ ପାଇଁ ଗୋଟିଏ ପ୍ରବେଶ ପଥ ନିୟମ ହୋଇଥିବାରୁ ଆଉ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ଦର୍ଶନ କରିପାରୁ ନାହାନ୍ତି ପୁରୀ ବାସିନ୍ଦା। ବିଶେଷକରି ଆଗରୁ ଅନ୍ୟ ତିନି ଦ୍ବାର ଦେଇ ପ୍ରତ୍ୟହ କାଳିଆ ଦର୍ଶନ କରୁଥିବା ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ପ୍ରଶାସନର ଏ ନିୟମ ଲକ୍ଷ୍ମଣରେଖା ସଦୃଶ ହୋଇଛି।
ରେଡଫ୍ଲାଗ୍ ଲାଗିଥିବା ବେଳାଭୂମିରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଲଗାତର ଦୁଇଦିନର ଅଘଟଣ ପରେ ବି କିଛି ଅମାନିଆ ସମୁଦ୍ର ଭିତରକୁ ଯାଇ ମଉଜ ମସ୍ତି କରୁଥିବାରୁ ଜେଟ୍ ସ୍କି ଧରି ବୁଲୁଥିବା ଲାଇଫଗାର୍ଡ ମାନେ ସେମାନଙ୍କୁ କୂଳକୁ ଯିବା ପାଇଁ ତାଦିଦ୍ କରୁଛନ୍ତି
ରେଡଫ୍ଲାଗ୍ ଲାଗିଥିବା ବେଳାଭୂମିରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଲଗାତର ଦୁଇଦିନର ଅଘଟଣ ପରେ ବି କିଛି ଅମାନିଆ ସମୁଦ୍ର ଭିତରକୁ ଯାଇ ମଉଜ ମସ୍ତି କରୁଥିବାରୁ ଜେଟ୍ ସ୍କି ଧରି ବୁଲୁଥିବା ଲାଇଫଗାର୍ଡ ମାନେ ସେମାନଙ୍କୁ କୂଳକୁ ଯିବା ପାଇଁ ତାଦିଦ୍ କରୁଛନ୍ତି
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କଟକ ଜୁଡିସିଆଲ ଏକାଡେମୀରେ ହେବାକୁ ଥିବା ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପରଲେସ କୋର୍ଟ ସମ୍ମିଳନୀରେ ଯୋଗ ଦେବେ।
ରାୟଗଡ଼ା ଜିଲ୍ଲାପାଳ ସ୍ୱାଧାଦେବ ମଧ୍ୟ ୭ ତାରିଖରୁ ଛୁଟିରେ ଯାଉଛନ୍ତି । ତେଣୁ ବିବାହ ଚର୍ଚ୍ଚା ଅଧିକ ଜୋର ଧରିଛି ।
ଭୁବନେଶ୍ୱରରୁ ପୁରୀର ଦୂରତା କେତେ? ୫୬, ୫୨ ନା ୫୦ କିମି? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ଶିଶୁପାଳଗଡ଼ରେ ଲାଗିଥିବା ତିନିଟି ବୋର୍ଡରେ ରହିଛି ତିନି ପ୍ରକାର ତଥ୍ୟ। NH କର୍ତ୍ତୃପକ୍ଷଙ୍କ ଏହି ସାଇନବୋର୍ଡ କହୁଛି ୫୨ କିମି, ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ବୋର୍ଡ କହୁଛି ୫୦ ଓ ସେହି ନିକଟରେ ଥିବା ମାଇଲ ଖୁଣ୍ଟ ଓ ବୋର୍ଡରେ ଲେଖାଯାଇଛି ୫୬ କିଲୋମିଟର।
ଏମିତି କେମିତି ସମ୍ଭବ ? ରାସ୍ତା କଡ଼ରେ ମାଇଲ ଖୁଣ୍ଟ କେଉଁ ଆଧାରରେ ପୋତା ଯାଇଛି? ଦୂରତା ନିର୍ଦ୍ଧାରଣ କରୁଛି କିଏ? ଦୂରତାରେ ତାରତମ୍ୟ ରହୁଥିବାରୁ ବସ୍ ଭଡ଼ାରେ ଯାତ୍ରୀମାନେ ଠକାମିର ଶିକାର ହେଉ ନାହାନ୍ତି ତ।
ପୁରୀରେ ପ୍ରବଳ ବର୍ଷା : ରଥଖଳାରେ କାମ ଵନ୍ଦ ହେଲା । ଆଜି ସୁତାବାଡିଆ ଯାଇଥାଆନ୍ତା..ବର୍ଷା ଥମିବା ପରେ ସୂତାବାଡିଆ କାମ ସରିବ
ଭୁବନେଶ୍ୱର ଷ୍ଟେସନରୁ ଯାତ୍ରାକରି ପୁରୀରେ ପହଞ୍ଚିଛି ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ହୋଇଛି ।
ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର, ଖୋର୍ଦ୍ଧାରେ ରହଣି । ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ୧ଟା ୫୦ରେ ପୁରୀ ଛାଡ଼ିବ ।
ଜୟବିଜୟ ଦ୍ବାରର ବନ୍ଦାପନା ପରେ ବିମାନକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ।
ଫେରାର ଥିବା ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍ର ଲାଷ୍ଟ୍ ଲୋକେସନ୍ ଓଡ଼ିଶାରେ ଟ୍ରେସ୍ ହୋଇଥିବା ବେଳେ ଏବେ ବରଗଡ଼ ଲିଙ୍କ୍ ନେଇ ଚର୍ଚ୍ଚା ହେଉଛି।
ଉମେଶ ପାଲ୍ ହତ୍ୟାକାଣ୍ଡର ଜଣଙ୍କ ପରେ ଜଣେ ଅଭିଯୁକ୍ତ ୟୁପି ପୋଲିସର ଏନକାଉଣ୍ଟର ଭୟରେ ଗୋଟିଏ ପରେ ଗୋଟିଏ ରାଜ୍ୟର ସୀମାଡେଇଁ ଚକମା ଦେଉଛନ୍ତି, ଯେମିତି ଗୁଡ୍ଡୁ । ଆଉ ଶେଷ ଥର ପାଇଁ ଗୁଡ୍ଡୁର ଲୋକେସନ୍ ଥିଲା ପୁରୀ ।