• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ, ଶନିବାର, ଚନ୍ଦ୍ର – ମକର ସନ୍ଧ୍ୟା ୦୬.୪୩ ଗତେ କୁମ୍ବ, ତିଥି – ୧୦ମୀ ରାତ୍ରି ୦୮.୪୫ ଗତେ ୧୧ଶୀ, ଘାତ ଚନ୍ଦ୍ର – ସିଂହ ସନ୍ଧ୍ୟା ୦୬.୪୩ ଗତେ ମିଥୁନ ଓ ମୀନ, ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ

ଶୁଭ ସମୟ....    

ଦିବା ୧୦.୧୩ ରୁ ୦୧.୦୧
ରାତ୍ରି ୦୮.୧୯ ରୁ ୧୦.୩୭

ରାତ୍ରି ୧୨.୦୯ ରୁ ୦୧.୪୧
ରାତ୍ରି ୦୨.୨୭ ରୁ ୦୪.୦୦

ଅଧିକ ପଢ଼ନ୍ତୁ: ଘର ଆଗରେ ବଗିଚାଟିଏ କରିବାକୁ ଚାହୁଁଛନ୍ତି କି…ପଢ଼ନ୍ତୁ ଏହି ବାସ୍ତୁ ନିୟମ

ଅଶୁଭ ସମୟ...

ଋାହୁକାଳ – ଦିବା ୦୮.୩୯ ରୁ ୧୦.୧୩
କାଳବେଳା – ପ୍ରାତଃ ୦୫.୩୨ ରୁ ୦୭.୦୬ ଓ ଦିବା ୦୪.୨୭ ରୁ ୦୬.୦୦
ବାରବେଳା – ଦିବା ୦୧.୨୦ ରୁ ୦୨.୫୩
କାଳରାତ୍ରି – ସନ୍ଧ୍ୟା ୦୬.୦୦ ରୁ ୦୭.୨୭ ଓ ରାତ୍ରି ୦୪.୦୫ ରୁ ୦୫.୩୨