/odishatv-khabar/media/post_attachments/uploadimage/library/16_9/16_9_0/Panchang_1674787036.jpg)
Panchang
ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଶୁକ୍ରବାର ।ଚନ୍ଦ୍ର – ମୀନ ସନ୍ଧ୍ୟା ୦୬.୩୭ ଗତେ ମେଷ,ତିଥି – ୬ଷ୍ଠୀ ଦିବା ୦୯.୧୦ ଗତେ ୭ମୀ,ଘାତ ଚନ୍ଦ୍ର – ଧନୁ ସନ୍ଧ୍ୟା ୦୬.୩୭ ଗତେ ମେଷ,ଘାତ ବାର- ବିଛା, ଧନୁ, ମୀନ,ପୁଷ୍କର ଦୋଷ – ଦିବା ୦୯.୧୦ ଗତେ ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ।
Advertisment
ଶୁଭ ସମୟ:
- ପ୍ରାତଃ ୦୬.୨୭ ରୁ ୦୭.୧୧
- ପ୍ରାତଃ ୦୭.୫୫ ରୁ ୦୯.୧୩
- ଦିବା ୧୨.୨୧ ରୁ ୦୨.୩୪
- ଦିବା ୦୪.୦୩ ରୁ ୦୫.୩୧
- ସନ୍ଧ୍ୟା ୦୭.୧୫ ରୁ ୦୮.୪୫
- ରାତ୍ରି ୦୨.୦୮ ରୁ ୦୪.୪୩
ଅଧିକ ପଢ଼ନ୍ତୁ: ଘର ତିଆରି ପାଇଁ ଭୁଲ୍ରେ କିଣନ୍ତୁ ନାହିଁ ଏମିତି ଭୂମି; ନଚେତ୍…
ଅଶୁଭ ସମୟ:
- ଋାହୁକାଳ - ଦିବା ୧୦.୩୬ ରୁ ୧୧.୫୯
- କାଳବେଳା – ଦିବା ୧୦.୩୬ ରୁ ୧୧.୫୯
- ବାରବେଳା – ଦିବା ୦୯.୧୩ ରୁ ୧୦.୩୬
- କାଳରାତ୍ରି – ରାତ୍ରି ୦୮.୪୫ ରୁ ୧୦.୨୨୨୭
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)