ନିକଟରେ ଏକ କାର୍ଯ୍ୟକ୍ରମ ଅବସରରେ ମିଥୁନ ତାଙ୍କ ପୁଅକୁ ନେଇ ଭାବପ୍ରବଣ ହୋଇପଡିଥିଲେ। ସେ ନିଜକୁ ଜଣେ ବହୁତ ଖରାପ ବାପା ବୋଲି ମଧ୍ୟ କହିଛନ୍ତି। ହେଲେ ସେ ଏମିତି କାହିଁକି କହିଲେ, ଆସନ୍ତୁ ଜାଣିବା…
ଏକ ରେଲ୍ୱେ କମ୍ପାନୀ ଯାତ୍ରୀଙ୍କୁ ଅଜବ ପ୍ରକାରର ପରାମର୍ଶ ଦେଇଛି। ଏହି କମ୍ପାନୀ ଯାତ୍ରୀଙ୍କୁ କହିଛି, ଟ୍ରେନ୍ରେ ଯାତ୍ରା ବେଳେ ଅଶ୍ଲୀଳ ଫିଲ୍ମ ଦେଖନ୍ତୁ ନାହିଁ। ଖାଲି ଅଶ୍ଲୀଳ ଫିଲ୍ମ ନୁହେଁ ଅଶ୍ଲୀଳ ଜୋକ୍ସ ମଧ୍ୟ ପଢ଼ନ୍ତୁ ନାହିଁ।
ଖରା ବଢୁଛି, ତାଳ ଦେଇ ତାତି ବି ବଢୁଛି l ଅସହ୍ୟ ହେଲାଣି ଗରମ l ଅତିଷ୍ଟ ହେଉଛି ଜୀବଜଗତ । ସେଥିରୁ ପଶୁପକ୍ଷୀ ମାନେ ବାଦ୍ ପଡ଼ିବେ ବା କେମିତି? ବାଲେଶ୍ୱର ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୁରାତନ ଛାତ୍ର ଯେଉଁ ନୂଆ ପ୍ରୟାସ କରିଛନ୍ତି ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ...
ଏହି ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଦେଶର ମାନ୍ଦାବସ୍ଥା ଅନେକଙ୍କୁ ଡୁବାଇ ଦେଇଥିବା ବେଳେ ଫିଜିକ୍ସ ୱାଲା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥିଲା ।
ଖାଲି ସେତିକି ନୁହେଁ ଏହା ଦ୍ୱାରା ଚୟନକର୍ତ୍ତାଙ୍କ ପାଖରେ ଅଧିକ ଅପ୍ସନ୍ ମଧ୍ୟ ରହିବ । ପ୍ରତିଯୋଗୀତା ମଧ୍ୟ ଉଚ୍ଚ କୋଟିର ହେବ ବୋଲି ଆଶା କରାଯାଇଛି ।
ସମସ୍ତଙ୍କ ସହଯୋଗ ଲାଗି ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ହନୁମାନ ଜୟନ୍ତୀ ପାଇଁ ସଂଗୃହିତ ହୋଇଛି କୋଟିଏ ରୁଦ୍ରାକ୍ଷ । ଏହି ରୁଦ୍ରାକ୍ଷକୁ ନେପାଳ, ୠଷିକେଶ ଓ ହରିଦ୍ୱାରରୁ ସଂଗ୍ରହ କରାଯାଇଛି । ସେହିଭଳି ଦେଶର କୋଣ ଅନୁକୋଣରେ ଥିବା ସାଧକଙ୍କ ଦ୍ଵାରା ଭିନ୍ନ ଭିନ୍ନ ଭାଷାରେ ଲେଖାଥିବା ରାମନାମ ପତ୍ରିକା ଆସିଛି । ଆସିକା ବାଣୀବିହାର ସ୍ଥିତ ଗୁରୁକୃପା ଆଶ୍ରମରେ ଦେଖିବାକୁ ମିଳିଛି ଏମିତି ନିଆରା ଦୃଶ୍ୟ । ହନୁମାନ ଜୟନ୍ତୀ ଅବସରରେ ଆଶ୍ରମରେ ୮୮୦ କୋଟି ଗଚ୍ଛିତ ନାମ ପତ୍ରିକା ବି ପୂଜା ହୋଇଛି ।
ଘରେ ପହଁଚିବା ପରେ ପରିବାର ଲୋକଙ୍କ ଆଖିରେ ଖୁସିର ଲୁହ ବି ଦେଖାଦେଇଥିଲା । ପୁଅକୁ ବନ୍ଦାପନା କରି ପାଛୋଟି ନେଇଥିଲେ ମାଆ ପାର୍ବତୀ ଓ ଧର୍ମପତ୍ନୀ ଜ୍ୟୋର୍ତିମୟୀ । ପୁଅ ଆଜି ଘରକୁ ଆସିଛି ମୁଁ ବହୁତ ଖୁସି କିନ୍ତୁ ବେଶୀ ଖୁସି ପୁଅ ଭାରତ ମା'ର ସେବା କରିଛି ବୋଲି କହିଛନ୍ତି ବାପା ଗୌରାଙ୍ଗ ଚନ୍ଦ୍ର ନାୟକ । ସେପଟେ ପଙ୍କଜ କହିଛନ୍ତି, ଇଚ୍ଛା ଥିଲା ଭାରତ ମାତାର ସେବା କରିବାକୁ
ପରୀକ୍ଷା ପୂର୍ବରୁ କେଉଁ ଭାଷାରେ ଚୟନ କରିବେ ସେନେଇ ଛାତ୍ରଛାତ୍ରୀଙ୍କୁ ନିଷ୍ପତ୍ତି ନେବାର ସୁଯୋଗ ଦିଆଯିବ ।
କୁଳଡିହାର ଘଂଚ ଅଭୟାରଣ୍ୟ ଭିତରେ ବିରାଜମାନ ମାଆ ପାଟ ମୁଣ୍ଡେଇ । ଯାହାଙ୍କ ପାଇଁ ବର୍ଷକରେ ଦିନଟିଏ ଅଭୟାରଣ୍ୟ ଆଇନ ବି ଫିକା ପଡ଼ିଯାଏ । ବର୍ଷ ତମାମ ଅଭୟାରଣ୍ୟକୁ ପ୍ରବେଶ ପାଇଁ ବିଭାଗର ଅନୁମତି ଆବଶ୍ୟକ ପଡିଥାଏ
ଆତଙ୍କ ବଢ଼ାଇବାକୁ ଚାହୁଁଥିଲା, ମାଟିରେ ମିଶିଗଲା । ନିଜେ ଜେଲରେ, ସ୍ତ୍ରୀ ଫେରାର୍, ପୁଅକୁ ଏନକାଉଣ୍ଟର ।
ବୃଦ୍ଧା ଫ୍ୟାନ୍ଙ୍କ ଘରେ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି (MS Dhoni) । ଇଚ୍ଛା ପୂରଣ କରିବା ପାଇଁ ନିଜେ ଫ୍ୟାନଙ୍କ ଘରେ ପହଞ୍ଚିଗଲେ । ମାହିଙ୍କୁ ଦେଖି ଖୁସିରେ ଗଦ୍ଗଦ୍ ବୃଦ୍ଧା ।
ମହାକାଶର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍(ISS)ରେ ଚାଷ ହୋଇଥିବା ଟମାଟୋ ଆଜି ପୃଥିବୀ ପୃଷ୍ଠକୁ ଫେରିବ। କାର୍ଗୋ ରିସପ୍ଲାଏ ମହାକାଶଯାନ- SpaceX's CRS-27ରେ ଏହା ପୃଥିବୀ ପୃଷ୍ଠକୁ ଫେରିବ ବୋଲି ନାସା ପକ୍ଷରୁ ଘୋଷଣା କରାଯାଇଛି।
ସରକାରୀ ବଙ୍ଗଳା ଖାଲି କଲେ ରାହୁଲ ଗାନ୍ଧୀ (Rahul Gandhi) । ମା’ ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇ ଦେଲେ ଜିନିଷପତ୍ର ।
ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବ୍ୟାନ୍ ରହିଥିବା ବେଳେ ଶୋଭାଯାତ୍ରା ରାସ୍ତାରେ କୋହଳ ରହିଛି ୧୪୪ ଧାରା।
ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ, ଶନିବାର, ଚନ୍ଦ୍ର – ମକର ସନ୍ଧ୍ୟା ୦୬.୪୩ ଗତେ କୁମ୍ବ, ତିଥି – ୧୦ମୀ ରାତ୍ରି ୦୮.୪୫ ଗତେ ୧୧ଶୀ, ଘାତ ଚନ୍ଦ୍ର – ସିଂହ ସନ୍ଧ୍ୟା ୦୬.୪୩ ଗତେ ମିଥୁନ ଓ ମୀନ, ଘାତ ବାର – ବୃଷ, ସିଂହ ଓ କନ୍ୟା
ଏହି କାରନାମା ପଛରେ କେଉଁ ସଂଗଠନର ହାତ ରହିଛି ? ସେନେଇ କୌଣସି ସଠିକ୍ ସୂଚନା ନାହିଁ ।
ଏହା ପଛରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ହାତ ଥିବା ଅଭିଯୋଗ କରି ଆସୁଛି AAP ।
ଘାଟିକୁ ଖସିଲା ବସ୍। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ଆଶଙ୍କା କରାଯାଉଛି।
ଓଡିଶା ସରକାର ୮.୫ ମିଟର ଲମ୍ବରୁ ଛୋଟ ଆକାରର ଉଭୟ ଯନ୍ତ୍ରଚାଳିତ ଓ ଅଣଯନ୍ତ୍ରଚାଳିତ ଡଙ୍ଗାକୁ ଅନୁମତି ଦେଇଥିବାରୁ ଆପତ୍ତି ଉଠାଇଛନ୍ତି ଟ୍ରଲର ମାଲିକ ଓ କର୍ମଚାରୀ ।
ବିଏମସିର କହିବା ଅନୁଯାୟୀ, ଲୋକଙ୍କ ଭିତରେ ପାର୍କିଂ ସ୍ଥଳକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ମାଇକ ଯୋଗେ ପ୍ରଚାର ମଧ୍ୟ କରାଯାଉଛି।
ଏବର୍ଷ ଦୀର୍ଘ ୬୨ ଦିନ ବ୍ୟାପୀ ହେବାକୁ ଥିବା ଅମରନାଥ ଯାତ୍ରା ଅଗଷ୍ଟ ୩୧ରେ ଶେଷ ହେବ।
ମଣିଷ ଏବଂ କୁକୁର ମଧ୍ୟରେ ବିବାହ ଅଜବ ଲାଗୁଥାଇପାରେ। କିନ୍ତୁ ଗୋଟିଏ ନୁହେଁ, ଏହିପରି ଦୁଇଟି ବିବାହ ହୋଇଛି। ତାହା ପୁଣି ଓଡିଶାରେ। ଗୁରୁବାର ଦିନ ବାଲେଶ୍ୱର ଜିଲ୍ଲାର ଏକ ଆଦିବାସୀ ଗ୍ରାମରେ ଏହି ବିବାହ ହୋଇଛି। ଏହା ପଛରେ ରହିଛି ଏକ ଅନ୍ଧବିଶ୍ୱାସ।
ଥରେ ଭାବନ୍ତୁ ତ ଆପଣଙ୍କ ଝିଅ ବାହାରକୁ ବୁଲିବାକୁ ଯାଇ ସେଠାରୁ କଲ୍ କରେ ଆଉ କୁହେ ତା’ ଜୀବନ ବିପଦରେ ଅଛି, ତେବେ ଆପଣଙ୍କ ଅବସ୍ଥା କ’ଣ ହେବ? ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ବାସ୍ତବତା ଜାଣିଲେ ଆପଣ ବି ଚିନ୍ତାରେ ପଡିଯିବେ।