• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Elections Updates

Odisha Politics
ଦଳ ବଦଳ ପାଇଁ ମିଳିଲା ଦଣ୍ତ, ୨ ବିଧାୟକଙ୍କ ସଭ୍ୟପଦ ରଦ୍ଦ କଲେ ବାଚସ୍ପତି

ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ । ଉଭୟଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।

BJP Candidate List
ଆଜି ସନ୍ଧ୍ୟା ସୁଦ୍ଧା ବିଜେପି ତାଲିକା ! ୨୦ ଆସନରେ ଘୋଷଣା ହୋଇପାରେ ପ୍ରାର୍ଥୀଙ୍କ ନାଁ

ବାକି ଥିବା ୩୫ଟି ବିଧାନସଭା ସିଟରୁ ଆଜି ପ୍ରାୟ ୨୦ ସିଟରେ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ତା ସହ ୨୦ ତାରିଖ ପୂର୍ବରୁ ଅନ୍ୟ ସିଟରେ ପ୍ରାର୍ଥୀ ଘୋଷଣା ହେବ ବୋଲି କହିଛନ୍ତି ବିଜେପିର ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ।

Odisha Politics BJD
ଫେଲ୍ ମାରିବ କି ବିଜେଡିର ନେତାଙ୍କ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ଷ୍ଟ୍ରାଟେଜି ?

କେଉଁଠି ଆମଦାନୀ ନେତାଙ୍କୁ ଦଳକୁ ଆଣିଥିଲେ ବି ମଣୁ ନାହାନ୍ତି ତାଙ୍କ ସମର୍ଥକ।

Bhawanipatna Politics
ଏଥର କାହାର ହେବ ଭବାନୀପାଟଣା ? ପୁଣି ବିଜେପି ନା ବଦଳିବ ବାଜି ?

ଟିକେଟ୍ ପାଉ ପାଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଓ ଲୋକାଭିମୁଖୀ ଯୋଜନାକୁ ପାଥେୟ କରି ବଳ ଲଗେଇଦେଲେଣି ମୈଦାନରେ।

Congress
ଧିରେ ଧିରେ ଭୁଶୁଡ଼ିବାରେ ଲାଗିଛି କଂଗ୍ରେସ୍ ଗଡ଼

ଗତଥର କଂଗ୍ରେସ ମାତ୍ର ୯ଟି ସିଟରେ ବିଜୟ ଲାଭ କରିଥିବା ବେଳେ ଭୋଟ୍ ହାର ୧୭.୦୨ ପ୍ରତିଶତକୁ ଖସି ଆସିଥିଲା ।

Khurdha Politics
ଅଙ୍କ ଛିଡୁନି ନା ବିଦ୍ରୋହୀ ଡର ? ଟିକେଟ୍ ପାଇଁ ସବୁ ଦଳ ଛକାଛକି

ପ୍ରଥମେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଆସନ ବେଗୁନିଆ-ବୋଲଗଡ଼କୁ ବିଚାରକୁ ନେଲେ, ଏଠି ବିଜେଡିରେ ବହୁ ଆଶାୟୀ।

EVM
କଡା ସୁରକ୍ଷା ବଳୟରେ ପହଞ୍ଚିଲା ୫ ଟ୍ରକ EVM

ନିର୍ବାଚନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଇଭିଏମ୍ । ବିଜେବି ମହାବିଦ୍ୟାଳୟରେ ଇଭିଏମ୍ ରହିବାର ବ୍ୟବସ୍ଥା ।

Bhawanipatna Politics
ଭବାନୀପାଟଣାରେ ପୁଣି ପଦ୍ମ ଫୁଟିବ ନା ବଦଳିବ ବାଜି ?

ମୈଦାନରେ ପୁଣି ବିଜେପିର ସିଟିଂ MLA ପ୍ରଦୀପ୍ତ ନାୟକ । ମହିଳା କାର୍ଡ ଖେଳି ଦୁଷ୍ମନ୍ତଙ୍କ ସ୍ତ୍ରୀ ଲଳିତାଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

Khurdha Politics
ଅଙ୍କ ଛିଣ୍ଡୁନି ନା ବିଦ୍ରୋହୀ ଡର ? ବେଗୁନିଆ-ଖୋର୍ଦ୍ଧାରେ ଛିଣ୍ଡୁନି ତିନି ଦଳଙ୍କ ଟିକେଟ୍ ଗଣିତ

ପ୍ରାର୍ଥୀ ରିପିଟ୍ କରିବେ ନା ସପ୍ରାଇଜ୍ କାର୍ଡ ଖେଳିବେ ତାକୁ ନେଇ ଦ୍ୱନ୍ଦ୍ୱ । ଚିଲିକାରେ ପୃଥୀରାଜଙ୍କ ବିପକ୍ଷରେ ବିଜେଡି ଯୋଦ୍ଧା କିଏ ଚିତ୍ର ଅସ୍ପଷ୍ଟ ।

Odisha Politics BJD
କାମ ଦେବ ତ ବିଜେଡିର ଆସନ ବଦଳ ରଣନୀତି ?

ବ୍ରହ୍ମଗିରିରୁ ଉମା, ସତ୍ୟବାଦୀରୁ ସଂଜୟଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଭଦ୍ରକରେ ସଂଜୀବ-ପ୍ରଫୁଲ୍ଲଙ୍କୁ ବି ବିଜେଡି କରିଛି ଅଦଳବଦଳ ।

Congress
ଓଡ଼ିଶାରେ ଭୁଶୁଡୁଛି କି କଂଗ୍ରେସ ଗଡ଼ ? ଦଳ ଛାଡ଼ୁଛନ୍ତି ଜଣକ ପରେ ଜଣେ ପୁରୁଖା ନେତା

ଭୁଶୁଡୁଛି କି କଂଗ୍ରେସ୍ ଗଡ଼ ? ଦୁର୍ବଳ ହେଉଛି କି ଏହି ସର୍ବ ପୁରାତନ ପାର୍ଟି ? ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ତାରିଖ ପାଖେଇ ଆସୁଥିବା ବେଳେ କଂଗ୍ରେସ ଏଯାଏ ମାତ୍ର ୪୭ଟି ବିଧାନସଭା ଏବଂ ୮ଟି ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

Aparajita Sarangi
ତେଜିଲା ଭୁବନେଶ୍ୱର ‘ମଧ୍ୟ’ ରାଜନୀତି, ଅପରାଜିତାଙ୍କୁ ଭେଟିଲେ ବୁନୁ ବିରୋଧୀ ଗୋଷ୍ଠୀ

ଗତକାଲି ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତାଙ୍କୁ ଭେଟିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧୀ ଗୋଷ୍ଠୀ ।

BJP
ମୁଁ ବିଜେପିରେ ହିଁ ଅଛି, ତେବେ ଦଳୀୟ ନିଷ୍ପତ୍ତି ସର୍ବମାନ୍ୟ: ଦିଲୀପ ରାୟ

ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ଥି ପରେ ରାଉରକେଲାରେ ପହଞ୍ଚିଲେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ମିଳିଲା ଉଚ୍ଛ୍ୱସିତ ସଂବର୍ଦ୍ଧନା ।

Debashis Nayak takes a dig at BJD
‘ନବୀନ ବାବୁ ଯଦି ସରକାର ଚଳାଇ ପାରୁନାହାଁନ୍ତି, ଅବସର ନେଇଯାଆନ୍ତୁ’

ଦେବାଶିଷଙ୍କ କଡ଼ା ସମାଲୋଚନା । ବିଜେଡିକୁ କଡ଼ା ସମାଲୋଚନା କଲେ ଦେବାଶିଷ ନାୟକ । କହିଲେ, ‘ନବୀନ ବାବୁ ଯଦି ସରକାର ଚଳାଇ ପାରୁନାହାନ୍ତି, ଅବସର ନେଇଯାଆନ୍ତୁ । ୨୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେଣି, ଏବେ ଅବସର ନିଅନ୍ତୁ ନବୀନ । ’ 

BJP Candidate list
'୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି'

୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ସେହିପରି ଘୋଷଣା ହୋଇଥିବା ଗୋଟିଏ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀଙ୍କ ନାଁ ମଧ୍ୟ ବଦଳିପାରେ ବୋଲି ସେ ସୂଚନା ଦେଇଛନ୍ତି ।

Odisha Politics
ବ୍ରହ୍ମପୁରରେ ଗୁରୁ-ଶିଷ୍ୟ ଲଢେଇ, BJDର ଅଭେଦ୍ୟ ଦୁର୍ଗରେ ମାତ୍ ଦେବ କି BJP!

ବ୍ରହ୍ମପୁର ବିଧାନସଭା ଆସନ । ଏଥର ଏହି ସିଟରେ ହେବ ଗୁରୁ-ଶିଷ୍ୟ ଲଢେଇ । ଅର୍ଥାତ୍ ଲଢେଇ ହେବ ୫ଥରର ବିଧାୟକ ତଥା ପୋଖତ ରାଜନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ବିଜେପିର କେ. ଅନୀଲ କୁମାରଙ୍କ ମଧ୍ୟରେ ।

Politics
ଦଳ ଛାଡ଼ୁଛନ୍ତି ଜଣଙ୍କ ପରେ ଜଣେ ନେତା, BJDରୁ ଆଉ ଜଣେ ଦେଲେ ଇସ୍ତଫା

ଗଞ୍ଜାମ କବିସୂର୍ଯ୍ୟନଗରର ବିଜେଡି ନେତା ସୀତାରାମ ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ସୀତାରାମ ପାଣିଗ୍ରାହୀ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ଥିଲେ ।

Odisha Politics
ଆଉ ୮ ଦିନ ପରେ ଆରମ୍ଭ ହେବ ନମିନେସନ, ଏବେ ବି ଅନେକ ସ୍ଥାନରେ ହୋଇନି ପ୍ରାର୍ଥୀ ଘୋଷଣା

୨୮ ବିଧାନସଭାର ଅନେକ ସିଟରେ ପ୍ରାର୍ଥୀ ବାକି । ଏବେ ବି ବହୁସ୍ଥାନରେ ପ୍ରାର୍ଥୀ ଦେଇନାହାନ୍ତି ୩ ପ୍ରମୁଖ ଦଳ ।

Odisha Politics
ସମ୍ବଲପୁର ଲୋକସଭା ଅଧୀନରେ ପ୍ରାର୍ଥୀ ଘୋଷଣାରେ ଆଣ୍ଠେଇଛି ବିଜେଡି

ସମ୍ବଲପୁରରେ ରାସେଶ୍ୱରୀ ଓ ରେଢାଖୋଲରେ ପ୍ରସନ୍ନ, ରୋହିତଙ୍କୁ ନେଇ ଚର୍ଚ୍ଚା । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନବୀନଙ୍କ ଏଣ୍ଟ୍ରିକୁ ନେଇ ବି ଜୋରଦାର ଚର୍ଚ୍ଚା ।

Sura Routray
କଂଗ୍ରେସ ରଖିପାରିବ ତ ଜଟଣୀ ସିଟ୍ ?

କଂଗ୍ରେସ ପାଇଁ ଜଟଣୀ ଅଡ଼ୁଆ । ତୀବ୍ର ହେଉଛି ବିଧାୟକ ସୁରେଶ ରାଉତରାୟ ଓ ପୁତୁରା ସଂଗ୍ରାମ ରାଉତରାୟ ବିବାଦ । ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ଭବନରେ ଦୁଇ ଦିନ ହେଲା ତୁମୁଳକାଣ୍ଡ ଦେଖିବାକୁ ମିଳିଛି ।

Odisha Politics
ନୋମିନେସନ୍‌କୁ ଆଉ ୮ ଦିନ ରହିଲା, ଏଯାଏଁ ପ୍ରାର୍ଥୀ ଘୋଷଣା କରି ନାହାନ୍ତି ଦଳ

୨୮ ବିଧାନସଭାର ଅନେକ ସିଟରେ ପ୍ରାର୍ଥୀ ବାକି । ଏବେ ବି ବହୁସ୍ଥାନରେ ପ୍ରାର୍ଥୀ ଦେଇନାହାନ୍ତି ୩ ପ୍ରମୁଖ ଦଳ ।

Odisha Politics
କୁଚିଣ୍ଡା-ସମ୍ବଲପୁର-ରେଢ଼ାଖୋଲ-ଦେବଗଡ଼ରେ ପ୍ରାର୍ଥୀ ଘୋଷଣାରେ ଆଣ୍ଠେଇଛି ବିଜେଡି !

ସମ୍ବଲପୁରରେ ରାସେଶ୍ୱରୀ ଓ ରେଢାଖୋଲରେ ପ୍ରସନ୍ନ, ରୋହିତଙ୍କୁ ନେଇ ଚର୍ଚ୍ଚା । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନବୀନଙ୍କ ଏଣ୍ଟ୍ରିକୁ ନେଇ ବି ଜୋରଦାର ଚର୍ଚ୍ଚା ।

Baijayant Panda
କେନ୍ଦ୍ରାପଡ଼ାରେ ଜମିଲା ପ୍ରଚାର, ଡବଲ୍ ଇଞ୍ଜିନ ସରକାର ଦରକାର କହିଲେ ବୈଜୟନ୍ତ

କର୍ମୀ ସମ୍ମିଳନୀ ପରେ ବୈଜୟନ୍ତଙ୍କ ପ୍ରତିକ୍ରିୟା । ‘କେନ୍ଦ୍ରାପଡ଼ାରେ ୫ ବର୍ଷ ଧରି ବିକାଶର ଧାରା ଅଟକି ଯାଇଛି’ ।

Sura Routray
କଂଗ୍ରେସକୁ ଜଟଣୀ ଟେନସନ୍, ତୀବ୍ର ହେଉଛି ଦାଦା-ପୁତୁରା କଳି

କଂଗ୍ରେସ ପାଇଁ ଜଟଣୀ ଅଡ଼ୁଆ । ତୀବ୍ର ହେଉଛି ବିଧାୟକ ସୁରେଶ ରାଉତରାୟ ଓ ପୁତୁରା ସଂଗ୍ରାମ ରାଉତରାୟ ବିବାଦ । ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ଭବନରେ ଦୁଇ ଦିନ ହେଲା ତୁମୁଳକାଣ୍ଡ ଦେଖିବାକୁ ମିଳିଛି ।

Santosh Singh Saluja
ସମର୍ଥକ ଦେଲେ ସଂକେତ; କଂଗ୍ରେସ ଛାଡ଼ିପାରନ୍ତି ସାଲୁଜା

କଂଗ୍ରେସ ବିଧାୟକ ପ୍ରାର୍ଥୀ ହେବା ପରେ ବି ସାଲୁଜାଙ୍କ ଦଳବଦଳ ଚର୍ଚ୍ଚା ଥମୁନି। ଏବେ ପୁଣି କଂଗ୍ରେସ ସମ୍ମିଳନୀରେ ସାଲୁଜାଙ୍କ ସମର୍ଥକ କହିଛନ୍ତି ସେ ଯେଉଁଆଡେ ଯିବେ, ଆମେ ତାଙ୍କ ସାଥିରେ ଅଛୁ।