ଖୁବ୍ଶୀଘ୍ର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଧାର୍ମିକ ବିଶ୍ୱାସ ଅନୁସାରେ, ଯେଉଁ ସମୟରେ ଗ୍ରହଣ କିମ୍ବା ପରାଗ ଲାଗେ ସେହି ସମୟରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ।
ନିକଟରେ ଜଣେ ମହିଳା ଏପରି କରିଛନ୍ତି । ନିଜର ଦୁଇ ବର୍ଷର ପୁଅର ପ୍ରୋଟିନ୍ ଅଭାବକୁ ପୂରଣ କରିବା ପାଇଁ ପୋକ ଖାଇବାକୁ ଦେଉଛନ୍ତି । ଏଥିରେ ବହୁ ପରିମାଣର ପ୍ରୋଟିନ୍ ଥିବା ସେ ଦାବି କରିଛନ୍ତି ।
ପୁଣି ଥରେ ବିମାନରେ ଜଣେ ଯାତ୍ରୀ ସହଯାତ୍ରୀଙ୍କ ଉପରକୁ ପରିସ୍ରା କରିବା ଘଟଣା ସାମନାକୁ ଆସିଛି।
ପୋଲିସ ଉପରେ ଭରସା ଥିଲେ ବି ଚୋରି ସୁନା ଟଙ୍କା ଓ ଚୋରକୁ କେବେ ଧରିବେ, ସେନେଇ ପୋଲିସ ଉତ୍ତର ଦେଉନଥିବା କାନ୍ଦି କାନ୍ଦି କହିଛନ୍ତି ଅଭିଯୋଗକାରିଣୀ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଛି। ଏପ୍ରିଲ ୨୩ ରାତି ୮ଟା ୨୨ ମିନିଟ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୟୁପି-୧୧୨ ମୁଖ୍ୟାଳୟ ହ୍ୱାଟ୍ସଆପ୍ ଡେସ୍କକୁ ଏହି ଧମକପୂର୍ଣ୍ଣ ମେସେଜ ଆସିଥିଲା।
୫୪ ଆଞ୍ଚଳିକ ଦଳ ମଧ୍ୟରୁ ୩୩ଟି ଦଳ ଉପରେ ADR ତଥ୍ୟ ଦେଇଛି। ତେବେ ୧୯ ଦଳ ସେମାନଙ୍କ ଚାନ୍ଦା ବାବଦ ଆୟ ବାବଦରେ ସମୟ ସୀମା ମଧ୍ୟରେ ତଥ୍ୟ ଦାଖଲ କରିଥିବା ବେଳେ ଅନ୍ୟ ୧୪ ଦଳ ବିଳମ୍ବରେ ତଥ୍ୟ ଦାଖଲ କରିଛନ୍ତି।
ଝିଅର ଶବ ସହ ରହୁଥିଲା ମା’। ପ୍ରାୟ ୩ ଦିନ ଯାଏ ଜଣେ ମହିଳା ମୃତ ଝିଅ ସହ ରହୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଏସମ୍ପର୍କରେ ପଡ଼ୋଶୀଙ୍କୁ ମଧ୍ୟ ଜଣାନଥିଲା।
ମଶା ଅଧିକାଂଶ ରୋଗ ବିସ୍ତାର କରନ୍ତି। ଏହି କାରଣରୁ, ଖରା ଦିନେ ପବନ ଖାଇବାକୁ ଚାହିଁଲେ ମଧ୍ୟ ବାଲକୋନୀରେ ବସିବା କଷ୍ଟକର ହୋଇଯାଏ। ଏଭଳି ପରିସ୍ଥିତିରେ କିଛି ଗଛ ଲଗାଇବା ଜରୁରୀ, ଯାହା ମଶାମାନଙ୍କୁ ଘଉଡାଇବାରେ ବହୁତ ସାହାଯ୍ୟ କରେ। ଆସନ୍ତୁ ଏମିତି ୫ଟି ଗଛ ଉପରେ ନଜର ପକେଇବା।
ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ଭିସୁଟର ସମାବର୍ତ୍ତନ ଉତ୍ସବକୁ ଆସି ତାପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।ପାୱାର ଚାନେଲର ଜଳରାଶି ଭିତରୁ ମିଳିଥିଲା ଚିନ୍ମୟୀଙ୍କ ମୃତଦେହ ।
ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ ମଙ୍ଗଳବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ ‘କାବେରୀ’ ଆରମ୍ଭ ହୋଇଛି। ଏହି ଅପରେସନରେ ସୁଦାନରେ ଫସିଥିବା ପ୍ରାୟ ୫୦୦ ଭାରତୀୟଙ୍କୁ ଉଦ୍ଧାର କରାଯିବ।
ପୂଜକ ନୀତି ମୁତାବକ ପୂଜାର୍ଚ୍ଚନା କରି ବାବା କେଦାରନାଥଙ୍କ ମୁଖ ଦ୍ୱାର ଘଣ୍ଟି ବଜାଇବା ପରେ ଶ୍ରଦ୍ଧାଳୁଙ୍କ ଲାଗି କେଦାରନାଥଙ୍କ ଦ୍ୱାର ଫିଟିଛି।
ପାକିସ୍ତାନର ସ୍ୱାତରେ ଭୟଙ୍କର ବିସ୍ଫୋରଣ। ଏଥିରେ ୧୨ ପୋଲିସ୍ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।
ମ୍ୟାଲେରିଆ ପରଜୀବୀଙ୍କ ଦ୍ୱାରା ହେଉଥିବା ଏକ ମାରାତ୍ମକ ରୋଗ, ଯାହା ସଂକ୍ରମିତ ମହିଳା ଆନାଫିଲିଜ୍ ମଶା କାମୁଡ଼ିବା ଦ୍ୱାରା ମଣିଷକୁ ବ୍ୟାପିଥାଏ। ଆସନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ ଉପରେ ନଜର ପକେଇବା।
କ୍ଲିନିକ୍ ଓ ଲାବୋରେଟାରୀରେ କାର୍ଯ୍ୟରତ ଷ୍ଟାଫ୍ ମଧ୍ୟ ପିନ୍ଧିବେ ମାସ୍କ । ଥଣ୍ଡାକାଶରେ ପୀଡ଼ିତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।
ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା । ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ହେବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।
୨୦୩୩ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ଭାବେ ଓଡ଼ିଶା ଖଣି ନିଗମ ରହିବ ବୋଲି ଆଜି କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।
ସମ୍ବଲପୁର ହିଂସା ଓ ଗୁଡ୍ଡୁ ମୁସଲିମ୍ ଓଡ଼ିଶା ଲିଙ୍କର ହେଉ ତଦନ୍ତ-ସୁରେଶ ପୂଜାରୀ
ଘେରିଲା ଉପଭୋକ୍ତା ସଂଘ, ୨୦ବର୍ଷ ତଳର ଭିତ୍ତିଭୂମିରେ ସେବାକୁ ନେଇ ପ୍ରଶ୍ନ । ଗ୍ରାଉଣ୍ଡ ଜିରୋରୁ ଆସୁଛି ବିଜୁଳି କାଟ୍ ଯନ୍ତ୍ରଣା ଓ ପରିଣାମର ମାଳ ମାଳ ଚିତ୍ର ।
୩୫ ଲକ୍ଷ ଖରିଫ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୪୪୧ କୋଟିର ସୁଧ ରିହାତି ଘୋଷଣା । ଭେଳିକି କହି ଅସଲ ଚାଷୀଙ୍କ ପ୍ରଶ୍ନ, କୁଆଡ଼େ ଯାଉଛି ଋଣ ଟଙ୍କା ଓ ସୁବିଧା ?
ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ(OSSC)ଙ୍କ ନୂଆ ଓଡ଼ିଆ ପ୍ରଶ୍ନପତ୍ର ଦେଖିଲେ ଆପଣଙ୍କ ମୁଣ୍ତ ବୁଲାଇଦେବ । ଏମିତିକି ପ୍ରଶ୍ନପତ୍ର ଦେଖି ପରୀକ୍ଷାର୍ଥୀଙ୍କ ମୁଣ୍ତ ବୁଲାଇ ଦେଉଛି ।
ସେ କ୍ରିକେଟ୍ର ଭଗବାନ । କିମ୍ବଦନ୍ତୀ କ୍ରିକେଟର ଏବଂ ଭାରତୀୟ କ୍ରିକେଟର କୋହିନୁର। ବିଶ୍ବର ବଡ଼ ବଡ଼ ଦୁର୍ଦ୍ଦଷ ବୋଲରଙ୍କ ନିଦ ହଜାଇଛନ୍ତି, କୋଟି କୋଟି ଫ୍ୟାନ୍ସଙ୍କ ମୁହଁରେ ହସ ଭରିଛନ୍ତି । କ୍ରିକେଟ ତାଙ୍କ ପାଇଁ ଜୀବନ । ସତେ ଯେମିତି କ୍ରିକେଟ ପାଇଁ ହିଁ ତାଙ୍କର ଜନ୍ମ ।
ମୂଷାକୁ ଜାବୁଡ଼ି ଧରିବା ପାଇଁ ଯେଉଁ ଅଠା ପ୍ଲେଟ୍ ମିଳେ ତାକୁ ବ୍ୟବହାର କରିଥାନ୍ତି । ଏମିତିକି ମୂଷାକୁ ଟ୍ରାପ୍ କରିବା ପାଇଁ ଅନେକ ପ୍ରକାର ଯନ୍ତ୍ରପାତି ମଧ୍ୟ ବଜାରକୁ ଆସିଲାଣି ।
ଆଜିକାଲି ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏଠାରେ ଜଣେ ଯୁବତୀ ଏମିତି ପ୍ରଦର୍ଶନ କରୁଛନ୍ତି ଯେ ତାଙ୍କ ଡ୍ୟାନ୍ସ ଫର୍ମ ବୁଝିବା ବି କଷ୍ଟକର। ଆପଣ ଏହାକୁ ଦେଖିଲେ ଯେତିକି ଆଶ୍ଚର୍ଯ୍ୟ ହେବେ ସେତିକି ହସିବେ ମଧ୍ୟ।
କଟକ ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଥିବାବେଳେ ଖାନନଗରଠାରୁ ଏହା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।