• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1263" result for "ପୁରୀ" in https://otvkhabar.in

ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୁରୀ ଗଜପତି ଦିବ୍ୟସିଂହ ଦେବ
ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୁରୀ ଗଜପତି ଦିବ୍ୟସିଂହ ଦେବ

ଭୁବନେଶ୍ୱର : ପୁରୀ ଓ ଶ୍ରୀମନ୍ଦିରର ଉନ୍ନତୀକରଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।  ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ, ଉତ୍ତର, ଦକ୍ଷିଣ ଓ ଏମାର ମଠର ଉନ୍ନତୀକରଣ, ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତି, ଶ୍ରୀମନ୍ଦିର ଭିତର ବେଢ଼ାରେ ସ୍କନ୍ଦ ପୁରାଣ ସଂପର୍କିତ ଚିତ୍ର, ବାହାର ବେଢ଼ାରେ ଜଗନ୍ନାଥଙ୍କୁ ନେଇ ଓଡ଼ିଶା ଇତିହାସ ଚିତ୍ର, ଜଗନ୍ନାଥ ବଲ୍ଲଭ ମଠର ଉନ୍ନତି, […]

ପୁରୀ ରଥ ଯାତ୍ରା : ପ୍ରଥମ ଥର ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜରୁ ଆସିଲା ରଥକାଠ
ପୁରୀ ରଥ ଯାତ୍ରା : ପ୍ରଥମ ଥର ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜରୁ ଆସିଲା ରଥକାଠ

ପୁରୀ : ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ପ୍ରଥମ ଥର ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜରୁ ରଥକାଠ ଆସି ପୁରୀରେ ପହଞ୍ଚିଛି। ଗୋଟିଏ ଟ୍ରକରେ ୨୬ ଖଣ୍ଡ ଅସନ ଓ ୪ ଖଣ୍ଡ ଧଉରା କାଠ ଆସିଛି। ଏସବୁ କାଠର ଲମ୍ବ ୧୨ ଫୁଟ୍ ଓ ଗୋଲେଇ ୩ ଫୁଟ୍ ରହିଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ଏସବୁ କାଠ ରଖାଯାଇଛି। ପୂର୍ବରୁ ରଥ ନିର୍ମାଣ ପାଇଁ କାଠ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଆସୁଥିଲା। କିନ୍ତୁ କାଠ […]

ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ନେଇ ବିଜ୍ଞପ୍ତି ପ୍ରକାଶ
ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ନେଇ ବିଜ୍ଞପ୍ତି ପ୍ରକାଶ

ପୁରୀ  : ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇନ ବିଭାଗ ପକ୍ଷରୁ ୧୦ ଜଣିଆ ସଦସ୍ୟ ତାଲିକା ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ସିଦ୍ଧେଶ୍ୱର ମହାପାତ୍ର, ମାଧବ ପୂଜାପଣ୍ଡା, ନୀଳକଣ୍ଠ ମହାପାତ୍ର, ମାଧବଚନ୍ଦ୍ର ମହାପାତ୍ର, ଅନନ୍ତ ତିଆଡ଼ି, ରାମଚନ୍ଦ୍ର ଦାସ ମହାପାତ୍ର, ସଚ୍ଚିଦାନନ୍ଦ ଦାସ ମହାରାଜ, ବିଜୟ ସାହୁ, ରଘୁନାଥ ମହାପାତ୍ର ଏବଂ ମହିମୋହନ ତ୍ରିପାଠୀ ସଦସ୍ୟ ଅଛନ୍ତି। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ପରିଚାଳନା […]

rath yatra
ପୁରୀ ବ୍ୟତୀତ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ, ଭକ୍ତଙ୍କୁ ବାରଣ

ପୁରୀ: କେବଳ ପୁରୀ ବ୍ୟତୀତ ଚଳିତ ବର୍ଷ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ। ଗତବର୍ଷ ଭଳି ଚଳିତ ବର୍ଷ କେବଳ ପୁରୀରେ କଟକଣା ସହ ରଥଯାତ୍ରା ଅନୁଷ୍ଠିତ ହେବ। ପୁରୀରେ ରଥ ଯାତ୍ରାକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସବୁ ସ୍ଥାନରେ…

Pearl V Puri
ଗିରଫ ହେଲେ ‘ନାଗିନ୍‌ ୩’ ଫେମ୍‌ ଆକ୍ଟର ପର୍ଲ ଭି ପୁରୀ

ମୁମ୍ବାଇ: ଟେଲିଭିଜନ ଅଭିନେତା ତଥା ଟିଭି ସିରିଜ୍ ‘ନାଗିନ୍‌ ୩’ର ଫେମ୍‌ ପର୍ଲ ଭି ପୁରୀଙ୍କୁ ମୁମ୍ବାଇ ୱାଲିଭ୍‌ ପୋଲିସ୍‌ ଗିରଫ କରିଛି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଶୁକ୍ରବାର ଦିନ ପୋଲିସ୍‌ ତାଙ୍କୁ ଗିରଫ କରିଛି। ଏହି ମାମଲାରେ…

swargadwar
ନୂଆ ରୂପରେ ଲୋକାର୍ପିତ ହେଲା ପୁରୀ ସ୍ୱର୍ଗଦ୍ୱାର

ପୁରୀ: ପୁରୀ ସ୍ୱର୍ଗଦ୍ୱାରର ନବୀକରଣ ପରେ ଶନିବାର ଏହା ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଲୋକାର୍ପଣ କରିଛନ୍ତି । ପ୍ରାୟ ୬ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ କରାଯାଇଛି…

bolangir-death
କରୋନାର କରୁଣ ଚିତ୍ର: ଶ୍ମଶାନ ସାରା ଯୁଆଡ଼େ ଦେଖିବ ଖାଳି ମାଳ ଖପୁରୀ ଓ କଙ୍କାଳ

ମଶାଣୀ ସାରା କେଉଁଠି ମଣିଷ ମୁଣ୍ଡର ଖପୁରୀ ଗଡୁଛି ତ କେଉଁଠି ଅଧାପୋଡ଼ା କଙ୍କାଳ ଦେଖିବାକୁ ମିଳିଛି। ଜାଗା ଜାଗାରେ ପଡ଼ି ରହିଛି ଦରପୋଡ଼ା ଶବ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିରର ବିଜାଖମନ ନିକଟ ଶ୍ମଶାନରେ।

puri
ସଜାଗ ହେଲା ପୁରୀ ପୋଲିସ: ଏସଓପି ଉଲ୍ଲଂଘନ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ପୁରୀ: ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସର କଡା ପଦକ୍ଷେପ। ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ଜାରି ହେବ ୧୪୪ ଧାରା। କୌଣସି ପରିସ୍ଥିତିରେ ଏସ୍ଓପିକୁ ଉଲ୍ଲଂଘନ ହେବାକୁ ଦିଆଯିବ ନାହିଁ। ଏ…