5T ସଚିବଙ୍କ ଗସ୍ତକୁ ନେଇ ନବୀନଙ୍କୁ ଅପରାଜିତାଙ୍କ ଟାର୍ଗେଟ୍ ।
ଫୋକସରେ ୨୦୧୯ରେ ହାରିଥିବା ୯ ଲୋକସଭା ଓ ୩୩ ବିଧାନସଭା ସିଟ୍। ବିଜେଡି ନେତାଙ୍କୁ ଟିକେଟର ଗ୍ରୀନ୍ ସିଗନାଲ୍ ସହ ଗ୍ରାଉଣ୍ଡ ୱାର୍କକୁ ଗୁରୁତ୍ୱ ଦେଇ ବିଜୟକୁ ସୁନିଶ୍ଚିତ କରିବା ଦିଗରେ କାମ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏନେଇ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଥିବା ସୂଚନା ମିଳିଛି।
ଏକ ବଡ଼ ବୟାନ ଦେଇଛନ୍ତି ଶିବସେନା ନେତା ଆଦିତ୍ୟ ଠାକରେ ।
ଏବେ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି। ଆଗକୁ ଏହା ବିସ୍ପୋରଣ ହେବ ବୋଲି କହିଛନ୍ତି ମନମୋହନ ସାମଲ।
ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ। ପୁଣି ଏମିତି କହି 5T ସଚିବଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଖୋର୍ଦ୍ଧା ମଳିପଡ଼ାରେ ଜୋନସ୍ତରୀୟ ମିଟିଂରେ 5T ସଚିବଙ୍କୁ ସେ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅସୁସ୍ଥ କହି ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା କଥା ସେ କହିଛନ୍ତି । ଏମିତିକି ଏବେ ୪ ବର୍ଷ ହେଲା ଏହା ଚାଲିଛି । ମୁଖ୍ୟମନ୍ତ୍ରୀ କାହିଁକି ବାହାରିବେନି କି କାହିଁକି ଘୋଷଣା କରିବେନି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଦଳରେ 5T ସଚିବ ସବୁଆଡ଼େ ଗସ୍ତ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ କାହିଁକି ବାହାରିବେନି କି କାହିଁକି ଘୋଷଣା କରିବେନି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଦଳରେ 5T ସଚିବ ସବୁଆଡ଼େ ଗସ୍ତ କରୁଛନ୍ତି ।
ସିସୋଦିଆଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ୫୨ କୋଟିର ସମ୍ପତ୍ତି ଆଟାଚ୍ କରିଛି ଇଡି ।
ଖୁବ୍ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ୨୪ ନିର୍ବାଚନ ପୂର୍ବରୁ ପିଏମ ମୋଦିଙ୍କ ବଡ଼ ପ୍ରସ୍ତୁତି । ମନ୍ତ୍ରିମଣ୍ଡଳରୁ ବାଦ ପଡି ସଂଗଠନକୁ ଫେରିପାରନ୍ତି କିଛି ହେଭିୱେଟ୍ । ସାମିଲ ହୋଇପାରନ୍ତି କିଛି ନୂଆ ଚେହେରା । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁଯାୟୀ କିଏ ପଡିବେ ବାଦ୍ କିଏ ସାମିଲ ହେବେ, ସେ ନେଇ ପ୍ରସ୍ତୁତ ହେଉଛି ତାଲିକା ।
ମନ୍ତ୍ରିମଣ୍ଡଳରୁ ବାଦ ନ ପଡିଲେ ବି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିଭାଗ ବଦଳିପାରେ ବୋଲି ମଧ୍ୟ ଚର୍ଚ୍ଚା। ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ନେଇ ତାଙ୍କ ବିଭାଗ ବଦଳାଇପାରନ୍ତି ପ୍ରଧାନମନ୍ତ୍ରୀ।
ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୪ ରାଜ୍ୟରେ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛି ବିଜେପି । ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ଓ ତେଲେଙ୍ଗାନା ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ପ୍ରହଲ୍ଲାଦ ଯୋଶୀଙ୍କୁ ରାଜସ୍ଥାନ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିପରି ନିତିନ ପଟେଲ ଓ କୁଲଦୀପ ବିଷ୍ଣୋଇ ରାଜସ୍ଥାନର ନିର୍ବାଚନ ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଓମ୍ ପ୍ରକାଶ ମାଥୁର ଛତିଶଗଡ଼ର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିବାବେଳେ ମନସୁଖ ମାଣ୍ଡଭୀୟ ନିର୍ବାଚନ ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି ।
ପ୍ରହଲ୍ଲାଦ ଯୋଶୀଙ୍କୁ ରାଜସ୍ଥାନ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିପରି ନିତିନ ପଟେଲ ଓ କୁଲଦୀପ ବିଷ୍ଣୋଇ ରାଜସ୍ଥାନର ନିର୍ବାଚନ ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି ।
ତଳ କୋର୍ଟଙ୍କ ନିଷ୍ପତ୍ତିକୁ ଗୁଜରାଟ ହାଇକୋର୍ଟ କାଏମ ରଖିଛନ୍ତି। ରାହୁଲଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ କାଏମ ରଖିଛନ୍ତି।
ନିର୍ବାଚନ ପୂର୍ବରୁ ଗୋଷ୍ଠୀକନ୍ଦଳ ଦୂର ପାଇଁ ଜୋରଦାର ପ୍ରୟାସ ଶଙ୍ଖ ଦଳର ଏହି ପ୍ରୟାସ ଭିତରେ ପ୍ରଥମେ ପଡିଛି ସମ୍ବଲପୁରର ପାଳି । ନିକଟରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଦଳର ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ବଲପୁର ଗସ୍ତବେଳେ ଦେଖିବାକୁ ମିଳିଥିଲା ଗୋଷ୍ଠୀ ବିବାଦ ।
କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଆଗକୁ ବଡ଼ ଆନ୍ଦୋଳନ ପାଇଁ ଯୁବ ବିଜେଡି କାର୍ଯ୍ୟକାରିଣୀରେ ବ୍ଲୁ-ପ୍ରିଣ୍ଟ ।
ସଂଗଠନ ମଜଭୁତ ଉପରେ ଫୋକସ୍, ଗାଦି ଦଖଲ ପାଇଁ ରାଜ୍ୟ ମୁଖିଆଙ୍କୁ ଦିଆଗଲା ପ୍ଲାନ୍ ।
ବିଜେପି ଫୋକସରେ ୨୪ ସାଧାରଣ ନିର୍ବାଚନ । ପୂର୍ବାଂଚଳ ରାଜ୍ୟ ଗୁଡିକରୁ ଅଧିକ ସିଟ୍ ଜିତିବାକୁ ଆରମ୍ଭ ହେଲା ଷ୍ଟ୍ରାଟେଜି । କେନ୍ଦ୍ରରେ ହାଟ୍ରିକ୍ ବିଜୟ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ ।
ଡିିଏନ କମ୍ପାନୀ ଉପରେ ଆଇଟି ରେଡ୍ ପ୍ରସଙ୍ଗକୁ ନେଇ ବିଜେପିର ସାଂଘାତିକ ଅଭିଯୋଗ। ବ୍ୟବସାୟୀଙ୍କ ସହ ତୃତୀୟ ମହଲାର ସଂପର୍କ ରହିଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ।
ଉଦ୍ଧବ ଓ ଶରଦଙ୍କ ପରିଣତି ଭୋଗିବେ କି ନୀତୀଶ? ମହାରାଷ୍ଟ୍ରରେ ଗତବର୍ଷ ଶିବସେନା ଏବଂ ଏବର୍ଷ ଏନ୍ସିପି ଦୁଇଫାଳ ହୋଇଯିବା ପରେ ବିହାରରେ ବି ଆଗକୁ ରାଜନୈତିକ ଛକାପଞ୍ଝା ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
ନିର୍ବାଚନ ପୂର୍ବରୁ ପୂର୍ବାଞ୍ଚଳ ରାଜ୍ୟକୁ ନେଇ ମାନସମନ୍ଥନ । ଆଜି ଗୌହାଟୀରେ ବିଜେପିର ବଡ଼ ବୈଠକ, ଫୋକସରେ ରହିଛି ଓଡ଼ିଶା ।
ନିଜ ସହ ୨୯ ବିଧାୟକଙ୍କୁ ଏକାଠି ମଞ୍ଚରେ ବସାଇ ରଣହୁଙ୍କାର ଦେଇଛନ୍ତି ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଏହି ମଞ୍ଚରୁ ଖୋଲାଖୋଲି ଭାବେ ଦାଦା ଶରଦଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।
ମୁମ୍ବାଇରେ ସିନିୟର ଓ ଜୁନିୟର ପାୱାରଙ୍କ ଶକ୍ତି ପ୍ରଦର୍ଶନ। ନିଜ ନିଜ ସମର୍ଥିତ ବିଧାୟକଙ୍କୁ ମଞ୍ଚରେ ବସାଇ ପରସ୍ପରକୁ ଚ୍ୟାଲେଞ୍ଜ କରିଛନ୍ତି କରିଛନ୍ତି ଶରଦ ଓ ଅଜିତ ପାୱାର। ସେପଟେ ଦଳର ନାଁ ଓ ଚିହ୍ନ ମାମଲା ପହଞ୍ଚିଛି ନିର୍ବାଚନ କମିଶନଙ୍କ ନିକଟରେ।
ଓଡ଼ିଶାରେ କ୍ଷମତା ଦଖଲ ପାଇଁ ଗୌହାଟୀରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେପି । ୨୦୨୪ରେ କେନ୍ଦ୍ରରେ ମୋଦି ଓ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ଆସନ୍ତାକାଲି ପୂର୍ବାଂଚଳ ରାଜ୍ୟଗୁଡିକୁ ନେଇ ବସିବ ବଡ଼ ବୈଠକ
ତେବେ କେଉଁଠି ଲାଗିଛି କେତେ ଟଙ୍କା ? କିଏ ସେହି ପ୍ରଭାବଶାଳୀ ବ୍ୟକ୍ତିମାନେ ?
ବିଜୟର ମନ୍ତ୍ର ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିପାଇଁ ରାଜ୍ୟ ବିଜେପିର ପୂରା ଟିମ୍ ଗୌହାଟୀ ଯାଇଛି।