• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Dog shoots 32 year old owner
ମାଲିକକୁ ଗୁଳିକରି ମାରିଦେଲା ପାଳିତ କୁକୁର; ୧୪ଦିନ ପୂର୍ବରୁ ବାପା ହୋଇଥିଲେ

କୁହାଯାଏ କୁକୁର ଏକ ବିଶ୍ୱସ୍ତ ପ୍ରାଣୀ। ଅନେକ ସମୟରେ ସେ ନିଜ ଜୀବନକୁ ବାଜି ଲଗେଇ ମାଲିକକୁ ରକ୍ଷା କରେ। କିନ୍ତୁ ଏଠି ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏକ କୁକୁର ତା’ ମାଲିକର ଜୀବନ ନେଇଯାଇଛି। ଜାଣନ୍ତୁ ପୂରା ଘଟଣା…

Odisha High Court
ASO ପରୀକ୍ଷାକୁ ନେଇ ପୁଣି ଏକ ମାମଲା

ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଏଏସ୍‌ଓ ପରୀକ୍ଷାକୁ ନେଇ ଥମୁନି ଝାମେଲା। ଏହି ପରୀକ୍ଷାକୁ ନେଇ ହାଇକୋର୍ଟରେ ପୁଣି ଏକ ମାମଲା ହୋଇଛି।

Meth addicts
ଡ୍ରଗ୍ସର ହବ୍‌ ପାଲଟିଥିଲା ମନ୍ଦିର ! ପୋଲିସ ଚଢ଼ଉ ବେଳେ ନିଶାରେ ଚୁର୍‌ ଥିଲେ ସବୁ ସାଧୁସନ୍ୟାସୀ

ଏବେ ସୁଧାର ଗୃହରେ ରହିବେ ମନ୍ଦିରର ମୁଖ୍ୟଙ୍କ ସମେତ ଅନ୍ୟ ସମସ୍ତ ସାଧୁସନ୍ୟାସୀ ।

Shradha Murder Case
ଡେଟିଂ ଆପ୍‌ରେ ୨୦ ଝିଅଙ୍କ ସହ ଲୀଳା କରୁଥିଲା ଅଫତାବ୍‌

ଅଫତାବ ଏପରି ନାଟକ କରୁଥିଲା ଯେ ଯେମିତି କିଛି ବି ହୋଇନାହିଁ । ଏମିତିକି ଶ୍ରଦ୍ଧାଙ୍କ ଶରୀର ଖଣ୍ତ ଖଣ୍ତ ହୋଇ ଘରେ ଥିବା କଥା ବି ମୁଁ ଜାଣିପାରିନଥିଲି।

Bollywood box office collectiom bhediya and drishyam2
'ଦୃଶ୍ୟମ୍ ୨'କୁ ମାତ୍ ଦେଇପାରୁନି 'ଭେଡିୟା': ଧିମାଉଛି ରୋଜଗାର

ବରୁଣ ଧାୱନଙ୍କ ଉପରେ ଭାରି ପଡୁଛନ୍ତି ଅଜୟ ଦେବଗନ୍‌। 'ଭେଡିୟା'ର ରୋଜଗାର କମି କମି ଯାଉଥିବା ବେଳେ 'ଦୃଶ୍ୟମ୍ ୨' ଆଗେଇ ଚାଲିଛି। ତେବେ ଆସନ୍ତୁ ଏହି ଦୁଇ ଚଳଚ୍ଚିତ୍ରର ବକ୍ସ ଅଫିସ୍ ରୋଜଗାର ଉପରେ ନଜର ପକେଇନେବା।

Special story
ରକ୍ଷକ ସାଜିଲା ଭକ୍ଷକ ! ପ୍ରେମିକାକୁ ବାହା ହେବାକୁ ଏଟିଏମ୍‌ରୁ ୨୦ ଲକ୍ଷ ଲୁଟିନେଲା ସିକ୍ୟୁରିଟି ଗାର୍ଡ

ନିଜେ ଜଗୁଆଳୀ ହିଁ ଲୁଟିନେଲେ ଟଙ୍କା । ନଭେମ୍ବର ୧୭ ତାରିଖ ସନ୍ଧ୍ୟା ୭.୫୦ରୁ ୮.୨୦ ମଧ୍ୟରେ ଅଭିଯୁକ୍ତ ଏଟିଏମରୁ ଟଙ୍କା ଚୋରି କରି ନେଇଛି ।

୬ bollywood actors who have ruled over bollywood after 70
ବୟସ ସିନା ୭୦ ଉପରେ; ଯୁବ ଅଭିନେତା ବି ଫିକା ପଡିଯାଆନ୍ତି

ଏମାନଙ୍କ ବୟସ ହେଲାଣି ୭୦ ଉପରେ। ଆଜି ବି ଏମାନେ ପରଦାରେ ଯୁବ ଅଭିନେତାଙ୍କୁ ମଧ୍ୟ ପଛରେ ପକେଇ ଦିଅନ୍ତି। ଦର୍ଶକମାନେ ଏମାନଙ୍କ ଝଲକ ପାଇବା ପାଇଁ ସବୁବେଳେ ଉତ୍ସାହର ସହିତ ଚାହିଁ ବସିଥାନ୍ତି। ତେବେ ଆସନ୍ତୁ ବଲିଉଡର ଏପରି ୬ଟି ତାରକାଙ୍କ ଉପରେ ନଜର ପକେଇ ନେବା।

HSRP Number Plate
ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି; ବଢ଼ିଲା ନମ୍ବର ପ୍ଲେଟ୍‌ ଅବଧି

ପୁଣି ଥରେ ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି । ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବାକୁ ମିଳିଲା ମାସେ ମହଲତ ।

Man marries 6 women across 4 states
୪ ରାଜ୍ୟରେ ରଖିଛନ୍ତି ୬ ସ୍ତ୍ରୀ: ଧରା ପକାଇ ଦେଲେ ଦ୍ୱିତୀୟ ପତ୍ନୀଙ୍କ ଭାଇ, ଏବେ ଅବସ୍ଥା...

ଧରାପଡ଼ିଲା ସ୍ୱାମୀ ୪୨୦। ୪ ରାଜ୍ୟରେ ୬ ଜଣ ଯୁବତୀଙ୍କୁ ବିବାହ କରିଥିଲେ। ପତ୍ନୀଙ୍କ ଅଜାଣତରେ ବ୍ୟକ୍ତି ଜଣକ ସେମାନଙ୍କୁ ଧୋକା ଦେଉଥିଲେ। ହେଲେ କେହିବି ଏସମ୍ପର୍କରେ ଜାଣିପାରି ନ ଥିଲେ।

Special story
ପେଟରୁ ବାହାରିଲା ୧୮୭ଟି କଏନ୍ ! ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିଲା ଅପରେସନ୍‌

ପେଟ ଭିତରେ କଏନ୍‌ ଗଦା । ଅପରେସନ୍‌ କଲା ତିନି ଜଣିଆ ଡାକ୍ତରୀ ଟିମ୍‌ ।

gold price today
Today Gold Price- 30th Nov 2022: ଆସିଲା ମ୍ୟାରେଜ୍‌ ସିଜିନ୍, କିଣନ୍ତୁ ସୁନା

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।

Types and benefits of millet
Nutrients: ଅନେକ ପୋଷକରେ ଭରପୂର ମିଲେଟ୍; କୋଲେଷ୍ଟରଲ୍‌କୁ ନିୟନ୍ତ୍ରଣ କରେ, ଇମ୍ୟୁନ୍ ସିଷ୍ଟମ୍ ଠିକ୍ ରଖେ

ଆଜିକାଲି ମିଲେଟ୍‌ର ଚାହିଦା ବଢିବାରେ ଲାଗିଛି। ମିଲେଟ୍ ଖାଇବା ନେଇ ଲୋକେ ସଚେତନ ହେଉଛନ୍ତି। ତେବେ ମିଲେଟ୍ କ’ଣ ଓ ଏହାକୁ କାହିଁକି ଖାଇବା। ଏଥିରେ କେଉଁ ସବୁ ପୋଷକ ତତ୍ତ୍ୱ ଅଛି ଜାଣିବା ପାଇଁ ଆସନ୍ତୁ ପଢିବା।

Special story
ହାତ ଯୋଡ଼ୁଛି ଜିଲ୍ଲାପାଳ ସାର ! ଘର ଖଣ୍ଡିଏ ଦେଲେ, ଏବେ ସ୍ତ୍ରୀ ବି ଦିଅନ୍ତୁ . . .

ଜିଲ୍ଲାପାଳ ସାର୍‌ ଏବେ ମୋର ସ୍ତ୍ରୀ ଗୋଟେ ଦରକାର । ଦୟାକରି କିଛି କରନ୍ତୁ ।

Urfi Javed Chetan Bhagat
ଜଣେ ଲେଖକ; ଆଉ ଜଣେ ସେଲିବ୍ରିଟି !! ଉର୍ଫି ଓ ଚେତନଙ୍କ ମଧ୍ୟରେ ସୋସିଆଲ ମିଡିଆ ୱାର

ପ୍ରଖ୍ୟାତ ଲେଖକ ଚେତନ୍ ଭଗତ ଏବଂ ନିଜର ଅଜବଗଜବ ପରିଧାନ ପାଇଁ ଚର୍ଚ୍ଚାରେ ରହୁଥିବା ଉର୍ଫି ଜାଭେଦଙ୍କ ମଧ୍ୟରେ ଚାଲିଛି ସୋସିଆଲ୍ ମିଡିଆ ଓ୍ୱାର୍

RBI To Start Digital Rupee Pilot Project From Dec 1
ଆଜିଠୁ ଆରମ୍ଭ ହେଲା ଡିଜିଟାଲ ଟଙ୍କା, ଜାଣନ୍ତୁ କେମିତି କରିବେ ବ୍ୟବହାର...

ଡିସେମ୍ବର ୧ ତାରିଖରୁ RBI ପକ୍ଷରୁ ଲଞ୍ଚ ହୋଇଛି ଡିଜିଟାଲ ଟଙ୍କା। ପ୍ରାରମ୍ଭିକ ପର୍ଯ୍ୟାୟରେ ୪ଟି ସ୍ଥାନରେ ପରୀକ୍ଷା ମୂଳକ ଭାବେ ଏହି ଡିଜିଟାଲ ଟଙ୍କାର ବ୍ୟବହାର ଆରମ୍ଭ କରାଯିବାର ଯୋଜନା ରହିଛି।

President's Concern On Non-Release Of Poor Prisoners
ଜେଲ୍‌ରୁ ମୁକୁଳି ପାରୁନାହାନ୍ତି ଗରିବ କଏଦୀ

 ଆସନ୍ତା ୧୫ ଦିନ ମଧ୍ୟରେ ଏହି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। 

Pak actress Ayesha opens up on relationship rumours with Shoaib Malik
ସାନିଆଙ୍କୁ ଛାଡ଼ି ଏହି ଅଭିନେତ୍ରୀଙ୍କୁ ବିବାହ କରିବେ କି ସୋଏବ ?

ସାନିଆ ଓ ସୋଏବଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଆଉ ଏସବୁ ପଛର କାରଣ ପାକ୍ ଅଭିନେତ୍ରୀ ଆୟେସା ଓମାର ବୋଲି ଚର୍ଚ୍ଚା ହେଉଛି। ତେବେ ଦୀର୍ଘ ଦିନ ଧରି ଚାଲିଥିବା ଏହି ଚର୍ଚ୍ଚାକୁ ନେଇ ଆୟେସା ମୁହଁ ଖୋଲିଛନ୍ତି।

Patna thieves stolen mobile tower from main town at patna
ବିହାରୀ ଲୁଟେରା ଲୁଟିନେଲେ ୧୯ ଲକ୍ଷ ଟଙ୍କାର ମୋବାଇଲ୍ ଟାୱାର

କମ୍ପାନୀକୁ ଚୂନ ମାରିଦେଲେ ଲୁଟେରା। ଦୁଇ ଦିନରେ ଲୁଟ୍ ହୋଇଗଲା ୧୯ ଲକ୍ଷ ଟଙ୍କାର ମୋବାଇଲ୍ ଟାୱାର। ଟାୱାର ଖୋଲାହେଲା ପିକ୍‌ଅପ୍‌ରେ ଲୋଡ୍ ହେଲା, ହେଲେ ଜାଣିପାରିଲେ ନାହିଁ କେହି।

Lawyers clash with police while staging protest in Sambalpur
ପୋଲିସ୍‌-ଓକିଲ ଧସ୍ତାଧସ୍ତି: ଓକିଲଙ୍କ ଟେଣ୍ଟ ଉପାଡ଼ି ଫିଙ୍ଗି ଦେଲା ପୋଲିସ୍‌

ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ ଉତ୍ତେଜନା ଦେଖାଦେଇଛି। ଆନ୍ଦୋଳନରତ ଓକିଲ ଓ ପୋଲିସ୍‌ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। 

China likely to have 1,500 nuclear warheads by 2035
ଚୀନ୍‌ର ଯୋଜନାକୁ ନେଇ ପେଣ୍ଟାଗନ୍‌ ଦେଲା ବଡ଼ ସୂଚନା

ଆସନ୍ତା ୬ ବର୍ଷ ମଧ୍ୟରେ ଚୀନ ତାର ପରମାଣୁ ଅସ୍ତ୍ର ସଂଖ୍ୟା ୭ଶହକୁ ବୃଦ୍ଧି କରିବ ବୋଲି ଗତବର୍ଷ ପେଣ୍ଟାଗନ କହିଥିଲା।

Big Vacancy In Kendriya Vidyalaya
ବଡ଼ ନିଯୁକ୍ତି: କେନ୍ଦ୍ରୀୟ ବିଦ୍ୟାଳୟରେ ପୂରଣ ହେବ ୬,୦୦୦ରୁ ଅଧିକ ଶିକ୍ଷକ ପଦବୀ

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ ଖାଲି ପଡ଼ିଥିବା ପ୍ରାଇମେରୀ ଶିକ୍ଷକ ପଦବୀ ପାଇଁ KVS ଆବେଦନପତ୍ର ଆହ୍ୱାନ କରୁଛି। ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ KVS ୱେବ୍‌ସାଇଟ୍‌-  www.kvsangathan.nic.in କୁ ଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। 

Again GST Raid In Poll Bound Padampur
ରାତି ଅଧରେ ରେଡ୍‌ କଲେ, ହେଲେ ଖାଲି ହାତରେ ଫେରିଲେ...

ଗତକାଲି ବିଳମ୍ବିତ ରାତିରେ ପଦ୍ମପୁରର ଜଣେ ଠିକାଦାରଙ୍କ ଘର ଯାଞ୍ଚ ହୋଇଛି। ରେଡ୍ ପରେ କିଛି ବି ହାତରେ ଲାଗି ନଥିବା ଜଣାପଡ଼ିଛି।

Make In Odisha Conclave
କନ୍‌କ୍ଲେଭ୍‌ ପରେ କନ୍‌କ୍ଲେଭ୍‌, ହେଲେ ଫଳ ଶୂନ... ଫ୍ଲପ୍ ଶୋ’ ପରେ କାହିଁକି ତୃତୀୟ ଥର କନକ୍ଲେଭ୍ ?

ଓଡ଼ିଶା କନ୍‌କ୍ଲେଭ୍‌ ନାଁରେ ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ହେଲେ ଫଳ ଶୂନ।ପ୍ରତିଶ୍ରୁତି ମୁତାବକ ନା ଆଖିଦୃଶିଆ ପୁଞ୍ଜି ନିବେଶ ଆସୁଛି ନା ସୃଷ୍ଟି ହେଉଛି କର୍ମ ନିଯୁକ୍ତି।