• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Eating Dahi Every Day Stop Pairing It With These Foods Right Now
ଦହି ସହ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ଉପୁଜିପାରେ ସ୍ୱାସ୍ଥ୍ୟ ସମସ୍ୟା

ଦହି ସହ ଖାଲି ଘିଅ ପରଟା ଖାଇଲେ ସମସ୍ୟା ଦେଖାଯାଏ ତାହା ନୁହେଁ, ଦହି ସହ ପିଆଜ ଆମ୍ବ ଭଳି ଖାଦ୍ୟ ଖାଇଲେ ମଧ୍ୟ ତାହା ସମସ୍ୟା ସୃଷ୍ଟି କରିଥାଏ ।

Upcoming film 695 based on history of ram mandir
ଆସୁଛି ‘୬୯୫’, କହିବ ରାମ ମନ୍ଦିର ସଂଘର୍ଷର କାହାଣୀ; ଭିନ୍ନ ଭୂମିକାରେ ‘ରାମାୟଣ’ର ରାମ

ରାମ ମନ୍ଦିରର ସଂଘର୍ଷର କାହାଣୀକୁ ନେଇ ଆସୁଛି ‘୬୯୫’। ମନ୍ଦିର ପଛରେ ଥିବା ସଂଗ୍ରାମ, କରସେବାଙ୍କ ଦ୍ୱାରା ବଳିଦାନ ଉପରେ ଆଧାରିତ ଏହି ଚଳଚ୍ଚିତ୍ର। ମୁଖ୍ୟ ଭୂମିକାରେ ରାମାୟଣର ରାମ ଅରୁଣ ଗୋଭିଲ୍‌ଙ୍କୁ ଦେଖିବାକୁ ମିଳିବ। ଜାଣନ୍ତୁ ସେ କେଉଁ ଭୂମିକାରେ ନଜର ଆସିବେ।

West Bengal Chief Minister Mamata Banerjee meeting with Nitish kumar
'ମୁଁ ଚାହୁଁଛି- ଦେଶରେ ବିଜେପି ଜିରୋ ହୋଇଯାଉ'

ବିରୋଧୀ ଶକ୍ତିଙ୍କୁ ଏକଜୁଟ କରିବାରେ ଲାଗିପଡ଼ିଛନ୍ତି ନୀତିଶ ଓ ମମତା। କିଛି ଦିନ ତଳେ ମମତା ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।   

internet
ଶୀଘ୍ର ଶେଷ ହୋଇଯାଉଛି କି ଆପଣଙ୍କ ଡାଟା ? ଜାଣନ୍ତୁ ଏହି ଉପାୟ, ସରିବନି ନେଟ୍‌ପ୍ୟାକ୍ !

ଅନ୍‌ଲାଇନ୍‌ କ୍ଲାସ୍‌ ଦ୍ୱାରା ଘରେ ରହି ପିଲାମାନେ ଏବେ ପାଠ ପଢ଼ୁଛନ୍ତି । ଆଉ ଏଥିପାଇଁ ଇଣ୍ଟରନେଟ୍‌ର ଆବଶ୍ୟକତା ରହିଛି । କିଛି ଜରୁରୀ କାମ ପାଇଁ ଆପଣ ଇଣ୍ଟରନେଟ୍‌ ବ୍ୟବହାର ମଧ୍ୟ କରୁଥିବେ। ଆପଣଙ୍କ ଡାଟା ମଧ୍ୟ ଶୀଘ୍ର ସରିଯାଉଛି। ତେବେ ଆପଣଙ୍କ ସ୍ମାର୍ଟ ଫୋନ୍‌ରେ ଆପଣ କିପରି ନେଟ୍‌ପ୍ୟାକ୍ ସଞ୍ଚୟ କରିପାରିବେ, ଜାଣନ୍ତୁ ।

Rahul Gandhi Photo On Wedding Reception Invitation Card
Viral: ବିବାହ ରିସେପ୍‌ସନ୍‌ କାର୍ଡରେ ରାହୁଲ-ସୋନିଆ-ପ୍ରିୟଙ୍କାଙ୍କ ଫଟୋ ! କାରଣ କ’ଣ...?

ଏତିକି ଜାଣିବା ପରେ ଆପଣ ଏବେ ଭାବୁଥିବେ ନିଶ୍ଚିତ ରୂପରେ ରାହୁଲ ବିବାହ କରିବାକୁ ଯାଉଛନ୍ତି । କାରଣ ନିମନ୍ତ୍ରଣ କାର୍ଡରେ ପରିବାର ଲୋକଙ୍କ ଫଟୋ ରହିଛି ।

 Egg Identification
ଅଣ୍ଡା କିଣୁଥିଲେ ସାବଧାନ ! ଦିଅନ୍ତୁ ଏହିସବୁ ଦିଗ ପ୍ରତି ନଜର

ବର୍ତ୍ତମାନ ଅଣ୍ଡାକୁ ନେଇ ଏକ ବଡ଼ ସନ୍ଦେହ ସୃଷ୍ଟି ହେଲାଣି । ବଜାରରେ ବିକ୍ରି ହେଉଥିବା ଅଣ୍ଡା ନକଲି ନା ଅସଲି ବୋଲି ଭ୍ରମରେ ରହୁଛନ୍ତି ଗ୍ରାହକ । ଏପରି ସମୟରେ ଆପଣ ନକଲି ଅଣ୍ଡାକୁ କିପରି ଚିହ୍ନିପାରିବେ, ଜାଣନ୍ତୁ ।

Wrestlers stage protest at Jantar Mantar
ମାମଲା ରୁଜୁ ପାଇଁ ସୁପ୍ରିମକୋର୍ଟ ଗଲେ କୁସ୍ତିଯୋଦ୍ଧା

ଏକ ସମ୍ବେଦନଶୀଳ ମାମଲାରେ ନା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ନା ଏ ସଂପର୍କିତ ସରକାରୀ ପାନେଲ ରିପୋର୍ଟ ଏଯାଏଁ ସାର୍ବଜନୀନ କରାଯାଇଛି।

Amitabh Bachchan Tweet To Twitter Owner Elon Musk
ଏଲନ୍‌ଙ୍କ ନୂଆ ଘୋଷଣା ପରେ ଅମିତାଭ କହିଲେ ମୋ ଟଙ୍କା ଫେରାଇ ଦିଅ

ଅମିତାଭଙ୍କ ଏହି ପୋଷ୍ଟରେ କିଛି ନକରାତ୍ମକ କମେଣ୍ଟ ମଧ୍ୟ ରହିଥିବା ଦେଖାଯାଇଛି ।

kkbkkj could not earn 100 crores in 72-hours
୭୨ ଘଣ୍ଟାରେ ଛୁଇଁପାରିଲାନି ୧୦୦କୋଟି; ‘ପଠାନ’ର ଗୋଟିଏ ଦିନର ଆୟ ସହ ହେଲାନି ସମାନ

'କିସି କା ଭାଇ କିସି କୀ ଜାନ' ଏକ ବଡ ଷ୍ଟାର୍‌କାଷ୍ଟକୁ ନେଇ ତିଆରି ହୋଇଥିବା ବେଳେ ଏହାର ପ୍ରମୋସନକୁ ଦେଖିଲେ ଏହା ସମସ୍ତ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଥିଲା। ଚଳଚ୍ଚିତ୍ରଟି କିନ୍ତୁ ଆଶାନୁସାରେ ବକ୍ସ ଅଫିସରେ ସେମିତି କିଛି କରିପାରିନି।

OSSC cancels accountant recruitment preliminary examination
ପ୍ରଶ୍ନପତ୍ରରେ ତ୍ରୁଟି ପରେ ବାତିଲ ହେଲା OSSC ପରୀକ୍ଷା

ପ୍ରଶ୍ନପତ୍ର ସଠିକ ଭାବେ ଯାଞ୍ଚ ହୋଇନଥିବା ଅଭିଯୋଗ ଆଣିଥିଲେ ପରୀକ୍ଷାର୍ଥୀ। ତେଣୁ ପୁଣିଥରେ ପରୀକ୍ଷା କରିବାକୁ ଦାବି କରିଥିଲେ ପରୀକ୍ଷାର୍ଥୀ।

Energy minister Pratap Deb refutes claims of power cut
ରାଜ୍ୟରେ ହେଉନି ବିଦ୍ୟୁତ କାଟ: ପ୍ରତାପ ଦେବ

ସମସ୍ୟା ଦେଖାଗଲେ ତୁରନ୍ତ ମରାମତି ଲାଗି କର୍ମଚାରୀ ଓ ଅଧିକାରୀଙ୍କୁ ତାଗିଦ କରାଯାଇଛି। ବୈଷୟିକ ଜନିତ ତ୍ରୁଟି କାରଣରୁ ଲୋ ଭୋଲଟେଜ୍ ଜନିତ ସମସ୍ୟା ରହୁଛି।

Bengaluru Saree Sale
ଶାଢ଼ି ପାଇଁ ଟଣାଓଟରା, ଚୁଟି ଝିଙ୍କାଝିଙ୍କି ହୋଇ ଗଡ଼ାପଡ଼ା ହେଲେ ମହିଳା !

ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ପ୍ରଥମେ ମାଡ଼ ମାରିବା ପରେ ଘଟଣା ଉଗ୍ରରୂପ ଧାରଣ କରୁଛି । ଅନ୍ୟ ମହିଳା ଜଣକ ମଧ୍ୟ ମହିଳାଙ୍କୁ ପ୍ରବଳ ମାଡ଼ ମାରୁଛନ୍ତି ।

Mukesh Ambani gifted Rs 1500 crore home
ମୁକେଶଙ୍କ ମହାନତା; କର୍ମଚାରୀଙ୍କୁ ଦେଇଦେଲେ ୧୫ଶହ କୋଟିର ଉପହାର

ମନୋଜ ମୋଦୀଙ୍କୁ ମୁକେଶ ଅମ୍ବାନୀ ଏକ ବଡ଼ କୋଠା ଉପହାର ଦେଇଛନ୍ତି । ଯାହାକି ୨୨ ମହଲା ବିଶିଷ୍ଟ ହୋଇଥିବାବେଳେ ୧.୭ଲକ୍ଷ ବର୍ଗଫୁଟ ଏରିଆରେ ରହିଥିବା କୁହାଯାଉଛି ।

Pregnancy test during mass marriage
ବିବାହ ପୂର୍ବରୁ କନ୍ୟାଙ୍କ ଗର୍ଭ ପରୀକ୍ଷା : ଘଟଣାକୁ ନେଇ ବିବାଦ ଆରମ୍ଭ

ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ସରକାର ଗର୍ଭ ପରୀକ୍ଷା କରି ମହିଳାଙ୍କୁ ଅପମାନିତ କରିଥିବା କହିଛି କଂଗ୍ରେସ ।

Virat Kohli dancing on one leg
ଅନୁଷ୍କାଙ୍କ ସହ ଗୋଟିଏ ଗୋଡ଼ରେ ନାଚିଲେ କୋହଲି

ଅପଲୋଡ୍‌ କରିବାର କେଇ କ୍ଷଣ ପରେ ଶହ ଶହ କମେଣ୍ଟ ଆସିବା ସହ ବିରାଟ ଓ ଅନୁଷ୍କାଙ୍କ  ଲଭ୍‌ କେମେଷ୍ଟ୍ରିଙ୍କୁ ପସନ୍ଦ କରିଛନ୍ତି ଫ୍ୟାନ୍ସ। ଅନେକ ୟୁଜର ଉଭୟଙ୍କୁ ରାଜା ରାଣୀ ବୋଲି ସମ୍ବୋଧିତ କରିଛନ୍ତି। 

Is Srimandir in the target of terrorists?
ଓଡ଼ିଶାକୁ ଆତଙ୍କବାଦୀଙ୍କ ଟାର୍ଗେଟ ଆଶଙ୍କା କଲା ରାଜ୍ୟ ବିଜେପି

ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଥିବା ନେଇ ରାଜ୍ୟ ସରକାରଙ୍କ ବିବୃତି ଆବଶ୍ୟକ ବୋଲି ସାଂସଦ କହିଛନ୍ତି। ସମ୍ବଲପୁର ହିଂସା ନେଇ ଆମେ ଅମିତ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିଛୁ, ରାଜ୍ୟ ସରକାର ରାଷ୍ଟ୍ରହିତ ଦୃଷ୍ଟିରୁ NIAକୁ ତଦନ୍ତ ଦାୟିତ୍ବ ଦିଅନ୍ତୁ ବୋଲି ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି।

Trump offers half-eaten pizza to fans
ସମର୍ଥକଙ୍କୁ ଅଇଁଠା ପିଜା ଯାଚିଲେ ଡୋନାଲ୍ଡ ଟ୍ରମ୍ପ୍‌

ଜଣେ ରିପୋର୍ଟର ଏହି ଭିଡିଓକୁ ଟ୍ୱିଟରରେ ଅପଲୋଡ୍‌ କରିଛନ୍ତି। ଯେଉଁଥିରେ ଟ୍ରମ୍ପ ପିଜାକୁ ଖାଇବା ପରେ ମୋର ଅବଶିଷ୍ଟ ପିଜାକୁ କିଏ ଖାଇବ ବୋଲି ପଚାରୁଛନ୍ତି।

NTPC Recruitment 2023
NTPCରେ ନିଯୁକ୍ତି ସୁଯୋଗ; ଜାଣନ୍ତୁ ଆବେଦନର ଶେଷ ତାରିଖ

ସମସ୍ତ ପଦବୀ ପାଇଁ ଏପ୍ରିଲ ୧୯ ତାରିଖରୁ ଆବେଦନ ଆରମ୍ଭ ହୋଇସାରିଛି । ତେଣୁ ଏବେଠୁ ଆପଣ ଆବେଦନ କରିପାରିବେ ।

salary of Nita Ambani's Personal Makeup Artist
ନୀତାଙ୍କ ମେକ୍‌ ଅପ୍‌ ଆର୍ଟିଷ୍ଟ, କମ୍ପାନୀ ସିଇଓଙ୍କ ଠାରୁ ବି ପାଆନ୍ତି ଅଧିକ ଦରମା !

ମିକି ତାଙ୍କ ପ୍ରାରମ୍ଭିକ ସମୟରେ ରୋଜଗାର କରିବା ପାଇଁ ଅନେକ ସଂଘର୍ଷ କରିଛନ୍ତି। ମିକି ପ୍ରଥମେ ଟୋକିଓର ଏକ ବିୟୁଟି ପାର୍ଲରରେ ହେୟାର ଡ୍ରେସର ଭାବେ କାମ କରୁଥିଲେ।

MS Dhoni
ପୁଣି ଦେଖିବାକୁ ମିଳିଲା ଧୋନି ‘ରିଭ୍ୟୁ ସିଷ୍ଟମ୍’ର କମାଲ୍‌ ! ଅମ୍ପାୟାର୍‌ଙ୍କୁ ବଦଳାଇବାକୁ ପଡ଼ିଲା ନିଷ୍ପତ୍ତି

କୋଲକାତା ନାଇଟ୍ ରାଇଡର୍ସ (KKR) ବିପକ୍ଷ ମ୍ୟାଚରେ ମଧ୍ୟ ଦଳର ଧୁଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ସିଏସକେ ୨୦ ଓଭରରେ ୨୩୫ ରନ୍ ସଂଗ୍ରହ କରିଥିଲା ।

Gold Price Today
Gold Price Today 24th April 2023: ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ଆଜି କେତେ ଅଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସମାନ ରହିଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୧୦ ଟଙ୍କା ହୋଇଛି।

Banna Gupta Video
ମର୍ଯ୍ୟାଦା ଭୁଲିଗଲେ ମନ୍ତ୍ରୀ,ମହିଳାଙ୍କ ସହ ଅଶ୍ଳୀଳ ଭିଡିଓ ଚାଟ୍ ଭାଇରାଲ୍

ମହିଳାଙ୍କ ସହିତ ଝାଡ଼ଖଣ୍ଡ ମନ୍ତ୍ରୀଙ୍କ ଭିଡିଓ ଚାଟ ଭାଇରାଲ୍‌ ହେଉଛି । ଯେଉଁଥିରେ କଂଗ୍ରେସ ନେତା ତଥା ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ଜଣେ ମହିଳାଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି ।

thunderstorm with lightening
୯ ଜିଲ୍ଲାକୁ ଅରେଞ୍ଜ ଚେତାବନୀ: ପ୍ରବଳ ବର୍ଷିବ, ୫୦ କିମି ବେଗରେ ପବନ ବହିବ !

ଅନ୍ୟ ଉପକୂଳ ଜିଲ୍ଲାରେ ବି ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ତା ପରେ ବର୍ଷା କମିବ  ଓ ତାପମାତ୍ରା ପୁଣି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

Twitter
ଏଲନ୍‌ ମସ୍କଙ୍କ ୟୁ ଟର୍ଣ୍ଣ ! ୧୦ ଲକ୍ଷ ଫଲୋଅର୍ସ ଥିବା ୟୁଜରଙ୍କୁ ବିନା ପେମେଣ୍ଟରେ ବ୍ଲୁ ଟିକ୍‌

ବିନା ମୂଲ୍ୟରେ ବ୍ଲୁ ଟିକ୍‌ ମିଳିବ । ହେଲେ କେଉଁ କେଉଁ ବ୍ୟକ୍ତିଙ୍କୁ ମିଳିପାରିବ...ଜାଣନ୍ତୁ...

Hailstorm
ନବରଙ୍ଗପୁରରେ କାଶ୍ମୀରର ଭ୍ରମ . .ଚାରିଆଡ଼େ ବରଫର ଚାଦର

ଚାଷ ଜମିରେ ବି ବରଫ ଜମି ରହିଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ଉପୁଜିଛି ।