• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1263" result for "ପୁରୀ" in https://otvkhabar.in

Wedding Decorations At Puri Beach
Wedding Decorations At Puri Beach: ପୁରୀ ବେଳାଭୂମିରେ କରିଥିଲେ ବିବାହ ମଣ୍ଡପ; ପହଞ୍ଚିଲା ପୋଲିସ, ଆଉ ତା’ପରେ... 

ବିବାହ ମଣ୍ଡପଠାରୁ ଆରମ୍ଭ କରି ବିବାହ ଉତ୍ସବରେ ଅତିଥି ବସିବା ପାଇଁ ପୁରୀ ବେଳାଭୂମିରେ ଡେକୋରେସନ କରାଯାଇଥିଲା । ପୁରୀ ପୌରସଂସ୍ଥା ପକ୍ଷରୁ ପରମିଶନ ଦିଆଯାଇଛି କିନ୍ତୁ ତହସିଲ କାର୍ଯ୍ୟାଳୟର ପରମିଶନ ନାହିଁ କି ସିଆରଜେଡ ଓ ବନବିଭାଗର ପରମିଶନ ନାହିଁ ।

JP Nadda to attend NHM summit
NHM Summit: ଆଜିଠୁ ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ, ଯୋଗଦେବେ ଜେପି ନଡ୍ଡା

ଆଜିଠୁ ପୁରୀରେ ଆରମ୍ଭ ହେବାକୁ ଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀରେ ଯୋଗଦେବେ ଜେପି ନଡ୍ଡା । ଏହା ପରେ ଭୁବନେଶ୍ବର ଫେରି ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । ଏହି ସମୟରେ ରାଜ୍ୟ ବିଜେପି ସଭାପତି ଘୋଷଣା ଅଙ୍କ ଛିଡ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

Puri Fatal Attack
Attack In Puri: ଅଶାନ୍ତ ପୁରୀ, ସାମାନ୍ୟ ବଚସାରୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

ପୁରୀ ବଳଗଣ୍ଡି ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସାମାନ୍ୟ ବଚସାରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ସୂଚନା । ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଛନ୍ତି ଅତରିକ୍ତ ଏସପି ।

Actress monalisa look gorgeous in latest stunning pics
Monalisa: ପୁଣି ସୋସିଆଲ୍ ମିଡିଆର ତାପମାତ୍ରା ବଢାଇଲେ ଭୋଜପୁରୀ ରାଣୀ ମୋନାଲିସା

ଭୋଜପୁରୀ ରାଣୀ ମୋନାଲିସା ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ହଟ୍ ଓ ବୋଲ୍ଡ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ମାହିର। ଇଣ୍ଟର୍‌ନେଟ୍‌ରେ ପୋଷ୍ଟ ହେବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ବୋଲ୍ଡ ଲୁକ୍ ଛାଇଯାଏ। ଅନେକ ଲୋକ ତାଙ୍କ ଫଟୋକୁ ମୋବାଇଲ୍‌ରେ ସେଭ୍‌ କରି ରଖନ୍ତି।

At maha kumbh baba dance on Bhojpuri hit song
Mahakumbh Viral Dance: ମହାକୁମ୍ଭ ମେଳାରେ ବାଜିଲା ଭୋଜପୁରୀ ଗୀତ; ଜମେଇକି ନାଚିଲେ ଅଘୋରୀ ବାବା

ମହାକୁମ୍ଭରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା କାହାକୁ ବି ନାଚିବାକୁ ବାଧ୍ୟ କରିବ। ଏହି ଭିଡିଓରେ ଜଣେ ସାଧୁ ବାବା ଭୋଜପୁରୀ ଗୀତରେ ବହୁତ ଉତ୍ସାହର ସହ ନାଚୁଥିବାର ନଜର ଆସିଛନ୍ତି।

Tri City
Tri-City: ପୁରୀ, କଟକ ଓ ଭୁବନେଶ୍ୱରକୁ ନେଇ ହେବ ଟ୍ରାଇ ସିଟି; ବଢ଼ିବ ସହରର କଳେବର

ଟାଉନ ପ୍ଲାନିଂ ସ୍କିମ ଜରିଆରେ ସହରକୁ ବଢାଇବା ପାଇଁ ନିଷ୍ପତ୍ତି ହୋଇଛି। ଟିପି ସ୍କିମ ପାଇଁ ସ୍ୱତନ୍ତ୍ର ବିଭାଗ କରି ଦାୟିତ୍ୱ ଦିଆଯିବ। ଟାଇମ ପିରିୟଡ୍ ବି ଫିକ୍ସ ହେବ। ସେହିପରି ପ୍ଲାନିଂ ପାଇଁ ସ୍ୱତନ୍ତ୍ର ଅଫିସ ମଧ୍ୟ ଖୋଲାଯିବ।

Pravasi Bharatiya Divas
Pravasi Bharatiya Divas: ଓଡ଼ିଶାରେ VVIPଙ୍କ ଭିଡ଼; ଏୟାରପୋର୍ଟରେ ସ୍ବାଗତ ପରେ ବୁଲି ଯାଉଛନ୍ତି ପୁରୀ-କୋଣାର୍କ-ଚିଲିକା

ସାତ ଦରିଆ ପାରି କରି ପ୍ରବାସୀ ଫେରୁଛନ୍ତି ଜନ୍ମମାଟି। କିଏ ୟୁରୋପରୁ ତ କିଏ ଆସିଛି ଅଷ୍ଟ୍ରେଲିଆରୁ। ଆମେରିକା ଏବଂ ମଧ୍ୟପ୍ରାଚ୍ୟରୁ ବି ବେଶ୍ ସରାଗରେ ଧାଇଁ ଆସିଛନ୍ତି ଓଡ଼ିଶା ମାଟିକୁ। 

Fog
Dense Fog: ଘନ କୁହୁଡ଼ିରେ ଦିଶୁନି ମୁହଁକୁ ମୁହଁ, ଲୁଚିଗଲା ପୁରୀ ଶ୍ରୀମନ୍ଦିର

କୁହୁଡ଼ି ଚାଦର ତଳେ ରହିଛି ସାରା ଓଡ଼ିଶା । ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି।

ନିଆରା ଆମ ଶ୍ରୀକ୍ଷେତ୍ର ଖାନା
Nutrition: ଆସ କିଏ ଖାଇବ ଆମ ପୁରୀ ପ୍ରସିଦ୍ଧ ଖାନା

ପୁରୀର ଖାଇବା ନାଁ ଶୁଣିଲେ ଆପଣଙ୍କ ମନରେ କ‘ଣ ଭାବ ଆସେ, ଫେଣୀ ବା ଖଜା, କ୍ଷୀର ସର, ଅବଢ଼ା, ଏହି ସବୁ ଖାଦ୍ୟ ନିଶ୍ଚୟ ଆସୁଥିବ। ହେଲେ ଏହା ବ୍ୟତୀତ ପୁରୀର ଅନ୍ୟ ସୁସ୍ୱାଦୁ ଖାଦ୍ୟମାନଙ୍କ ବିଷୟରେ ଜାଣିଲେ ଆପଣ ତୁରନ୍ତ ପୁରୀ ଆସି ସେସବୁ ଚାଖିବାକୁ ଉଦ୍ୟତ ହେବେ। ଯଦି ଆପଣ ମିଠା ପ୍ରିୟ, ତେବେ ତ ଏ ଲେଖାଟି ଖାସ୍ ଆପଣଙ୍କ ପାଇଁ। ପୁରୀରେ ଆମ ଜଗା ଯାହା ସବୁ ଖାଏ ତାହାର ତ କଳନା ନାହିଁ।

Puri
Srimandir: ନୂଆବର୍ଷ ପାଇଁ ପୁରୀରେ ଟ୍ରାଫିକ୍ କଟକଣା; ଜାଣନ୍ତୁ କେଉଁବାଟେ ଯାଇ କରିବେ ଜଗା ଦର୍ଶନ

ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ ହେବାସହ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯିବ।

Mahaprasad Sales at Srimandir in Puri
Puri News: ଜଗା ଭକ୍ତଙ୍କ ଆସ୍ଥା ସହ ଖେଳ; ଭୋଗ କହି ପୁରୀ ସହର ସାରା ବେଧଡ଼କ୍ ବିକ୍ରି ହେଉଛି ଖଜା

ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜାକୁ ଭୋଗ ଭାବୁଛନ୍ତି କି ? ଭାବୁଥିଲେ ହୋଇଯାଅନ୍ତୁ ସାବଧାନ! ଶ୍ରୀମନ୍ଦିର ବାହାରେ ଲାଭ ଆଶାରେ ଭକ୍ତଙ୍କ ଆସ୍ଥା ସହ ଖେଳୁଛନ୍ତି କିଛି ଅସାଧୁ ବ୍ୟବସାୟୀ।

Navy Day 2024
ପୁରୀ ବେଳାଭୂମିରେ ବିଶ୍ୱ ଦେଖିଲା ଭାରତୀୟ ନୌସେନାର ବଳ

ଓଡ଼ିଆ ପୁଅ କମାଣ୍ଡର ରାହୁଲ ପଟ୍ଟନାୟକଙ୍କ ନେତୃତ୍ବରେ ସବମେରିନ୍ INS ଶଲ୍-କୀ ପରାକ୍ରମ ଦେଖାଇବା ପରେ ଆରମ୍ଭ ହୋଇଥିଲା ଶୌର୍ଯ୍ୟ, ସାହସ, ସମନ୍ବୟର ଅଭୂତପୂର୍ବ ପ୍ରଦର୍ଶନ।

Navy Day celebrations
Navy Day celebrations: ନୌସେନାର ପରାକ୍ରମ; ଉଦ୍‌ଘାଟନ କଲେ ରାଷ୍ଟ୍ରପତି, ପୁରୀ ବେଳାଭୂମିରେ ଯୁଦ୍ଧର ଭ୍ରମ ସୃଷ୍ଟି...

ନୌସେନାର ପରାକ୍ରମ ଦିବସ। ଡେମୋର ଉଦ୍‌ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ କରି ପୁରୀରେ ପାଳିତ ହେଉଛି ନୌସେନା ଦିବସ । 

PURI
President Droupadi Murmu: ନୌସେନା ଦିବସରେ ସାମିଲ୍ ହେବେ ରାଷ୍ଟ୍ରପତି; ପୁରୀରେ ଲାଗୁହେଲା ଟ୍ରାଫିକ୍ କଟକଣା

ଅପରାହ୍ଣରେ ପୁରୀ ବ୍ଳୁ ଫ୍ଳାଗ୍ ବିଚରେ ଆୟୋଜିତ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ମାଡାମ୍ ପ୍ରେସିଡେଣ୍ଟ।

Navy Day Celebrations
ପୁରୀ ସମୁଦ୍ରରେ ନୌବୀରଙ୍କ ଜଲୱା

ଆସନ୍ତା ବୁଧବାର ନୌସେନା ଦିବସ ଦେଖିବାକୁ ସମସ୍ତ ବିଧାୟକ ବସରେ ପୁରୀ ଯିବେ ବୋଲି ସୂଚନା ମିଳିଛି ।

Navy Day Countdown Begins
ପୁରୀରେ ନୌସେନା ଦିବସ ପାଳନ କାଉଣ୍ଟଡାଉନ୍

ପୁରୀରେ ନୌସେନା ଦିବସ ପାଳନ କାଉଣ୍ଟଡାଉନ୍ । ଏଥିପାଇଁ ଜୋରସୋରରେ ଚାଲିଛି ଅଭ୍ୟାସ । ନୌସେନାର ଫାଇଟର ଜେଟ୍ ଓ ହେଲିକପ୍ଟର ରଣକୌଶଳ ଦେଖାଉଥିବା ବେଳେ ପହଞ୍ଚିଲାଣି ଓ୍ବାର ସିପ୍ । ପର୍ଯ୍ୟଟନର ସହରରେ ଏବେ ଯୁଦ୍ଧର ଭ୍ରମ। ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା କରିବାକୁ କେତେ ସଜାଗ ଭାରତୀୟ ନୌସେନା ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ । 

କେମିତି ବିକ୍ରି ହେଲା ଜଗନ୍ନାଥଙ୍କ ପୁରୀ ମାଟିତୋଟା ଜମି ?
Srimandir, Land Scam: କେମିତି ବିକ୍ରି ହେଲା ଜଗନ୍ନାଥଙ୍କ ପୁରୀ ମାଟିତୋଟାର ୬୪ ଏକର ଜମି ?

ନୋଟାରୀ ଏଗ୍ରିମେଣ୍ଟ କରି ବେଆଇନ୍ ବିକ୍ରି ହୋଇଛି, ଆକ୍ସନ ହେବ କହିଲେ ଜିଲ୍ଲାପାଳ । ଜବରଦଖଲ ଜମିର ସେଟେଲମେଣ୍ଟ କରି ବିକ୍ରି ପାଇଁ ଆଇନ ବିଭାଗର ଯୋଜନା ।

ବଦଳିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍।
Nursing Dress Code: ନର୍ସଙ୍କ ଡ୍ରେସ୍‌ରେ ରହିବ ସମ୍ବଲପୁରୀ ଛିଟ

ଈଷତ୍ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବେ ସିନିୟର୍ ନର୍ସିଂ ଅଫିସର ।

Puri Illegal Fire Crackers
ପୁରୀରେ ପୁଣି ବାଣ ବିସ୍ଫୋରଣ, ଭୁବନେଶ୍ୱରରେ ଜଳିଗଲା ୩ ସାଇକେଲ ଦୋକାନ !

ଅମାବାସ୍ୟା ସନ୍ଧ୍ୟାରେ ଫୁଟିଲା ବାଣ । ବେଆଇନ ବାଣ ବିସ୍ପୋରଣରେ ଦୁଇ ଜଣ ମୃତ ।

Puri Airport
କେବେ ପୁରା ହେବ ପର୍ଯ୍ୟଟନ ସହର ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ବପ୍ନ ?

ସିପସରୁବାଲି ମୌଜାରେ ପ୍ରସ୍ତାବିତ ବିମାନବନ୍ଦର ଲାଗି ଜାଗା ଚିହ୍ନଟ ସରିଛି ।

Puri Airport
କେବେ ପୂରା ହେବ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ବପ୍ନ ?

ସରକାର ବଦଳିବା ପରେ ତ୍ବରାନ୍ବିତ ହେବ କି ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାମ? ନା ପିପିପି ମୋଡରେ ନିର୍ମାଣ ପାଇଁ କମ୍ପାନୀ ନମଳିବାରୁ ଶୀତଳଭଣ୍ଡାରକୁ ଚାଲିଯିବ ପ୍ରକଳ୍ପ?

Cyclone Dana
Cyclone Dana: ଖାଁ ଖାଁ ପୁରୀ ସହର, ନର୍ଜନ ସମୁଦ୍ର କୂଳ !

ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ନେଇ ମନ୍ତ୍ରୀଙ୍କ ସମୀକ୍ଷା । ୨୪ ଓ ୨୫ରେ ଶ୍ରୀମନ୍ଦିର ନଆସିବାକୁ ଭକ୍ତଙ୍କୁ ପରାମର୍ଶ ।

Puri News
ସରକାର କଲେ ଛାନିଆ; ପୁରୀ ଛାଡ଼ି ଚାଲି ଯିବାକୁ ଦେଲେ ନିର୍ଦ୍ଦେଶ !

ପୁରୀକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ରାଜ୍ୟ ସରକାରଙ୍କ ବଡ଼ ପରାମର୍ଶ । ବାତ୍ୟା ପହଞ୍ଚିବା ପୂର୍ବରୁ ପୁରୀ ଛାଡ଼ିବାକୁ ପରାମର୍ଶ ଦେଲେ ରାଜ୍ୟ ସରକାର ।

Puri habisiali
ପୁରୀରେ ବ୍ରତ ପାଳିବାକୁ ଯାଇ ହନ୍ତସନ୍ତ ହବିଷ୍ୟାଳୀ !

ଜିଲ୍ଲା ପ୍ରଶାସନର ଉତ୍ତର, ମାତ୍ର ଅଢ଼େଇ ହଜାରଙ୍କ ପାଇଁ ବ୍ୟବସ୍ଥା । ସମସ୍ୟା ଜଣାଇବାକୁ ଜାରି ହେବ ହେଲ୍ପଲାଇନ୍ କହିଲେ ଆଇନମନ୍ତ୍ରୀ ।

Human Skull Recovered
ବାସୁଦେବପୁରରୁ ମଣିଷ ଖପୁରୀ, ଦାନ୍ତ ଓ ହାଡ଼ ଉଦ୍ଧାର; ଦୁଇ ଜଣ ଅଟକ

ନାୟକାଣିଡିହି ଥାନା ପାଞ୍ଚଘେରିଆ ଗାଁରୁ ମଣିଷ ଖପୁରୀ ଉଦ୍ଧାର ହୋଇଛି । ଖବର ଅନୁସାରେ ଏକ ସମୁଦ୍ର ନାଳି ପାଖରୁ ଖପୁରୀ, ଦାନ୍ତ ଓ ହାଡ଼ ଜବତ ହୋଇଛି ।