ଓଡ଼ିଶାରେ କିଡ୍ନୀ ପ୍ରତିରୋପଣର ଆଉ ଏକ ନୂଆ ଆଶା ସଞ୍ଚାର। ରୋଗୀ ଆଉ ବାହାର ରାଜ୍ୟକୁ ଯିବେନି। ଏବେ ଖୁବ୍ କମ ଖର୍ଚ୍ଚରେ ହୋଇପାରିବ କିଡ୍ନୀ ପ୍ରତିରୋପଣ।
ଖାଲି ପାଦରେ ପେନ୍ସନ୍ ପାଇଁ କୋଷେ ଦୂର ଚାଲି ଚାଲି ଯାଉଛନ୍ତି ବୃଦ୍ଧା । ପ୍ଲାଷ୍ଟିକ ଚୌକିଟିଏ ଭରସା ମାତ୍ର ।
ଖବର ପାଇ ପୋଲିସ ଗଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ କୁହାଯାଉଛି ଯେ, ଭୁଲ ବସତଃ କିମ୍ବା ଅଜାଣତରେ ପିଲାମାନେ ବିଷ ପିଇ ଥାଇପାରନ୍ତି ।
ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କୁ ବଲିଉଡ୍ର ସବୁଠାରୁ ଭଲ ଦମ୍ପତି କୁହାଯାଉଥିଲେ ବି ସେମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଗତ କିଛି ବର୍ଷ ଧରି, ଦମ୍ପତିଙ୍କ ମଧ୍ୟରେ ଖେଟ୍ଖାଟ୍ ହେବା ଖବର ସାମ୍ନାକୁ ଆସିଛି। ଅନେକ ସମୟରେ ଅଭିଷେକଙ୍କ ଉପରେ ଐଶ୍ୱର୍ଯ୍ୟା ରାଗିବା ସହ ନାଲି ଆଖି ମଧ୍ୟ ଦେଖାନ୍ତି।
ନୂଆପଡ଼ାରୁ ଉଦ୍ଧାର ହୋଇଥିବା ବାଘ ସୁସ୍ଥ ଅଛି। ଅଂଶୁଘାତ ନା କେଉଁ କାରଣରୁ ସେ ଅସୁସ୍ଥ ହୋଇଥିଲା, ତାହା ନିରୀକ୍ଷଣ କରାଯାଉଛି ।
ଆଜି ପୋଲିସ ସେବା ଭବନରେ ସ୍ୱତନ୍ତ୍ର ସିକ୍ୟୁରିଟି ୱିଙ୍ଗ୍ କମାଣ୍ଡ ସେଣ୍ଟରର ଉଦଘାଟନ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
‘କେଜିଏଫ୍ ୨’ ଏବଂ ‘କାନ୍ତାରା’ ସହିତ ‘ହୋମ୍ବଲେ ଫିଲ୍ମସ୍’ ଦର୍ଶକଙ୍କ ହୃଦୟ ଉପରେ ରାଜ୍ କରିସାରିଛି। ଇଣ୍ଡଷ୍ଟ୍ରୀ ଏବେ ଏହାର ପରବର୍ତ୍ତୀ ଚଳଚ୍ଚିତ୍ର ସହିତ ଫେରିବା ନେଇ ସଜବାଜ ହେଉଛି। ଏହାର ପ୍ରଥମ ଲୁକ୍ ଜାରି ହୋଇଛି। ପୋଷ୍ଟର୍ କହୁଛି ନିଆଁ ଲଗେଇବ ଫିଲ୍ମ।
ଖରା ସାଙ୍ଗକୁ ଗୁଳୁଗୁଳି କରିବ ଅଣାୟତ୍ତ । ଦିନର ତାପମାତ୍ରା ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ବା ତାଠାରୁ ଅଧିକ ରହିବ।
ଆଡମିଶନ୍, କୋର୍ସ ଫି, ହଷ୍ଟେଲ ସୁବିଧା ନିମନ୍ତେ ସମସ୍ତ ଅର୍ଥ ବହନ କରିବ OTV Cares...
ଜରୁରୀ ସେବାରେ ବ୍ୟାଘାତ ନଘଟାଇବା ପାଇଁ ଲାଗୁ ହେଲା ଏସମା ।
ଆଜିକାଲି ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ 'କିସି କା ଭାଇ କିସି କୀ ଜାନ' ପାଇଁ ଚର୍ଚ୍ଚାରେ ଅଛନ୍ତି। କୁହାଯାଉଛି ଯେ ଫିଲ୍ମ ବକ୍ସ ଅଫିସ୍ରେ ଆତଙ୍କ ସୃଷ୍ଟି କରିପାରେ ଏବଂ ସଲମାନ ଖାନଙ୍କ କ୍ୟାରିଅରକୁ ମଧ୍ୟ ଏକ ନୂଆ ମୋଡ଼ ଦେଇପାରେ। ଏହା ପଛରେ ୫ଟି ବଡ଼ କାରଣ ରହିଛି। ଆସନ୍ତୁ ନଜର ପକେଇ ନେବା।
ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶ କରାଯିବା ନେଇ ପ୍ରକ୍ରିୟା ଜାରି ରହିଛି ବୋଲି ବୋର୍ଡ ସଭାପତି କହିଛନ୍ତି । ଏଥି ସହିତ ଚଳିତ ବର୍ଷ ୫ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ଥିଲେ ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୦୩୦ ଟଙ୍କା ହୋଇଛି।
ସହରର ମୁଖ୍ୟ ରାସ୍ତା ଦେଇ ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ଛକ, ବେହେରାମାଲ ଛକ ଦେଇ ଉପଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲା ।
ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ସାଧାରଣ ସମ୍ପାଦକ ମହିଳାଙ୍କୁ ଦୁର୍ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତ ବ୍ୟକ୍ତିଙ୍କ ଶରୀର ନିକଟସ୍ଥ କ୍ଷେତରେ ପଡ଼ିଥିବା ପୋଲିସ କହିଛି । ମୃତକଙ୍କ ଭାଇଙ୍କ ଅଭିଯୋଗ ଅନୁସାରେ ପଡ଼ୋଶୀରେ ରହୁଥିବା ୮ଜଣ ବ୍ୟକ୍ତି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ।
ଜଣେ ୫୭ ବର୍ଷୀୟ ବ୍ୟକ୍ତି ମୃତ୍ୟୁକୁ ଅତି ନିକଟରୁ ଦେଖିଛନ୍ତି । ସେ କହିଛନ୍ତି କି, ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ସ୍ୱର୍ଗ କିମ୍ୱା କେଉଁ ଅଲଗା ଦୁନିଆକୁ ସେ ଚାଲିଯାଇଥିଲେ ।
ରାଗ ସୁଝାଇବା ପାଇଁ ଆଜି ୧୦ରୁ ଉର୍ଦ୍ଧ୍ୱ ଯୁବକ କଲେଜ କ୍ୟାମ୍ପସରେ ପହଞ୍ଚିଥିଲେ ।
ତାପମାତ୍ରା ବୃଦ୍ଧି ପାଉଥିବାରୁ ପଶ୍ଚିମବଙ୍ଗରେ ଆଜି ଠାରୁ ସପ୍ତାହେ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ।
ବିରୋଧ କରିବା ବଦଳରେ ହସିଲେ ଘର ଲୋକ । କନ୍ୟା ବି ଚୁପ୍ ରହିଲା ।
ରାଜଧାନୀରେ ପୁଣି ତାତିର ପ୍ରକୋପ । ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୩୧.୬ ଡିଗ୍ରୀ ।
ଆଜିକାଲି କର୍ମଚାରୀମାନଙ୍କୁ ଛୁଟି ଦେବା ନେଇ କର୍ପୋରେଟ୍ ଦୁନିଆ ପ୍ରାୟତଃ ଉଦାର ନୁହେଁ। ଗୋଟେ ଜରୁରୀ ଛୁଟି ପାଇଁ ବେଳେବେଳେ ତ ବସ୍ଙ୍କ ସହ ତେରିମେରି ବି ହୋଇଯାଏ। କିନ୍ତୁ ଏମିତି ଏକ କମ୍ପାନୀ ଜଣେ କର୍ମଚାରୀଙ୍କୁ ଏକ ବର୍ଷ ଛୁଟି ଦେଇଛି ତାହା ପୁଣି ପୂରା ଦରମା ସହିତ।
ବିଜୁ ବାବୁ ସେବା, ତ୍ୟାଗ ଏବଂ ଉତ୍କଳୀୟ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ।
ଚାରିଆଡେ ଏବେ ବୋତଲ ପାଣିର ଚାହିଦା। ଏହାକୁ ନେଇ ଶୁଦ୍ଧତା ନାମରେ କୋଟି କୋଟି ଟଙ୍କାର ବ୍ୟବସାୟ ଚାଲିଛି। ଏହା କ’ଣ ସତରେ ଶୁଦ୍ଧ? ଏହା କ’ଣ ଶରୀରକୁ ସୁସ୍ଥ ରଖେ? ଆସନ୍ତୁ ଜାଣିବା…