• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Padampur bypoll
ପଦ୍ମପୁରରେ ଜିତିବା ପାଇଁ କଂଗ୍ରେସ ସହ ମୂଲଚାଲ କରିଥିଲା ବିଜେଡି: ଜୟନାରାୟଣ

ଯେଉଁ ଅଭିଜ୍ଞ ନେତା ସତ୍ୟଭୂଷଣ ସାହୁ ଏଥର ପ୍ରାର୍ଥୀ ହୋଇଥିଲେ, ତାଙ୍କ ପକେଟ୍ ଭୋଟ୍ ବି ଗଲା କୁଆଡ଼େ?

Will there be early elections in Odisha ?
ଓଡ଼ିଶାରେ ହେବ କି ଆଗୁଆ ନିର୍ବାଚନ ? ୨୪ ପୂର୍ବରୁ ଭାଙ୍ଗିବ କି ବିଧାନସଭା?

ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ବିଜେପି କାହିଁକି ଆଶଙ୍କା ପ୍ରକାଶ କରୁଛି?

Why BJD won Padmapur
ପଦ୍ମପୁର ପୁରସ୍କାର; ପ୍ରତିଶ୍ରୁତି ପାଳନର ଅବସର

ପଦ୍ମପୁର ଭୋଟର ଯେଉଁ ରାୟ ଶୁଣାଇଲେ ତାହା ଆଲୋଡନ ସୃଷ୍ଟି କରିଛି! ଏହି ଜନାଦେଶ ରାଜନୈତିକ ସମୀକ୍ଷକଙ୍କୁ ମଧ୍ୟ ନିଶ୍ଚୟ ଚକିତ କରିଥିବ। ପାଖାପାଖି ୪୩ ହଜାର ଭୋଟ୍‌ ବ୍ୟବଧାନ! ଏମିତି କେମିତି ହେଲା? ସାଧାରଣରେ ଏହି ପ୍ରଶ୍ନ ଗୁଞ୍ଜରିତ ହେବାରେ ଲାଗିଛି।

Sushant Singh
ସୁଶାନ୍ତ ସିଂହଙ୍କ ମିଶନ ୧୨୫ ବୟାନକୁ ନେଇ ତେଜିଲା ରାଜନୀତି

୨୦୨୪ରେ ପୁଣି ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ସୁଶାନ୍ତ ।

himachal
ପଦ ଏକ, ଆଶାୟୀ ଅନେକ ! କଂଗ୍ରେସ ହାତରୁ ଚାଲିଯିବନି ତ ହିମାଚଳ ପ୍ରଦେଶ ?

ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବାକୁ ଚାଲିଛି କସରତ

2024 General Elections: Will there be early polls in Odisha
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଙ୍କେତ- ଓଡ଼ିଶାରେ ଆଗୁଆ ହେବ ୨୦୨୪ ନିର୍ବାଚନ !

୨୦୨୪ ନିର୍ବାଚନରେ ପଦ୍ମପୁର ରେଜଲ୍ଟର ପ୍ରଭାବ ପକାଇବ କି ବୋଲି ପ୍ରଶ୍ନରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଶୁଣୁଛି ଏଠି କ’ଣ ଆଗୁଆ ନିର୍ବାଚନ ହେବ।

Gujarat election
ସପ୍ତମ ଇନିଂସ,୨୭ ବର୍ଷର ଶାସନ ! ଗୁଜରାଟ କ୍ରିଜ୍‌ରେ ନଟ୍ ଆଉଟ୍ ବିଜେପି

ଗୁଜରାଟରରେ କାହିଁକି ଅଭେଦ୍ୟ ରହିଛି ବିଜେପି ଗଡ଼ ?

Congress
ଓଡ଼ିଶାରୁ ସଫା ହୋଇଯିବ କି କଂଗ୍ରେସ?

ଓଡ଼ିଶାରୁ ସଫା ହୋଇଯିବ କି କଂଗ୍ରେସ ? କାଲି ସୁର ଚୁମ୍ବକରେ କହିଥିଲେ, ଆଜି ତାରା-ମୋକିମ୍ ଖୋଲା ଖୋଲି ଆଶଙ୍କା କଲେ । ସଦ୍ୟସମାପ୍ତ ପଦ୍ମପୁର ସହ ଗୋଟିଏ ପରେ ଗୋଟିଏ ଉପନିର୍ବାଚନରେ ଖାଲି ଲଜ୍ଜାଜନକ ପରାଜୟ ନୁହେଁ, କଂଗ୍ରେସର ରହୁନି ଅମାନତ ।

padmapur
ପଦ୍ମପୁରରେ ବିଜୟ ପରେ ଫୁଲ ଦମରେ ବିଜେଡ଼ି

ପଦ୍ମପୁରରେ ବିପୁଳ ବିଜୟ ପରେ ପୂରା ଜୋସରେ ବିଜେଡି । ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହା ୪୨ ହଜାରରୁ ଅଧିକ ଭୋଟରେ ବିଜେପିକୁ ମାତ୍ ଦେବା ପରେ ବଢିଛି ଦଳର ଆତ୍ମବିଶ୍ୱାସ ।

Congress
ଓଡ଼ିଶାରୁ ସଫା ହୋଇଯିବ କି କଂଗ୍ରେସ ? ପଦ୍ମପୁର ରେଜଲ୍ଟ ପରେ ଦଳର ୩ ଟାଣୁଆ ବିଧାୟକଙ୍କ ଶଙ୍କା

ଯେଉଁ କଂଗ୍ରେସ ଦଶନ୍ଧୀ ଦଶନ୍ଧୀ ଧରି ଓଡ଼ିଶାର କ୍ଷମତା ରଜ୍ଜୁ ନିଜ ହାତରେ ରଖିଥିଲା, ଆଜି ଅସ୍ଥିତ୍ୱ ହରାଇବା ସ୍ଥିତିକୁ ଆସିଗଲାଣି ଯାହାର ସଦ୍ୟ ପ୍ରମାଣ ମିଳିଛି ପଦ୍ମପୁର ଉପନିର୍ବାଚନ ଫଳାଫଳରୁ ।

padmapur
ରାଜ୍ୟ ରାଜନୀତି ଉପରେ କି ପ୍ରଭାବ ପକାଇବ ପଦ୍ମପୁର ଫଳ ?

ଧାମନଗର ପରାଜୟ ପରେ ଫର୍ମ ହରାଇଥିବା ଶଙ୍ଖଦଳକୁ ପୁଣି ମିଳିଗଲା ଜୋସ୍,୨୪ ନିର୍ବାଚନରେ କିଛି ପ୍ରଭାବ ପଡ଼ିବନି କହିଲେ ବିରୋଧୀ

Mohammed Moquim
‘ନୋଟା ସହ କଂଗ୍ରେସର ଭୋଟ ହାର ସମାନ’

ଦଳର ସୋ କଲ୍ଡ ସିନିୟର ନେତା ଏବେ ଦଳର ଆସେଟ୍ ନୁହଁନ୍ତି । ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍

Why BJP And Congress Defeat In Padampur Bypoll
କାହିଁକି ପଦ୍ମପୁରରେ ହାରିଲା ବିଜେପି ଓ କଂଗ୍ରେସ ? ଚାଲିଛି କାରଣ ଖୋଜା...

ଧାମନଗର ଓ ପଦ୍ମପୁରରେ ଅମାନତ ଗଲା।  ଏବେ ସମୟ ଆସିଛି ତର୍ଜମା କରିବାକୁ ହେବ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି।

Gujarat BJP Record
ଗୁଜରାଟରେ ରେକର୍ଡ କଲା, ଇତିହାସ ଲେଖିଲା ବିଜେପି..

ଗୁଜରାଟରେ ବଡ଼ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି,  ଜନାଦେଶ ଅଭିଭୂତ କରିଛି । ଗୁଜରାଟରେ ଏଥର ଚମତ୍କାର ହୋଇଛି ।

Sonia Gandhi birthday know how Sonia and rajiv Gandhi met and get married
ଇଟାଲୀର ଝିଅ ସୋନିଆ ଗାନ୍ଧୀ କେମିତି ହେଲେ ଭାରତର ବୋହୂ

ଭାରତୀୟ ରାଜନୀତିରେ ସୋନିଆ ଗାନ୍ଧୀ ଏକ ସକ୍ରିୟ ନାଁ। କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କ ଆଜି ଜନ୍ମଦିନ। ଏହି ଅବସରରେ ଆସନ୍ତୁ ଜାଣିନେବା ସେ କିପରି ରାଜୀବ ଗାନ୍ଧୀଙ୍କ ପ୍ରେମରେ ପଡିଲେ ଆଉ କେମିତି ଅମିତାଭ ବଚ୍ଚନଙ୍କ ଘରେ ହେଲା ତାଙ୍କର ବିବାହ।

PM Modi attacks Congress in election victory speech
'ଜନତାଙ୍କ ନିକଟରେ ନତମସ୍ତକ, ଜନାଦେଶ ଅଭିଭୂତ କରିଛି'

ଦେଶହିତରେ ଆମେ ବଡ଼ରୁ ବଡ଼ ନିଷ୍ପତ୍ତି ନେଇଛୁ କହିଲେ ମୋଦି।

Congress
ହିମାଚଳରେ ଜାରି ରହିଲା ନୋ ରିପିଟ୍ ଟ୍ରେଣ୍ଡ୍ ! ପଦ୍ମକୁ ହଟାଇ କ୍ଷମତାକୁ ଫେରିଲା ହାତ

କଂଗ୍ରେସ ସପକ୍ଷରେ ହିମାଚଳ ଜନାଦେଶ, ଅନ୍ତର୍ବିବାଦ ବିଜେପିକୁ କାଳ ହୋଇଥିବା ଚର୍ଚ୍ଚା

Padampur Bypoll
ଧାମନଗରରେ ଜୋର୍ କା ଝଟକା, ପଦ୍ମପୁରରେ ସାନଦାର ଜିତ୍ ! କିପରି ବିଜୟ ଧାରାକୁ ଫେରିଲା ଶଙ୍ଖ ଦଳ ?

ମାସକ ଭିତରେ ବିଜେଡି ପାଇଁ କେମିତି ବଦଳିଗଲା ସ୍ଥିତି ?

cmo
ପଦ୍ମପୁରବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ ହେବ: ନବୀନ

ବିଜୟ ଲାଗି ପଦ୍ମପୁରବାସୀଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି।

Gujarat Election
ଗୁଜରାଟରେ ପଦ୍ମର ପ୍ରଚଣ୍ଡ ବିଜୟ :୧୫୬ ଆସନରେ ଜିତି ବିଜେପିର ସର୍ବକାଳୀନ ରେକର୍ଡ

ମୋଦି ହାଓ୍ୱାରେ ହାତ ସାଫ୍, ଆପ୍ ବି ଏକଦମ୍ ଫେଲ

padmapur bypoll
କାହିଁକି ପଦ୍ମପୁରରେ ଜିତିଲା ବିଜେଡି ? ଜାଣନ୍ତୁ ୫ ପ୍ରମୁଖ କାରଣ

ଅତି ନିକଟରେ ଧାମନଗର ଉପ-ନିର୍ବାଚନରେ ବିଜୟ ଧ୍ୱଜା ଉଡ଼ାଇଥିବା ବିଜେପିର କାହିଁକି ପଦ୍ମପୁରରେ ହେଲା ପରାଜୟ ?

BJD's Barsha Singh Bariha
ପଦ୍ମପୁରରେ ବିଜେଡିର ବମ୍ପର ବିଜୟ ! ୪୨ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବାଜି ମାରିଲେ ବର୍ଷା

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ହରାଇଲେ ବିଜେଡି ପ୍ରାର୍ଥିନୀ ବର୍ଷା

Bhupendra Patel
ଗୁଜରାଟରେ ବିଜେପିର ବିପୁଳ ବିଜୟ...୧୨ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ୍

ଶପଥ ଗ୍ରହଣରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ମୋଦି

Barsha Singh Bariha
ପଦ୍ମପୁରରେ କାମ ଦେଲାନି ବିଜେପିର ଧାମନଗର ଫର୍ମୁଲା ! ବାଜି ମାରିନେଲେ ବର୍ଷା

ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ