• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

BJP Leader Bishnu Sethi Passes Away
ଆରପାରିରେ ବିଜେପି ନେତା ବିଷ୍ଣୁ ସେଠୀ

ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। 

Bharat Jodo Yatra
ଓଡ଼ିଶାରେ କଳି ଦିଲ୍ଲୀରେ କୋଳାକୋଳି ! ବିଜେଡି-ବିଜେପିକୁ ଟାର୍ଗେଟ୍ କଲେ ଜୟରାମ ରାମେଶ

ଅକ୍ଟୋବର ୩୧ରୁ କଂଗ୍ରେସ ୨୨୫୦ କିଲୋମିଟର ବ୍ୟାପି ଓଡିଶାରେ ପଦଯାତ୍ରା କରିବ । ଶାସକ ବିଜେଡିର ବିଫଳତା ଲୋକଙ୍କ ଆଗରେ ରଖିବ । ସାରା ଦେଶରେ ବିଜେପି ବିରୋଧରେ ଭାରତ ଯୋଡୋ ପଦଯାତ୍ରା ଚାଲିଥିବା ବେଳେ ଓଡିଶାରେ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରି ପଦଯାତ୍ରା ହେବ ।

States to be penalised for delaying in dispatching PMAY benefits
ଏଣିକି ଧାର୍ଯ୍ୟ ସମୟରେ କାମ ନ ସରିଲେ ଜରିମାନା ଗଣିବେ ରାଜ୍ୟ ସରକାର

ଏହି ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚି ନଥିଲେ ମଧ୍ୟ ମନ୍ତ୍ରୀଙ୍କ ଯୁକ୍ତି ଆମେ ଏସବୁ ପଦକ୍ଷେପ ନେଇ ସାରିଛୁ।

SHG Group
୨୦୨୪ରେ ବିଜେଡିର ମୁଖ୍ୟ ରାଜନୈତିକ ଅସ୍ତ୍ର ହେବେ କି SHG ଗ୍ରୁପ୍‌ ?

ଦଳୀୟ ନେତାଙ୍କ ଅପେକ୍ଷା ଏସ୍ଏଚ୍‌ଜି ଉପରେ ଅଧିକ ଭରସା କରୁଛି କି ଦଳ? ନବୀନ ନିବାସରେ ଚାଲିଛି ଘନ ଘନ ବୈଠକ । ଗୋଟିଏ ପରେ ଗୋଟିଏ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଆସି ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ, ହେଲେ କାହିଁକି ? ଏହା ପଛର ଉଦ୍ଦେଶ୍ୟ କଣ?

Bijay Mohapatra
ରତ୍ନଭଣ୍ତାର ଖୋଲିବାରେ ଅସୁବିଧା କେଉଁଠି ?

‘ରତ୍ନଭଣ୍ଡାର ଖୋଲିବା ବିଳମ୍ବ କରିବା ଅଫିସ୍‌ରଙ୍କ ଏକ ଅହଂଙ୍କାର। ରତ୍ନଭଣ୍ଡାର ଓ ଏହା ଭିତରେ ଥିବା ସମ୍ପତ୍ତି ସୁରକ୍ଷିତ ଅଛି ନା ନାହିଁ ତାହାକୁ ନେଇ ଲୋକଙ୍କ ସନ୍ଦେହ ସରକାରଙ୍କ ଉପରେ ବଢ଼ୁଛି। କାରଣ ଶ୍ରୀମନ୍ଦିର ରକ୍ଷଣାବକ୍ଷଣରେ ବ୍ୟାପକ ଅବହେଳା କରାଯାଇଛି’।

Bharat Jodo Yatra in Odisha from Oct 31
ଅକ୍ଟୋବର ୩୧ରୁ ଓଡ଼ିଶାରେ ହେବ କଂଗ୍ରେସର ଭାରତ ଯୋଡୋ ଯାତ୍ରା

ଓଡ଼ିଶାରେ ପଦଯାତ୍ରା କେବଳ ବିଜେପିକୁ ଟାର୍ଗେଟ୍ କରି ନୁହେଁ ବରଂ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି ଓଡ଼ିଶାରେ ପଦଯାତ୍ରା କରିବୁ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ଏହି ଯାତ୍ରା କ୍ରମରେ ଓଡ଼ିଶାରେ ୨,୨୫୦ କି.ମି. ପଦଯାତ୍ରା ହେବ।

Special story
କାହା ନେତୃତ୍ୱରେ ଏକଜୁଟ ହୋଇପାରିବ କଂଗ୍ରେସ ଦଳ ?

ଅଶୋକ ଗେହଲଟଙ୍କୁ ସଭାପତି କରିବା ସପକ୍ଷରେ ସୋନିଆ

Attack On District Council Member Of Ganjam
ଗାଡ଼ି ଅଟକାଇ ଜିଲ୍ଲା ପରିଷଦ ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ବୁଗୁଡ଼ା ବ୍ଲକ ୪୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗପାଣି ଜେନାଙ୍କୁ କିଛି ଅଜଣା ଦୁର୍ବୃୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। 

Congress
୨୪ ଲଢ଼େଇ ପାଇଁ କଂଗ୍ରେସର ଜୋରଦାର ପ୍ରସ୍ତୁତି, ହେଲେ ସେପଟେ ଅସ୍ତ୍ର ତ୍ୟାଗ କଲେଣି ବିଧାୟକ

ଭୁବନେଶ୍ୱରରେ ଦିଗବିଜୟ ସିଂହ ଓ ଜୟରାମ ରମେଶ । ଭାରତ ଯୋଡ଼ୋ ଅଭିଯାନର ରୂପରେଖ ପ୍ରସ୍ତୁତ ହେବ  ।

Will the Congress 'Bharat Jodo Yatra' succeed
ସଫଳ ହେବ କି କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଅଭିଯାନ ଦେଶବ୍ୟାପୀ ରାଜନୈତିକ ଆଲୋଡନ ସୃଷ୍ଟି କରିଛି। ୫ ମାସ ମଧ୍ୟରେ ଦେଶର ୧୨ଟି ରାଜ୍ୟ ଦେଇ ଏହି ଯାତ୍ରା ଯିବ । ଏହି ଯାତ୍ରା ଦ୍ୱାରା କଂଗ୍ରେସକୁ ଏକ ନୂଆ ପରିଚୟ ମିଳିବ କି? ଏହା ଦଳୀୟ ତଥା ସମର୍ଥକଙ୍କ ମନବଳକୁ ମଜଭୁତ କରିପାରିବ?

Shah Rukh Khan- Modi
ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାହିଁକି ଛୁଟି ନେବାକୁ କହିଲେ ଶାହରୁଖ..?

ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟକ୍ତିତ୍ୱ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

Sonia Gandhi and Rahul Gandhi
କିଏ ହେବେ କଂଗ୍ରେସର ମଙ୍ଗୁଆଳ ? ନିର୍ବାଚନର ନୂଆ ବ୍ୟବସ୍ଥାକୁ ନେଇ ଦ୍ୱନ୍ଦ୍ୱ

ନିର୍ବାଚନ ହେଲେ କି ଉଦ୍ଦେଶ୍ୟ ପୂରଣ ହେବ ଦଳର ?

BJP
ଅସମ୍ଭବ ନୁହେଁ ଅପରାଜୟ ଦାବି କରୁଥିବା ନବୀନ ସରକାରଙ୍କୁ ହରାଇବା: ବିଜେପି

ଅସମ୍ଭବ ନୁହେଁ ଅପରାଜୟ ଦାବି କରୁଥିବା ନବୀନ ସରକାରଙ୍କୁ ହରାଇବା । ପୁରୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷଙ୍କ ଏହି ବାର୍ତ୍ତା ପରେ ଚଳଚଂଚଳ ବିଜେପି ଶିବିର । ତେବେ ଏଥିପାଇଁ ନେତାଙ୍କ ମଧ୍ୟରେ ଏକତା ଜରୁରୀ ବୋଲି ଟୁଇଟ୍ କରି କହିଛନ୍ତି ସାଂସଦ ସୁରେଶ ପୂଜାରୀ । ଏପଟେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ନିଜ ନିଜର ମହତ୍ୱାକାଂକ୍ଷାକୁ ନେଇ ଦଳ ଭିତରେ ଦ୍ୱନ୍ଦ୍ୱ ନଉପୁଜୁ ।

OTM
ପୁଞ୍ଜି ଆଣିବାକୁ ବିଦେଶ ବୁଲୁଛନ୍ତି ସରକାର, ହେଲେ ରାଜ୍ୟରେ ମରି ଯାଉଛି ପୁରୁଣା ସଂସ୍ଥା

ଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗକୁ ନେଇ ବର୍ଷିଲେ ବିରୋଧୀ ।

BJP
ମିଶନ୍ ୨୪ ପାଇଁ ହୁଙ୍କାର ! ସନ୍ତୋଷଙ୍କ ଫର୍ମୁଲା, ଅସମ୍ଭବ ନୁହେଁ ନବୀନଙ୍କୁ ଗାଦିଚ୍ୟୁତ

ଏକ ହୋଇ ଲଢ଼ିବାକୁ ସୁରେଶଙ୍କ ଟ୍ବିଟ୍‌କୁ ନେଇ ଚର୍ଚ୍ଚା । ନବୀନଙ୍କ ୨୫ ବର୍ଷ ସେବାର ବାର୍ତ୍ତା ପହଞ୍ଚାଇବାକୁ ଶଙ୍ଖର ଯୋଜନା।

Rahul Gandhi
ପୁଣି ଅପଦସ୍ତ ରାହୁଲ ! ଭାରତ ଯୋଡ଼ୋ ଯାତ୍ରାରେ ଆକ୍ଟିଭ୍‌ ପକେଟ୍‌ମାର୍‌ ଗ୍ୟାଙ୍ଗ ! ଫଟୋ ଭାଇରାଲ..

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହୋଇଛି ଥଟ୍ଟା ମଜା ।

BJP
ବିଜେପିର ୨୪ ରୋଡମ୍ୟାପ୍

ପଞ୍ଚାୟତ ସ୍ତରରୁ ଲଢ଼େଇ ପାଇଁ ପୁରୀରେ ଗୁରୁମନ୍ତ୍ର। ନେତାଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ. ସନ୍ତୋଷ। ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଅସ୍ତ୍ର କରିବାକୁ ଆହ୍ବାନ। ଓ୍ୱାନ-ଟୁ-ଓ୍ୱାନ ଆଲୋଚନା ସହ ନେତାଙ୍କୁ ଦେଲେ ଟାସ୍କ...

Railway Minister Ashwini Vaishnaw
ଓଡ଼ିଶାରେ ଖୁବଶୀଘ୍ର 5G ସେବା, ରେଡିଏସନ ପ୍ରଭାବକୁ ଖଣ୍ଡନ କଲେ ମନ୍ତ୍ରୀ

ପୁରୀରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା । ରେଡିଏସନ ପ୍ରଭାବ ଆଦୌ ନାହିଁ, ଆଶ୍ୱସ୍ତ ରୁହନ୍ତୁ କହିଲେ ମନ୍ତ୍ରୀ ।

  • Thursday, 15 September 2022
  • 5G
Jayanarayan Mishra
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ, ସମାଲୋଚନା କଲେ ଜୟନାରାୟଣ

ମୁମ୍ବାଇ ଇନଭେଷ୍ଟର୍ସ ମିଟ୍‌କୁ ନେଇ ବିଜେପିର ସମାଲୋଚନା । ଓଡିଶାବାସୀଙ୍କୁ ଭକୁଆ ବନାଉଛନ୍ତି ରାଜ୍ୟ ସରକାର ବୋଲି କହିଲେ ଜୟନାରାୟଣ ।

BJD Youth Leader
ଟ୍ରକ୍‌ ଚୋରି କରୁଥିଲେ ବିଜେଡି ନେତା; ଏବେ ବାନ୍ଧିଲା ପୋଲିସ

ଟ୍ରକ ଚୋରି କରୁଥିଲେ ବିଜେଡି ନେତା। ଏବେ ବାନ୍ଧି ଜେଲରେ ପୂରାଇଲା ପୋଲିସ। ଧର୍ମଶାଳା ଓ ବଡଚଣାରୁ ଟ୍ରକ ଚୋରି କରୁଥିଲେ। କୋଲକାତା ଓ ବିହାରରେ ବିକ୍ରି କରି ରୋଜଗାର କରୁଥିଲେ କୋଟି କୋଟି ଟଙ୍କା। ଚୋରି ମାମଲାର ପର୍ଦ୍ଦାଫାସ କରୁ କରୁ ସାମ୍ନାକୁ ଆସିଥିଲା ବିଜେଡି ନେତାଙ୍କ ଚୋରି ଲିଙ୍କ୍‌। ଏମିତି ଚାଲିଛି ନବୀନଙ୍କ ସ୍ୱଚ୍ଛ ଶାସନ

BJP
ବିଜେପିର ୨୪ ରୋଡ୍‌ମ୍ୟାପ୍, ପଞ୍ଚାୟତ ସ୍ତରରୁ ଲଢ଼େଇ ପାଇଁ ଗୁରୁମନ୍ତ୍ର

ନେତାଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ. ସନ୍ତୋଷ । ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଅସ୍ତ୍ର କରିବାକୁ ଆହ୍ବାନ ।

Bihar CM  Nitish Kumar
କଥା ଦେଲେ ନୀତୀଶ: ୨୪ରେ କ୍ଷମତାକୁ ଆସିଲେ ରାଜ୍ୟକୁ ମିଳିବ ଏମିତି ସୁବିଧା

୨୦୨୪ ନିର୍ବାଚନରେ ବିଜେପି ହଟିବ । କେନ୍ଦ୍ରରେ ବିରୋଧୀ କ୍ଷମତାକୁ ଆସିବ। ଏ ନେଇ ଅଣ୍ଟା ଭିଡିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ (JDU) ମୁଖ୍ୟ ନୀତିଶ କୁମାର। ସେଥିପାଇଁ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଛନ୍ତି ନୀତିଶ କୁମାର ।

 royal guard of Queen Elizabeth II
ମହାରାଣୀ ଏଲିଜାବେଥ୍‌ଙ୍କ ଅନ୍ତିମ ଦର୍ଶନ ବେଳେ ଘଟିଲା ଅଘଟଣ; ବିବିସି ବନ୍ଦକଲା ସିଧାପ୍ରସାରଣ

ଅନ୍ତିମ ଯାତ୍ରାରେ ବାହାରିଥିବା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ କଫିନ ଶେଷରେ ବୁଧବାର ପହଞ୍ଚିଥିଲା ଲଣ୍ଡନର ବକିଂ ହୋମ ପ୍ୟାଲେସ୍‌ରେ । ସେଠାରୁ ୱେଷ୍ଟମିଷ୍ଟର ହଲ୍‌କୁ ନିଆଯାଇଥିଲା ମହାରାଣୀଙ୍କ କଫିନକୁ। ଏହି ସମୟରେ ଘଟିଥିଲା ଏକ ଅଜବ ଘଟଣା ଯାହା କିଛି ସମୟ ପାଇଁ ଉପସ୍ଥିତ ଲୋକଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା । ଏପରିକି ବିବିସିକୁ ଲାଇଭ ଟେଲିକାଷ୍ଟ ବନ୍ଦ କରିବାକୁ ପଡ଼ିଥିଲା।

‘Congress Chhodo Yatra’ begins
'କଂଗ୍ରେସ ଛାଡ଼ ଯାତ୍ରା': ହାତ ଛାଡି ପଦ୍ମ ଧରିଲେ ୮ ବିଧାୟକ

ଏହା ପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟ ସଦାନନ୍ଦ ସେଟ୍‌ ତନାବଡ଼େ କଂଗ୍ରେସର ବିଧାୟକମାନେ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି ଦାବି କରିଥିଲେ।

BJP Strategy
ପଶ୍ଚିମବଙ୍ଗ ଷ୍ଟାଇଲ୍‌ରେ ଓଡ଼ିଶାରେ ହେବ ଲଢ଼େଇ: ବିଜେପି

ପଶ୍ଚିମବଙ୍ଗ ଷ୍ଟାଇଲ୍‌ରେ ଫାଇଟ୍ କରିବୁ। ୨୦୨୪ରେ ବିଜେଡି ସରକାରକୁ ଗାଦିଚ୍ୟୁତ କରିବୁ। ଓଡ଼ିଶାରେ ଶାହାଙ୍କ ମିଶନ ୧୨୦ ପ୍ଳସ୍ ଲକ୍ଷ୍ୟ ହାସଲ ପାଇଁ ପୁରୀ ପ୍ରଶିକ୍ଷଣ ଶିବିରରେ ଦଳ ପ୍ରସ୍ତୁତ କରୁଛି। ଏଥିପାଇଁ ବିସ୍ତୁୃତ ରଣନୀତି ଏଥିସହ ଗତକାଲି ସାଂସଦ ଜୁଏଲ ଓରାମଙ୍କ ବିଜେଡିକୁ ସମୁଦ୍ରରେ ଠେଲିଦେବାକୁ ଧମକ ପରେ ଆଜି ବରିଷ୍ଠ ନେତା ପ୍ରଦୀପ ପୁରୋହିତ ବିଜେଡି ପାଇଁ କାମ କରୁଥିବା ସରକାରୀ କର୍ମଚାରୀଙ୍କୁ ସତର୍କ ରହିବାକୁ ଦେଇଛନ୍ତି ଚେତାବନୀ।