/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696602162.jpg)
Pratap Jena
ମାହାଙ୍ଗା ଡବଲ ମର୍ଡର ଘଟଣା । ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ହେଲା ସମନ । ସାଲେପୁର ଜେଏମ୍ଏଫ୍ସି କୋର୍ଟ ପ୍ରତାପ ଜେନାଙ୍କୁ ସମନ ଜାରି କରିଛନ୍ତି। ସ୍ପେଶାଲ ମେସେଞ୍ଜର ଜରିଆରେ ବିଧାୟକଙ୍କ ପାଖକୁ ସମନ ପଠାଇଲେ କୋର୍ଟ । ଅକ୍ଟୋବର ୩୧ରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।
Advertisment
#ବିଧାୟକ_ପ୍ରତାପ_ଜେନାଙ୍କୁ_ସମନ
-ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କୁ ସମନ
-ସମନ ଜାରି କଲେ ସାଲେପୁର ଜେଏମ୍ଏଫ୍ସି କୋର୍ଟ
-ସ୍ପେଶାଲ ମେସେଞ୍ଜର ଜରିଆରେ ସମନ ପଠାଇଲେ କୋର୍ଟ
-ଅକ୍ଟୋବର ୩୧ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ#PratapJena#MahangaDoubleMurderpic.twitter.com/5PHLEZkrnF— ଓଟିଭି (@otvkhabar) October 6, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)