• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

All schools in Sambalpur to remain closed for another two days
ସମ୍ବଲପୁର ଜିଲ୍ଲାରେ ଆଉ ୨ ଦିନ ସ୍କୁଲ ବନ୍ଦ

୧୬ ତାରିଖ ଅର୍ଥାତ୍‌ ଆଜି ଯାଏଁ ରାଜ୍ୟର ସବୁ ସ୍କୁଲଗୁଡ଼ିକ ଛୁଟି ରହିବା ନେଇ କୁହାଯାଇଥିଲା । ସ୍କୁଲ୍‌ ସମେତ ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ ରହିଥିଲା ।

Arjun Tendulkar
ଅପେକ୍ଷାର ଅନ୍ତ; IPLରେ ପୁଣି ତେନ୍ଦୁଲକର

ଭେଟେରାନ ରୋହିତ ଶର୍ମା ଅର୍ଜୁନଙ୍କୁ କ୍ୟାପ୍ ପିନ୍ଧାଇ ମୁମ୍ବାଇ ଚୂଡାନ୍ତ ଏକାଦଶକୁ ସ୍ୱାଗତ କରିଥିଲେ । ବହୁ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ସହିତ ଅର୍ଜୁନ ଯୋଡ଼ି ହୋଇରହିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିନଥିଲା ।

aiasl Recruitment
Govt Job: ସୁବର୍ଣ୍ଣ ସୁଯୋଗ; କେବଳ ସାକ୍ଷାତକାରରେ ଏୟାର ଇଣ୍ଡିଆରେ ଚାକିରି

ଏୟାର ଇଣ୍ଡିଆ ଅନେକ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନକୁ ଆମନ୍ତ୍ରଣ କରିଛି। ୪୯୫ ପୋଷ୍ଟ୍ ପୂରଣ ହେବ। ବିନା ପରୀକ୍ଷାରେ କେବଳ ସାକ୍ଷାତକାର ମାଧ୍ୟମରେ ଏହିସବୁ ପୋଷ୍ଟ୍ ପୂରଣ ହେବ।

Ramayan
‘ରାମାୟଣ’ର ଏହି ଏପିସୋଡ୍‌ କରିଥିଲା ବିଶ୍ୱ ରେକର୍ଡ; ଜାଣିଲେ ମନେପଡ଼ିଯିବ ଆପଣଙ୍କ ସେହି ପୁରୁଣା ଦିନ

ପ୍ରତ୍ୟେକ ରବିବାର ଦିନ ଟିଭିରେ ‘ରାମାୟଣ’ ପ୍ରସାରିତ ହେଉଥିଲା । ତାହାସହ ଦୂରଦର୍ଶନରେ ଅନେକ ମେଗା ଧାରାବାହିକ ପ୍ରସାରିତ ହେଉଥିଲେ ମଧ୍ୟ ‘ରାମାୟଣ’ ପ୍ରତି ଲୋକଙ୍କ ଅତୁଟ ଭଲପାଇବା ରହିଥିଲା । ଯାହା ଆଜି ଯାଏଁ ବଜାୟ ରହିଛି ।

murder
କ୍ରୁର ବାପାମା’ ! ୧୦ମାସର ଛୁଆ ଦେହରେ ୭୧କ୍ଷତ, ସଜା ଶୁଣାଇବା ବେଳେ କାନ୍ଦିଲେ ଜଜ୍‌

କଲବଲ କରି ୧୦ ମାସର ଛୁଆକୁ ମାରିଦେଲେ । ନିଜ ପିଲାକୁ ମାରିବା ପାଇଁ କିପରି ବାପାମା’ଙ୍କର ହାତ ଗଲା ।

Ranveer singh in big trouble yrf decides not to sign films
ଅସୁବିଧାରେ ରଣବୀର ସିଂହ; ବୁଡିବ କି କ୍ୟାରିୟର୍…

ଲଗାତାର ତିନିଟି ଫ୍ଲପ୍ ପରେ ଅସୁବିଧାରେ ପଡିଛନ୍ତି ରଣବୀର ସିଂହ। ତାଙ୍କ କ୍ୟାରିୟର ଉପରେ କଳା ବାଦଲ ଘୋଟି ଆସିଛି। YRF ତାଙ୍କ ସହ କୌଣସି ଫିଲ୍ମ ନ କରିବାକୁ ନିଷ୍ପତ୍ତି ନେଇଛି।

Loot In Bhubaneswar
ଘଣ୍ଟାଏ ଭିତରେ କଳା କନା ବୁଲାଇ ଦେଲେ, ୩ ଲକ୍ଷ ଟଙ୍କା ସହ ଲୁଟି ନେଲେ ସୁନା...

ଭୁବନେଶ୍ୱରର ଗଜପତି ନଗର ଅଞ୍ଚଳରେ ଘଣ୍ଟାଏ ଭିତରେ ଜଣେ ଇଲେକ୍ଟ୍ରିକାଲ୍‌ କଣ୍ଟ୍ରାକ୍ଟରଙ୍କ ଅଫିସ୍‌ରେ ପଶି ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ସହ ସୁନା ଓ ରୁପା କଏନ ଲୁଟି ନେଇଛନ୍ତି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। 

At Least 16 Killed In Dubai Multi Storey Building Fire
ବିଲ୍‌ଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ଚାହୁଁ ଚାହୁଁ ଜଳଗିଲେ ୧୬ ଜଣ, ମୃତକଙ୍କ ମଧ୍ୟରେ ଅଛନ୍ତି ଭାରତୀୟ

ଦୁବାଇ ସ୍ଥିତ ଏକ ଆବାସିକ ବିଲ୍‌ଡିଂରେ ନିଆଁ ଲାଗି ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୪ ଭାରତୀୟ ଅଛନ୍ତି।

Sambalpur SP
‘ଯୋଜନାବଦ୍ଧ ଥିଲା ସମ୍ବଲପୁରର ପଥର ମାଡ଼ ଘଟଣା’

ପରିସ୍ଥିତି ସ୍ୱାଭାବିକ ହେଲେ କର୍ଫ୍ୟୁ କୋହଳ ଉପରେ ଚିନ୍ତା କରାଯିବ ବୋଲି କହିଲେ ସମ୍ବଲପୁର ଏସପି ବି ଗଙ୍ଗାଧର ।

Nandini Gupta crowned as femina miss india 2023
Femina Miss India 2023: ୧୦ ବର୍ଷରୁ ଦେଖୁଥିଲେ ସ୍ୱପ୍ନ; ଆଜି ମିସ୍ ଇଣ୍ଡିଆ ହେଇଗଲେ ନନ୍ଦିନୀ

ଘୋଷଣା ହେଇଛି ଫେମିନା ମିସ୍ ଇଣ୍ଡିଆ ୨୦୨୩ର ରେଜଲ୍ଟ। ୧୯ ବର୍ଷର ନନ୍ଦିନୀ ଗୁପ୍ତା ଏହାର ତାଜ୍‌କୁ ହାତେଇ ନେଇଛନ୍ତି। ଏହି ଅବସରରେ ତାଙ୍କର ବିଭିନ୍ନ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତାଙ୍କ ପାଖକୁ ଶୁଭେଛାର ସୁଅ ଛୁଟିଛି। କିଏ ଏହି ନନ୍ଦିନୀ ଗୁପ୍ତା…

elephant death
ଦୁଃଖଦ : ପାଣି ପିଇବାକୁ ନପାଇ ଚାଲିଗଲା ହାତୀର ଜୀବନ

ଜଙ୍ଗଲ ଭିତରେ ପିଇବାକୁ ମିଳିଲାନି ପାଣି । ଖୋଜି ଖୋଜି ନୟାନ୍ତ ହୋଇଯିବା ପରେ ଶେଷରେ ହାତୀର ଜୀବନ ଚାଲିଗଲା ।

Mobile Network Problem
ମୋବାଇଲ୍‌ ଅଛି, କଲ୍‌ ଯାଉନି; 5G ଯୁଗରେ ବି ମିଳୁନି 2G ସୁବିଧା

ମୋବାଇଲ ଅଛି ହେଲେ ନେଟୱର୍କ ନାହିଁ । କଲ୍ ଯାଉନି କି କଲ୍ ଆସୁନି । 5G ଜମାନାରେ 2G ତ ଦୂରର କଥା ଲୋକେ ଟାୱାରଟିଏ ବି ପାଇ ପାରିନାହାନ୍ତି । ନେଟୱର୍କ ନଥିବାରୁ ଯୋଗାଯୋଗ, ଆମ୍ବୁଲାନ୍ସ କିମ୍ବା ଅନଲାଇନ୍ ପଠପଢ଼ା ହୋଇପାରୁନି । ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଛନ୍ତି ମୟୂରଭଞ୍ଜ ଉଦଳାର ଶାଳମୁଣ୍ଡଳି ଗାଁ ଲୋକେ…

144 Imposed,
ସୀମା ବିବାଦକୁ ନେଇ ଉତ୍ତେଜନା : ୪୮ ଘଣ୍ଟିଆ ୧୪୪ ଧାରା ଜାରି

ଭଦ୍ରକ-କେନ୍ଦୁଝର ସୀମା ଆପଣ୍ଡା ଛକରେ ଦୁଇ ଦିନ ପାଇଁ ୧୪୪ ଧାରା ଜାରି କରିଛି ପ୍ରଶାସନ

Again Salary Hike Likely For Central Govt Employees
ପୁଣି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବଢ଼ିବ ମହଙ୍ଗା ଭତ୍ତା ! ବଢ଼ିପାରେ ଦରମା...

ଆଗାମୀ ଦିନରେ କେନ୍ଦ୍ର ସରକାରୀ କର୍ମଚାରୀ(Central Government Employees)ଙ୍କୁ ପୁଣି ଏକ ବଡ଼ ଉପହାର ଦେଇପାରନ୍ତି ସରକାର। ଏହାଦ୍ୱାରା ସେମାନଙ୍କର ଦରମା ମଧ୍ୟ ବଢ଼ିପାରେ।

Pana Jatra
ଚିଲିକା ଟାପୁ ମଝିରେ ପଣାଯାତ୍ରା : ସପ୍ତାହେ ଧରି ଚାଲିବ

ପଣା ସଂକ୍ରାନ୍ତିରୁ ଆରମ୍ଭ ହୋଇଛି ଏହି ଯାତ୍ରା ।

murder
ମାତୃହନ୍ତା କୁଳାଙ୍ଗାର ! ଗୋଇଠା ମାରି ମାରି ମା’କୁ ମାରିଦେଲା ପୁଅ

କାଜୁରିପାଙ୍ଗା ଗାଁରେ ଗୋଇଠା ମାରି ମହିଳାଙ୍କୁ ତାଙ୍କୁ ପୁଅବୋହୂ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

Jaga Mission
‘ଜାଗା ମିଶନ’ରେ ମିଳୁନି ଜାଗା; ଛପର ଘରକୁ ପଲିଥିନ ସାହା

ଜମି ହୀନ ଓ ଅସହାୟ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା ସାଙ୍ଗକୁ ପକ୍କା ଘର ପ୍ରଦାନ ପାଇଁ ସରକାର ଆରମ୍ଭ କରିଛନ୍ତି ଜାଗା ମିଶନ। ମୟୂରଭଞ୍ଜ ଉଦଳା ଏନଏସିର ତେଲି ସାହିରେ ବସବାସ କରୁଥିବା ଆଦିବାସୀଙ୍କୁ ଜୀବନ ଶୈଳୀ ଓ ମାଳ ମାଳ ସମସ୍ୟାର ଚିତ୍ର ଦେଖିଲେ ମନେ ହେଉଛି ସରକାରୀ ଯୋଜନା ସବୁ ଏମାନଙ୍କ ପାଇଁ ସାତ ସପନ..

Driver dragging traffic cop on car bonnet for 20 km in Mumbai
ଗଞ୍ଜେଇ ନିଶାରେ ପୁରା ଟଳମଳ କାର୍‌ ଡ୍ରାଇଭର: ଟ୍ରାଫିକ ପୋଲିସ୍‌ଙ୍କୁ ୨୦ କି.ମି. ଘୋଷାଡ଼ି ନେଲେ...

ଗଞ୍ଜେଇ ନିଶାରେ ପୁରା ଟଳମଳ ଥିଲେ କାର୍‌ ଡ୍ରାଇଭର। ଏମିତି ନିଶା ଯେ, ଗାଡ଼ି ଅଟକାଇବାରୁ ଟ୍ରାଫିକ୍‌ ପୋଲିସ୍‌ଙ୍କୁ କାର୍‌ର ବୋନଟ୍‌ ଉପରେ ପକାଇ ପ୍ରାୟ ୨୦ କି.ମି. ଘୋଷାଡ଼ି ନେଲେ ଡ୍ରାଇଭର।

What is Smiling Depression?
Health Tips: କେମିତି ଜାଣିବେ ସ୍ମାଇଲି° ଡିପ୍ରେସନ୍

ସ୍ମାଇଲି° ଡିପ୍ରେସନ୍‌କୁ ଏମିତି କ୍ଲିନିକାଲି ବା ମେଡିକାଲ୍‌ ଭାଷାରେ ବ୍ୟାଖ୍ୟା କରିବା କଠିନ, କିନ୍ତୁ ସରଳ ଭାଷାରେ କହିଲେ ସ୍ମାଇଲି° ଡିପ୍ରେସନ୍‌ରେ ପିଡୀତ ମଣିଷମାନେ ନିଜ ଦୁଃଖ ଏବଂ ଅବସାଦକୁ ହସହସ ଚେହେରା ତଳେ ଲୁଚାଇ ଦିଅନ୍ତି। ତେବେ କେମିତି ଜାଣିବେ…

Pentagon-Documents Leak
ପେଣ୍ଟାଗନର ଡାଟା ଲିକ୍ ପଛରେ ଜ୍ୟାକ୍ ଟିକ୍ସେରା !! କିଏ ଏହି ଯୁବକ ?

୨୧ ବର୍ଷୀୟ ଯୁବକର କାରନାମା କେବଳ ଆମେରିକାକୁ ଚିନ୍ତାରେ ପକାଇନି, ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି ।

murder
ବିଭତ୍ସ ହତ୍ୟାକାଣ୍ଡ !! ଯୁବକଙ୍କ ଯୌନାଙ୍ଗ କାଟି ହତ୍ୟା

ବରଗଡ ସୋହେଲାରେ ବିଭତ୍ସ ହତ୍ୟାକାଣ୍ଡ

Man Killed Wife 2 Children Then Dies By Suicide In Kanpur
ଚଟାଣରେ ପଡ଼ିଥିଲା ସ୍ତ୍ରୀ ଓ ୨ ପିଲାଙ୍କ ମୃତଦେହ, ଝୁଲନ୍ତା ଅବସ୍ଥାରେ ମିଳିଲା ସ୍ୱାମୀ...

ସ୍ତ୍ରୀର ପରକୀୟା ପ୍ରୀତି ଥିବା ସନ୍ଦେହ କରି ଜଣେ ୪୦ ବର୍ଷୀୟ ବ୍ୟକ୍ତି ସ୍ତ୍ରୀ ଓ ନିଜର ୨ ପିଲାଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

Administration eases curfew in Sambalpur for students appearing for UPSC exams
ପରୀକ୍ଷାର୍ଥୀଙ୍କ ପାଇଁ ସମ୍ବଲପୁରରେ କର୍ଫ୍ୟୁ କୋହଳ

ସମ୍ବଲପୁରରେ ଆଜି ପରୀକ୍ଷାର୍ଥୀଙ୍କ ପାଇଁ କର୍ଫ୍ୟୁ କୋହଳ କରିଛି ପ୍ରଶାସନ। UPSC ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ଦେଖାଇ ଯାଇ ପାରିବେ।

Odisha schools to reopen from April 17
କାଲିଠୁ ପୁଣି ଖୋଲିବ ସ୍କୁଲ୍

ଆସନ୍ତାକାଲିଠୁ ପୁଣି ସ୍ୱାଭାବିକ ହେବ ସ୍କୁଲ୍‌ ପାଠପଢ଼ା। ୧୭ରୁ ସ୍କୁଲ୍‌ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।