• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ସୋମବାର ଚନ୍ଦ୍ର – ମକର ଅହୋରାତ୍ର ତିଥି- ୫ମୀ ଦିବା ୦୧/୩୫ ଗତେ ୬ଷ୍ଠୀ ଘାତ ଚନ୍ଦ୍ର- ସିଂହ ଅହୋରାତ୍ର ଘାତ ବାର – ମିଥୁନ ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୦/୨୯ ପର୍ଯ୍ୟନ୍ତ

ଶୁଭ ସମୟ:

ପ୍ରାତଃ ୦୬/୦୬ ରୁ ୦୭/୨୮

ଦିବା ୦୯/୦୧ ରୁ ୧୧/୧୨

ରାତ୍ରି ୦୭/୩୯ ରୁ ୦୯/୫୬

ରାତ୍ରି ୦୨/୩୭ ରୁ ୩୦/୩୦

ଅଧିକ ପଢ଼ନ୍ତୁ: ସକାଳେ ଉଠି ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ, ନହେଲେ ବିଗିଡ଼ି ଯିବ ଆପଣଙ୍କ ସାରାଦିନ

ଅଶୁଭ ସମୟ:

ଋାହୁକାଳ - ଦିବା ୦୭/୨୮ ରୁ ୦୮/୫୦

କାଳବେଳା - ଦିବା ୦୭/୨୮ ରୁ ୦୮/୫୦

ବାରବେଳା – ଦିବା ୦୨/୧୮ ରୁ ୦୩/୪୦

କାଳରାତ୍ରି - ରାତ୍ରି ୦୯/୫୬ ରୁ ୧୧/୩୪