• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

ଚାଷୀଙ୍କ ପାଇଁ ବିଜେପିର ରଣହୁଙ୍କାର । ବିଧାନସଭା ବାହାରରେ କାନ୍ଧରେ ହଳ ଲଙ୍ଗଳ, ରାସ୍ତାରେ ଶଗଡ ଆଉ ଟ୍ରାକ୍ଟରରେ ବସି ବିଧାନସଭା ଆଡ଼େ ମୁହାଁଇଥିଲେ ବିଜେପି ନେତା, କର୍ମୀ ଓ ଚାଷୀ । ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ରାଜଧାନୀରେ ବିଜେପି ଆଜି ଚାଷୀ ସମାବେଶ ଆୟୋଜନ କରିଥିଲା । ଚାଷୀଙ୍କୁ ଠିକ୍‌ରେ ଇନପୁଟ୍ ସବ୍‌ସିଡି ମିଳୁନି, ଚାଷୀ ସାରବିହନ ପାଉନାହାନ୍ତି ।

BJP Politics