Congress
ଧିରେ ଧିରେ ଭୁଶୁଡ଼ିବାରେ ଲାଗିଛି କଂଗ୍ରେସ୍ ଗଡ଼ । ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ୍ ମୋଟ ୧୬ଟି ସିଟରେ ବିଜୟ ଲାଭ କରିଥିବା ବେଳେ ଭୋଟ ହାର ଥିଲା ୨୫.୭୪ ପ୍ରତିଶତ । କିନ୍ତୁ ୧୯ ନିର୍ବାଚନରେ କଂଗ୍ରେସ ଦୁର୍ଗ ଭୁଶୁଡି ୧ ଅଙ୍କରେ ପହଁଚିଥିଲା ସିଟ୍ ସଂଖ୍ୟା । ଗତଥର କଂଗ୍ରେସ ମାତ୍ର ୯ଟି ସିଟରେ ବିଜୟ ଲାଭ କରିଥିବା ବେଳେ ଭୋଟ୍ ହାର ୧୭.୦୨ ପ୍ରତିଶତକୁ ଖସି ଆସିଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)