• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Police Dgp

Naba Das
ନବ ଦାସଙ୍କ ମର୍ଡର ପଛରେ ପ୍ରକୃତରେ କାହାର ଅଛି ହାତ?

ନବ ଦାସଙ୍କ ମର୍ଡର ପଛରେ ପ୍ରକୃତରେ କାହାର ଅଛି ହାତ? କାହିଁକି ମନ୍ତ୍ରୀଙ୍କୁ ମାରିଲେ ପୋଲିସ ASI ? କୋଇଲା ପାଇଁ ଚାଲିଗଲା କି ଜୀବନ?

PSO
ନେତାଙ୍କୁ ଖାଉଛି ଖାକି ଡର

ପୋଲିସ ଗୁଳିରେ ମନ୍ତ୍ରୀଙ୍କ ପ୍ରାଣ ଯିବା ପରେ ଏବେ ନେତାଙ୍କୁ ଖାଉଛି ଖାକି ଡର। କେତେବେଳେ କାହା ସାଙ୍ଗରେ କଣ ହେବ କିଏ କହିବ? ମିଡିଆକୁ ପ୍ରତିକ୍ରିୟା ଦେଇ ନେତା କହିଲେ

politics heats up in odisha after naba das death
ପାୱାର କରିଡରରେ ହଲଚଲ

ମନ୍ତ୍ରୀଙ୍କୁ ହତ୍ୟା କରାଗଲା, ପାୱାର କରିଡର ହଲଚଲ ହେଲା। କେତେବେଳେ ଡିଜିପିଙ୍କ ଅଫିସରେ ତ ଆଉ କେତେବେଳେ ଆଉ କୋଉଠି ବସୁଛି ବୈଠକ

Naba Das Murder Case
ଏଭଳି ଘଟଣା କେମିତି ଘଟିଲା ପ୍ରଭୁ ଜଗନ୍ନାଥଙ୍କୁ ଜଣା: ଡିଜିପି

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ବହିଷ୍କୃତ ପୋଲିସ ASI ? ଛକ ମଝିରେ, ସ୍ପଷ୍ଟ ଦିବା ଲୋକରେ ଏବଂ ସମର୍ଥକଙ୍କ ଭିତରେ ପଶି କାହିଁକି ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ପଏଣ୍ଟ ବ୍ଲାଙ୍କରେ ଗୁଳିକଲା ଗୋପାଳକୃଷ୍ଣ ଦାସ ? ତାହା କେବଳ ସେହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହିଁ ଜଣା।

Odisha Congress
164 ଧାରାରେ କାହିଁକି ଗୋବିନ୍ଦ ସାହୁର ବୟାନ ରେକର୍ଡ଼ ହୋଇନି?

କଂଗ୍ରେସ ଟାର୍ଗେଟ୍‌ରେ ସରକାର। ପ୍ରେସମିଟ୍‌ କରି ଦଳ କହିଲା, ଶାସକ ଦଳର ନେତା ଓ ପ୍ରଶାସନ ଏଠି ଏକାଠି ହୋଇ ରହିଛନ୍ତି