ଧୁମଧାମରେ ବିବାହ ଚାଲିଥିବା ବେଳେ ପହଞ୍ଚିଗଲା ପ୍ରେମିକ । କନ୍ୟାକୁ ମାରିଲା ଗୁଳି . .
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆଜି ସକାଳୁ ସକାଳୁ ଦକ୍ଷିଣ-ପୂର୍ବ ତୁର୍କୀରେ ଶକ୍ତିଶାଳୀ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଫଳରେ ଓସ୍ମାନିଆ ପ୍ରଦେଶର ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ବିଲ୍ଡିଂ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି।
ଗାଁ ଲୋକେ ତାଙ୍କ କଥାକୁ ବିଶ୍ୱା କରୁନଥିଲେ. . .ହେଲେ ସେ ସତରେ ନିଜର ଜୀବନ ନେଇଗଲେ ।
ଭୁବନେଶ୍ୱର ବରମୁଣ୍ଡା ନୂଆ ବସ୍ଷ୍ଟାଣ୍ଡରେ ବୋମାମାଡ଼ ହୋଇଛି। ହୋଟେଲ୍ ଉପରକୁ ଦୁଇଟି ବୋମାମାଡ଼ ହୋଇଥିବା ଜଣାପଡ଼ିଛି।
ଜଣେ ଯୋଡିଙ୍କ ହୃଦୟସ୍ପର୍ଶୀ ପ୍ରେମ କାହାଣୀ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୪୩ ବର୍ଷର ବ୍ରେକଅପ୍ ପରେ, ଏହି ଯୋଡି ଏବେ ବିବାହ କରିଛନ୍ତି।
ଏତେ ସଫଳତା ପରେ ବି ସରକାରୀ ସହାୟତା ଶୂନ
ବିରୋଧୀଙ୍କ ନିଶାନାରେ ମୁଖ୍ୟମନ୍ତ୍ରୀ । ଥାର୍ଡ ପାର୍ଟି ତଦନ୍ତ ପାଇଁ ଧର୍ମେନ୍ଦ୍ରଙ୍କ ଦାବି ।
ଓଡ଼ିଶାରେ ସରକାର ଗଢିବାକୁ BRSର ଦମ୍ଭ । ଅଣଦେଖା ନେତାଙ୍କୁ ସାମିଲ କରିବ BRS ।
ଏବେବି ରହସ୍ୟ ଘେରରେ ଅପରାଧ ଉଦ୍ଦେଶ୍ୟ ।
ରାତିରେ ବାଲି ଡମ୍ପିଂ କରି ଦିନରେ ବିକ୍ରି
ଗୋବରକୁ କଞ୍ଚାମାଲ୍ ରୂପେ ବ୍ୟବହାର କରି ମେସିନ ସାହାଯ୍ୟରେ ରୋଷେଇ ଘରର ଜାଳେଣି ପ୍ରସ୍ତୁତ କରାଯାଉଛି ।
ଏଭଳି ଆପ୍ ତିଆରି କରି ଚୀନ୍ ଭାରତୀୟଙ୍କ ମୋବାଇଲରୁ ତଥ୍ୟ ଚୋରି କରୁଥିବା ମଧ୍ୟ ଅନେକ ସମୟରେ ଅଭିଯୋଗ ହୋଇଥିଲା ।
ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଅନୁଷ୍ଠିତ ହେବ ।
କ୍ରାଇମ୍ବ୍ରାଞ୍ଚ ଉପରେ କାହାରି ଭରସା ନାହିଁ ବୋଲି ମଧ୍ୟ ଦୋହରାଇଛନ୍ତି ଶରତ ।
ନରସିଂହ ଉଭୟ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କୁ କାଠଗଡ଼ାକୁ ଟାଣିଛନ୍ତି ।
ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ଅମଳର ଏପରି ଦୃଶ୍ୟ ଦେଖିବାକୁ ମିଳୁଛି
ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ବି ପଛରେ ପକାଇ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ତାଲିକାରେ ଆଗରେ ରହି ପୁଣି ଥରେ ବିଶ୍ୱ ମଞ୍ଚରେ ଚର୍ଚ୍ଚା ସାଉଁଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଯେଉଁ ଜମିରେ ଦିନେ ଗାଈ ଗୋରୁ ଘାସ ଚରୁଥିଲେ ସେଠି ଏବେ ନିର୍ମାଣ ହୋଇଛି ପୋଖରୀ,ପାର୍କ,ବଡ଼ ବଡ଼ କୋଠା । ଅନେକ ଗୋଚର ଜମିକୁ ମୁଷ୍ଟିମେୟ ଲୋକ ଜବରଦଖଲ କରିଛନ୍ତି । ଏବେ ଗାଈଗୋରୁଙ୍କ ଚରାବୁଲା ପାଇଁ ଗୋଚର ଜମି ଗୁଡିକ କେବଳ ସରକାରୀ କାଗଜ କଲମରେ ରହିଯାଇଛି....
ଆଜିକାଲି ପ୍ରାୟ ସମସ୍ତେ ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟ୍ଫର୍ମରେ ଖୁବ ଆକ୍ଟିଭ୍ ରହୁଥିବା ଦେଖାଯାଏ। କିଛି ଲୋକ ଇନ୍ଷ୍ଟାଗ୍ରାମ୍ କେବଳ ରିଲ୍ସ ଅପକୋଡ୍ କରୁଥିବା ବେଳେ ଆଉ କିଛି ଲୋକ ଏହା ଦ୍ୱାରା ଭଲ ରୋଜଗାର ମଧ୍ୟ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଯୁବ ଉଦ୍ୟୋଗୀ ଆଞ୍ଚଲ୍ ଅଗ୍ରୱାଲ୍ଙ୍କ ସଫଳତାର କାହାଣୀ।
ଅନେକ ମନ୍ଦିରରେ ଦେଖିବାକୁ ମିଳିଲାଣି ଆପ୍ ସେବା । ଯାହା ଦ୍ୱାରା ଶ୍ରଦ୍ଧାଳୁମାନେ ଭଗବାନଙ୍କ ଦର୍ଶନ ସହ ବିଭିନ୍ନ ସୁବିଧା ପାଇପାରିବେ ।
‘ଗଦର ୨’ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଜାନୁଆରୀ ୨୬ରେ ‘ଗଦର ୨’ ର ରିଲିଜ୍ ତାରିଖ ଏବଂ ପୋଷ୍ଟର’ ରିଲିଜ୍ ହେବା ଦିନଠାରୁ ପ୍ରଶଂସକମାନେ ବହୁତ ଖୁସି ଥିବା ଜଣାଯାଏ। ଏଥିରେ ତାରା ସିଂହ ପାଇଁ ସନୀ ଦେଓଲ କରିଥିବା ଚାର୍ଜ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।
ଭାରତୀୟ କ୍ରିକେଟର ଶିଖର ଧୱନଙ୍କ ପତ୍ନୀ ଆୟଶା ମୁଖାର୍ଜୀଙ୍କୁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଚେତାବନୀ ଦେଇଛନ୍ତି। ଧୱନଙ୍କ ବିରୋଧରେ କେଉଁଠି ବି କେବେ ବି ବଦ୍ନାମ କଲା ଭଳି ମନ୍ତବ୍ୟ ନଦେବା ପାଇଁ ଆୟଶାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।