• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Odisha Politics BJD
ସରି ସରି ଆସୁଛି BJD ଆୟୁଷ ! BJP-Congରେ ମିଶିବାକୁ ଗୋଡ଼ ଟେକି ବସିଛନ୍ତି ନେତା

ବିଜେଡି ଘର ସ୍ଥିତି ଦିନକୁ ଦିନ ବିଗୁଡୁଥିବାବେଳେ ନବୀନ କେମିତି ସଂଗଠନକୁ ସୁଦୃଢ କରି ରଖିପାରୁଛନ୍ତି ତାଉପରେ ନଜର।

Mohammed Moquim
କଂଗ୍ରେସକୁ ଆସିବେ ବହୁ ବିଜେଡି ନେତା: ମହମ୍ମଦ ମୋକିମ

ପିସିସି ଗଠନ ହୋଇଯିବା ପରେ ଅନେକ ନେତା କଂଗ୍ରେସକୁ ଆସିବେ । ବିଜେଡି ଦଳର ଅନେକ ନେତା ଆମ ସହିତ ସଂପର୍କରେ ଅଛନ୍ତି ।

EGG HURLED
ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ୫୦ରୁ ଅଧିକ ଅଣ୍ଡା ମାଡ଼

ପୂର୍ବତନ ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ । ଧର୍ମଶାଳା କୁରିକଣା ଠାରେ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି ।

PCC President
ବିନା ମୁରବିରେ ଓଡ଼ିଶା କଂଗ୍ରେସକୁ ୩ ମାସ, ଏଯାଏଁ ନୂଆ ପିସିସି ସଭାପତି ବାଛି ପାରୁନି AICC

ମାସ ମାସ ଧରି ବିନା ମୁରବିରେ ଚାଲିଛି ଓଡ଼ିଶା କଂଗ୍ରେସ। ପିସିସି ସମେତ ଦଳର ସବୁ କମିଟି ଭାଙ୍ଗିବାକୁ ୩ ମାସ ବିତିବାକୁ ଯାଉଛି। ହେଲେ ନୂଆ ମଙ୍ଗୁଆଳ ଏଯାଏଁ ନିଯୁକ୍ତ କରିପାରିନାହିଁ AICC ।

Prasanna Patsani
ବିସ୍ଫୋରକ ଖୁଲାସା କଲେ ପ୍ରସନ୍ନ; କହିଲେ, ବିଜୁଙ୍କୁ ଭାରତ ରତ୍ନ ମିଳିବା ଚାହୁଁନଥିଲେ ପାଣ୍ଡିଆନ

ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ପଠାଇବାକୁ ବିରୋଧ କରିଥିଲେ ପାଣ୍ଡିଆନ । ପାଣ୍ଡିଆନ ବିରୋଧ କରିଥିବା ଖୋଲାଖୋଲି କହିଲେ ପ୍ରସନ୍ନ ପାଟ୍ଟଶାଣୀ ।

Conflict in BJD
କଟକରେ ଜଳ ଜଳ ବିଜେଡି ଗୋଷ୍ଠୀ କନ୍ଦଳ, ନବୀନଙ୍କ ଜନ୍ମଦିନ କାର୍ଯ୍ୟକ୍ରମରେ ଯୋଗଦେଲେନି ମେୟର

ଏହି କାର୍ଯ୍ୟକ୍ରମରେ ମେୟର ସୁବାସ ସିଂ ଓ ସିଏମସି କର୍ପୋରେଟରଙ୍କୁ ଦେଖିବାକୁ ମିଳିନଥିଲା । ଯୁବ ଓ ଛାତ୍ର ବିଜେଡି ଗୋଷ୍ଠୀ ଦେବାଶିଷଙ୍କ କ୍ୟାମ୍ପର ହୋଇଥିବାରୁ ସୁବାଷ ଓ ତାଙ୍କ ଗୋଷ୍ଠୀର କର୍ପୋରେଟରଙ୍କୁ ସେଠାକୁ ଡକାଯାଇନଥିଲା ବୋଲି ଚର୍ଚ୍ଚା ହେଉଛି ।

Amar Satpathy
ଅମରଙ୍କ ବଡ଼ ବୟାନ; କହିଲେ, ବିଜେଡି ଛାଡ଼ିପାରନ୍ତି ଆଉ କିଛି ରାଜ୍ୟସଭା MP

୨ ଜଣ ରାଜ୍ୟସଭା ଏମପିଙ୍କ ପରେ ଆଉ କିଛି ସାଂସଦ ବି ଦଳ ଛାଡ଼ିପାରନ୍ତି । ମୋ ମୂଳ ପ୍ରଶ୍ନର ଉତ୍ତର କେହି ଦେଲେନି, ସଭାପତି ମୁହଁ ଖୋଲୁନାହାନ୍ତି ।

Nayab Singh Saini
ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାଏବ ସିଂ ସୈନୀ

କ୍ରମାଗତ ଦ୍ୱିତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନାଏବ ସିଂ ସୈନୀଙ୍କୁ ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଶପଥ ପାଠ କରାଇଛନ୍ତି ।

BJD Conflict
ଦୋହଲିଲା ଗଞ୍ଜାମର ବିଜେଡି ଗଡ଼

ନିର୍ବାଚନ ବିପର୍ଯ୍ୟୟ ପରେ ବଢୁଛି ବିଜେଡି କନ୍ଦଳ। ନେତା ଖୋଲୁଛନ୍ତି ନିର୍ବାଚନ ପରାଜୟର ଗୁମର। ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ କିପରି ବିଜେଡିକୁ ହରାଇବା ପାଇଁ ଆସ୍କା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ ଯୋଜନା କରିଥିଲେ ତାର ପୋଲ୍ ଖୋଲିଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ।

BJD Conflict
ଦୋହଲିଲା ଗଞ୍ଜାମର ବିଜେଡି ଗଡ଼, ବିପର୍ଯ୍ୟୟର ଗୁମର ଖୋଲିଲେ ପୂର୍ବତନ ବିଧାୟିକା

ନିର୍ବାଚନ ବିପର୍ଯ୍ୟୟ ପରେ ବଢୁଛି ବିଜେଡି କନ୍ଦଳ। ନେତା ଖୋଲୁଛନ୍ତି ନିର୍ବାଚନ ପରାଜୟର ଗୁମର। ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ କିପରି ବିଜେଡିକୁ ହରାଇବା ପାଇଁ ଆସ୍କା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ ଯୋଜନା କରିଥିଲେ ତାର ପୋଲ୍ ଖୋଲିଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ।

 Debashish Samantaray
‘ପାଣ୍ଡିଆନ କେବେ ବି ଆମ ନେତା ନଥିଲେ’

ଗତକାଲି ଦଳର ବରିଷ୍ଠ ନେତା ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀ ଦେଇଥିବା ବୟାନକୁ କାଉଣ୍ଟର କରି ମନ୍ତବ୍ୟ ଦେଇଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ।

Latika Pradhan
ଲତିକା ପ୍ରଧାନଙ୍କ ବିସ୍ଫୋରଣ!! 'ରଞ୍ଜିତା କରୁଛନ୍ତି ଦଳ ବିରୋଧୀ କାର୍ଯ୍ୟ'

ଗଞ୍ଜାମ ବିଜେଡିରେ ବଡ଼ ହଲଚଲ୍ । ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ ।

Politics
ପାଣ୍ଡିଆନଙ୍କ ପାଇଁ ବିଜେଡି ପରାଜିତ ହେଲା

ପାଣ୍ଡିଆନଙ୍କ ପାଇଁ ବିଜେଡି ପରାଜିତ ହେଲା। ଆଉ ତାଙ୍କରି ପାଇଁ ମୁଁ ଦଳ ଛାଡ଼ିଲି।ଆଜି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେଡିକିନ୍ତୁ ଏହାକୁ ଟିକେଟ ନମିଳିବାର ହତାଶାଭାବ କହିଛି। ଅନ୍ୟପଟେ ଆଜି ପୁଣି ବିଜେଡି ଉପରେବର୍ଷି ଅମର ଶତପଥୀ କହିଛନ୍ତି ଆଗକୁ ଓଡ଼ିଶା ରାଜନୀତିରେ ଅନେକ ଘଟଣା ଘଟିବାକୁ ଯାଉଛି।ଯାହାକୁ ନେଇ ଚର୍ଚ୍ଚା ବଢିଛି।

Politics
ଓଡ଼ିଶା ରାଜନୀତିରେ ଆଗକୁ ଅନେକ ଘଟଣା ଘଟିବ: ଅମର ଶତପଥୀ

ପାଣ୍ଡିଆନଙ୍କ ପାଇଁ ବିଜେଡି ପରାଜିତ ହେଲା । ଆଉ ତାଙ୍କରି ପାଇଁ ମୁଁ ଦଳ ଛାଡ଼ିଲି ।

BJD
ତେଜୁଛି ଭୁବନେଶ୍ୱର ବିଜେଡି କନ୍ଦଳ, ସୋ-କଜ୍ ନୋଟିସର ଜବାବ ଦେଲେ ଅମରେଶ-ଲିଟୁ

ଛିଡୁନି ଭୁବନେଶ୍ୱର ବିଜେଡ଼ି ବିବାଦ । ଦୁଇ କର୍ପୋରେଟରଙ୍କୁ କାରଣ ଦର୍ଶାଅ ନୋଟିସର ପରେ ମଧ୍ୟ ଥମୁନି ବୟାନବାଜି ।

Amar Satpathy
ଅମରଙ୍କ ବଡ଼ ବୟାନ; କହିଲେ, ଆଗକୁ ଓଡ଼ିଶା ରାଜନୀତିରେ ବହୁତ କିଛି ଘଟିବାକୁ ଯାଉଛି

ଦଳକୁ ସଜାଡି ଯିବାକୁ ମୋର ଯେଉଁ ମତ ଥିଲା ତାକୁ ଠିକ୍ ଭାବେ ଦଳ ଗ୍ରହଣ କଲାନି । ମୁଁ ଯେହେତୁ ବିଜେଡିରେ ନାହିଁ ସେଥିଲାଗି ବିଜେଡି ସମ୍ପର୍କରେ ମତ ଦେବାକୁ ଠିକ୍ ମନେ କରୁନି ।

Amaresh Jena
ତେଜିଲା ଭୁବନେଶ୍ବର ବିଜେଡି କନ୍ଦଳ, ନାଁ ନନେଇ ଗର୍ଜିଲେ ବାୟାଁ ଓ ଲିଟୁ

ଆଜି ଦୁହେଁ କହିଛନ୍ତି ଜିଲ୍ଲା ସଭାପତିଙ୍କୁ ସୋ-କଜ୍ ନୋଟିସର ଉତ୍ତର ଦିଆଯାଇଛି । ହେଲେ ଯାହାଙ୍କ କଥାରେ ନୋଟିସ୍ ହୋଇଛି, ଯିଏ ଆମ ନାଁରେ ନୋଟିସ୍ କରାଇଛନ୍ତି ସେମାନଙ୍କୁ ବି ସୋ କଜ୍ ନୋଟିସ୍ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

  • Tuesday, 15 October 2024
  • BJD
prasanna patasani
‘ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ, ସେ ପର୍ଯ୍ୟନ୍ତ ବିଜେଡି ଆସିବନି’

ପ୍ରସନ୍ନ ପାଟ୍ଟଶାଣୀ ଆହୁରି କହିଛନ୍ତି ଯେ, ନବୀନଙ୍କ ପ୍ରତି ମୋର ଦୁର୍ବଳତା ଅଛି, କିନ୍ତୁ ପାଣ୍ଡିଆନ ଯୋଗୁଁ ଆମର ଲୋକପ୍ରିୟ ସରକାର ଚାଲିଗଲା ।

ECI
ଆଜି ବାଜିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନୀ ବିଗୁଲ, ଦିନ ୩.୩୦ରେ ଘୋଷଣା ହେବ ତାରିଖ

ଏହି ଦୁଇ ରାଜ୍ୟରେ ଦୁଇରୁ ତିନଟି ପର୍ଯ୍ୟାୟରେ ମତଦାନ ହୋଇପାରେ । ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ଥିବାବେଳେ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି।

BJD Politics
ଚରମରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ

ଚରମରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ। ସ୍ଥିତି ଏମିତି ହେଲାଣି ଯେ, ନିର୍ବାଚନୀ ବିପର୍ଯ୍ୟୟ ପାଇଁ ଦଳକୁ ଟାର୍ଗେଟ୍ କରି ଆସୁଥିବା ବରିଷ୍ଠ ନେତା ଅମର ଶତପଥୀଙ୍କୁ ଆଜି ବିଜେପି ସଂପର୍କର ଷ୍ଟାମ୍ପ ମାରି ସିଧା ଦଳ ଛାଡ଼ି ଚାଲିଯିବାକୁ କୁହାଯାଇଛି। ଯାହାର ଜବାବରେ ଅମର ବି ସେ ଆଉ ବିଜେଡି ସଦସ୍ୟ ନଥିବା କହି ବିସ୍ଫୋରଣ କରିଛନ୍ତି।

BJD Politics
ଅମରଙ୍କ ଅସ୍ତ୍ରରେ ଘାଇଲା ବିଜେଡି; ମେଲୁଛି ଫାଟ, ମୁହାଁମୁହିଁ ହେଉଛନ୍ତି ନେତା

ବିଜେଡିରେ ମେଲୁଛି ଫାଟ, ମୁହାଁମୁହିଁ ନେତା । ଅମରଙ୍କ ଅମୋଘ ଅସ୍ତ୍ରରେ ଘାଇଲା ବିଜେଡି । ପରାମର୍ଶକୁ ଭିନ୍ନ ଦୃଷ୍ଟିରେ ଦେଖି ଦେଖେଇଲା ବିଦା ହେବାର ରାସ୍ତା ।

Baba siddique death accused
ବାବା ସିଦ୍ଦିକି ହତ୍ୟା ମାମଲା; କିଏ ଏହି ୩ ଅଭିଯୁକ୍ତ...ଆଗରୁ ସେମାନେ କରୁଥିଲେ କ’ଣ...

ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ଗୁରୁମେଲ୍‌ ବଲଜିତ ସିଂହ ଏବଂ ଧର୍ମରାଜ ରାଜେଶ କାଶ୍ୟପଙ୍କୁ ଗିରଫ କରାଯାଇଥିବା ବେଳେ ତୃତୀୟ ଅଭିଯୁକ୍ତ ଶିବ କୁମାର ଫେରାର୍।

  • Monday, 14 October 2024
How effective are strong opponents
ଶକ୍ତିଶାଳୀ ବିରୋଧୀ ଦଳର ଆଭିମୁଖ୍ୟ କେତେ ପ୍ରଭାବଶାଳୀ ?

ଲୋକାୟୁକ୍ତ, ସୂଚନା ଆୟୋଗ, ନିର୍ବାଚନ ଆୟୋଗ, ଓଇଆସିର କାର୍ଯ୍ୟ ଠପ୍ ହୋଇପଡିଛି । ପାଣି, ପରିମଳ କଥା ତେଣିକି ଥାଉ, ସ୍ଥିତି ଏଭଳି ହେଲାଣି ଯେ ରାସ୍ତାଘାଟ ମରାମତି ପାଇଁ ମାମଲା ହାଇକୋର୍ଟରେ ପହଂଚିଲାଣି !

BJD
ବଢ଼ିଲା ବିଜେଡି କନ୍ଦଳ: ଲେନିନ୍‌ଙ୍କ ବୟାନ ପରେ ନିଜକୁ ସ୍ୱାଧୀନ କହିଲେ ଅମର

ବଢ଼ିଲା ବିଜେଡି କନ୍ଦଳ। ଅମରଙ୍କୁ ବିଜେଡି ଛାଡ଼ି ପଳାଇବାକୁ କହିଲେ ଲେନିନ୍‌ ମହାନ୍ତି। ବରିଷ୍ଠ ନେତା ଅମର ଶତପଥିଙ୍କ ବିସ୍ଫୋରକ ବୟାନ ପରେ ଲେନିନ୍‌ ଅମରଙ୍କୁ ଏପରି କହିଛନ୍ତି।

  • Monday, 14 October 2024
  • BJD
Baba Siddique
ପ୍ରି-ପ୍ଲାନ୍‌ଡ ମର୍ଡର ! ସିଦ୍ଦିକିଙ୍କ ଘର-ଅଫିସରେ ରେକି କରୁଥିଲେ ଆତତାୟୀ

ଜେରା ବେଳେ ଅଭିଯୁକ୍ତ ମାନେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଆଉ ଜଣେ ଫେରାର୍ ଅଭିଯୁକ୍ତକୁ ଧରିବାକୁ ତନାଘନା ତଦନ୍ତ ଚାଲିଛି।

  • Sunday, 13 October 2024