ନିବିଡ଼ ହେଉଛି କି ବିଜେପି-ବିଜେଡି ସଂପର୍କ ? ମଧୁର ସଂପର୍କ, ପ୍ରଶଂସା ଭିତରେ କ୍ଷୁର୍ଣ୍ଣ ହେଉଛି କି ନବୀନଙ୍କ ଭାବମୂର୍ତ୍ତି ? ଆଗକୁ ପଦ୍ମ-ଶଙ୍ଖ ଦଳ ଭିତରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେବ କି ? କର୍ମୀଙ୍କ ମଧ୍ୟରେ ବଢୁଛି ଦ୍ୱନ୍ଦ୍ୱ, ଲୋକଙ୍କ ମଧ୍ୟରେ ଉପୁଜୁଛି ସନ୍ଦେହ ନିକଟ ଅତୀତର କିଛି ଘଟଣା କ୍ରମ ଏଭଳି ପ୍ରଶ୍ନ ସୃଷ୍ଟି କରିଛି।
Published By: Tanmay Kumar Mahalik
Last updated: 10 August 2023, 10:06 PM IST
ପୁଣି ବଢିଲା ରାସନ କାର୍ଡ e-KYC ଅପଡେଟ୍ ଡେଡଲାଇନ୍। ପୂର୍ବ ଘୋଷିତ ଶେଷ ତାରିଖକୁ ଆଉ ଥରେ ବଢାଇଲେ ରାଜ୍ୟ ସରକାର। ରାସନକାର୍ଡ ହିତାଧିକାରୀଙ୍କୁ ନୂଆ କାର୍ଡ ଦେବା ପୂର୍ବରୁ ପୂର୍ବ ନିର୍ଦ୍ଧାରିତ ଡେଡଲାଇନ୍ ଜାନୁଆରୀ ୩୧କୁ ଆସନ୍ତା ଫେବ୍ରୁଆରୀ ୧୫ ଯାଏଁ ବୃଦ୍ଧି ଘୋଷଣା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।