• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Jharsuguda byelection
ଝାରସୁଗୁଡ଼ା ଲଢ଼େଇରେ ପାର୍ଟି ନୁହେଁ ମାଟି ଚର୍ଚ୍ଚା

ଟଙ୍କଧର ତ୍ରିପାଠୀଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଆଜି ସେ ସ୍ଥାନୀୟ ଝାଡ଼େଶ୍ୱର ଶୈବପୀଠ ଯାଇ ମହାଦେବଙ୍କ ଦର୍ଶନ କରିଛନ୍ତି । ତା’ ସହିତ ଝାରସୁଗୁଡ଼ା ଲଢ଼େଇ ପାଇଁ ତିନି ପ୍ରମୁଖ ଯୋଦ୍ଧାଙ୍କ ଚେହେରା ସ୍ପଷ୍ଟ ହୋଇଛି ।

Regularization of contractual Teachers
ରାଜ୍ୟରେ ନିୟମିତ ହେବେ ଚୁକ୍ତିଭିତ୍ତିକ ଶିକ୍ଷକ

ନିୟମିତ ହେବା ଦାବିରେ ୧୩ ଦିନ ହେବ ଧାରଣାରେ ବସିଥିଲେ। 

NASA revealed this is how humans will live on Mars
ମଙ୍ଗଳ ଗ୍ରହରେ ରହିବ ମଣିଷ ! ବାଥରୁମ୍‌ ଓ ବେଡ୍‌ ରୁମ୍‌ର ଫଟୋ ସେୟାର କଲା ନାସା

ମହାକାଶଚାରୀମାନେ ପ୍ରଥମେ ମଙ୍ଗଳ ଗ୍ରହରେ ରହିବାକୁ ଯିବେ।

Weather
ଜଳୁଛି ଓଡ଼ିଶା; ୨୫ ସହର ୪୦ ଡିଗ୍ରୀ ଉପରେ

ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୧ ଡିଗ୍ରୀ ପାର୍‌ କଲା ତାପମାତ୍ରା । ଭୁବନେଶ୍ୱର, ଚାନ୍ଦବାଲି ଓ ହୀରାକୁଦରେ ୪୦ ଉପରେ ଆଜି ରହିଥିଲା ପାରଦ । ଗଲା ଦୁଇ ଦିନ ଭଳି ଆଜି ବି ପ୍ରଚଣ୍ଡ ତାତିରେ ସିଝିଛି ସାରା ଓଡ଼ିଶା

Public Provident Fund
ଟଙ୍କା ରଖିବାକୁ ଚାହୁଁଛନ୍ତି କି ? ସରକାରଙ୍କ ଏହି ସ୍କିମ୍‌ କରିଦେବ କୋଟିପତି !

ଯଦି ଆପଣ କୌଣସି ଯୋଜନାରେ ଆପଣଙ୍କ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ PPF ଆପଣଙ୍କୁ ଭଲ ରିଟର୍ଣ୍ଣ ଦେବ ।

know six IAS officers who cleared civil services examination in first attempt
ପ୍ରଥମ ଚେଷ୍ଟାରେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିଲେ ଏହି ୬ IAS ଅଫିସର

ଏମିତି IAS ଅଫିସର ଅଛନ୍ତି, ଯିଏ ପ୍ରଥମ ଆଟେମ୍ପ୍ଟରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି...

Social Media
ଆଶ୍ଚର୍ଯ୍ୟ ! ୨ ଦିନ ଯାଏଁ ପାଣିରେ ବୁଡ଼ି ରହିବା ପରେ ବି ଜୀବିତ ଉଦ୍ଧାର ହେଲେ ମହିଳା...!

ଦୁଇ ଦିନ ପରେ ଯେତେବେଳେ ଜିପ୍‌କୁ ପାଣିରୁ ବାହାର କରାଗଲା, ସେତେବେଳେ ଗାଡ଼ି ଭିତରେ ମହିଳା ଜଣକ ଜୀବିତ ଥିଲେ ।

Bhagwan sriram
୨୧ ବର୍ଷରେ ଅବିକଳ ଏମିତି ଦିଶୁଥିଲେ ଭଗବାନ ଶ୍ରୀରାମ ! AI ଜାରିକଲା ଫଟୋ

AI ଜାରି କରିଥିବା ରାମଙ୍କ ଦୁଇଟି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଗୋଟିଏରେ ଭଗବାନ ରାମ ସ୍ମିତ ହାସ୍ୟ ଦେଉଥିବାବେଳେ ଅନ୍ୟ ଏକ ଫଟୋରେ ରାମଙ୍କ ସୁନ୍ଦର ଫଟୋ ଦେଖିବାକୁ ମିଳୁଛି ।

New Born Baby
ଭାରତର ଏମତି ଏକ ସ୍ଥାନ; ଯେଉଁଠି ଗୋରା ଶିଶୁ ଜନ୍ମନେଲେ ହତ୍ୟାର ଶିକାର ହୁଅନ୍ତି

ଜାରୱା ଜନଜାତିର ଅଧିକାଂଶ ଲୋକଙ୍କର ରଙ୍ଗ କଳା ହୋଇଥାଏ । ହେଲେଏହି ଜନଜାତିର ଜଣେ ମହିଳାଙ୍କ ଏକ ସୁନ୍ଦର ସନ୍ତାନ ରହିଛି ।

Sexual harassment
ରସିକିଆ ପ୍ରିନ୍ସିପାଲ୍...ଏକୁଟିଆ ବେଳେ ଛାତ୍ରୀଙ୍କୁ ଡାକୁଥିଲେ, ତା’ପରେ...

ନିର୍ଯାତନାର କାହାଣୀ ବଖାଣିଲେ ଦୁଇ ଛାତ୍ରୀ । ବିଦ୍ୟାର ମନ୍ଦିରରେ ଥିବା ଦାନବ ବିରୋଧରେ ଏବେ ଥାନାରେ ମାମଲା ରୁଜୁ ହୋଇଛି ।

Cyber Crime
ଚାକିରି ହୋମଗାର୍ଡ, ଆକାଉଣ୍ଟରେ କାରବାର ୫୪ କୋଟି !

ହୋମଗାର୍ଡ ନିଜେ ଜାଣିନାହାନ୍ତି ତାଙ୍କ ଆକାଉଣ୍ଟରେ ଏତେ ଟଙ୍କାର କାରବାର କେବେ ହେଲା ଓ କେମିତି ହେଲା ? କିଏ ଏଥିପାଇଁ ଦାୟୀ ? କାହା ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିଥିଲା ? ଏବିଷୟରେ ସେ କିଛି ଜାଣିନାହାନ୍ତି ।

4 dead after boat capsizes
ବୁଡ଼ିଗଲା ଡଙ୍ଗା; ଚାଲିଗଲା ୪ ଜୀବନ

ମୋଟ୍‌ ଦେଶୀ ଡଙ୍ଗାରେ ୮ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସମସ୍ତ ୮ଜଣ ମୁଖିଗୁଡ଼ାଇରୁ ତେନ୍ତୁଳିପଦର ଆସୁଥିଲେ ।

Homeopathic doctors Issue
କୋରାପୁଟରେ ଭୁଶୁଡ଼ି ପଡ଼ିଛି ସ୍ୱାସ୍ଥ୍ୟସେବା : ଅଧିକାଂଶ ପଦବୀ ଖାଲି, ହଇରାଣ ହେଉଛନ୍ତି ରୋଗୀ

ବିଭାଗୀୟ ତଥ୍ୟ ଅନୁସାରେ କୋରାପୁଟ ଜିଲ୍ଲାରେ ୧୮ ଟି, ନବରଙ୍ଗପୁର ଜିଲ୍ଲାରେ ୧୬ ଟି, ରାୟଗଡ଼ା ଜିଲ୍ଲାରେ ୧୪ ଓ ମାଲକାନଗିରି ଜିଲ୍ଲାରେ ୮ ଟି ଚିକିତ୍ସାଳୟ ରହିଛି । ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାରେ ଥିବା ଦୁଇଟି ଡିସ୍ପେନସରୀକୁ ଦେଖିଲେ ଜାଣିହେବ କି ଅଞ୍ଚଳବାସୀ ହୋମିଓପାଥି ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।  ତେବେ ଚିକିତ୍ସାଳୟ ଅବ୍ୟବସ୍ଥାକୁ ନେଇ ଜିଲ୍ଲା ହୋମିଓପାଥି ଚିକିତ୍ସା ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି

Beer Bus
ପର୍ଯ୍ୟଟକଙ୍କ ପାଇଁ ଗଡ଼ିବ ବିୟର ବସ୍; ଭଳିକି ଭଳି ଖାଦ୍ୟର ମଜା ନେଇପାରିବେ ଯାତ୍ରୀ

ପର୍ଯ୍ୟଟକମାନଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ବସ୍‌ ସେବା ଯୋଗାଇଦିଆଯିବ ବୋଲି କୁହାଯାଉଛି ।

COVID-19
୧୦ ହଜାର ଟପିଲା ଦୈନିକ ସଂକ୍ରମଣ

ଦେଶରେ ଦୈନିକ କୋରନା ସଂକ୍ରମଣ ୧୦ ହଜାର ଟପିଲା ।

EPFO JOB
EPFOରେ ବାହାରିଲା ୨୮୫୯ ପଦବୀ; ତୁରନ୍ତ କରନ୍ତୁ ଆବେଦନ...

ନିଯୁକ୍ତି ପାଇବାକୁ ହେଲେ ବିଭିନ୍ନ ଚୟନ ପ୍ରକ୍ରିୟା ରଖାଯାଇଛି । ପ୍ରାର୍ଥୀଙ୍କ ଯୋଗ୍ୟତା, ମେରିଟ୍‌ ଲିଷ୍ଟରେ ମାନ୍ୟତା ଓ ଡାକ୍ତରୀ ଫିଟ୍‌ନେସ୍‌ର ଆବଶ୍ୟକତା ରହିଥିବା କୁହାଯାଇଛି । ଏଥି ସହ ସମସ୍ତ ଡକ୍ୟୁମେଣ୍ଟ ଗୁଡ଼ିକର ଯାଞ୍ଚ କରାଯିବ ।

encounter News
ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦର ପୁଅ ସଫା

ପୋଲିସ୍‌ ଏନ୍‌କାଉଣ୍ଟରରେ ଅତିକ ଅହମଦଙ୍କ ପୁଅ ଅସଦ ମୃତ

Umpires Salary
ଆଇପିଏଲ୍‌ରେ ମୋଟା ଅଙ୍କର ଦରମା ନିଅନ୍ତି ଅମ୍ପାୟାର୍‌, ଜାଣିଲେ ହୋସ୍‌ ଉଡ଼ିଯିବ..

କ୍ରିକେଟ୍‌ ମ୍ୟାଚ୍‌ରେ ଅମ୍ପାୟାରଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଅମ୍ପାୟାରଙ୍କ ନିଷ୍ପତ୍ତିରେ ମ୍ୟାଚ୍‌ର ଦିଗ ପରିବର୍ତ୍ତନ ହୋଇଥାଏ । ଖେଳାଳିଙ୍କ ଭଳି ଅମ୍ପାୟାର ମଧ୍ୟ ପ୍ରତି ସିଜିନ୍‌ରେ ଦରମା ପାଆନ୍ତି । ଆପଣ ଜାଣିଛନ୍ତି କି ଜଣେ ଅମ୍ପାୟାର ଗୋଟିଏ ସିଜିନ୍‌ରେ କେତେ ଟଙ୍କା ପାଆନ୍ତି ? ଜାଣନ୍ତୁ..

Customer finds bones from veg biryani
ଅନ୍‌ଲାଇନ୍‌ରେ ଅର୍ଡର କଲେ ଭେଜ୍‌ ବିରିୟାନୀ, ବାହାରିଲା ହାଡ଼...ଗ୍ରାହକଙ୍କ ମୁଣ୍ଡ ଗରମ

ଯୁବତୀ ଜଣକ ଅନ୍‌ଲାଇନ୍‌ରେ ଭେଜ୍‌ ବିରିୟାନୀ ଅର୍ଡର କରିଥିଲେ। ହେଲେ ଏଥିରୁ ଏକ ହାଡ଼ ବାହାରିଥିଲା। ଯାହାକି ମଟନ୍‌ କିମ୍ବା ଚିକେନ୍‌ର ହୋଇଥାଇପାରେ।

underwater journey
ଦେଶରେ ପ୍ରଥମ : ନଦୀ ତଳେ ଚାଲିଲା ଟ୍ରେନ୍‌

ପ୍ରଥମ ଥର ପାଇଁ ପାଣି ତଳେ ଚାଲିଲା ଟ୍ରେନ୍‌ ।

Mukesh Ambani
ଅମ୍ବାନୀଙ୍କ ଘର ଦୁନିଆର ସବୁଠୁ ଦାମୀ; ଜାଣନ୍ତୁ କେତେ ଦାମ୍‌, କ’ଣ ରହିଛି ସୁବିଧା...

ଅମ୍ବାନୀଙ୍କ ପୂରା ପରିବାର ରହୁଥିବା ଘରର ଦାମ୍‌କୁ ନେଇ ସବୁବେଳେ ଚର୍ଚ୍ଚା । ଏହି ଘରେ ରହୁଛନ୍ତି ମୁକେଶ ଅମ୍ବାନୀଙ୍କ ପରିବାର । ତେବେ ଏହି ଘରର ନାଁ ଆଣ୍ଟିଲିଆ କାହିଁକି ଆସନ୍ତୁ ଜାଣିବା...

Firing in Bathinda Military Station
ଅନ୍ୟମନସ୍କରେ ଫୁଟିଲା ଗୁଳି; ଆଖି ବୁଜିଲେ ଯବାନ

ପଞ୍ଜାବର ବଠିଣ୍ଡା ମିଲିଟାରୀ ଷ୍ଟେସନରେ ପୁଣି ଫୁଟିଲା ଗୁଳି । ଏଥର ଅଜାଣତରେ ଚାଲିଗଲା ଜଣେ ଯବାନଙ୍କ ଜୀବନ ।

Aishwarya Rai kissing Amitabh Bachchan in public video goes viral
ସମସ୍ତଙ୍କ ସାମ୍ନାରେ ଅମିତାଭଙ୍କୁ କିସ୍‌ କଲେ ବୋହୂ ଐଶ୍ୱର୍ଯ୍ୟା, ରାଗିଗଲେ ବିଗ୍‌ ବି... ଭିଡିଓ ଭାଇରାଲ୍‌

ପୁରୁଣା ସାକ୍ଷାତକାର ଓ ଭିଡିଓକୁ ନେଇ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣି ଐଶ୍ୱର୍ଯ୍ୟାଙ୍କ ଆଉ ଏକ ପୁରୁଣା ଭିଡିଓ ଭାଇରାଲ୍‌ ହେଉଛି।

murder
ଗୋଦାମରେ ବାନ୍ଧି ନିର୍ଧୁମ ପିଟିଲେ ! ପରେ କରେଣ୍ଟ୍‌ ଲଗାଇ ମାରିଦେଲେ . .

ଚୋରି ସନ୍ଦେହରେ ହତ୍ୟା । ଲୁହା ରଡ୍‌ରେ ଟ୍ରାନ୍ସପୋର୍ଟ ମ୍ୟାନେଜରକୁ ଗାଈଗୋରୁଙ୍କ ପରି ପିଟି ପିଟି ମାରିଦେଲେ । ବିଚଳିତ କଲାଭଳି ଫଟୋ . .

Aparajita Sarangi
‘ମତେ ନୁହେଁ, ଏହା ରାଜଧାନୀବାସୀଙ୍କୁ ଅସମ୍ମାନ’

ଭୁବନେଶ୍ୱର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନଡାକିବା ପ୍ରସଙ୍ଗ ନେଇ ତେଜିଛି ବିବାଦ ।