• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Congress
ଓଡ଼ିଶାରୁ ସଫା ହୋଇଯିବ କି କଂଗ୍ରେସ ? ପଦ୍ମପୁର ରେଜଲ୍ଟ ପରେ ଦଳର ୩ ଟାଣୁଆ ବିଧାୟକଙ୍କ ଶଙ୍କା

ଯେଉଁ କଂଗ୍ରେସ ଦଶନ୍ଧୀ ଦଶନ୍ଧୀ ଧରି ଓଡ଼ିଶାର କ୍ଷମତା ରଜ୍ଜୁ ନିଜ ହାତରେ ରଖିଥିଲା, ଆଜି ଅସ୍ଥିତ୍ୱ ହରାଇବା ସ୍ଥିତିକୁ ଆସିଗଲାଣି ଯାହାର ସଦ୍ୟ ପ୍ରମାଣ ମିଳିଛି ପଦ୍ମପୁର ଉପନିର୍ବାଚନ ଫଳାଫଳରୁ ।

padmapur
ରାଜ୍ୟ ରାଜନୀତି ଉପରେ କି ପ୍ରଭାବ ପକାଇବ ପଦ୍ମପୁର ଫଳ ?

ଧାମନଗର ପରାଜୟ ପରେ ଫର୍ମ ହରାଇଥିବା ଶଙ୍ଖଦଳକୁ ପୁଣି ମିଳିଗଲା ଜୋସ୍,୨୪ ନିର୍ବାଚନରେ କିଛି ପ୍ରଭାବ ପଡ଼ିବନି କହିଲେ ବିରୋଧୀ

Mohammed Moquim
‘ନୋଟା ସହ କଂଗ୍ରେସର ଭୋଟ ହାର ସମାନ’

ଦଳର ସୋ କଲ୍ଡ ସିନିୟର ନେତା ଏବେ ଦଳର ଆସେଟ୍ ନୁହଁନ୍ତି । ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍

Why BJP And Congress Defeat In Padampur Bypoll
କାହିଁକି ପଦ୍ମପୁରରେ ହାରିଲା ବିଜେପି ଓ କଂଗ୍ରେସ ? ଚାଲିଛି କାରଣ ଖୋଜା...

ଧାମନଗର ଓ ପଦ୍ମପୁରରେ ଅମାନତ ଗଲା।  ଏବେ ସମୟ ଆସିଛି ତର୍ଜମା କରିବାକୁ ହେବ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି।

Gujarat BJP Record
ଗୁଜରାଟରେ ରେକର୍ଡ କଲା, ଇତିହାସ ଲେଖିଲା ବିଜେପି..

ଗୁଜରାଟରେ ବଡ଼ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି,  ଜନାଦେଶ ଅଭିଭୂତ କରିଛି । ଗୁଜରାଟରେ ଏଥର ଚମତ୍କାର ହୋଇଛି ।

Sonia Gandhi birthday know how Sonia and rajiv Gandhi met and get married
ଇଟାଲୀର ଝିଅ ସୋନିଆ ଗାନ୍ଧୀ କେମିତି ହେଲେ ଭାରତର ବୋହୂ

ଭାରତୀୟ ରାଜନୀତିରେ ସୋନିଆ ଗାନ୍ଧୀ ଏକ ସକ୍ରିୟ ନାଁ। କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କ ଆଜି ଜନ୍ମଦିନ। ଏହି ଅବସରରେ ଆସନ୍ତୁ ଜାଣିନେବା ସେ କିପରି ରାଜୀବ ଗାନ୍ଧୀଙ୍କ ପ୍ରେମରେ ପଡିଲେ ଆଉ କେମିତି ଅମିତାଭ ବଚ୍ଚନଙ୍କ ଘରେ ହେଲା ତାଙ୍କର ବିବାହ।

PM Modi attacks Congress in election victory speech
'ଜନତାଙ୍କ ନିକଟରେ ନତମସ୍ତକ, ଜନାଦେଶ ଅଭିଭୂତ କରିଛି'

ଦେଶହିତରେ ଆମେ ବଡ଼ରୁ ବଡ଼ ନିଷ୍ପତ୍ତି ନେଇଛୁ କହିଲେ ମୋଦି।

Congress
ହିମାଚଳରେ ଜାରି ରହିଲା ନୋ ରିପିଟ୍ ଟ୍ରେଣ୍ଡ୍ ! ପଦ୍ମକୁ ହଟାଇ କ୍ଷମତାକୁ ଫେରିଲା ହାତ

କଂଗ୍ରେସ ସପକ୍ଷରେ ହିମାଚଳ ଜନାଦେଶ, ଅନ୍ତର୍ବିବାଦ ବିଜେପିକୁ କାଳ ହୋଇଥିବା ଚର୍ଚ୍ଚା

Padampur Bypoll
ଧାମନଗରରେ ଜୋର୍ କା ଝଟକା, ପଦ୍ମପୁରରେ ସାନଦାର ଜିତ୍ ! କିପରି ବିଜୟ ଧାରାକୁ ଫେରିଲା ଶଙ୍ଖ ଦଳ ?

ମାସକ ଭିତରେ ବିଜେଡି ପାଇଁ କେମିତି ବଦଳିଗଲା ସ୍ଥିତି ?

cmo
ପଦ୍ମପୁରବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ ହେବ: ନବୀନ

ବିଜୟ ଲାଗି ପଦ୍ମପୁରବାସୀଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି।

Gujarat Election
ଗୁଜରାଟରେ ପଦ୍ମର ପ୍ରଚଣ୍ଡ ବିଜୟ :୧୫୬ ଆସନରେ ଜିତି ବିଜେପିର ସର୍ବକାଳୀନ ରେକର୍ଡ

ମୋଦି ହାଓ୍ୱାରେ ହାତ ସାଫ୍, ଆପ୍ ବି ଏକଦମ୍ ଫେଲ

padmapur bypoll
କାହିଁକି ପଦ୍ମପୁରରେ ଜିତିଲା ବିଜେଡି ? ଜାଣନ୍ତୁ ୫ ପ୍ରମୁଖ କାରଣ

ଅତି ନିକଟରେ ଧାମନଗର ଉପ-ନିର୍ବାଚନରେ ବିଜୟ ଧ୍ୱଜା ଉଡ଼ାଇଥିବା ବିଜେପିର କାହିଁକି ପଦ୍ମପୁରରେ ହେଲା ପରାଜୟ ?

BJD's Barsha Singh Bariha
ପଦ୍ମପୁରରେ ବିଜେଡିର ବମ୍ପର ବିଜୟ ! ୪୨ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବାଜି ମାରିଲେ ବର୍ଷା

ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ହରାଇଲେ ବିଜେଡି ପ୍ରାର୍ଥିନୀ ବର୍ଷା

Bhupendra Patel
ଗୁଜରାଟରେ ବିଜେପିର ବିପୁଳ ବିଜୟ...୧୨ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ୍

ଶପଥ ଗ୍ରହଣରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ମୋଦି

Barsha Singh Bariha
ପଦ୍ମପୁରରେ କାମ ଦେଲାନି ବିଜେପିର ଧାମନଗର ଫର୍ମୁଲା ! ବାଜି ମାରିନେଲେ ବର୍ଷା

ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ

Padampur Bypoll Result
କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ପଦ୍ମପୁରବାସୀ ?

କାହାର ହେବ ପଦ୍ମପୁର ? କିଏ ମାରିବ ବାଜିବ ? କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ପଦ୍ମପୁରବାସୀ ?  ଆଜି ସବୁକିଛି ସ୍ପଷ୍ଟ ହୋଇଯିବ।

padampur gujarat himachal pradesh election results
ପଦ୍ମପୁର ଜିତିଲା ବିଜେଡି

ଆସିଲା ଗୁଜରାଟ ଓ ହିମାଚଳ ପ୍ରଦେଶର ରେଜଲ୍ଟ । ଏହି କ୍ରମରେ ପଦ୍ମପୁର

  • Thursday, 08 December 2022
padmapur bypoll
କିଏ ଜିତିବ ପଦ୍ମପୁର ବାଜି ? କାଲି ଆସିବ ଜନତାଙ୍କ ରାୟ

କିଏ ଜିତିବ ପଦ୍ମପୁର ବାଜି ? କାହାକୁ ନେତା ବାଛିଛନ୍ତି ଜନତା ? କାଲି ଖୋଲିବ ଇଭିଏମ୍‌ରେ କଏଦ୍ ପ୍ରାର୍ଥୀଙ୍କ ଭାଗ୍ୟ... ଜନତାଙ୍କ ରାୟ। ତେଣୁ ମତ ଗଣନା ପାଇଁ ପଦ୍ମପୁର RMRC ମାର୍କେଟ ୟାର୍ଡରେ ବ୍ୟାପକ ବନ୍ଦୋବସ୍ତ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ୍। ୧୪ଟି ଟେବୁଲ୍‌ରେ ୨୩ ରାଉଣ୍ଡରେ ଗଣତି ହେବ। ମୋଟ୍ ୩୧୯ଟି ବୁଥ୍‌ର ଭୋଟ୍ ସକାଳ ୮ଟାରୁ ଆରମ୍ଭ ହେବ ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା ପରେ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍ ଭୋଟ୍‌ କାଉଣ୍ଟିଂ। ସବୁ ବୁଥ୍‌ର ଗଣତି ସରିଲେ ୫ଟି ବୁଥ୍‌ର ଭିଭିପାଟ୍ ଗଣତି କରାଯିବ।

General Election 2024
ବିଜେଡିକୁ ଘାରିିଲାଣି ୨୪ ନିର୍ବାଚନ ଚିନ୍ତା

ଧାମନଗର ଝଟକା ପରେ ପଦ୍ମପୁର ବାଜି ଜିତିବା ନେଇ ବିଜେଡି ଫୁଲ୍ କନ୍ଫିଡେଣ୍ଟ। ତେବେ ଏ ଦୁଇ ବାଇ-ଇଲେକ୍ସନ ଅପେକ୍ଷା ଅଧିକ ଚିନ୍ତା ଚବିଶ ନିର୍ବାଚନକୁ ନେଇ। ଏବେଠାରୁ ପୁରା ଆଲର୍ଟ ମୋଡ୍‌ରେ ଦଳ। ଦୀର୍ଘ ବର୍ଷ ଧରି କ୍ଷମତାରେ ରହିବା ପରେ ସରକାର ବିରୋଧୀ ମାହୋଲ ଦାନା ବାନ୍ଧୁଛି। ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ବି ବଢ଼ିବାରେ ଲାଗିଛି ଏହାକୁ ଚେକ୍ ଦେବା ସହ ସଙ୍ଗଠନ ଉପରେ ଏବେଠାରୁ ଗୁରୁତ୍ୱ ଦେଉଛି ଦଳ। ଆଜି ପଦ୍ମପୁର ପୋଷ୍ଟମର୍ଟମ ବେଳେ ନବୀନ ନିବାସରେ ଏ ବିଷୟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା

General Election 2024
ବିଜେଡିକୁ ଘାରିିଲାଣି ୨୪ ନିର୍ବାଚନ ଚିନ୍ତା

ବିଜେଡିରେ କିନ୍ତୁ ତୀବ୍ର ହେବାରେ ଲାଗିଛି ଗୋଷ୍ଠୀ କନ୍ଦଳ।

first transgender member of the MCD
ଦିଲ୍ଲୀ ନଗର ନିଗମକୁ ମିଳିଲା ପ୍ରଥମ କିନ୍ନର କର୍ପୋରେଟର୍

ଏମସିଡି ବିଜୟ ପରେ ଆପ୍ ପକ୍ଷରୁ ଜୋରଦାର ସେଲିବ୍ରେସନ କରାଯାଇଛି। 

  • Wednesday, 07 December 2022
padmapur bypoll
କିଏ ଜିତିବ ପଦ୍ମପୁର ବାଜି ? କାଲି ଆସିବ ଜନତାଙ୍କ ରାୟ

ଗଣତି ପୂର୍ବରୁ ପରିଣାମକୁ ନେଇ ବଢିବାରେ ଲାଗିଛି ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଉତ୍କଣ୍ଠା।

Padmapur Bypoll
କିଏ ପିନ୍ଧିବ ବିଜୟ ମୁକୁଟ ? ବରିଷ୍ଠ ନେତା- ସାମ୍ବାଦିକ-ବିଶେଷଜ୍ଞ କ’ଣ କରିଛନ୍ତି ଆକଳନ ?

ଟଙ୍କା ବଣ୍ଟାଠାରୁ ଆରମ୍ଭ କରି ବିଭିନ୍ନ ଭିଡିଓ ଭାଇରାଲ ସହ ଆଚରଣବିଧି ଉଲଂଘନ ଅଭିଯୋଗ ଆଣିଥିଲେ ଉଭୟ ଦଳ । ଆଉ ନିର୍ବାଚନ ସରିବା ପରେ ବି ଥମିନଥିଲା ଆରୋପ ପ୍ରତ୍ୟାରୋପ । 

Padmapur Bypoll
ରେକର୍ଡ ଭୋଟିଂ ! କାହାର ହେବ ପଦ୍ମପୁର ? ବିଜେଡିର ଦାବି ୫ ହଜାରରୁ ଅଧିକ ମାର୍ଜିନରେ ଜିତିବ

କାହାର ହେବ ପଦ୍ମପୁର ? କିଏ ମାରିବ ବାଜି ? ରେକର୍ଡ ମତଦାନ କାହାକୁ ସୁହାଇବ ? ଏସବୁ ପ୍ରଶ୍ନର ଉତ୍ତର ତ ୮ ତାରିଖରେ ମିଳିବ, ହେଲେ ଭୋଟ୍ ସରିବା ପରେ ସବୁ ଦଳ ନିଜ ନିଜ ସ୍ତରରେ ରିପୋର୍ଟ ନେବା ଆରମ୍ଭ କରିଛନ୍ତି । ନିଜର ଏଜେଣ୍ଟ, ପଂଚାୟତ ସ୍ତରର ନେତା ଓ ଅବଜର୍ଭରମାନଙ୍କଠାରୁ ସଂଗ୍ରହ କରୁଛନ୍ତି ବୁଥ୍ଓ୍ୱାରି ରିପୋର୍ଟ । କେଉଁ ବୁଥ୍‌ରେ କେତେ ଭୋଟ୍ ପଡ଼ିଛି, କେଉଁଠି କିଏ ଲିଡ୍ ନେବାର ସମ୍ଭାବନା ଅଛି ସେସବୁର ଚାଲିଛି ମିଶାଣ ଫେଡ଼ାଣ ।

PMAY
ରାଜ୍ୟକୁ କେନ୍ଦ୍ରର ଚେତାବନୀ, ଲୋକଙ୍କୁ ଜମି ପଟ୍ଟା ଦିଅ ନହେଲେ ଫେରିଯିବ ଆବାସ

ରାଜ୍ୟ ସରକାରଙ୍କୁ କେନ୍ଦ୍ରର କଡ଼ା ତାଗିଦ୍ । ୧୫ ତାରିଖ ସୁଦ୍ଧା ଦିଅ ଭୂମିହୀନ ଆବାସ ହିତାଧିକାରୀଙ୍କୁ ଜମି । ନଚେତ୍ ପ୍ରତ୍ୟାହାର ହେବ ଆବାସ ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ କଳି ଭିତରେ ପୁଣି ନୂଆ କେଁ । ରାଜ୍ୟକୁ ଚିଠି ଲେଖି କଡ଼ା ଚେତାବନୀ ଦେଇଛି କେନ୍ଦ୍ର । ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଲେଖିଥିବା ଚିଠି ଅନୁସାରେ, ରାଜ୍ୟରେ ୫୭ ହଜାର ୯୩୨ ଜଣ ଭୂମିହୀନ ହିତାଧିକାରୀ ଥିଲେ । ସେମାନଙ୍କ ଭିତରୁ ୩୯ ହଜାର ୮୯ ଜଣଙ୍କୁ ଜମି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଅବଶିଷ୍ଟ ୧୮ ହଜାର ୮୪୩ ଭୂମିହୀନ ନିଜସ୍ୱ ଜମି ପଟ୍ଟା ନ ଥିବାରୁ ଆବାସ ଯୋଜନା ପାଇପାରୁନାହାନ୍ତି ।