Advertisment

ପଦ୍ମପୁର ଉପନିର୍ବାଚନ: ଅପରାଜିତାଙ୍କ ମାରାଥନ୍ ପ୍ରଚାର, ବର୍ଷାଙ୍କୁ ସତ୍ୟବାଦୀର ବୋହୂ କହି ମାରିଲେ ତେରଛା ବାଣ

ପଦ୍ମପୁରରେ ପଦ୍ମ ଫୁଟାଇ ଉପ ନିର୍ବାଚନ ଜିତିବାକୁ ବିଜେପିର ଜୋରଦାର କସରତ । ପ୍ରଚାରର ଶେଷ ପର୍ଯ୍ୟାୟରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମୈଦାନ୍‌ରେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭେଉଁରିଆ, ପୁରେଣା, ଲୁହାରପାଲି, ବାରିକେଳ ପଦ୍ମପୁର ବ୍ଲକର ଚାରି ଚାରିିଟି ସ୍ଥାନରେ ମାରଥନ ପ୍ରଚାର ଆଉ ସବୁଠି ନିଶାନାରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର । ଆଉ ତା ସାଙ୍ଗକୁ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ।

author-image
Sarbeswar

BJD BJP Congress Aparajita Sarangi Odisha Politics
Advertisment
Advertisment