• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Farmer Issue
ଫଟା ଟମାଟୋ, ପଚା ତରଭୁଜ ଧରି ହିଡ଼ ମୁଣ୍ଡରେ କାନ୍ଦୁଛି ଚାଷୀ

ଏମିତିରେ ଧାରକରଜ କରି ଚାଷ କରୁଥିବା ଚାଷୀଙ୍କ ଦୁର୍ଦ୍ଦଶା ବଢିଯାଇଛି । ଅଦିନିଆ ବର୍ଷା ମାଡ଼ରେ ଜମିରେ ବଳିପଡ଼ିଥିବା ଟମାଟୋ, ଗୁଆଁର ତୋଳିବାକୁ ଲାଗିଛି ଚାଷୀ । ରାୟଗଡା ଜିଲ୍ଲା ଗୁଣପୁରର ଭାରସିଂ ଅଞ୍ଚଳରେ ଏବେ ଚାଷୀ ଆଖିରେ ଲୁହ ଆଣି ଦେଇଛି ଅଦିନିଆ ବର୍ଷା ।

PM Modi
୭୧,୦୦୦ ଯୁବକଯୁବତୀଙ୍କୁ ମିଳିଲା ରୋଜଗାର : ନିଯୁକ୍ତପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ଏହି ଅବସରରେ ମୋଦି କହିଛନ୍ତି, ‘ଦେଶରେ ନୂତନ ସୁଯୋଗ ପାଇଁ ଦ୍ୱାର ଖୋଲା’

Gold Price Today
Gold Price Today 13th April 2023: ବଢିଛି ସୁନା ଦର, କିଣିବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୨୦୦ ଟଙ୍କା ହୋଇଛି।

Solar Eclipse 2023
ଏପ୍ରିଲ ୨୦ରେ ଲାଗିବ ସୂର୍ଯ୍ୟ ପରାଗ, ଭୁଲ୍‌ରେ କରନ୍ତୁନି ଏହିସବୁ କାମ...

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ରେ ଲାଗିବ ବୋଲି ଜଣାପଡ଼ିଛି। ଏହି ଦିନ ବୟସ୍କ, ଛୋଟ ଶିଶୁ ଓ ଗର୍ଭବତୀଙ୍କ ବିଶେଷ ଧ୍ୟାନ ରଖିବା ଜରୁରୀ।

rape
ବିବାହର ୧୦ ବର୍ଷ ପରେ ସ୍ତ୍ରୀ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ସ୍ୱାମୀ

୧୦ ବର୍ଷର ବିବାହ ପରେ ବଡ଼ ଖୁଲାସା । ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ।

Social Worker Chinmayee Dash
ପକ୍ଷୀଙ୍କ ଶୋଷ ବୁଝିଲେ ଚିନ୍ମୟୀ : ପାହାଡ଼ ଚଢ଼ିଲେ, ଠେକିରେ ପାଣି ରଖିଲେ

ଅନୁଗୁଳ ଜରପଡ଼ା ରେଂଜ୍‌ରେ ରେଞ୍ଜ ଅଧିକାରୀ ମାଧବ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପ୍ରାୟ ୫୦ ଜଣ ସମାଜସେବୀ ଓ ବନ କର୍ମଚାରୀ ପାହାଡ଼ ଉପରକୁ ଚଢ଼ିଥିଲେ । ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ମହିଳା ମାନେ ବି ଏହି ଯାତ୍ରାରେ ସାମିଲ ଥିଲେ । ସମସ୍ତଙ୍କ ହାତରେ ପାଣି ଠେକି ବି ଥିଲା । ପ୍ରାୟ ୨ ଶହ ଫୁଟ ପାହାଡ଼ ଚଢ଼ିବା ପରେ ପାଣି ଭର୍ତ୍ତି ଠେକିକୁ ରଖିଥିଲେ। ଆଉ ଏଇ ପାଣି ଠେକିରୁ ଏବେ ଶହଶହ ପକ୍ଷୀ ପିଉଛନ୍ତି ପାଣି।

Violence during Hanuman Jayanti rally in Sambalpur Internet services suspended for 48 hours
୪୮ ଘଣ୍ଟା ପାଇଁ ସମ୍ବଲପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ, ଚାରିଆଡ଼େ ପୋଲିସ୍‌ ଛାଉଣୀ

ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ପଥରମାଡ଼ ଘଟଣାକୁ ନେଇ ସହରର ଅଧିକାଂଶ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। ଏହାସହ ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। 

Punjab Road Accident
ଚାଲି ଚାଲି ଯାଉଥିଲେ ଶ୍ରଦ୍ଧାଳୁ, ଫୁଲ୍‌ ସ୍ପିଡ୍‌ରେ ଆସି ମାଡ଼ିଗଲା ଟ୍ରକ୍‌...ଅକାଳରେ ଚାଲିଗଲା ୮ ଜୀବନ

ଚାଲି ଚାଲି ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଭୟଙ୍କର ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

Heat Wave
ଅସହ୍ୟ ଗରମରେ ଛଟପଟ ଜନଜୀବନ; ୧୫ ଯାଏଁ କଲବଲ କରିବ ତାତି

ସର୍ବାଧିକ ତାପମାତ୍ରାରେ କାଲି ବିରଳ ରେକର୍ଡ କରିଛି ଝାରସୁଗୁଡ଼ା । ଦେଶ ସହ ଏସିଆର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ପାଲଟିଛି ଝାରସୁଗୁଡା ।

Goat Seller
ଛେଳି ବେପାରୀଙ୍କୁ ଗୁଳି କରି ୯ ଲକ୍ଷ ଲୁଟ୍

ବାଇକରେ ୩ ଜଣ ଛେଳି ବେପାରୀ ଯାଉଥିବା ବେଳେ ଆକ୍ରମଣ କରିଥିଲେ ଲୁଟେରା । ବାଇକ ଅଟକାଇ ଗୁଳିମାଡ଼ କରି ୯ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ ।

 Panchang
Today Panchang 13th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

144 Imposed In Sambalpur Before Hanuman Jayanti
ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ପଥର ମାଡ଼, ୧୪୪ ଧାରା ଜାରି

ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ୧୪୪ ଧାରା ଜାରି ହୋଇଛି। ହନୁମାନ ଜୟନ୍ତୀ ପାଇଁ ଗତକାଲି ବାଇକ ରାଲି ବେଳେ ପଥର ମାଡ଼ ହୋଇଥିଲା।

Bee Farming
ମାଲାମାଲ୍‌ କରିଦେଲା ମହୁଚାଷ : ରୋଜଗାର ଜାଣିଲେ ଉଡ଼ିଯିବ ହୋସ୍‌

କାଠକୁ କାଠ ସହିତ ଯୋଡ଼ିବାର ବ୍ୟସ୍ତ ଥିଲେ ମହିଳା । ଗୋଟିଏ କି ଦୁଇଟି ନୁହେଁ ଶତାଧିକ କାଠ ଖଣ୍ଡକୁ କଂଟା ସାହାଯ୍ୟରେ ଯୋଡ଼ି ବାକ୍ସ ତିଆରି କରିବାରେ ଲାଗି ପଡ଼ନ୍ତି ମହିଳାମାନେ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ହରିଶଙ୍କରପୁର ଗ୍ରାମର ସୁମିତ୍ରା ମହାରଣାଙ୍କ ମହୁ ଚାଷକୁ ନେଇ ଏବେ କିନ୍ତୁ ଭାରି ଚର୍ଚ୍ଚା

Today 75th Bhubaneswar Foundation Day Celebration
ହାପି ବାର୍ଥ ଡେ’ ଭୁବନେଶ୍ୱର: ୭୫ ବର୍ଷରେ ପାଦ ଥାପିଲା ରାଜଧାନୀ

ରାଜଧାନୀ ଭୁବନେଶ୍ୱରକୁ ପୁରିଲା ୭୫ ବର୍ଷ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଅର୍ଥାତ୍‌ ଆଜିର ଦିନରେ ଓଡିଶାର ରାଜଧାନୀ ଭାବେ ନିଜର ପରିଚୟ ପାଇଥିଲା ଭୁବନେଶ୍ୱର।

Vastu tips for bedroom
Vastu Tips: ବେଡ୍‌ରୁମ୍‌ରେ ରଖିଛନ୍ତି କି ମିରର୍; ହୋଇପାରେ ଏହିସବୁ କ୍ଷତି

ବାସ୍ତୁରେ ବେଡ୍‌ରୁମ ଏକ ମଧୁର ଦାମ୍ପତ୍ୟ ଜୀବନ ଦେଇଥାଏ। ଏଠାରେ ଯଦି କିଛି ବାସ୍ତୁଗତ ତ୍ରୁଟିଥାଏ ତେବେ ଏହା ଅନେକ ସମସ୍ୟାର କାରଣ ହୋଇଥାଏ। ତେବେ ଆସନ୍ତୁ ବେଡ୍‌ରୁମ୍‌ର ବାସ୍ତୁ ଉପରେ ନଜର ପକେଇ ନେବା।

Tankadhar Tripathy named BJP candidate for Jharsuguda bypoll
ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଆଗରୁ ଘୋଷଣା କରିସାରିଥିଲେ

Srimandir Heritage Corridor
ବୋଝ ଉପରେ ନଳିତା ବିଡ଼ା ପାଲଟିବନି ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ?

ରଥ ଗଡ଼ିବାରେ ସମସ୍ୟା ଦେଖାଦେଇପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି ବରିଷ୍ଠ ସେବାୟତ।

OBC census sparks political slugfest in Odisha
ନିର୍ବାଚନରେ ଜାତି କାର୍ଡ ଖେଳିବ କି ବିଜେଡି? ଓବିସି ସର୍ଭେ ଉପରେ ବିଜେଡିର ଫୋକସ୍ 

ପଛୁଆ ବର୍ଗ ସର୍ଭେ ପାଇଁ ନିର୍ଦ୍ଦିଷ୍ଟ ଫର୍ମ ଭରିବାକୁ ପଡ଼ିବ। ସର୍ଭେ ସେଣ୍ଟରକୁ ଯାଇ କିମ୍ବା ଅନଲାଇନ୍ ଜରିଆରେ ଫର୍ମ ପୂରଣ କରି ହେବ।

artificial intelligence
ଆଗୁଆ ଜାଣିହେବ କାହାକୁ ହେବ କେଉଁ ରୋଗ, ଚିକିତ୍ସା ବିଜ୍ଞାନରେ ଆସୁଛି ବୈପ୍ଲବିକ ପରିବର୍ତ୍ତନ 

ରୋଗ ଚିହ୍ନଟଠାରୁ ରିପୋର୍ଟ ପ୍ରସ୍ତୁତ ଯାଏଁ ସବୁ କିଛି AI ସହାୟତାରେ କରାଯାଇପାରିବ।

Naveen Patnaik
‘ଓଡ଼ିଶା ଗରିବ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ଧନୀ ଆଉ ତାଙ୍କ ଦଳ BJD ବି ଧନୀ’

ଧନୀ ତାଲିକାରେ ୫୧୦ କୋଟି ସହ ୧ ନମ୍ବରରେ ଜଗନ ରେଡ୍ଡି  । ମମତା ବାନାର୍ଜୀଙ୍କ ସଂପତ୍ତି ମାତ୍ର ୧୫ ଲକ୍ଷ, ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ  ।

Fake Certificate
ସାମ୍ନାକୁ ଆସିଲା ନକଲି ସାର୍ଟିଫିକେଟରେ ଅସଲି ଗୁମର ! ସରକାରଙ୍କ ଜାଣତରେ ଚାଲିଥିଲା କି କାରବାର ?

୨୦୧୯ରୁ ଖବର ଥିଲା, କିନ୍ତୁ କାର୍ଯ୍ୟାନୁଷ୍ଠାନ ହୋଇନଥିଲା କାହିଁକି? ବଲାଙ୍ଗିର ମାମଲାରେ ଏଯାଏ ଜଣକୁ ବି ଗିରଫ କରିନି କ୍ରାଇମବ୍ରାଞ୍ଚ ।

Heat Wave
ଅସହ୍ୟ ତାତି ! ସକାଳୁ ସକାଳୁ ଏତେ ଖରା ଯେ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

୧୬ ତାରିଖରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗରରୁ ବାୟୁପ୍ରବାହ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ସମେତ ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ବର୍ଷା ସମ୍ଭାବନା ରହିଛି ।

Cricketer
ଗାଙ୍ଗୁଲି-ରୋହିତ-ପାଣ୍ଡ୍ୟାଙ୍କ ନାଁରେ କୋର୍ଟରେ ସଙ୍ଗୀନ୍‌ ଅଭିଯୋଗ, ଜାଣନ୍ତୁ କାରଣ

ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ବିପଦ ହେବା ସହ ଏହା ଦେଶ ପାଇଁ ମଧ୍ୟ ବିପଦ ।

Dilkhus Kumar
ଷ୍ଟାର୍ଟଅପ୍‌ ଆଇକନ୍‌ ଦିଲ୍‌ଖୁସ୍‌ ! ଦିନେ ରିକ୍ସା ଟାଣୁଥିଲେ ଏବେ ବିରାଟ ଧନୀ, ବଡ଼ କମ୍ପାନୀର ମାଲିକ

ଆଗାମୀ ଦିନରେ ତାଙ୍କର ଲକ୍ଷ୍ୟ ରହିଛି ଯେ, ସାରା ଦେଶରେ ସେ ଏହି ଟାକ୍ସି ସେବା ଯୋଗାଇବେ । ସବୁଠାରୁ ବଡ଼ କଥା ହେଲା, ଡ୍ରାଇଭର ମାନଙ୍କ ଦୁଃଖ ବୁଝି ଏହି ସଂସ୍ଥା ପ୍ରତ୍ୟେକ ମାସିକ ୫୫ରୁ ୬୦ ହଜାର ଟଙ୍କା ଲେଖାଏଁ ପାରିଶ୍ରମିକ ଦେଇଥାଏ ।