• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Rajya Sabha MP
ଯାଜପୁରକୁ ରାଜ୍ୟସଭା ସାଂସଦଙ୍କ ପାଣ୍ଠି ବର୍ଷା ! ୧୧ ସାଂସଦ ଦେଇଛନ୍ତି ୧୪ କୋଟିରୁ ଅଧିକ ଟଙ୍କା

ଖୋଲୁଛି ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କ ଯାଜପୁର ବିକାଶର ମଡେଲ୍ । ଖାଲି ମମତା ନୁହଁନ୍ତି ଗତ ୪ ବର୍ଷରେ ୧୧ ସାଂସଦ ଯାଜପୁରକୁ ଦେଇଛନ୍ତି ୧୪ କୋଟି ୮୨ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା ।

BJD
ଅସଜଡା ଘର ସଜାଡିବାକୁ ବିଜେଡିର ପ୍ରୟାସ ଆରମ୍ଭ

ଆଗାମୀ ରଣନୀତି ନେଇ ପ୍ରସ୍ତୁତ ହୋଇଛି ରୋଡ ମ୍ୟାପ୍ ।

  • Thursday, 08 August 2024
BJD
ଦଳୀୟ କନ୍ଦଳ BJD ପାଇଁ ଚିନ୍ତା ଘାରିଛି, ସଂଗଠନ ସଜାଡ଼ିବାକୁ ନବୀନଙ୍କ ବୈଠକ

କଟାକ୍ଷ କରି ବିଜେପି କହିଛି, ପୂର୍ବରୁ ଦଳୀୟ ନେତାଙ୍କୁ ପଚାରୁ ନଥିବା ନବୀନ ଏବେ ଗଡ ଭୁଶୁଡୁଥିବା ଦେଖି ଘନ ଘନ ବୈଠକ କରୁଛନ୍ତି। 

BJD
ନିର୍ବାଚନର ଦୁଇ ମାସ ପରେ EVMକୁ ଦୋଷ ଦେଲେଣି ବିଜେଡି-କଂଗ୍ରେସ

ଟାମ୍ପରିଂ ହେଲା ୫୧ଟା ସିଟ୍ ପାଇଲେ କେମିତି। ଗତ ୨୪ ବର୍ଷରେ ବିଜେଡି କେତେ ଥର ଇଭିଏମ ଗଣ୍ଡଗୋଳ କରିଛି କହୁ ବୋଲି କହିଛି ବିଜେପି।

Mamata Mahanta - Boby Das
ସାଂସଦଙ୍କ ପାଣ୍ଠିକୁ ନେଇ ବିଜେଡିରେ ହଙ୍ଗାମା

ଅନୁମୋଦନ ପରେ ପାଣ୍ଠିକୁ କ୍ୟାନ୍ସଲ କରିଦେଇଥିଲେ ମମତା।

  • Wednesday, 07 August 2024
Naveen Patnaik
ପୁଣି ତେଜିଲା ନବୀନ ଓ କୋଇଲା ଦୁର୍ନୀତି ଅଭିଯୋଗ ରାଜନୀତି

ତଳାବିରା-୧ କୋଇଲା ଖଣି ପାଇଁ ପରିବେଶ ମଞ୍ଜୁରୀ ହାତେଇବାକୁ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ହିଣ୍ଡାଲକୋ ମୋଟା ଅଙ୍କର ଲାଞ୍ଚ ଦେବା ଅଭିଯୋଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା ସିବିଆଇ।

  • Wednesday, 07 August 2024
Mamata Mahanta - Boby Das
ମମତାଙ୍କ ସାଂସଦ ପାଣ୍ଠିକୁ ଯାଜପୁରରେ ଖର୍ଚ୍ଚ କରିବାକୁ ବାଧ୍ୟ କରୁଥିଲେ ବବି !

'ମମତାଙ୍କ ସାଂସଦ ପାଣ୍ଠିକୁ ନିଜ ଜିଲ୍ଲାରେ ଖର୍ଚ୍ଚ କରିବାକୁ ଯୋଜନା କରିଥିଲେ ବବି । ହେଲେ ମମତା କ୍ୟାନସଲ କରିବା ପରେ ବଢ଼ିଥିଲା ବିବାଦ ।'

 Rajya sabha
ପ୍ରକାଶ ପାଇଲା ବିଜ୍ଞପ୍ତି; ୩ରେ ରାଜ୍ୟସଭା ଉପନିର୍ବାଚନ, କିଏ ଯିବେ ? 

ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ ।

BJD
୧୫ ଜଣିଆ କମିଟିରୁ ବାଦ ପଡିଲେ ବବି-ସଞ୍ଜୟ-ଅତନୁ-ରାଜା ସ୍ୱାଇଁ-ମାନସ ମଙ୍ଗରାଜ

ଭୁବନେଶ୍ୱର ମହାନଗର ନିଗମର ଟାଣୁଆ କର୍ପୋରେଟର ଅମରେଶ ଜେନା ଖୋଲାଖୋଲି ଭାବେ କହିଛନ୍ତି, ଯେ କମିଟିରେ ଯୁବ ବର୍ଗଙ୍କୁ ଅଧିକ ସୁଯୋଗ ମିଳିବାର ଥିଲା । 

  • Tuesday, 06 August 2024
Odisha Politics
୨୪ ନିର୍ବାଚନରେ ବିଜେଡି ଖର୍ଚ୍ଚ କରିଛି କେତେ ଟଙ୍କା ?

୨ଟି ବିଧାନସଭା ଆସନରୁ ଲଢିଥିବା ସୁପ୍ରିମୋ ନବୀନ ପଟନାୟକ ନେଇଥିଲେ ୬୦ ଲକ୍ଷ ଟଙ୍କା।

  • Tuesday, 06 August 2024
Odisha Politics
MLA ପ୍ରାର୍ଥୀଙ୍କୁ ୩୦, MP ପ୍ରାର୍ଥୀଙ୍କୁ ୫୦ ଲକ୍ଷ ଦେଇଥିଲା BJD; ଟଙ୍କାଟିଏ ଦେଇନି କଂଗ୍ରେସ

ECIଙ୍କ ନିକଟରେ ସତ୍ୟପାଠ ଦାଖଲ କରି ଦର୍ଶାଇଛି ଦଳ । କୌଣସି ପ୍ରାର୍ଥୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ ଦେଇନି କଂଗ୍ରେସ ।

BJD
ବିଜେଡି ଗଢିଲା ରାଜ୍ୟସ୍ତରୀୟ ସମନ୍ୱୟ କମିଟି, ଅସନ୍ତୋଷ ଝାଡ଼ିଲେ ଯୁବ ନେତା

ବିଜେଡି ଗଢିଲା ରାଜ୍ୟସ୍ତରୀୟ ସମନ୍ୱୟ କମିଟି । ଯୁବ ବର୍ଗଙ୍କ ପ୍ରତିନିଧିତ୍ୱ ନଗଣ୍ୟ ଥିବାରୁ ଦଳ ଭିତରୁ ଆସିଲା ଅସନ୍ତୋଷର ସ୍ୱର ।

Mamata Mahanta
‘ମୋତେ ରାଜ୍ୟସଭାରୁ କାଢ଼ିବାକୁ ବାରମ୍ବାର ଦେଉଥିଲେ ଧମକ’

ମମତାଙ୍କ ଅଭିଯୋଗ ନେଇ ପ୍ରଣବ ପ୍ରକାଶ ଦାସ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Naveen Patnaik
‘ବିଚରା ନବୀନ ବାବୁ ଚିନ୍ତା କରୁଥିବେ…’

ମୁଖ୍ୟମନ୍ତ୍ରୀ ଥିଲା ବେଳେ ନବୀନଙ୍କ କ୍ରେଜ ଯେମିତ ଥିଲା, ଆଜି ବି ସେମିତି ଅଛି। ଏ କଥା ଆମେ ନୁହେଁ ଖୋଦ୍ ତାଙ୍କ ଦଳର ଲୋକେ ହିଁ କହୁଛନ୍ତି। କିନ୍ତୁ ନବୀନଙ୍କ କାଟ୍ ତି କମିବା ପରେ କଂଗ୍ରେସ ଏବେ ତାଙ୍କୁ ବି କଟାକ୍ଷ କରିବା ଆରମ୍ଭ କରିଛି। ଦର୍ଶକବନ୍ଧୁ ନିକଟରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ଗୋଟିଏ ଟୁଇଟ୍ ନବୀନଙ୍କ ପ୍ରତି ଏହି କଟାକ୍ଷକୁ ସ୍ପଷ୍ଟ କରିଛି। ଜୟରାମ ଖୋଲାଖୋଲି ଲେଖିଛନ୍ତି, ‘ବିଚରା ନବୀନ ବାବୁ ଚିନ୍ତା କରୁଥିବେ, ‘ମମତାଙ୍କ ପରେ ପୁଣି କିଏ ଦଳ ଛାଡିବ’।

  • Tuesday, 06 August 2024
BJP
ଭୋଟ୍ ବ୍ୟାଙ୍କ ବଢାଇବାକୁ ବିଜେପିର ନୂଆ ତରିକା, ଫୋକସରେ ଗ୍ରାମାଞ୍ଚଳ

୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଥିବାରୁ ଏବେ ସରପଞ୍ଚ ଓ ସମିତିସଭ୍ୟ କ୍ଷମତାରେ ଥିବା ବିଜେପି ଆଡକୁ ସ୍ୱତଃପ୍ରବୃତ୍ତ ଭାବେ ଦଳରେ ସାମିଲ ହେଉଛନ୍ତି ।

  • Monday, 05 August 2024
BJP
ଭୋଟ୍ ବ୍ୟାଙ୍କ ଚିନ୍ତା: ବିଜେଡିର ନଜର ସହରାଞ୍ଚଳ, ବିଜେପି ଫୋକସରେ ଗ୍ରାମାଞ୍ଚଳ

ଭୋଟ୍ ବ୍ୟାଙ୍କ ବଢାଇବାକୁ ବିଜେପିର ନୂଆ ତରିକା, ଫୋକସରେ ଗ୍ରାମାଞ୍ଚଳ । ବିଜେପି ଆଡକୁ ଢଳୁଛନ୍ତି ସରପଞ୍ଚ ଓ ସମିତିସଭ୍ୟ ।

BJP
ଫୋକସରେ ଆଦିବାସୀ ଭୋଟ୍, ବିଜେପି ST ମୋର୍ଚ୍ଚାକୁ ସିଏମ୍ ମୋହନଙ୍କ ଟାସ୍କ

ବିଧାନସଭାରେ ଓ ଲୋକସଭାରେ ସବୁ ଆସନ ଜିତିବା ଲକ୍ଷ୍ୟରେ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଟାସ୍କ ।

No-confidence motion
ଚର୍ଚ୍ଚାରେ ସୁନାବେଡ଼ା ପୌରପରିଷଦ, ଅଧ୍ୟକ୍ଷ ନୁହେଁ ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ସୁନାବେଡ଼ା ପୌର ପରିଷଦ । ଅଧ୍ୟକ୍ଷ ନୁହେଁ ବରଂ ଉପାଧ୍ୟକ୍ଷାଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ ।

BJD
ମମତାଙ୍କ ପରେ ଆଉ କେତେ ଅସନ୍ତୁଷ୍ଟ ଅଛନ୍ତି ବିଜେଡିରେ

ମମତାଙ୍କ ପରେ ଆଉ କେତେ ଅସନ୍ତୁଷ୍ଟ ଅଛନ୍ତି ବିଜେଡିରେ । ଯେଉଁମାନେ କି ନେଇ ପାରନ୍ତି ଚରମ ନିଷ୍ପତ୍ତି । ସଂଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଥିବାରୁ ସୁପ୍ରିମୋ ନବୀନ ତୁରନ୍ତ ମୟୂରଭଞ୍ଜ ଜିଲ୍ଲାର ନେତାଙ୍କୁ ଡାକି ବୈଠକ କରିଛନ୍ତି। ଗଡ ଭୁଶୁଡିଥିବା ଗଞ୍ଜାମ ନେତାଙ୍କ ସହ ବି ଆଲୋଚନା କରିଛନ୍ତି । 

BJD
ମମତାଙ୍କ ଝଟକା ପରଠୁ ଅସ୍ତବ୍ୟସ୍ତ ବିଜେଡି, ତେଜୁଛି ଦଳୀୟ ନେତାଙ୍କ ବୟାନ ବାଜି

ମମତାଙ୍କ ପରେ ଆଉ କେତେ ଅସନ୍ତୁଷ୍ଟ ଅଛନ୍ତି ବିଜେଡିରେ। ଯେଉଁମାନେ କି ନେଇ ପାରନ୍ତି ଚରମ ନିଷ୍ପତ୍ତି। ସଂଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଥିବାରୁ ସୁପ୍ରିମୋ ନବୀନ ତୁରନ୍ତ ମୟୂରଭଞ୍ଜ ଜିଲ୍ଲାର ନେତାଙ୍କୁ ଡାକି ବୈଠକ କରିଛନ୍ତି।

  • Saturday, 03 August 2024
  • BJD
BJD
ବନ୍ଦ କୋଠରୀରେ ବିଜେଡିର ସବୁ ସଦସ୍ୟ, ମିଳୁନି ଅମ୍ଳଜାନ: ସରୋଜ ପାଢ଼ୀ

‘ବିଜେଡିର ସବୁ ସଦସ୍ୟ ଏବେ ବନ୍ଦ କୋଠରୀ ଭିତରେ ଅଛନ୍ତି । ଅମ୍ଳଜାନ ମିଳୁନି, ଅଣନିଶ୍ବାସୀ ହୋଇଗଲେଣି । ନିଶ୍ବାସ ନେବାକୁ ସେମାନେ ବନ୍ଦ କୋଠରୀ ବାହାରକୁ ଆସୁଛନ୍ତି’ ।

BJP Leader Arabinda Dhali
ନିଆଁ ଲଗାଇଲେ ଢାଲି, ଘିଅ ଢାଳିଲେ ଅମର: ତାସ୍ ଘର ପରି ଭୁଶୁଡ଼ିବ କି ବିଜେଡି ?

ନବୀନଙ୍କୁ ଝଟକା ପାଇଁ ଅନେକ ବିଜେଡି ନେତା ଲାଇନରେ ଥିବା ଚର୍ଚ୍ଚା । ବିଜେଡି ବସା ଖାଲି ହୋଇଯିବ କହି ନିଆଁ ଲଗାଇଲେ ଢାଲି । ସଂଗଠନ ପରିବର୍ତ୍ତନ ଲୋଡ଼ା ଦର୍ଶାଇ ଘିଅ ଢାଳିଲେ ଅମର ।

Rajya Sabha
ମମତାଙ୍କ ସ୍ଥାନରେ କିଏ ଯିବେ ରାଜ୍ୟସଭା ? ଚର୍ଚ୍ଚାରେ ମନମୋହନ ଆଗରେ

ଏହି ଚର୍ଚ୍ଚା ଭିତରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଯାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ସେ ଅନୁସାରେ କାର୍ଯ୍ୟ ହେବ ।

Arbinda Dhali
‘ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ରଖିପାରିବେନି’

ବିଜେଡିକୁ ଟାର୍ଗେଟ କରି ବିଜେପି ନେତା ଅରବିନ୍ଦ ଢାଲି ଆହୁରି କହିଛନ୍ତି ଯେ, ‘ବିଜେଡିରେ ବାକ୍‌ ସ୍ୱାଧୀନତା ନାହିଁ । ବିଜେଡି ସୁପ୍ରିମୋଙ୍କୁ ଦେଖା କରିପାରିବେ ନାହିଁ ।

  • Friday, 02 August 2024
  • BJD
  • BJP
Mamata Mahant
ବିଜେପିରେ ମିଶିଲେ ମମତା ମହାନ୍ତ

ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ସାଧାରଣ ସଂପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ମମତା ।

  • Thursday, 01 August 2024
  • BJP