• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Sand Mafia Allegedly Attacks A Woman Mining Officer In Bihar
ମହିଳା ଅଫିସରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ବାଲି ମାଫିଆ ! ରେଡ୍‌ ପାଇଁ ଯାଇଥିବା ଟିମ୍‌ ଉପରେ ଟେକାପଥର ମାଡ଼...

ବେଆଇନ୍‌ ବାଲି ଖନନକୁ ନେଇ ରେଡ୍‌ ପାଇଁ ଯାଇଥିବା ଟିମ୍‌ ଉପରେ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ। ଏଥିରେ ଖଣି ବିଭାଗର ଅଫିସର ଓ ଅନ୍ୟ ୨ ଜଣ ଆହତ ହୋଇଛନ୍ତି।

Divorce
କି ଯୁଗ ହେଲା ! ବିଲେଇ ପାଇଁ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲେ ମହିଳା

ସ୍ୱାମୀସ୍ତ୍ରୀ ସମ୍ପର୍କରେ କଣ୍ଟା ସାଜିଲା ପୋଷା ବିଲେଇ ।

World Most Mysterious Temple
ଏ କେମିତି ସମ୍ଭବ ? ମନ୍ଦିର ନେଉଛି ପର୍ଯ୍ୟଟକଙ୍କ ଜୀବନ !

ଏହି ସ୍ଥାନ ବିଷୟରେ କୌଣସି ଲୋକ ଅଧିକ ସୂଚନା ଦେଇପାରନ୍ତି ନାହିଁ । ହେଲେ ଏଠାରେ ବସବାସ କାରୁଥିବା ଲୋକମାନେ ଏହି ରହସ୍ୟମୟ ମନ୍ଦିରକୁ ନେଇ କିଛି କହୁଥିବା ଶୁଣିବାକୁମିଳେ ।

Woman Allegedly Killed For Dowry In Dhenkanal
‘ବାହାଘର ପରେ ମୋ ଝିଅ ଘରକୁ ଆସିଥାନ୍ତା, ହେଲେ ତା’ପୂର୍ବରୁ ତଣ୍ଟି ଚିପି ମାରିଦେଲେ’

ହାତରୁ ମେହେନ୍ଦି ଲିଭିନି, ପାଦରୁ ଅଳତା ବି ଛାଡ଼ି ନାହିଁ। ବିବାହର ମାସେ ନପୁରୁଣୁ ଯୌତୁକ ଜୁଇରେ ଜଳିଗଲା ନବବଧୂ।

Sambalpur curfew Live Updates
ସୁଧୁରୁଛି ସମ୍ବଲପୁର; ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ଆଜି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ । ସେହିପରି ଅପରାହ୍ନରେ ସାଢେ ୩ଟାରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରାଯାଇଛି । ଗତକାଲି ହିଂସାକାଣ୍ଡ ଘଟଣାରେ ଆଉ ୬ଜଣ ଗିରଫ ହୋଇଛନ୍ତି ।

Today Panchang
Today Panchang 18th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

US Man Found Dead
ଦୁଷ୍କର୍ମ ଅଭିଯୋଗରେ କାଟୁଥିଲା ସଜା; କାମୁଡ଼ି ମାରିଦେଲେ କୀଟ-ଓଡ଼ଶ

କୋର୍ଟରେ ମାମଲାର ଶୁଣାଣି ସମୟରେ ବିଚାରପତି ଅଭିଯୁକ୍ତକୁ ମାନସିକ ସ୍ତରରେ ଅସୁସ୍ଥ ବୋଲି ରାୟ ଦେବା ପରେ ତାଙ୍କୁ ଜେଲର ମାନସିକ ରୋଗ ଗୃହରେ ରଖାଯାଇଥିଲା । ସେଠାରେ ତାଙ୍କୁ ପଶୁ ପରି ଖରାପ ବ୍ୟବହାର କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

Fish trader crushed to death by a speeding container in Rayagada
ମାଛ ବିକୁଥିଲେ, ହଠାତ୍‌ ଆସି ଚାପିଦେଲା କଣ୍ଟେନର...

ଭାରସାମ୍ୟ ହରାଇ ମାଛ ବିକାଳିଙ୍କ ଉପରେ ଚଢ଼ିଗଲା କଣ୍ଟେନର। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି।

Heat Wave Continues To Hit Normal Life In Odisha In Next 4 Days
ଆଉ ୪ ଦିନ କଲବଲ କରିବ ତାତି ! ୪୦ ଡିଗ୍ରୀ ଉପରେ ରହିପାରେ ତାପମାତ୍ରା...

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆହୁରି ୪ ଦିନ ଲାଗି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି। ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ।

Lover kneeling in the rain and cold for 21 hours
ପ୍ରେମିକାର ମାନଭଞ୍ଜନ ପାଇଁ ୨୧ ଘଣ୍ଟା ଧରି ଆଣ୍ଠୁମାଡି ବସିଲେ

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବାକୁ ଯାଉଛୁ ଯାହା ସଂପୂର୍ଣ୍ଣ ଅଲଗା। ପ୍ରେମୀ ତାଙ୍କ କ୍ରୋଧିତ ପୂର୍ବତନ ପ୍ରେମିକାକୁ ମନାଇବା ପାଇଁ ୨୧ ଘଣ୍ଟା ଧରି ଆଣ୍ଠୁମାଡି ବସିଥିଲେ। ପ୍ରେମର ଏହି କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ…

ACF Soumya Ranjan Mohapatra
ACF ସୌମ୍ୟରଂଜନ ହତ୍ୟା ମାମଲାର ପୁଣି ବିଚାର ହେବ

ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ ଏହି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ସମନ କରାଯାଇଛି

Same-sex marriage
ସମଲିଙ୍ଗୀ ବିବାହକୁ ମିଳିବ କି ଆଇନରେ ମାନ୍ୟତା?

ସମଲିଙ୍ଗୀ ବିବାହକୁ ବର୍ତ୍ତମାନ ପ୍ରଚଳିତ ଥିବା ବିବାହ ପରି ମାନ୍ୟତା ଦେବାକୁ ନେଇ କେନ୍ଦ୍ର ସରକାର ପ୍ରଶ୍ନ ଉଠାଇଛନ୍ତି ।

Aparajita Sarangi On Mining Scam
ପୁଣି ଆଟାକିଂ ମୋଡ୍‌ରେ ଅପରାଜିତା, ଖଣି ଦୁର୍ନୀତି କଥା କହି ସରକାରଙ୍କୁ କାଠଗଡ଼ାକୁ ଟାଣିଲେ

ରାଜ୍ୟ ସରକାର ଏବଂ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା ସ୍ପଷ୍ଟ ହେଉଛି ବୋଲି ଅଭିଯୋଗ କରିଛନ୍ତି ଅପରାଜିତା । ଏହାଦ୍ୱାରା ପାଖାପାଖି ୫ ଶହ କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଥିବା ଅପରାଜିତା ଅଭିଯୋଗ କରିଛନ୍ତି ।

Bagha Nacha
ଜମୁଛି ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରା; ଚାଙ୍ଗୁ ତାଳେ ତାଳେ ଶିହରଣ ସୃଷ୍ଟି କରୁଛି ବାଘ ନାଚ

ବ୍ରହ୍ମପୁରରେ ଏବେ ମାତିଛି ବାଘ। ସାହିକୁ ସାହି ବୁଲୁଛି । ଘରେ ଘରେ ଗର୍ଜନ କରୁଛି। ହେଲେ ଇଏ ସତସତିକା ବାଘ ନୁହେଁ, ବାଘ ରୂପି ମଣିଷ । ମା ବୁଢୀ ଠାକୁରାଣୀଙ୍କ ବାହନ ଓ ଶକ୍ତିର ପ୍ରତୀକ ବାଘ ବେଶରେ ସଜେଇ ହୋଇଛନ୍ତି ମାନସିକଧାରୀ।

SHG Group
କାର୍ଯ୍ୟାଦେଶ SHG ନାଁରେ, କାମ କରୁଛନ୍ତି ଠିକାଦାର

କେଉଁଠି SHG ନାଁରେ କାର୍ଯ୍ୟାଦେଶ ଥାଇ ଠିକାଦାର କାମ କରୁଛି ତ ପୁଣି କେଉଁଠି ଦଳୀୟ ଭିତ୍ତିରେ ୱାର୍କଅର୍ଡର ବଣ୍ଟାଯାଉଥିବା ଅଭିଯୋଗ।

Jharsuguda Bypoll, Odisha Politics, BJD, Odisha BJP
ପ୍ରଦୀପ ପୁରୋହିତଙ୍କ ସାଂଘାତିକ ଅଭିଯୋଗ 'ବାପାଙ୍କ ହତ୍ୟାକାରୀଙ୍କ ସହ ଦିପାଳୀ ହାତ ମିଳାଇଛନ୍ତି'

ଝାରସୁଗୁଡ଼ା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ସାଧାରଣ ଲୋକ ଏହି ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି ଟଙ୍କଧର ।

BJP Vice President Baijayanta Panda On Sambalpur Curfew
ପ୍ରି ପ୍ଲାନ୍‌ ଥିଲା ସମ୍ବଲପୁର ହିଂସାକାଣ୍ଡ... ପୋଲିସ ସଜାଗ ରହିଲାନି କାହିଁକି ?

ଏସପିଙ୍କ ବୟାନ ପରେ ତେଜିଲା ରାଜନୀତି । ଘଟଣା ଚପାଇଦେବାକୁ ଶାସକଦଳ ଉଦ୍ୟମ କରୁଛି କହିଲେ ବୈଜୟନ୍ତ ।

Animal like Elephant, Tiger Struggle Due To Heat Wave
ଡହ ଡହ ଖରାରେ ଡହଳବିକଳ ଜଙ୍ଗଲୀ ଜନ୍ତୁ; ନୂଆପଡ଼ାରେ ବାଘ ଚେତାଶୂନ୍ୟ, ନରସିଂହପୁରରେ ହାତୀ ମୃତ୍ୟୁ 

ପାଣି ଅଭାବରୁ ହାତୀ ମୃତ୍ୟୁ ଘଟଣାକୁ କିନ୍ତୁ ଅସ୍ୱୀକାର କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ । ସେ କହିଛନ୍ତି, ହାତୀ ମରିଥିବା ଅଞ୍ଚଳରେ ୩ଟି ପୋଖରୀରେ ପାଣି ଅଛି।

Old Lady
ପରିଣତ ବୟସରେ ଭତ୍ତା ପାଇଁ ଦହଗଞ୍ଜ; ଆଶାବାଡି ନଥିବାରୁ ସାହାରା ସାଜିଲା ପ୍ଲାଷ୍ଟିକ ଚେୟାର

ମୁଣ୍ଡ ଉପରେ ଡହ ଡହ ଖରା, ପାଦ ତଳେ ତତଲା କଡ଼େଇରେ ସିଝିଥିବା ପିଚୁ ରାସ୍ତା। ତା’ଭିତରେ ଖାଲି ପାଦରେ ଧିରେ ଧିରେ ଆଗକୁ ବଢୁଛନ୍ତି ୭୦ ବର୍ଷୀୟ ବୃଦ୍ଧା।

Curfew Relaxation
ସୁଧୁରୁଛି ସ୍ଥିତି; ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋହଳ ହେବ କର୍ଫ୍ୟୁ

ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିବା ଦେଖି ଲାଗୁ ହୋଇଥିବା କର୍ଫ୍ୟୁକୁ ପୁଣି କୋହଳ କରିଛି ଜିଲ୍ଲା ପ୍ରଶାସନ ।

UP Gangster Atiq Ahmed Shot Dead In Presence Of Cops
ଅତିକ-ଅଶ୍ରଫଙ୍କୁ କାହିଁକି କରାଗଲା ହତ୍ୟା, ସାମ୍ନାକୁ ଆସିଲା ନୂଆ ତଥ୍ୟ !

ଆଶଙ୍କା କରାଯାଉଛି ଏହି ହତ୍ୟାକାଣ୍ଡରେ ଯେଉଁ ଯିଗାନା ପିସ୍ତଲ ସନି ସିଂ ବ୍ୟବହାର କରିଥିଲା, ତାହା ସୁନ୍ଦର ଭଟ୍ଟି ଗ୍ୟାଙ୍ଗ ପକ୍ଷରୁ ତାକୁ ଯୋଗାଇ ଦିଆଯାଇଥିଲା ।

Jagadish Shettar
ପଦ୍ମ ଛାଡ଼ି ହାତ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର

କର୍ଣ୍ଣାଟକରେ ବିଜେପିକୁ ଲାଗିଛି ଝଟକା । ପଦ୍ମ ଛାଡ଼ି ହାତ ଧରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର। ଚଳିତ ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି ଶେଟ୍ଟାରଙ୍କୁ ଟିକେଟ ନଦେବାରୁ ସେ ଏମିତି ନିଷ୍ପତ୍ତି ନେଇଛନ୍ତି।

hope of Kidney Transplantation in Odisha
ଓଡ଼ିଶାରେ କିଡ୍‌ନୀ ପ୍ରତିରୋପଣର ନୂଆ ଆଶା

ଓଡ଼ିଶାରେ କିଡ୍‌ନୀ ପ୍ରତିରୋପଣର ଆଉ ଏକ ନୂଆ ଆଶା ସଞ୍ଚାର। ରୋଗୀ ଆଉ ବାହାର ରାଜ୍ୟକୁ ଯିବେନି। ଏବେ ଖୁବ୍ କମ ଖର୍ଚ୍ଚରେ ହୋଇପାରିବ କିଡ୍‌ନୀ ପ୍ରତିରୋପଣ।

Pension
ସରକାରୀ ବ୍ୟବସ୍ଥାକୁ ଉପହାସ, ଚଉକିକୁ ଆଶାବାଡ଼ି କରି ବୃଦ୍ଧା କୋଷେ ଦୂର ଯାଉଛନ୍ତି ! କିଏ ବୁଝିବ ଦୁଃଖ..?

ଖାଲି ପାଦରେ ପେନ୍‌ସନ୍‌ ପାଇଁ କୋଷେ ଦୂର ଚାଲି ଚାଲି ଯାଉଛନ୍ତି ବୃଦ୍ଧା । ପ୍ଲାଷ୍ଟିକ ଚୌକିଟିଏ ଭରସା ମାତ୍ର ।

Suicide
ବିଷ ପିଇଦେଲେ ଦୁଇ ନାବାଳିକା, ହେଲେ କାହିଁକି ?

ଖବର ପାଇ ପୋଲିସ ଗଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ କୁହାଯାଉଛି ଯେ, ଭୁଲ ବସତଃ କିମ୍ବା ଅଜାଣତରେ ପିଲାମାନେ ବିଷ ପିଇ ଥାଇପାରନ୍ତି ।