• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

2023 Sudan conflict
ସୁଦାନରୁ ସୁରକ୍ଷିତ ଫେରୁଛନ୍ତି ପ୍ରବାସୀ ଭାରତୀୟ,ଗୋଟିଏ ସ୍ୱରରେ କହିଲେ ଭାରତ ମାତାକି ଜୟ...

ସୁଦାନରେ ଫସି ରହିଥିବା ଭାରତୀୟଙ୍କ ଘର ବାହୁଡା । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ପହଞ୍ଚିଲେ ୩୬୦ ଭାରତୀୟ ।‘ଅପରେସନ କାବେରୀ’ ଜୋରଦାର ରହିଥିବା ବେଳେ ୩ୟ ପର୍ଯ୍ୟାୟରେ ଫେରୁଛନ୍ତି ୫୦୦ରୁ ଅଧିକ ଭାରତୀୟ । ଆକାଶପଥ ଓ ଜଳପଥ ଦେଇ ଅଣାଯାଉଛି ଭାରତୀୟଙ୍କୁ।

Today Panchang
Today Panchang 27th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଗୁରୁବାରରେ ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Naxal Attack In Chhattisgarh High Alert To 3 Districts Of Odisha
ଛତିଶଗଡ଼ରେ ରକ୍ତର ହୋଲି ଖେଳିଲେ ନକ୍ସଲ, ହାଇ ଆଲର୍ଟରେ ଓଡ଼ିଶାର ୩ ଜିଲ୍ଲା...

ଦୁଇ ବର୍ଷ ପରେ ନକ୍ସଲମାନେ ଛତିଶଗଡ଼ରେ ପୁଣି ରକ୍ତର ହୋଲି ଖେଳିଛନ୍ତି। IED ବିସ୍ପୋରଣ କରି ନେଇଛନ୍ତି ୧୧ ଜଣଙ୍କ ଜୀବନ। ଘଟଣା ପରେ ଛତିଶଗଡ ସୀମାନ୍ତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି।

2 missing
ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡ଼ି ୨ ନିଖୋଜ

ଆଳି: ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡ଼ି ୨ ନିଖୋଜ । ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼ ଯାଉଥିବା ବେଳେ ଅଘଟଣ ।

ganga saptami 2023
Ganga Saptami: ଆଜି ଗଙ୍ଗା ସପ୍ତମୀ: ଜାଣନ୍ତୁ ଗଙ୍ଗା ସ୍ନାନର ୪ଟି ଫାଇଦା

ଗଙ୍ଗା ସପ୍ତମୀ ଦିନ ଗଙ୍ଗାରେ ସ୍ନାନ କରିବା ଦ୍ୱାରା ଅନେକ ପୁଣ୍ୟ ମିଳିଥାଏ ବୋଲି ଜ୍ୟୋତିର୍ବିଦମାନେ ମତ ଦିଅନ୍ତି। ଏହା ଦ୍ୱାରା ବ୍ୟକ୍ତି ସୁସ୍ଥ ଜୀବନ ଜୀ‍ଇଥାଏ।

40 Wives 1 Husband
ଏକାଥରେ ୪୦ ମହିଳା କହିଲେ ରୁପ୍ ଚାନ୍ଦ ଆମ ସ୍ୱାମୀ...

ଜଣେ ବ୍ୟକ୍ତି ୪୦ ଜଣ ମହିଳାଙ୍କୁ ବିବାହ କରିଛନ୍ତି ! ଏହା ପୁଣି ସମସ୍ତେ ଜାଣିଛନ୍ତି ! ଲୁଚା ଛପା ନୁହେଁ ବରଂ ସମସ୍ତଙ୍କର ଜାଣତରେ ବ୍ୟକ୍ତି ଜଣକ ୪୦ ଜଣ ମହିଳାଙ୍କ ସ୍ୱାମୀ ହୋଇଛନ୍ତି !

Mao Attack On Soldiers
ନକ୍ସଲ ଖେଳିଲେ ରକ୍ତର ହୋଲି ! ୧୦ DRG ଯବାନ, ଜଣେ ଡ୍ରାଇଭର ସହିଦ

ପ୍ରଧାନମନ୍ତ୍ରୀ ମୋଦି ନକ୍ସଲ ହମଲାକୁ ଦୃଢ ଭାବେ ନିନ୍ଦା କରିବା ସହ ସହିଦ ଯବାନଙ୍କ ବଳିଦାନ ସବୁବେଳେ ମନେ ରହିବ ବୋଲି କହିଛନ୍ତି ।

Commission Report Missing
ହେ ଭଗବାନ ! ୧୯୩୬ରୁ ୧୯୯୯ ମଧ୍ୟରେ ହୋଇଥିବା ତଦନ୍ତ କମିଶନ ରିପୋର୍ଟ ଉଭାନ...

ସରକାରଙ୍କ ଅପରାଗତାକୁ ଦାୟୀ କରି ବର୍ଷିଲେ ବିରୋଧୀ । ବିଜେଡି କହିଲା ସେବେ ନଥିଲା ଆମ ସରକାର ।

Odisha Politics, Jharsuguda Bypoll
Jharsuguda Bypoll: ଅଲଗା ଦଳର ନେତାଙ୍କୁ BJD ଟାଣୁଥିବା କହି ବର୍ଷିଲେ ବିରୋଧୀ...

ନିରାଶ ହେବା ପରେ ଅସନ୍ତୁଷ୍ଟ ମହେନ୍ଦ୍ରଙ୍କୁ ଆଦିବାସୀଙ୍କ ଭୋଟ୍ ଗୋଟାଇବା ଆଶାରେ କୋଳେଇ ନେଇଛି ବିଜେଡି ।

hybrid vehicles
ଆଉ ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ି ନୁହେଁ, ଏଣିକି ହାଇବ୍ରିଡ୍ ଗାଡ଼ି ଚଢ଼ିବେ ରାଜ୍ୟର ମନ୍ତ୍ରୀ, ଅଫିସର

ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ିକୁ ବାଏ ବାଏ କରିବେ ରାଜ୍ୟ ସରକାର, ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଅଫିସ୍ ମେମୋରାଣ୍ଡମ୍

Chhattisgarh
ଧରାପଡ଼ିଲା ଛତିଶଗଡ଼ର ଚାଲାକି ! ବର୍ଷାଦିନେ ପାଣି ଛାଡୁଥିଲା, ଖରା ଦିନେ ଅଟକାଉଥିଲା

ମହାନଦୀରେ ଖରାଦିନେ ପାଣି ଛାଡ଼ିଲା ଛତିଶଗଡ଼ । ଟ୍ରିବୁନାଲ ସଦସ୍ୟଙ୍କ ପରିଦର୍ଶନ ପୂର୍ବରୁ ଖେଳିଲା ନୂଆ ଚାଲ୍

 Unique ID system
ଶିକ୍ଷା କ୍ଷେତ୍ରରେ ଜାଲିଆତି ରୋକିବାକୁ ବଡ଼ ପଦକ୍ଷେପ : ଆସନ୍ତା ଅଗଷ୍ଟରୁ ଲାଗୁ ହେବ ଷ୍ଟୁଡେଣ୍ଟ ୟୁନିକ୍ ଆଇଡି

ଗୋଟିଏ ପ୍ଲାଟଫର୍ମରେ ରହିବ ଦେଶର ସବୁ ଛାତ୍ରଛାତ୍ରୀଙ୍କ ତଥ୍ୟ,ଜି- ଟ୍ୱେଣ୍ଟି ସମ୍ମିଳନୀରେ NETF ଅଧ୍ୟକ୍ଷଙ୍କ ସୂଚନା

Viral Video
Viral Video: ଟଙ୍କା ଦେଇ କିଣିଲେ ଚଢ଼େଇ, ଦେଲେ ମୁକ୍ତିର ଆନନ୍ଦ

ପିଞ୍ଜରାରୁ ମୁକ୍ତି ପାଇବା ପରେ ପକ୍ଷୀଙ୍କୁ ଯେତିକି ଆନନ୍ଦ ମିଳୁଛି ତାଠାରୁ ଅଧିକ ଆନନ୍ଦିତ ହେଉଛନ୍ତି ମୁକ୍ତ କରୁଥିବା ବ୍ୟକ୍ତି ।

Alert ! Toxic Cough Syrup Available In Market
WHO ଦେଲା ସତର୍କବାଣୀ ! ଏହି ସିରପ୍‌ ପ୍ରତି ରୁହନ୍ତୁ ସାବଧାନ, ଦୋକାନୀ ବିକୁଥିଲେ କିଣନ୍ତୁ ନାହିଁ...

ଏହା ମଣିଷ ଶରୀର ପାଇଁ କ୍ଷତିକାରକ ନୁହେଁ, କମ୍ପାନୀ ଏଭଳି ଯୁକ୍ତି ବାଢ଼ିପାରୁ ନାହିଁ ବୋଲି WHO କହିଛି ।

Vande Bharat express
ଓଡ଼ିଶାରେ ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ !

ଖୁବ୍ ଶୀଘ୍ର ଓଡ଼ିଶାରେ ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ ।

Woman Jumps Off Bike
OTP ବାହାନାରେ ମୋବାଇଲ୍‌ ଛଡ଼ାଇନେଲେ ଡ୍ରାଇଭର୍‌; ବାଇକ୍‌ରୁ ଡେଇଁ ପଡ଼ିଲେ ମହିଳା

ଏକ ରାପିଡୋ ବାଇକ୍‌ ବୁକ୍‌ କରି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିବା ଯୁବତୀ ହଠାତ୍‌ ବିଚ୍‌ ରାସ୍ତାରେ ବାଇକ୍‌ରୁ ଡେଇଁ ପଡ଼ିଲେ ।

Odia Web Series Chhadapatra Teaser released
TarangPlus: ରିଲିଜ୍ ହେଲା ଟିଜର୍: ବିବାହ-ବିଚ୍ଛେଦର କାହାଣୀ କହିବ ‘ଛାଡ଼ପତ୍ର’

ବିବାହ ଓ ବିଚ୍ଛେଦର କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ‘ତରଙ୍ଗ ପ୍ଲସ୍‌’ର ନୂଆ ସିରିଜ୍ ‘ଛାଡ଼ପତ୍ର’। ଏହାର ଟିଜର୍ ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଛି। ଲୋକେ ଏହାକୁ ଖୁବ ପ୍ରଶଂସା କରୁଛନ୍ତି।

political debate on the word 'minority'
ବସୁଧୈବ କୁଟୁମ୍ବକମ୍ ବନାମ ସଂଖ୍ୟାଲଘୁ-ସଂଖ୍ୟାଗରିଷ୍ଠ

ଇଂରେଜ ଅମଳରୁ ଆଜିଯାଏ ‘ସଂଖ୍ୟାଲଘୁ’ ଶଦ୍ଦକୁ ନେଇ ରାଜନୈତିକ ବିମର୍ଷ ଚାଲିଛି। ଏହି ଶଦ୍ଦଟି ରାଜନୀତି ଏପରିକି ସାମାଜିକ ସୌହାର୍ଦ୍ୟକୁ ମଧ୍ୟ ପ୍ରଭାବିତ କରୁଛି। ସ୍ୱାଧୀନତା ପୂର୍ବରୁ କଂଗ୍ରେସକୁ ମଧ୍ୟ ଏହି ଶଦ୍ଦ ପାଇଁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା। ସ୍ୱାଧୀନ ଭାରତରେ ଏହି ଶଦ୍ଦ ଧୃବୀକରଣର କାରଣ ପାଲଟିଛି।

Man With Gun Enters Bengal Classroom
ହାତରେ ବନ୍ଧୁକ ଧରି କ୍ଲାସ୍‌ରୁମ୍‌କୁ ପଶିଗଲେ ଅଜଣା ଯୁବକ; ଭୟରେ ଚିତ୍କାର କଲେ ପିଲା

ହାତରେ ବନ୍ଧୁକ ଧରି ପିଲାଙ୍କୁ ଧମକାଉଥିଲେ ଯୁବକ । ଭୟରେ ଚିତ୍କାର କଲେ ପିଲା ।

Revenge ! Threat Call To UP CM Yogi Adityanath
ଅଜବ ପ୍ରତିଶୋଧ ! ପ୍ରେମରେ ବାଧା ଦେଲେ ପ୍ରେମିକାର ବାପା, ପାନେ ଦେବାକୁ ପ୍ରେମିକ କଲା ଏମିତି କାଣ୍ଡ...

ଗର୍ଲଫ୍ରେଣ୍ଡର ବାପାଠାରୁ ବଦ୍‌ଲା ନେବା ଉଦେଶ୍ୟରେ ସେ ଏଭଳି କାଣ୍ଡ ଭିଆଇଥିବା ପୋଲିସ ଆଗରେ ସ୍ୱୀକାର କରିଛି । 

Rishabh Pant
ଏସିଆ କପ୍‌ ଓ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଋଷଭ ପନ୍ତ

ଚଳିତବର୍ଷ ସେପ୍ଟେମ୍ବରରେ ଏସିଆ କପ୍‌ ହେବାକୁ ଥିବା ବେଳେ ଅକ୍ଟେବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍‌ ଖେଳାଯିବ । ଏଥିରୁ ବାଦ ପଡ଼ିଲେ ୱିକେଟ୍‌ କିପର୍‌ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ।

Bhubaneswar railway recruitment 2023
ଇଷ୍ଟ୍‌କୋଷ୍ଟ୍‌ ରେଳବାଇ, ଭୁବନେଶ୍ୱର ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି

ଇଷ୍ଟ୍‌କୋଷ୍ଟ୍‌ ରେଳବାଇ, ଭୁବନେଶ୍ୱର ଗ୍ରୁପ୍ C ଏବଂ ଗ୍ରୁପ୍ D ର ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଅଫ୍‌ଲାଇନ୍ ମୋଡ୍ ମାଧ୍ୟମରେ ଆବେଦନ କରିବାକୁ ହେବ। ଯେଉଁ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାନ୍ତି ସେମାନେ ଏହାକୁ ଭଲଭାବେ ପଢିନେବା ଉଚିତ।

Dimple Kapadia impressive look in Saas bahu aur flamingo
ହାତରେ ବନ୍ଧୁକ, ମୁହଁରେ ସିଗାରେଟ୍; ଡିମ୍ପଲ୍‌ଙ୍କ ଜବରଦସ୍ତ ଗେଟ୍ ଅପ୍

ଡିମ୍ପଲ୍ କାପାଡିଆ ତାଙ୍କ ଦ୍ୱିତୀୟ ଇନିଂସରେ ଦମଦାର ଚରିତ୍ର ସହିତ ଖେଳିବା ଆରମ୍ଭ କରିଛନ୍ତି। ଆସୁଛି ନୂଆ ସିରିଜ୍। ଡିମ୍ପଲ୍‌ଙ୍କୁ ଭିନ୍ନ ଚରିତ୍ରରେ ଦେଖିବେ ଦର୍ଶକ। ମୁହଁରୁ ବାହାରୁଛି ସିଗାରେଟ୍ ଧୂଆଁ ଆଉ ବନ୍ଧୁକରୁ ଗୁଳି। ଏମିତି ଭାଇରାଲ୍ ଭିଡିଓ କିଣୁଛି ମନ।

Dantewada Naxal Attack
Big Breaking: ଛତିଶଗଡ଼ରେ ବଡ଼ଧରଣର ନକ୍ସଲ ଆକ୍ରମଣ: ୧୧ ଯବାନ ସହିଦ

ଛତିଶଗଡ଼ ଦନ୍ତେୱାଡାରେ ବଡ଼ଧରଣର ନକ୍ସଲ ଆକ୍ରମଣ ।

Outsiders Entry Prohibited In BJB Autonomous College
ଲାଗିଲା କଟକଣା: ଏଣିକି ଏହି କଲେଜ କ୍ୟାମ୍ପସ ଭିତରକୁ ପ୍ରବେଶ କରିପାରିବେନି ବାହାର ଲୋକ

ଏଣିକି ବାହାର ଲୋକଙ୍କୁ କଲେଜ କ୍ୟାମ୍ପସ ଭିତରେ ପ୍ରବେଶ ଉପରେ କଟକଣା ଲାଗିଛି। ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ କଲେଜ କର୍ତ୍ତୃପକ୍ଷ ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।