/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654419703.jpg)
Odisha Cabinet Reshuffle
ଶପଥ ନେଲେ ନବୀନଙ୍କ ନୂଆ ଟିମ୍। ଲୋକସେବା କନ୍ଭେନସନ ହଲରେ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି। ଏହାସହ ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି। ନୂଆ ଟିମ୍ରେ ୧୩ଜଣଙ୍କୁ କ୍ୟାବିନେଟ ଓ ୮ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି। ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ।
- Jun 05, 2022 18:47 IST
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣଙ୍କୁ କ୍ୟାବିନେଟ ପାହ୍ୟା
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣଙ୍କୁ କ୍ୟାବିନେଟ ପାହ୍ୟା । ଜଗନ୍ନାଥ ସାରକାଙ୍କୁ ଆଇନ, ଏସ୍ସି ଏସ୍ଟି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଦାୟିତ୍ୱ ମିଳିଛି । ନିରଞ୍ଜନ ପୂଜାରୀଙ୍କୁ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ#Odisha#News#Politics#OTVpic.twitter.com/M3vorbMSgg
— ଓଟିଭି (@otvkhabar) June 5, 2022
- Jun 05, 2022 18:47 IST
ନବଗଠିତ ମନ୍ତ୍ରିମଣ୍ଡଳର ସବୁ ସଦସ୍ୟ ନବୀନ ନିବାସରେ ଉପସ୍ଥିତ
-ନବଗଠିତ ମନ୍ତ୍ରିମଣ୍ଡଳର ସବୁ ସଦସ୍ୟ ନବୀନ ନିବାସରେ ଉପସ୍ଥିତ
-ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ନୂଆ ମନ୍ତ୍ରୀ
-ନୂଆ ମନ୍ତ୍ରୀମାନଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ
-ନୂଆ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ#Odisha#Politicspic.twitter.com/Ptwds64UwK— ଓଟିଭି (@otvkhabar) June 5, 2022
- Jun 05, 2022 17:18 IST
ଶପଥ ନେଲେ ନବୀନଙ୍କ ନୂଆ ଟିମ୍
ଆଜି ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଶପଥ ନେଇଛନ୍ତି , ଦେଖନ୍ତୁ କିଛି ଚିତ୍ର...
- Jun 05, 2022 17:17 IST
ନବୀନ ନିବାସରେ ପହଞ୍ଚୁଛନ୍ତି ନବଗଠିତ ମନ୍ତ୍ରିମଣ୍ଡଳର ସଦସ୍ୟ
-ନବୀନ ନିବାସରେ ପହଞ୍ଚୁଛନ୍ତି ନବଗଠିତ ମନ୍ତ୍ରିମଣ୍ଡଳର ସଦସ୍ୟ
-ନୂଆ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଗୁରୁମନ୍ତ୍ର#Odishapic.twitter.com/plFKJ98f0x— ଓଟିଭି (@otvkhabar) June 5, 2022
- Jun 05, 2022 17:16 IST
ମହିଳା ଓ ଶିଶୁ ବିକାଶ ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗ: ମୁଖ୍ୟମନ୍ତ୍ରୀ ହେବା ଦିନରୁ କେବଳ ଲୋକଙ୍କ ପାଇଁ କାମ କରିଚାଲିଛନ୍ତି ନବୀନ
ମହିଳା ଓ ଶିଶୁ ବିକାଶ ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗ: ମୁଖ୍ୟମନ୍ତ୍ରୀ ହେବା ଦିନରୁ କେବଳ ଲୋକଙ୍କ ପାଇଁ କାମ କରିଚାଲିଛନ୍ତି ନବୀନ#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/2LW6ZooCdR
— ଓଟିଭି (@otvkhabar) June 5, 2022
- Jun 05, 2022 17:16 IST
କିଛି ମନ୍ତ୍ରୀଙ୍କ ବିଭାଗ ବଦଳିଲା,ଅଧିକାଂଶ ନୂଆ ଚେହେରା ସାମ୍ନାକୁ ଆସିଲା
କିଛି ମନ୍ତ୍ରୀଙ୍କ ବିଭାଗ ବଦଳିଲା,ଅଧିକାଂଶ ନୂଆ ଚେହେରା ସାମ୍ନାକୁ ଆସିଲା#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/Uhboh6WVgb
— ଓଟିଭି (@otvkhabar) June 5, 2022
- Jun 05, 2022 17:16 IST
ବିଦା ହେଲେ ବିବାଦୀୟ ମନ୍ତ୍ରୀ...ଏଥର ନୂଆ ଚେହେରାଙ୍କୁ ନେଇ ଗଠନ ହେଲା ମନ୍ତ୍ରିମଣ୍ଡଳ
ବିଦା ହେଲେ ବିବାଦୀୟ ମନ୍ତ୍ରୀ...ଏଥର ନୂଆ ଚେହେରାଙ୍କୁ ନେଇ ଗଠନ ହେଲା ମନ୍ତ୍ରିମଣ୍ଡଳ#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/a75EopRIRn
— ଓଟିଭି (@otvkhabar) June 5, 2022
- Jun 05, 2022 16:28 IST
ଆଜି ସନ୍ଧ୍ୟା ୫ଟାରେ ନବଗଠିତ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ନବୀନ ନିବାସ ଯିବେ
ଆଜି ସନ୍ଧ୍ୟା ୫ଟାରେ ନବଗଠିତ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ନବୀନ ନିବାସ ଯିବେ #Odisha#Ministerpic.twitter.com/4CF4cnxxvw
— ଓଟିଭି (@otvkhabar) June 5, 2022
- Jun 05, 2022 15:39 IST
କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକା...
#ନବୀନଙ୍କ_ନୂଆ_ଟିମ୍
କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକା... #CabinetReshuffle2022#OTVpic.twitter.com/Ua08lcPGw5— ଓଟିଭି (@otvkhabar) June 5, 2022
- Jun 05, 2022 15:37 IST
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ, ଜାଣନ୍ତୁ
#ନବୀନଙ୍କ_ନୂଆ_ଟିମ୍
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ, ଜାଣନ୍ତୁ...#CabinetReshuffle2022#OTVpic.twitter.com/fblwvrfQar— ଓଟିଭି (@otvkhabar) June 5, 2022
- Jun 05, 2022 15:31 IST
ମୁଖ୍ୟମନ୍ତ୍ରୀ ମତେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେଇଛନ୍ତି: ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ମୁଁ ଆଗେଇ ନେବି : ଟୁକୁନି ସାହୁ
ମୁଖ୍ୟମନ୍ତ୍ରୀ ମତେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେଇଛନ୍ତି: ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ମୁଁ ଆଗେଇ ନେବି : ଟୁକୁନି ସାହୁ#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/w5h9W1LCc5
— ଓଟିଭି (@otvkhabar) June 5, 2022
- Jun 05, 2022 15:31 IST
ଶପଥ ଗ୍ରହଣ କରିଛନ୍ତି ନବୀନଙ୍କ ନୂଆ ଟିମ୍ର ସମସ୍ତ ମନ୍ତ୍ରୀ...ଦେଖନ୍ତୁ ଫଟୋ..
#ନବୀନଙ୍କନୂଆଟିମ୍
ଶପଥ ଗ୍ରହଣ କରିଛନ୍ତି ନବୀନଙ୍କ ନୂଆ ଟିମ୍ର ସମସ୍ତ ମନ୍ତ୍ରୀ...ଦେଖନ୍ତୁ ଫଟୋ... #CabinetReshuffle2022#OTVpic.twitter.com/MJKlHYLXgT— ଓଟିଭି (@otvkhabar) June 5, 2022
- Jun 05, 2022 15:30 IST
ଶିକ୍ଷାକୁ ସବୁ ବେଳେ ଗୁରୁତ୍ୱ ଦିଅନ୍ତି ନବୀନ ବାବୁ: ଉଚ୍ଚଶିକ୍ଷାର ବିକାଶ ପାଇଁ କାମ କରିବି: ରୋହିତ ପୂଜାରୀ
ଶିକ୍ଷାକୁ ସବୁ ବେଳେ ଗୁରୁତ୍ୱ ଦିଅନ୍ତି ନବୀନ ବାବୁ: ଉଚ୍ଚଶିକ୍ଷାର ବିକାଶ ପାଇଁ କାମ କରିବି: ରୋହିତ ପୂଜାରୀ#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/4GZW7LMJzg
— ଓଟିଭି (@otvkhabar) June 5, 2022
- Jun 05, 2022 15:30 IST
ବିପର୍ଯ୍ୟୟ ପରିଚାଳନାରେ ନବୀନ ବାବୁ ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି: ସେଇ ଉଦାହରଣକୁ ଆଗକୁ ଆହୁରି ଭଲରେ ବଜାୟ ରଖିବୁ: ପ୍ରମିଳା ମଲ୍ଲିକ
ବିପର୍ଯ୍ୟୟ ପରିଚାଳନାରେ ନବୀନ ବାବୁ ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି: ସେଇ ଉଦାହରଣକୁ ଆଗକୁ ଆହୁରି ଭଲରେ ବଜାୟ ରଖିବୁ: ପ୍ରମିଳା ମଲ୍ଲିକ#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/eEsGTwl0OE
— ଓଟିଭି (@otvkhabar) June 5, 2022
- Jun 05, 2022 15:30 IST
ନବୀନ ବାବୁ ମତେ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି ମୁଁ ସବୁ ଦାୟିତ୍ୱକୁ ଭଲରେ ପାଳନ କରିଛି
ନବୀନ ବାବୁ ମତେ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି ମୁଁ ସବୁ ଦାୟିତ୍ୱକୁ ଭଲରେ ପାଳନ କରିଛି....ଆଜି ମିଳିଥିବା ନୂଆ ଦାୟିତ୍ୱକୁ ମୁଁ ନିଶ୍ଚୟ ସଫଳତାର ସହ ତୁଲାଇବି : ପ୍ରଦୀପ ଅମାତ୍#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/7449bhiTAs
— ଓଟିଭି (@otvkhabar) June 5, 2022
- Jun 05, 2022 15:20 IST
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ କାହାକୁ କେଉଁ ବିଭାଗ ? ଅର୍ଥମନ୍ତ୍ରୀ ହେଲେ ନିରଞ୍ଜନ ପୂଜାରୀ
କାହାକୁ ମିଳିଲା କେଉଁ ବିଭାଗ ? ଏହି ଲିଙ୍କ୍ରେ କ୍ଲିକ୍ କରି ଜାଣନ୍ତୁ...
- Jun 05, 2022 15:19 IST
ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର : ନବୀନଙ୍କ ନୂଆ ଟିମକୁ ଫେରିଲେ ପୁରୁଣା ହେଭିୱେଟ୍ ପ୍ରମିଳା, ପ୍ରତାପ, ଉଷା ଓ ଅତନୁ
କ୍ୟାବିନେଟ୍ ମନ୍ତ୍ରୀ ଭାବରେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଜଗନ୍ନାଥ ସାରକା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବକିଶୋର ଦାଶ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆ ରହିଛନ୍ତି...ଆହୁରି ପଢ଼ନ୍ତୁ...
- Jun 05, 2022 15:04 IST
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ?
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ? #Odisha#OTVpic.twitter.com/MS10Yl9vU0
— ଓଟିଭି (@otvkhabar) June 5, 2022
- Jun 05, 2022 15:04 IST
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଏହି ମନ୍ତ୍ରୀଙ୍କୁ ମିଳିଲା ଏଇ ବିଭାଗ
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଏହି ମନ୍ତ୍ରୀଙ୍କୁ ମିଳିଲା ଏଇ ବିଭାଗ#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/zCNT5ii0gu
— ଓଟିଭି (@otvkhabar) June 5, 2022
- Jun 05, 2022 14:58 IST
#କାହାକୁ_ମିଳିଲା_କେଉଁ_ବିଭାଗ
#କାହାକୁ_ମିଳିଲା_କେଉଁ_ବିଭାଗ
ଜାଣନ୍ତୁ କାହାକୁ ମିଳାଲା କେଉଁ ଦାୟିତ୍ୱ...#CabinetReshuffle2022#OTV#ନବୀନଙ୍କନୂଆଟିମ୍pic.twitter.com/rz7DkW2EVD— ଓଟିଭି (@otvkhabar) June 5, 2022
- Jun 05, 2022 14:58 IST
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ କାହାକୁ କେଉଁ ବିଭାଗ ? ଅର୍ଥମନ୍ତ୍ରୀ ହେଲେ ନିରଞ୍ଜନ ପୂଜାରୀ
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ କାହାକୁ କେଉଁ ବିଭାଗ ? ଅର୍ଥମନ୍ତ୍ରୀ ହେଲେ ନିରଞ୍ଜନ ପୂଜାରୀ #OdishaCabinetReshuffle#OdishaCabinetReshuffle2022
https://t.co/Q2UWPP7lSwpic.twitter.com/IkoX2E02OZ— ଓଟିଭି (@otvkhabar) June 5, 2022
- Jun 05, 2022 14:57 IST
ଜାଣନ୍ତୁ କାହାକୁ ମିଳାଲା କେଉଁ ଦାୟିତ୍ୱ..
#କାହାକୁ_ମିଳିଲା_କେଉଁ_ବିଭାଗ
ଜାଣନ୍ତୁ କାହାକୁ ମିଳାଲା କେଉଁ ଦାୟିତ୍ୱ...#CabinetReshuffle2022#OTV#ନବୀନଙ୍କନୂଆଟିମ୍pic.twitter.com/DTO3BC9Um7— ଓଟିଭି (@otvkhabar) June 5, 2022
- Jun 05, 2022 14:57 IST
ବଣ୍ଟା ହେଇଗଲା ମନ୍ତ୍ରୀ ପଦ। ଦେଖନ୍ତୁ କାହାକୁ ମିଳିଲା କେଉଁ ବିଭାଗ
ବଣ୍ଟା ହେଇଗଲା ମନ୍ତ୍ରୀ ପଦ। ଦେଖନ୍ତୁ କାହାକୁ ମିଳିଲା କେଉଁ ବିଭାଗ#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/BLkTTE58gE
— ଓଟିଭି (@otvkhabar) June 5, 2022
- Jun 05, 2022 14:50 IST
ଜାଣନ୍ତୁ କାହାକୁ ମିଳାଲା କେଉଁ ଦାୟିତ୍ୱ...
#କାହାକୁ_ମିଳିଲା_କେଉଁ_ବିଭାଗ
ଜାଣନ୍ତୁ କାହାକୁ ମିଳାଲା କେଉଁ ଦାୟିତ୍ୱ...#CabinetReshuffle2022#OTV#ନବୀନଙ୍କନୂଆଟିମ୍pic.twitter.com/WeO0SiTv1b— ଓଟିଭି (@otvkhabar) June 5, 2022
- Jun 05, 2022 14:50 IST
#କାହାକୁ_ମିଳିଲା_କେଉଁ_ବିଭାଗ#କ୍ୟାବିନେଟ୍_ମନ୍ତ୍ରୀ_ତାଲିକା
#କାହାକୁ_ମିଳିଲା_କେଉଁ_ବିଭାଗ#କ୍ୟାବିନେଟ୍_ମନ୍ତ୍ରୀ_ତାଲିକା
ଜଗନ୍ନାଥ ସାରକା- ଆଦିବାସୀ କଲ୍ୟାଣ ମନ୍ତ୍ରୀ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି ମନ୍ତ୍ରୀ
ପ୍ରମିଳା ମଲ୍ଲିକ- ରାଜସ୍ୱ ମନ୍ତ୍ରୀ #CabinetReshuffle2022#OTV#ନବୀନଙ୍କନୂଆଟିମ୍pic.twitter.com/vOguuRhsSD— ଓଟିଭି (@otvkhabar) June 5, 2022
- Jun 05, 2022 14:49 IST
ଜଗନ୍ନାଥ ସାରକା- ଆଦିବାସୀ କଲ୍ୟାଣ ମନ୍ତ୍ରୀ
#କାହାକୁ_ମିଳିଲା_କେଉଁ_ବିଭାଗ
ଜଗନ୍ନାଥ ସାରକା- ଆଦିବାସୀ କଲ୍ୟାଣ ମନ୍ତ୍ରୀ#CabinetReshuffle2022#OTV#ନବୀନଙ୍କନୂଆଟିମ୍pic.twitter.com/9LG1zeauZJ— ଓଟିଭି (@otvkhabar) June 5, 2022
- Jun 05, 2022 14:13 IST
ଜାଣନ୍ତୁ, ୧୩ କ୍ୟାବିନେଟ୍ ଓ ୮ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀଙ୍କୁ କେଉଁ କେଉଁ ବିଭାଗର ଦାୟିତ୍ୱ ମିଳିଛି...
#ନବୀନଙ୍କ_ନୂଆ_ଟିମ୍
ଜାଣନ୍ତୁ, ୧୩ କ୍ୟାବିନେଟ୍ ଓ ୮ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀଙ୍କୁ କେଉଁ କେଉଁ ବିଭାଗର ଦାୟିତ୍ୱ ମିଳିଛି...#OdishaCabinetReshufflepic.twitter.com/rp0K8TI5Ik— ଓଟିଭି (@otvkhabar) June 5, 2022
- Jun 05, 2022 14:12 IST
#କାହାକୁ_ମିଳିଲା_କେଉଁ_ବିଭାଗ
#କାହାକୁ_ମିଳିଲା_କେଉଁ_ବିଭାଗ#କ୍ୟାବିନେଟ୍_ମନ୍ତ୍ରୀ_ତାଲିକା
ଜଗନ୍ନାଥ ସାରକା- ଆଦିବାସୀ କଲ୍ୟାଣ ମନ୍ତ୍ରୀ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି ମନ୍ତ୍ରୀ
ପ୍ରମିଳା ମଲ୍ଲିକ- ରାଜସ୍ୱ ମନ୍ତ୍ରୀ #CabinetReshuffle2022#OTV#ନବୀନଙ୍କନୂଆଟିମ୍pic.twitter.com/vOguuRhsSD— ଓଟିଭି (@otvkhabar) June 5, 2022
- Jun 05, 2022 14:07 IST
#କାହାକୁ_ମିଳିଲା_କେଉଁ_ବିଭାଗ#କ୍ୟାବିନେଟ୍_ମନ୍ତ୍ରୀ_ତାଲିକା
#କାହାକୁ_ମିଳିଲା_କେଉଁ_ବିଭାଗ#କ୍ୟାବିନେଟ୍_ମନ୍ତ୍ରୀ_ତାଲିକା
ଜଗନ୍ନାଥ ସାରକା- ଆଦିବାସୀ କଲ୍ୟାଣ ମନ୍ତ୍ରୀ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି ମନ୍ତ୍ରୀ
ପ୍ରମିଳା ମଲ୍ଲିକ- ରାଜସ୍ୱ ମନ୍ତ୍ରୀ #CabinetReshuffle2022#OTV#ନବୀନଙ୍କନୂଆଟିମ୍pic.twitter.com/vOguuRhsSD— ଓଟିଭି (@otvkhabar) June 5, 2022
- Jun 05, 2022 13:58 IST
ନବୀନଙ୍କ ନୂଆ ଟିମ୍ରେ ୮ ରାଷ୍ଟ୍ର ମନ୍ତ୍ରୀ: ୨ ଜଣ ମନ୍ତ୍ରୀ ପଦ ବଜାୟ ରଖିଲେ, ୬ ଜଣଙ୍କୁ ମିଳିଲା ସୁଯୋଗ
ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ମୋଟ୍ ୨୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ନବୀନଙ୍କ ନୂଆ ଟିମ୍ରେ ପ୍ରଥମ ଥର ପାଇଁ ସ୍ଥାନ ପାଇ ଥିବାବେଳେ ୨ ଜଣ ପୁଣି ଥରେ ନିଜ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି।
- Jun 05, 2022 13:43 IST
ମନ୍ତ୍ରୀ ଭାବରେ ଶପଥ ନେବା ପରେ ଶୁଣନ୍ତୁ କଣ କହୁଛନ୍ତି ନୂଆ ମନ୍ତ୍ରୀ....
ମନ୍ତ୍ରୀ ଭାବରେ ଶପଥ ନେବା ପରେ ଶୁଣନ୍ତୁ କଣ କହୁଛନ୍ତି ନୂଆ ମନ୍ତ୍ରୀ....#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/8cri90uYvE
— ଓଟିଭି (@otvkhabar) June 5, 2022
- Jun 05, 2022 13:43 IST
କେନ୍ଦ୍ରାପଡ଼ାରେ କିଏ ମନ୍ତ୍ରୀ ନଥିଲେ ବି ବିକାଶ ଅଟକିନଥିଲା...ଏବେ ଆହୁରି ଅଧିକ ବିକାଶ ହେବ : ଅତନୁ
କେନ୍ଦ୍ରାପଡ଼ାରେ କିଏ ମନ୍ତ୍ରୀ ନଥିଲେ ବି ବିକାଶ ଅଟକିନଥିଲା...ଏବେ ଆହୁରି ଅଧିକ ବିକାଶ ହେବ : ଅତନୁ #CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/b5kL1B0AiU
— ଓଟିଭି (@otvkhabar) June 5, 2022
- Jun 05, 2022 13:43 IST
ମନ୍ତ୍ରୀ ପଦ ପାଇବା ପରେ କାନ୍ଦି ପକାଇଲେ ମନ୍ତ୍ରୀ ଜଗନ୍ନାଥ ସାରକା
ମନ୍ତ୍ରୀ ପଦ ପାଇବା ପରେ କାନ୍ଦି ପକାଇଲେ ମନ୍ତ୍ରୀ ଜଗନ୍ନାଥ ସାରକା#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/nL3PJF7KXs
— ଓଟିଭି (@otvkhabar) June 5, 2022
- Jun 05, 2022 13:27 IST
ନବୀନଙ୍କ ନୂଆ ଟିମ୍ର ଏମାନେ ହେଲେ ରାଷ୍ଟ୍ର ମନ୍ତ୍ରୀ
ନବୀନଙ୍କ ନୂଆ ଟିମ୍ର ଏମାନେ ହେଲେ ରାଷ୍ଟ୍ର ମନ୍ତ୍ରୀ #CabinetReshuffle2022#OTV#ନବୀନଙ୍କନୂଆଟିମ୍pic.twitter.com/nMpUnkVPgq
— ଓଟିଭି (@otvkhabar) June 5, 2022
- Jun 05, 2022 13:26 IST
ମୁଁ ଶ୍ରୀ ସମୀର ରଂଜନ ଦାସ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ସମୀର...
ମୁଁ ଶ୍ରୀ ସମୀର ରଂଜନ ଦାସ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ସମୀର...#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/hiOk36Qllo
— ଓଟିଭି (@otvkhabar) June 5, 2022
- Jun 05, 2022 13:26 IST
ମୁଁ ଶ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ଅତନୁ...
ମୁଁ ଶ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ଅତନୁ...#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/GtrskEPHCQ
— ଓଟିଭି (@otvkhabar) June 5, 2022
- Jun 05, 2022 13:26 IST
ମୁଁ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ପ୍ରଫୁଲ୍ଲ...
ମୁଁ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ପ୍ରଫୁଲ୍ଲ...#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/S3cHAO6A85
— ଓଟିଭି (@otvkhabar) June 5, 2022
- Jun 05, 2022 13:25 IST
ମୁଁ ଶ୍ରୀମତି ପ୍ରମିଳା ମଲ୍ଲିକ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ପ୍ରମିଳା...
ମୁଁ ଶ୍ରୀମତି ପ୍ରମିଳା ମଲ୍ଲିକ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ପ୍ରମିଳା...#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/SZZk930fhr
— ଓଟିଭି (@otvkhabar) June 5, 2022
- Jun 05, 2022 13:25 IST
ମୁଁ ଶ୍ରୀ ପ୍ରତାପ ଦେବ..ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ପ୍ରତାପ..
ମୁଁ ଶ୍ରୀ ପ୍ରତାପ ଦେବ..ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ପ୍ରତାପ...#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/tJ4vQGcwjk
— ଓଟିଭି (@otvkhabar) June 5, 2022
- Jun 05, 2022 13:25 IST
ମୁଁ ଶ୍ରୀମତି ଉଷା ଦେବୀ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ଉଷା...
ମୁଁ ଶ୍ରୀମତି ଉଷା ଦେବୀ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ଉଷା...#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/ROlEtDq7b2
— ଓଟିଭି (@otvkhabar) June 5, 2022
- Jun 05, 2022 13:24 IST
ମୁଁ ଶ୍ରୀ ଅଶୋକ ପଣ୍ଡା...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ଅଶୋକ..
ମୁଁ ଶ୍ରୀ ଅଶୋକ ପଣ୍ଡା...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ଅଶୋକ...#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/B9hoKnkYw2
— ଓଟିଭି (@otvkhabar) June 5, 2022
- Jun 05, 2022 13:24 IST
ମୁଁ ଶ୍ରୀ ନବ ଦାସ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ନବ...
ମୁଁ ଶ୍ରୀ ନବ ଦାସ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ନବ...#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/PlE0BtQw4d
— ଓଟିଭି (@otvkhabar) June 5, 2022
- Jun 05, 2022 13:24 IST
ମୁଁ ଶ୍ରୀ ପ୍ରଦୀପ ଅମାତ୍, ଇଶ୍ୱରଙ୍କ ନାଁରେ ଶପଥ ନେଉଛି କି...
ମୁଁ ଶ୍ରୀ ପ୍ରଦୀପ ଅମାତ୍, ଇଶ୍ୱରଙ୍କ ନାଁରେ ଶପଥ ନେଉଛି କି...#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/dRHSXcjrlF
— ଓଟିଭି (@otvkhabar) June 5, 2022
- Jun 05, 2022 13:23 IST
ମୁଁ ଶ୍ରୀ ରାଜେନ୍ଦ୍ର ଢୋଲକିଆ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ରାଜେନ୍ଦ୍ର...
ମୁଁ ଶ୍ରୀ ରାଜେନ୍ଦ୍ର ଢୋଲକିଆ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ରାଜେନ୍ଦ୍ର...#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/eWwTERaFil
— ଓଟିଭି (@otvkhabar) June 5, 2022
- Jun 05, 2022 13:23 IST
ମୁଁ ଶ୍ରୀମତି ଟୁକୁନି ସାହୁ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ଟୁକୁନି...
ମୁଁ ଶ୍ରୀମତି ଟୁକୁନି ସାହୁ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ଟୁକୁନି...#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/woH0zatD65
— ଓଟିଭି (@otvkhabar) June 5, 2022
- Jun 05, 2022 13:22 IST
ମୁଁ ଶ୍ରୀ ଅଶ୍ୱିନୀ ପାତ୍ର...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ଅଶ୍ୱିନୀ...
ମୁଁ ଶ୍ରୀ ଅଶ୍ୱିନୀ ପାତ୍ର...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ଅଶ୍ୱିନୀ...#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/yHgyyTbmFI
— ଓଟିଭି (@otvkhabar) June 5, 2022
- Jun 05, 2022 13:22 IST
ମୁଁ ଶ୍ରୀ ପ୍ରୀତିରଂଜନ ଘଡ଼ାଇ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ପ୍ରୀତିରଂଜନ...
ମୁଁ ଶ୍ରୀ ପ୍ରୀତିରଂଜନ ଘଡ଼ାଇ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ପ୍ରୀତିରଂଜନ...#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/PjjRHiA17L
— ଓଟିଭି (@otvkhabar) June 5, 2022
- Jun 05, 2022 13:13 IST
ନବୀନଙ୍କ ନୂଆ ଟିମ୍ର ଏମାନେ ହେଲେ କ୍ୟାବିନେଟ୍ ମନ୍ତ୍ରୀ
ନବୀନଙ୍କ ନୂଆ ଟିମ୍ର ଏମାନେ ହେଲେ କ୍ୟାବିନେଟ୍ ମନ୍ତ୍ରୀ #CabinetReshuffle2022#OTV#ନବୀନଙ୍କନୂଆଟିମ୍pic.twitter.com/I66dJHPvL8
— ଓଟିଭି (@otvkhabar) June 5, 2022
- Jun 05, 2022 12:56 IST
ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଲେ ବାସନ୍ତୀ ହେମ୍ବ୍ରମ
ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଲେ ବାସନ୍ତୀ ହେମ୍ବ୍ରମ#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/3nHEhz4KJI
— ଓଟିଭି (@otvkhabar) June 5, 2022
- Jun 05, 2022 12:48 IST
ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଲେ ଅଶ୍ୱିନୀ ପାତ୍ର
ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଲେ ଅଶ୍ୱିନୀ ପାତ୍ର#CabinetReshuffle2022#OTV#ନବୀନଙ୍କ_ନୂଆ_ଟିମ୍pic.twitter.com/YHTYGXAUUd
— ଓଟିଭି (@otvkhabar) June 5, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)